ମହାଭାରତ କାବ୍ୟ ଉପରେ ଗବେଷଣା କରୁଥିବା ହଲାଣ୍ଡର ବିଶିଷ୍ଟ ଗବେଷକଙ୍କର ସୋଆ ପରିଦର୍ଶନ

ଭୁବନେଶ୍ୱର, ଫେବୃଆରୀ ୦୭: ମହାଭାରତ କାବ୍ୟକୁ ନେଇ ଦୀର୍ଘ ୨୦ ବର୍ଷ ହେବ ଗବେଷଣା ଚଳାଇଥିବା ହଲାଣ୍ଡର ପ୍ରଫେସର ଆର୍ଲୋ ଗ୍ରିଫିଥ୍‌ସ ବୁଧବାର ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସେଂଟର ଫର୍ ପ୍ରିଜରଭେସନ୍‌, ପ୍ରୋପାଗେସନ୍‌ ଆଣ୍ଡ ରେଷ୍ଟୋରେସନ୍ ଅଫ୍ ଆନ୍‌ସିଏଂଟ୍ କଲ୍‌ଚର ଆଣ୍ଡ ହେରିଟେଜ୍…

ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଆଇକନିକ୍‌ ଓଡିଶା ଆଦର୍ଶ ବିଦ୍ୟାଳୟ ଉଦ୍‌ଘାଟିତ

ପଚିଶ ଏକର ପରିମିତ କ୍ୟାମ୍ପସ ରେ ପଢ଼ିବେ ୧୦୦୦ ରୁ ଅଧିକ ଉଚ ମାଧ୍ୟମିକ ଛାତ୍ର ଛାତ୍ରୀ ଖର୍ଚ୍ଚ ହୋଇଛି ୧୦୦ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ବର୍ତ୍ତମାନ ସୁଦ୍ଧା ୩୧୫ଟି ଆଦର୍ଶ ବିଦ୍ୟାଳୟ ସ୍ଥାପିତ ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱର…

ଯୋଗାଣ ବିଭାଗ ପକ୍ଷରୁ ଅଚାନକ ଚଢ଼ାଉ ୨୦୧ କୁଇଣ୍ଟାଲ ଧାନ ଜବତ

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି  ଗୁଣପୁର ଉପଖଣ୍ଡ ଯୋଗାଣ ବିଭାଗ ପକ୍ଷରୁ ଆଜି ଅଚାନକ ଚଢ଼ାଉ କରାଯାଇ ବେଆଇନ ଭାବେ ଗଛିତ ଥିବା ୨୦୧ କୁଇଣ୍ଟାଲ ଧାନ ଜବତ କରାଯାଇଛି । ସୂଚନା ଅନୁଯାୟୀ ଉପଜିଲ୍ଲାପାଳ କିରଣ ଦୀପ କୌର୍ ସାହୋତା ଙ୍କ ନିର୍ଦ୍ଦେଶ କ୍ରମେ ଉପଖଣ୍ଡ ଯୋଗାଣ ଅଧିକାରୀ ଦେବବ୍ରତ…

ଭାରତୀୟ ଜନତା ପାର୍ଟିର ୨୧ ଲୋକସଭାର ପ୍ରଭାରୀ ଓ ସଂଯୋଜକଙ୍କ ନାମ ଘୋଷଣା

ଭୁବନେଶ୍ୱର ତା.୦୭/୦୨: ଭାରତୀୟ ଜନତା ପାର୍ଟିର ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲଙ୍କ ଅନୁମୋଦନକ୍ରମେ ୨୧ ଲୋକସଭାର ପ୍ରଭାରୀ ଓ ସଂଯୋଜକଙ୍କ ନାମ ତାଲିକା ଘୋଷଣା କରାଯାଇଛି ।

କଂସ ବଧ ସହ ରାଜବୋଡାସମ୍ବର୍ ଧନୁଯାତ୍ରା ମହୋତ୍ସବ ଉଦଯାପିତ।

ପଦ୍ମପୁର /ଶିବାଶିଷ ପଟ୍ଟନାୟକ :- କଂସ ବଧ ସହ ରାଜ ବୋଡାସମ୍ବର୍ ଧନୁଯାତ୍ରା ମହୋତ୍ସବ ୨୦୨୪ ପରିସମାପ୍ତି ହେଇଯାଇଛି । ଦୀର୍ଘ ସାତ ଦିନ ଧରି ଗୋଇବାହଲି ମଥୁରା ନଗରୀ ଓ   କର୍ମେଲାବହାଲ ଗୋପପୁର ର ରୂପ ନେଇ ବେଶ୍ ଆଡମ୍ବର ରେ ଯାତ୍ରା ଅନୁଷ୍ଠିତ ହୋଇଥିଲା । ଗୋପପୁର ରେ ପ୍ରତିଦିନ ଅନ୍ନ…

ଭବାନୀପାଟଣା ଠାରେ ସାମୁହିକ ଔଷଧ ( ଫାଇଲେରିଆ) ସେବନ ର ଦ୍ୱିତୀୟ ଜିଲ୍ଲା ସ୍ଵମନ୍ନୟ କମିଟି ବୈଠକ

