Sign in
Sign in
Recover your password.
A password will be e-mailed to you.
କଂଗ୍ରେସ ଯୁବରାଜ ନିଜ ରାଜନୈତିକ ଅସ୍ତିତ୍ୱ ବଞ୍ଚାଇବା ପାଇଁ ଜାତିବାଦୀ ରାଜନୀତିର ସାହାରା ନେଇଛନ୍ତି –…
ଜାତି ବିଷୟରେ ରାହୁଲ ଗାନ୍ଧୀଙ୍କ ଟିପ୍ପଣୀ ଉପରେ କେନ୍ଦ୍ରମନ୍ତ୍ରୀଙ୍କ ପ୍ରତିକ୍ରିୟା
• କଂଗ୍ରେସର 'ମିଛର ଗ୍ୟାରେଣ୍ଟି'କୁ କେହି ବିଶ୍ୱାସ କରିବେ ନାହିଁ
• ରାହୁଲ ଗାନ୍ଧୀ ପ୍ରତିଦିନ ମିଛ କହିବାର ଅଭ୍ୟାସ କଲେ, ସେ ଆଗକୁ କେବଳ ହାସ୍ୟ, ବ୍ୟଙ୍ଗ ଏବଂ ମନୋରଞ୍ଜନର ବ୍ୟକ୍ତି ଭାବେ…
ଜି.ଆଇ.ସି.ଏମ୍.ଏସ୍. ମହାବିଦ୍ୟାଳୟରେ ବାର୍ଷିକ କ୍ରୀଡା ଉଦଘାଟିତ
ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ଗୁଣପୁର ସ୍ଥିତ ଗାୟତ୍ରୀ କମ୍ପ୍ୟୁଟର ଓ ମାନେଜମେଣ୍ଟ ମହାବିଦ୍ୟାଳୟରେ (ଜି.ଆଇ.ସି.ଏମ୍.ଏସ୍.) ମହାବିଦ୍ୟାଳୟରେ ବାର୍ଷିକ କ୍ରୀଡ଼ା ଉଦଘାଟିତ ହୋଇଯାଇଅଛି । ଅନୁଷ୍ଠାନର ଅଧ୍ୟକ୍ଷ ଶ୍ରୀଯୁକ୍ତ ଅକ୍ଷୟ ଦାସ ଓ ନିର୍ଦ୍ଦେଶକ ଶ୍ରୀଯୁକ୍ତ ସଞୟ ସାହୁ ତଥା…
ଗୋଟେ ଫୋନ କଲ ରେ ଭୁବନେଶ୍ୱରରୁ ଶବ ଯାଇ ପଂହଚିଲା ଜନ୍ମମାଟି ମୟୁରଭଞ୍ଜରେ
ଗରିବ ରଞ୍ଜିତ ପରିବାର କୁ ସହାୟ ହେଲା ଓଡିଶା-ମୋ ପରିବାର
ଭୁବନେଶ୍ଵର, ୦୭/୦୨/୨୦୨୪: ମୟୂରଭଞ୍ଜ ଜିଲ୍ଲାର ତୋଟାପଡ଼ା ଅଞ୍ଚଳର ୫୭ବର୍ଷିୟ ରଞ୍ଜିତ ଧର ମହାପାତ୍ର, କିଡ଼ନୀ ଜନିତ ସମସ୍ୟାରେ ପୀଡ଼ିତ ହୋଇ ଭୁବନେଶ୍ଵରସ୍ଥିତ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ଦୁର୍ଭାଗ୍ୟବଶତଃ, ଗତ…
ପ୍ରାକୃତିକ ବିପର୍ଯ୍ୟୟ ତଥା ବନ୍ୟା ପରିସ୍ଥିତି ର ସଫଳ ମୁକାବିଲା ପାଇଁ ମୋକ ଡ୍ରିଲ ଅଭ୍ୟାସ.
ନବରଙ୍ଗପୁର:୮-୨-୨୪ ଅଶୋକ ସାହୁ, ଶାସକ ପ୍ରଶାସକ: ନବରଙ୍ଗପୁର ଜିଲ୍ଲା ସଦରମହକୁମା ସ୍ଥିତ ମିଶନ ଶକ୍ତି ସଭାଗୃହରେ କଟକ ଜିଲ୍ଲା ମୁଣ୍ଡୁଳି ସ୍ଥିତ ଜାତୀୟ ବିପର୍ଯ୍ୟୟ ଉଦ୍ଧାର ସୁରକ୍ଷା ବାହିନୀ (NDRF) ଏବଂ ନବରଙ୍ଗପୁର ଜିଲ୍ଲା ପ୍ରଶାସନ ଦ୍ୱାରା ଏକ ସା ମୁହିକ ଅଭ୍ୟାସ ଟେବୁଲ ଟପ ଆଲୋଚନା…
ଓଡ଼ିଶାରେ ପ୍ରଥମ:କିମ୍ସରେ ମିଟ୍ରାକ୍ଲିପ୍ ପଦ୍ଧତିରେ ୭୦ ବର୍ଷୀୟ ବୃଦ୍ଧାଙ୍କ ସଫଳ ହୃତପିଣ୍ଡ ଅସ୍ତ୍ରୋପଚାର
ଭୁବନେଶ୍ୱର, ୮।୨: ଓଡ଼ିଶାରେ ପ୍ରଥମ ଥର ପାଇଁ କଳିଙ୍ଗ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସେସ୍ (କିମ୍ସ) ହସ୍ପିଟାଲ ହୃଦ୍ରୋଗ ବିଶେଷଜ୍ଞମାନେ ମିଟ୍ରାକ୍ଲିପ୍ ପଦ୍ଧତିରେ ଜଣେ ୭୦ ବର୍ଷୀୟା ମହିଳାଙ୍କ ହୃତପିଣ୍ଡ ଭାଲଭ୍ର ସଫଳ ଅସ୍ତ୍ରୋପଚାର କରଛନ୍ତି। ମହିଳାଙ୍କ ହୃତ୍ପିଣ୍ଡରେ ଥିବା ୪ଟି…
