ଇଗ୍ନୋର ୬ଟି ଆଞ୍ଚଳିକ କେନ୍ଦ୍ରର ନୂତନ ଭବନର ଲୋକାର୍ପଣ କଲେ କେନ୍ଦ୍ରମନ୍ତ୍ରୀ

ଡିଷ୍ଟାନ୍ସ, ଡିଜିଟାଲ୍ ଓ ଟେକ୍ନୋଲୋଜି ଭିତ୍ତିକ ଲର୍ଣ୍ଣିଂ ପଦ୍ଧତିରେ ଇଗ୍ନୋକୁ ଦୁନିଆର ଉନ୍ନତ ଅନୁଷ୍ଠାନ ବନାଇବା - ଧର୍ମେନ୍ଦ୍ର ପ୍ରଧାନ • ଅଗରତାଲା, ବାଙ୍ଗାଲୁରୁ, ପୁଣେ, ଜମ୍ମୁ, ପୋର୍ଟ ବ୍ଲେୟର ଏବଂ ନୋଏଡାରେ ଇଗ୍ନୋ ଆଞ୍ଚଳିକ କେନ୍ଦ୍ରର ନୂଆ ଭବନର ଲୋକାର୍ପଣ • ଇଗ୍ନୋ…

ଝାରସୁଗୁଡ଼ା ଜିଲ୍ଲାରେ ଟିପିଡବ୍ଲ୍ୟୁଓଡିଏଲର ନୂତନ ଡିଭିଜନ୍ କାର୍ଯ୍ୟାଳୟ ଗୃହ ଉଦଘାଟିତ

ଝାରସୁଗୁଡା: ଟାଟା ପାୱାର ଏବଂ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟିପି ୱେଷ୍ଟର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ (ଟି (ଟିପିଡବ୍ଲ୍ୟୁଓଡିଏଲ୍) ଏକ ଅଗ୍ରଣୀ ବିଦ୍ୟୁତ୍ ବିତରଣ କମ୍ପାନୀ ଭାବେ ପଶ୍ଚିମ ଓଡ଼ିଶାର ବିଦ୍ୟୁତ୍ ନ୍ତରଣରେ ସଦା ପ୍ରଚେଷ୍ଟା ଜାରି ରଖିଛି । ଏହି ଦିଗରେ କମ୍ପାନୀ ଆଉ…

ପ୍ରଥମ ବିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀରେ ନିଆଯାଇଛି ୧୮ ଟି ନିଷ୍ପତ୍ତି

ବିଧାନସଭାରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିମନ୍ତ୍ରୀ ଶ୍ରୀଅଶ୍ୱିନୀକୁମାର ପାତ୍ରଙ୍କ ବିବୃତ୍ତି ଭୁବନେଶ୍ୱର : ପ୍ରଥମ ବିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀର ବିଭିନ୍ନ ଅଧିବେଶନରେ ଆଲୋଚିତ ବିଷୟ ଓ ପ୍ରବାସୀ ଓଡ଼ିଆମାନଙ୍କ ସହିତ୫-ଟି (5T)ଅଧ୍ୟକ୍ଷଙ୍କ ଆଲୋଚନାର ଆଧାରରେ ନିମ୍ନୋକ୍ତ ନିଷ୍ପତ୍ତି…

ଗଞ୍ଜାମ ଜିଲ୍ଲା ଭାରତ ସ୍କାଉଟ ଓ ଗାଇଡ଼ ର ୨୯ ତମ କ୍ୟାମ୍ପୋରୀ ଭଞ୍ଜନଗରରେ ଉଦଘାଟିତ

ଭଞ୍ଜନଗର ରୁ {ଉଦୟନାଥ ପଣ୍ଡା}: ସ୍ଥାନୀୟ ଉପେନ୍ଦ୍ର ଭଞ୍ଜ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ଗଞ୍ଜାମ ଜିଲ୍ଲା ଭାରତ ସ୍କାଉଟ ଓ ଗାଇଡ଼ର ୨୯ ତମ କ୍ୟାମ୍ପୋରୀ ଜିଲ୍ଲା ଶିକ୍ଷାଧିକାରୀ ଅମିତା ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ପରିଷଦ ସଭାପତି ଅଞ୍ଜଳୀ ସ୍ୱାଇଁଙ୍କ ଦ୍ୱାରା ଆଜି ବୁଧବାର ୭ ତାରିଖ…

ଟ୍ରକ ଓ ଟ୍ରାକ୍ଟର ମୁହାଁମୁହିଁ ଧକ୍କା

ଭଞ୍ଜନଗର ରୁ {ଉଦୟନାଥ ପଣ୍ଡା}:ଆଜି ବୁଧବାର ୭ ତାରିଖ ଫେବୃଆରୀ ମାସ ୨୦୨୪ ସକାଳୁ ସକାଳୁ ଭଞ୍ଜନଗର ଠାରୁ ୪ କିଲୋମିଟର ଦୂର ଟୋକା ଗଣ୍ଡା ଗ୍ରାମ ମୁଖ୍ୟ ରାସ୍ତାରେ ଟ୍ରକ ଓ ଟ୍ରାକ୍ଟର ମୁହାମୁହି ଧକ୍କା ହେବା ଫଳରେ ଟ୍ରାକ୍ଟର ଚାଳକ ଗୁରୁତର ହେବା ସହ ଟ୍ରାକ୍ଟର ଟି ସମ୍ପୂର୍ଣ୍ଣ ଭାଙ୍ଗି ଚୂର…