ଭବାନୀପାଟଣା ( ରୋହିତ କୁମାର ନାଏକ ).ଆଜି ଜିଲ୍ଲା ସଦଭାବନା ସଭାଗୃହରେ ଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡୀଙ୍କ ଅଧ୍ଯକ୍ଷତାରେ ଜିଲ୍ଲାରେ ନର୍ଲା ବ୍ଲକ୍ ଓ ଜୁନାଗଡ ଏନ୍ ଏ ସି ପାଇଁ ଆଗାମୀ ଫେବୃୟାରୀ ୧୦ ରୁ ଫେବୃଆରୀ ୧୯ ତାରିଖ ମଧ୍ୟରେ ହେବାକୁ ଥିବା ସାମୁହିକ ଔଷଧ ସେବନ ପାଇଁ ପ୍ରସ୍ତୁତି ବୈଠକ…

ଚିକିଲି ରେ ମା କଙ୍କାଳୁଣି ପୌଷ ମଣ୍ଡେଇ ଯାତ୍ରା ଅନୁଷ୍ଠିତ

ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ )ତା ୦୭/୦୨/୨୪ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ଅନ୍ତର୍ଗତ ଚିକିଲି ଗ୍ରାମରେ ଆଦିବାସୀଙ୍କ ପାରମ୍ପାରିକ ମା କଙ୍କାଳୁଣି ପୌଷ ମଣ୍ଡେଇ ଯାତ୍ରା ଅତି ଆଡମ୍ବର ସହକାରେ ପାଳିତ ହୋଇଯାଇଛି। ପ୍ରତି ବର୍ଷ ପୌଷ ପୂର୍ଣ୍ଣମୀ ପରେ ଚିକିଲି ଗ୍ରାମରେ…

ସାଇ ବିଜନେସ୍ କ୍ଲବ୍ ଦ୍ଵାରା ପୁନେ ଠାରେ ଦୁଇ ଦିନିଆ ସ୍ୱାସ୍ଥ୍ୟ ମହୋତ୍ସବ ‘ଆରୋଗ୍ୟମ୍’ : ଡକ୍ଟର ନରସିଂହ…

 ବାଳକୃଷ୍ଣ ପାଣିଗ୍ରାହୀ : ସାଇ ବିଜନେସ୍ କ୍ଲବ୍ ଦ୍ଵାରା ପୁନେ ସ୍ଥିତ ହୋଟେଲ ଟିପ ଟପ୍ ଇଣ୍ଟର୍ଣାସନାଲ୍ ଠାରେ ଦୁଇ ଦିନିଆ ସ୍ୱାସ୍ଥ୍ୟ ମହୋତ୍ସବ 'ଆରୋଗ୍ୟମ୍' ଆୟୋଜନ କରାଯାଇଥିଲା। ଏଥିରେ ସମୁଦାୟ ୪୦ ରୁ ଅଧିକ ଷ୍ଟଲରେ ଦୁଇ ଦିନ ପାଇଁ ସ୍ୱାସ୍ଥ୍ୟସେବା ଉତ୍ପାଦ ଏବଂ ସେବା ପ୍ରଦର୍ଶନ…

ଲିପିକା ମାଝୀ ଙ୍କୁ ସହଯୋଗ ର ହାତ ବଢାଇଲେ ନର୍ଲା ପ୍ରେସ ଆସୋସିଏସନ୍

ଭବାନୀପାଟଣା( ରୋହିତ କୁମାର ନାଏକ ) କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ଅନ୍ତର୍ଗତ କମାର୍ଧା ପଞ୍ଚାୟତ ବକ ଟି ଗ୍ରାମର ଉପେନ୍ଦ୍ର ମାଝୀ ଙ୍କ ଝିଅ ଲିପିକା ମାଝୀ ବୟସ ମାତ୍ର ଛଅ ବର୍ଷ, ସେ ଚାଲି ପାରୁ ନାହାଁନ୍ତି ଗୁରୁଣ୍ଡି ଗୁରୁଣ୍ଡି ବୁଲୁଛନ୍ତି ଅର୍ଥ ସାଜୁଛି ବାଧକ ଉପଯୁକ୍ତ ଚିକିତ୍ସା…

ବାସୁଦେବପୁର ବାଳିକା ଉଚ୍ଚ ବିଦ୍ୟାଳୟରେ ବାର୍ଷିକ ଉତ୍ସବ

ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ବେଲଗୁଣ୍ଠା ବ୍ଳକ୍ ଗୋବରା ସ୍ଥିତ ବାସୁଦେବପୁର ବାଳିକା ଉଚ୍ଚ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି I ବିଦ୍ୟାଳୟ ପ୍ରଧାନ ଶିକ୍ଷକ ରବି ନାରାୟଣ ଗୌଡ଼ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଅବସରପ୍ରାପ୍ତ ଗୋଷ୍ଠୀ…