ବିଶ୍ଵନାଥ ଦାଶ ପିସିସି ପ୍ରଚାର କମିଟି ସାଧାରଣ ସମ୍ପାଦକ ରୁପେ ମନୋନୀତ
ପୁରୀ (ଅନିମେଶ ପଟ୍ଟନାୟକ): ପୁରୀ କଂଗ୍ରେସର ଟାଣୁଆ ଯୁବ ନେତା ତଥା ଆଡଭୋକେଟ ବିଶ୍ବନାଥ ଦାଶ ଓଡ଼ିଶା ପ୍ରଦେଶ କଂଗ୍ରେସର ପ୍ରଚାର କମିଟିରେ ସ୍ଥାନ ପାଇଛନ୍ତି । ତାଙ୍କୁ ସାଧାରଣ ସମ୍ପାଦକ ରୁପେ ମନୋନୀତ କରାଯାଇଛି । ଚଳିତ ମାସ ୫ ତାରିଖ ସୋମବାର ଦିନ ଅଖିଳ ଭାରତୀୟ କଂଗ୍ରେସ କମିଟି ପକ୍ଷରୁ ଏ…
ମୁଖ୍ୟ ଶାସନ ସଚିବଙ୍କୁ ଭେଟିଲେ ତାଳଚେର ଫର୍ଟିଲାଇଜର୍ସ ଲିମିଟେଡ୍ ପରିଚାଳନା ନିର୍ଦ୍ଦେଶକ
ଭୁବନେଶ୍ୱର: ରାଜ୍ୟ ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନାଙ୍କୁ ତାଳଚେର ଫର୍ଟିଲାଇଜର୍ସ ଲିମିଟେଡର ପରିଚାଳନା ନିର୍ଦ୍ଦେଶକଶ୍ରୀ ବିବେକ ଶ୍ରୀବାସ୍ତବ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ । ଦେଶର ପ୍ରଥମ କୋଇଲା ଗ୍ୟାସଭିତ୍ତିକ ପ୍ରକଳ୍ପ ହେଉଛି ତାଳଚେର ଫର୍ଟିଲାଇଜର୍ସ ଲିମିଟେଡ୍ । ଏହି…
8 ଫେବୃଆରୀ 2024 ରୁ ପୁରୀ-ସୋନପୁର-ପୁରୀ ସାପ୍ତାହିକ ଏକ୍ସପ୍ରେସ୍ ର ନିୟମିତ ଚଳାଚଳ
ଭୁବନେଶ୍ୱର: ପୁରୀ-ସୋନପୁର-ପୁରୀ ସାପ୍ତାହିକ ଏକ୍ସପ୍ରେସର ନିୟମିତ ଚଳାଚ ନିଷ୍ପତ୍ତି ନିଆଯାଇ ପୁରୀରୁ 8 ଫେବୃଆରୀ ଠାରୁ ଏବଂ ସୋନପୁର ଠାରୁ 9 ଫେବୃଆରୀ 2024 ଠାରୁ ଚଳାଚଳ ନିଷ୍ପତ୍ତି ନିଆଯାଇଅଛି | ଉଦ୍ଘାଟନୀ କାର୍ଯ୍ୟକ୍ରମରେ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଏହି ଟ୍ରେନ ର ଶୁଭାରମ୍ଭ…
କଣ୍ଟାବାଞ୍ଜିରେ ୱାଗନ୍ ମରାମତି କାରଖାନା ପ୍ରତିଷ୍ଠା ପାଇଁ ରେଳ ମନ୍ତ୍ରଣାଳୟ ₹ 244.77 କୋଟି ଅନୁମୋଦନ କରିଛି |
• ବିସ୍ତୃତ ପ୍ରକଳ୍ପ ରିପୋର୍ଟ (ଡିପିଆର) ସେପ୍ଟେମ୍ବର 2023 ରେ ଅନୁମୋଦନ ପାଇଁ ପଠାଯାଇଥିଲା |
• ୱାଗନ୍ ପିରିଓଡିକ ଓଭର ହାଉଲିଙ୍ଗ (ପିଓଏଚ୍) କାରଖାନାରେ 200 ୱାଗନ୍ ପାଇଁ ମରାମତି କ୍ଷମତା ରହିବ |
• କଣ୍ଟାବାଞ୍ଜିରେ ୱାଗନ୍ ପିଓଏଚ୍ କାରଖାନା ପ୍ରତିଷ୍ଠା କରିବାକୁ…
ବେକରେ ଗାମୁଛା ବାନ୍ଧି ଯୁବତୀ ଙ୍କ ଆତ୍ମହତ୍ୟା, ଯୁବତୀ ଙ୍କ ନିକଟରୁ ମିଳିଛି ହାତ ଲେଖା ଚିଠି
ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ )ତା ୦୬/୦୨/୨୪ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅନ୍ତର୍ଗତ କୋଇଲାରି ଗ୍ରାମ ର ଜଣେ ଯୁବତୀ ବେକରେ ଗାମୁଛା ବାନ୍ଧି ଆତ୍ମହତ୍ୟା କରିଛି। ଆତ୍ମହତ୍ୟା କରିଥିବା ଯୁବତୀ ନିକଟରୁ ଏକ ସୁଇସାଇଡ୍ ନୋଟ ମିଳିଥିବା ବେଳେ ଉମରକୋଟ ଥାନା ଅଞ୍ଚଳ ସିର୍ଲ୍ଲି…