ସୌନ୍ଦର୍ଯ୍ୟ ନଷ୍ଟ କରୁଛି ବେଳାଭୂମିର ବେଆଇନ ଘର ନିର୍ମାଣ

ପୁରୀ (ଅନିମେଶ ପଟ୍ଟନାୟକ): ବିସ୍ତୀର୍ଣ୍ଣ ବେଳାଭୂମିର ସୌନ୍ଦର୍ଯ୍ୟ ଉପଭୋଗ କରିବାକୁ ପୁରୀକୁ ଏବେ ଲକ୍ଷ ଲକ୍ଷ ପର୍ଯ୍ୟଟକଙ୍କ ସୂଅ ଛୁଟୁଛି । ହୋଟେଲ ଗୁଡ଼ିକର ସମ୍ମୁଖର ବସି ସମୟ କଟାନ୍ତି ପର୍ଯ୍ୟଟକ। ହେଲେ ବେଳାଭୂମି ଉପରେ ବେଆଇନ ଘର ନିର୍ମାଣ ଯୋଗୁଁ ଅସନ୍ତୋଷ ବ୍ୟକ୍ତ କରୁଛନ୍ତି ପର୍ଯ୍ୟଟକ।…

ଡେପୁଟି କଲେକ୍ଟରଙ୍କ ଯୋଗଦାନ

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି:  ଗୁଣପୁର ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନୂତନ ଭାବେ ସୁଶ୍ରୀ ଦୀପ୍ତିମୟୀ ପାତ୍ର, ଓଡିଶା ପ୍ରଶାସନିକ ସେବା ଡେପୁଟି କଲେକ୍ଟର ଭାବେ ଯୋଗଦାନ କରିଛନ୍ତି । ପୂର୍ବରୁ ସୁଶ୍ରୀ ପାତ୍ର ଗଞ୍ଜାମ ଜିଲ୍ଲାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଡେ଼ପୁଟି କଲେକ୍ଟର…

ଉଷୁନା ଚାଉଳରେ ମହାପ୍ରସାଦ ରାନ୍ଧି ମହାପାପ କରିଛନ୍ତି ରାଜ୍ୟ ସରକାର: ମନମୋହନ ସାମଲ

ଶ୍ରୀଜଗନ୍ନାଥ ମନ୍ଦିରରେ ବିଭ୍ରାଟ ଓ ଦାନଅର୍ଥ ହଡପ ପ୍ରସଙ୍ଗ  ଏତେ ବଡ ଭୁଲ୍ ନିଷ୍ପତି କାହା ନିର୍ଦ୍ଦେଶରେ ଓ କେଉଁ ସ୍ୱାର୍ଥରେ ନିଆଯାଇଛି ଯାଂଚ କମିଟିର ସଦସ୍ୟ କହିସାରିଲେଣି ଉଷୁନା ଚାଉଳକୁ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରାଯାଇଛି କୁଆଡେ ଗଲା ଅର୍ପଣ ଯାତ୍ରା ସମୟରେ ମିଳିଥିବା ଦାନ…

ବେଙ୍ଗାଲୁରୁରେ ମୃତ ଶ୍ରୀକାନ୍ତଙ୍କ ପରିବାରକୁ ସାହା ହେଲେ ରାଜ୍ୟ ସରକାର

ଓଡିଶା-ମୋ ପରିବାରର ସହଯୋଗ ଭୁବନେଶ୍ୱର, ତା 05,02 2024 - କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଅଞ୍ଚଳର ସନ୍ଥପଡା ଗ୍ରାମର ୩୮ବର୍ଷ ବୟସ୍କ ଯୁବକ ଶ୍ରୀକାନ୍ତ କୁମାର ମହାନ୍ତି ବେଙ୍ଗାଲୁରୁରେ କାମ କରୁଥିବା ବେଳେ ନିଜର ପରିବାର ପ୍ରତିପୋଷଣ କରୁଥିଲେ । ଗତ କିଛିଦିନ ତଳେ ଅସୁସ୍ଥତା ଅନୁଭବ କରୁ…

ଜିଏମ୍ଆର୍ ଏରୋ ସହିତ ଓଡିଶା ସରକାରଙ୍କ ବୁଝାମଣା ପତ୍ର ସ୍ୱାକ୍ଷରିତ

ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ଏବଂ ବାଣିଜ୍ୟ ଓ ପରିବହନ ବିଭାଗ ସାମିଲ ଭୁବନେଶ୍ୱର: ଓଡିଶା ସରକାରଙ୍କ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ଏବଂ ବାଣିଜ୍ୟ ଓ ପରିବହନ ବିଭାଗ ଜିଏମ୍ଆର୍ ଏରୋ ଏକାଡେମୀ (ଜିଏମ୍ଆରଏଏ) ସହ ମିଶି ଓଡ଼ିଶାର ଯୁବକମାନଙ୍କୁ ବିମାନ ଚଳାଚଳ ସମ୍ବନ୍ଧୀୟ ଦକ୍ଷତା…