Sign in
Sign in
Recover your password.
A password will be e-mailed to you.
ଓଡିଆ ପାଠ୍ୟକ୍ରମରେ ବିଜୁ ପଟ୍ଟନାୟକ ସ୍ୱତନ୍ତ୍ର କେନ୍ଦ୍ର ପ୍ରତିଷ୍ଠା ନିମନ୍ତେ ଓଡିଶା ସରକାର -ଏବଂ ଜେ.ଏନ୍.ୟୁ…
ଭୁବନେଶ୍ୱର: ନୂଆ ଦିଲ୍ଲୀ ଜବାହାରଲାଲ ନେହେରୁ ବିଶ୍ୱବିଦ୍ୟାଳୟରେ ଓଡିଆ ପାଠ୍ୟକ୍ରମରେ ବିଜୁ ପଟ୍ଟନାୟକ ସ୍ୱତନ୍ତ୍ର କେନ୍ଦ୍ର ପ୍ରତିଷ୍ଠା ନିମନ୍ତେ ଓଡିଶା ସରକାର ଓ ଜବାହାରଲାଲ ନେହେରୁ ବିଶ୍ୱବିଦ୍ୟାଳୟ,ନୂଆ ଦିଲ୍ଲୀ ମଧ୍ୟରେ ଏକ ବୁଝାମଣା ପତ୍ର ସ୍ୱାକ୍ଷର ହୋଇଛି । ଆଜି ଲୋକସେବା ଭବନ ଠାରେ…
କାମାକ୍ଷାନଗର ମହୋତ୍ସବ ରେ ଚିତ୍ର ଶିଳ୍ପୀ ନାରାୟଣ ସାହୁ ସମ୍ବର୍ଦ୍ଧିତ ।
ଭୁବନ / ଅବିନାଶ ସାଥୁଆ ମହାପାତ୍ର- ଢେ଼ଙ୍କାନାଳ ଜିଲ୍ଲା କାମାକ୍ଷାନଗର ମହୋତ୍ସବ ରେ ଭୁବନ ର ସୁନାମଧନ୍ୟ ଚିତ୍ରଶିଳ୍ପୀ ଶ୍ରୀଯୁକ୍ତ ନାରାୟଣ ସାହୁ ଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ଉପ ଜିଲ୍ଲାପାଳ ନାରାୟଣ ଚନ୍ଦ୍ର ନାୟକ ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବାଚସ୍ପତି ଶ୍ରୀମତୀ…
ବିଦ୍ୟାଳୟରେ ଭାଷା, ସାହିତ୍ୟ ଓ ସୃଜନଶୀଳତା କାର୍ଯ୍ୟକ୍ରମ ସହିତ ବନ୍ଦେ ଉତ୍କଳ ଜନନୀ ଗାନ
ନୟାଗଡ଼,(ଲକ୍ଷ୍ମୀଧର ସାହୁ): ପ୍ରଥମ ବିଶ୍ବ ଓଡିଆ ଭାଷା ସମ୍ମିଳନୀ ଉପଲକ୍ଷେ ଏନଏସି ସରକାରୀ ଉଚ୍ଚ ବିଦ୍ୟାଳୟ,ନୟାଗଡ଼ ପରିସରରେ ଭାଷା,ସାହିତ୍ୟ,ସୃଜନଶୀଳତା ଉତ୍ସବ ଏବଂ ସମୂହ ବନ୍ଦେ ଉତ୍କଳ ଜନନୀ ଗାନ ଅନୁଷ୍ଠିତ ହୋଇଯାଇଛି।ଏହି ଅବସରରେ ପ୍ରଥମେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଓଡିଆ ଭାଷାର ପ୍ରଚାର…
ଡ଼ମ୍ବସରା ସରକାରୀ (ଏସ.ଏସ.ଡି)ବାଳିକା ଉଚ୍ଚ ବିଦ୍ୟାଳୟର , ବାର୍ଷିକ ଉତ୍ସବ ୨୦୨୪ ।
ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି : ରାୟଗଡା ଜିଲ୍ଲା ଗୁଣପୁର ଉପଖଣ୍ଡ ସ୍ଥିତ ଡ଼ମ୍ବସରା ସରକାରୀ (ଏସ.ଏସ.ଡି)ବାଳିକା ଉଚ୍ଚ ବିଦ୍ୟାଳୟ ସ୍କୁଲ ରେ ଆଜି ଇଂ.ତା- ୦୩:୦୨:୨୪ ରିଖ ଦିନ ବିଦ୍ୟାଳୟ ର ବାର୍ଷିକ ମହୋତ୍ସବ ଆୟଜିତ ହୋଇଯାଇଛି । ଏହି ମହୋତ୍ସବ ଅବସରରେ ମୁଖ୍ୟ ଅତିଥି ରୂପେ ଗୁଣୁପୁର…
ଛେଲିଆମାଳ ଗ୍ରାମ ପଞ୍ଚାୟତ ର 30ତମ ବାର୍ଷିକ ଉତ୍ସବ 2024
କଳାହାଣ୍ଡି(ଶାସକ ପ୍ରଶାସକ) :କଳାହାଣ୍ଡି ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ଛେଲିଆମାଳ ଗ୍ରାମ ପଞ୍ଚାୟତ ର ଛେଲିଆମାଳ ଗ୍ରାମ ପଂଚାୟତ ଉଚ୍ଚ ବିଦ୍ୟାଳୟଠାରେ 30ତମ ବାର୍ଷିକ ଉତ୍ସବ 2024 ଆରମ୍ଭ ହୋଇ ଯାଇଛି,ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ସୁବଳ ଚନ୍ଦ୍ର ପ୍ରଧାନ, ମୁଖ୍ୟ ବକ୍ତା ସୁନାସିର…
ଜି ଆଇ ଇ ଟି ବିଶ୍ୱବିଦ୍ୟାଳୟ ସ୍କୁଲ ଅଫ ମ୍ୟାନେଜମେଣ୍ଟର ଦୁଇଦିନିଆ କର୍ମଶାଳା ଉଦଘାଟିତ.
ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି- ଆଜି ସ୍ଥାନୀୟ ଜି ଆଇ ଇ ଟି ବିଶ୍ୱବିଦ୍ୟାଳୟ ସ୍କୁଲ ଅଫ ମ୍ୟାନେଜମେଣ୍ଟର ଦୁଇଦିନିଆ କର୍ମଶାଳା ଉଦଘାଟିତ ହୋଇଯାଇଛି / ସ୍କୁଲ ଅଫ ମ୍ୟାନେଜମେଣ୍ଟ ଓ ନୂଆଦିଲ୍ଲୀ ସ୍ଥିତ ରିସର୍ଚ୍ଚ ଫୋରମ ସହବନ୍ଧନ ରେ ଆୟୋଜିତ ଏହି କର୍ମଶାଳାରେ "ଉଦ୍ୟୋଗୀ ଆର୍ଥିକ ସମସ୍ୟା…
ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀର ଏବଂ ଆମ ଓଡିଶା ନବୀନ ଓଡିଶା ସଚେତନ ଶିବିର ଅନୁଷ୍ଠିତ.
ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି; ରାୟଗଡା ଜିଲ୍ଲା ଗୁଣପୁର ସଦର ମହକୁମା ଟାଉନ୍ ହଲ୍ ଠାରେ ଗୁଣପୁର ପୌର ପରିଷଦ ତରଫରୁ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ ଓ ଆମ ଓଡ଼ିଶା ନବୀନ ଓଡିଶା ସଚେତନ ଶିବିର ଆୟୋଜିତ ହୋଇଯାଇଛି . ଏହି କାର୍ଯ୍ୟକ୍ରମରେ ମାନ୍ୟବର ବିଧାୟକ ଗୁଣପୁର ଶ୍ରୀଯୁକ୍ତ ରଘୁନାଥ…
ଆଭିଜାତ୍ୟ ସମ୍ପନ୍ନ ଓଡ଼ିଆ ଭାଷାକୁ ସମୃଦ୍ଧ କରାଇବ ‘ବିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀ’
ଆରଏମସି ତରଫରୁ ଆୟୋଜିତ ହେଲା ଆଲୋଚନା ଚକ୍ର
ରାଉରକେଲା,(ବସନ୍ତ କୁମାର ଜେନା): ଓଡ଼ିଆ ଭାଷା ସାହିତ୍ୟ, କଳା, ସଂସ୍କୃତି, ଐତିହ୍ୟର ପ୍ରଚାର ପ୍ରସାର ପାଇଁ ରାଜ୍ୟ ସରକାରଙ୍କ ତରଫରୁ ଅଭିନବ କାର୍ଯ୍ୟକ୍ରମ 'ବିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀ' ଆୟୋଜନ କରାଯାଉଛି। ଏହି କ୍ରମରେ ଶନିବାର ରାଉରକେଲା…
କଟିକଟା ପଞ୍ଚାୟତରେ ବିଭିନ୍ନ ଵିକାଶମୂଳକ କାର୍ଯ୍ୟକ୍ରମ ସମ୍ପର୍କରେ ପଞ୍ଚାୟତ ସ୍ତରୀୟ ସଚେତନତା ଶିବିର
ଵିକାଶ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ବିଧାୟକ ପ୍ରତାପ ଜେନା ଙ୍କୁ କୃତଜ୍ଞତା ଜଣାଇଲେ ପଞ୍ଚାୟତବାସୀ l
(ନିଶ୍ଚିନ୍ତକୋଇଲି-ଶାସକ ପ୍ରଶାସକ): ନିଶ୍ଚିନ୍ତକୋଇଲି ନିଶ୍ଚିନ୍ତକୋଇଲି ବ୍ଲକ କଟିକଟା ଗ୍ରାମ ପଞ୍ଚାୟତରେ ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମରେ ପଞ୍ଚାୟତ ସ୍ତରୀୟ…
ବିଶିଷ୍ଟ ସଂଗୀତଜ୍ଞ ତଥା ଗିତାର୍ ବାଦକ ଜୋହନ ସିଂହଙ୍କ ବିୟୋଗ
ଭଞ୍ଜନଗର ରୁ {ଉଦୟନାଥ ପଣ୍ଡା}: ବିଶିଷ୍ଟ ସଂଗୀତଜ୍ଞ ସହିତ ବିଚକ୍ଷଣ ଗିତାର୍ ଓ ବେଂଜୋ ବାଦକ"ଜୋହନ୍ ସିଂହ" ଗଞ୍ଜାମ ଜିଲ୍ଲା ଭଞ୍ଜନଗର ସହରର ଖ୍ରୀଷ୍ଟିଆନ ସାହିରେ ଥିବା ପୈତୃକ ବାସଭବନରେ ହୃଦଘାତରେ ତାଙ୍କରି ବିୟୋଗ ଘଟିଛି। ସେହି ମହାନ୍ ବ୍ୟକ୍ତିଙ୍କ ୭୩ ବୟସରେ ବିୟୋଗ ରେ ଆଜି ସମଗ୍ର ଘୁମୁସର…