ରାମନାଗୁଡା ବ୍ଲକ ସଦର ମହକୁମା ଠାରେ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ ।

ରାମନାଗୁଡା : ତା 12.02.2024 ରିଖ ଦିନ ରାମନଗୁଡା ପଞ୍ଚାୟତ ସମିତି ସଦଭାବନା ସଭାଗୃହ ଠାରେ ରାୟଗଡ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଥିଲା । ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନ ଆରକ୍ଷୀ ଅଧିକ୍ଷକ ହରିଷ ବି ସି ଉପସ୍ଥିତ ରହି ମୋଟ 60ଟି ଅଭିଯୋଗ ଗ୍ରହଣ କରି ସମ୍ପୃକ୍ତ…

ମହମ୍ମଦପୁର ପଞ୍ଚାୟତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ l

 (ନିଶ୍ଚିନ୍ତକୋଇଲି -ଶାସକ ପ୍ରଶାସକ): ନିଶ୍ଚିନ୍ତକୋଇଲି ବ୍ଲକ ମହମ୍ମଦପୁର ପଞ୍ଚାୟତ ସ୍ଥିତ ବିଶ୍ଵନାଥପୁର ହାଇସ୍କୁଲ ପଡ଼ିଆରେ ଆମ ଓଡ଼ିଶା ନ‌ବୀନ ଓଡ଼ିଶା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଇଥିବା ୫୦ ଲକ୍ଷ ଟଙ୍କାରେ ମୋଟ୍ ୧୦ଟି ପ୍ରକଳ୍ପ କାର୍ଯ୍ୟ ହୋଇଥିଲା…

କାଳିଆଗୁଡା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ବାର୍ଷିକ ଉତ୍ସବ ପାଳିତ ; ମନ ମୋହିଲା ଛାତ୍ରଛାତ୍ରୀଙ୍କ ଦ୍ୱାରା…

ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ବେଲଗୁଣ୍ଠା ବ୍ଲକ ଗୋବରା କ୍ଲଷ୍ଟର ଅନ୍ତର୍ଗତ କାଳିଆଗୁଡା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଚଳିତ ବର୍ଷର ବାର୍ଷିକ ଉତ୍ସବ ଅଭିଭାବକ ସଂଘ ସଭାପତି ସୁଶାନ୍ତ ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି I ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ରୂପେ…

ବାବୁଜଙ୍ଗ ପଞ୍ଚାୟତରେ ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ : ରାସ୍ତା ଶିଳାନ୍ୟାସ ଓ ସମ୍ବର୍ଦ୍ଧନା କଲେ ବିଧାୟକ…

(ନିଶ୍ଚିନ୍ତକୋଇଲି-ଶାସକ ପ୍ରଶାସକ): ନିଶ୍ଚିନ୍ତକୋଇଲି ବ୍ଲକ ବାବୁଜଙ୍ଗ ପଞ୍ଚାୟତରେ ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମରେ କଟକ ସଦର ବିଧାୟକ ଚନ୍ଦ୍ରସାରଥୀ ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରଥମେ ତାରପୁରବାଇପାସ ଠାରୁ ଭାୟା ଚାରିରକବା ବାବୁଜଙ୍ଗ ପର୍ଯ୍ୟନ୍ତ ୬ କୋଟି ୫୦ ଲକ୍ଷ…

ଜିଲ୍ଲାପାଳଙ୍କ ଜନ ଅଭିଯୋଗ ଶୁଣାଣି ; ୧୬୦ ଅଭିଯୋଗରୁ ୮୭ଟି ତତ୍କାଳ ସମାଧାନ l

 (ନିଶ୍ଚିନ୍ତକୋଇଲି-ଶାସକ ପ୍ରଶାସକ): ନିଶ୍ଚିନ୍ତକୋଇଲି ବ୍ଳକ ସମ୍ମିଳନୀ କକ୍ଷରେ ନୂତନ ଭାବେ ଯୋଗଦାନ କରିଥିବା କଟକ ଜିଲ୍ଲାପାଳ ବିନୀତ ଭରଦ୍ୱାଜ ସୋମବାର ଜନ ଅଭିଯୋଗ ଶୁଣାଣି କରିଥିଲେ । ବିଡ଼ିଓ ଧର୍ମରଂଜନ ପଣ୍ଡାଙ୍କ ପୌରହିତ୍ୟରେ ବିଭିନ୍ନ ପଞ୍ଚାୟତରୁ ମୋଟ ୧୬୦ ଟି ଅଭିଯୋଗ ପଞ୍ଜିକୃତ…

ସର୍ଭେ ରିପୋର୍ଟ ଦେଖି ବିବ୍ରତ ବିଜେଡି

କ୍ୟାବିନେଟ୍ ନିଷ୍ପତି ପ୍ରସଙ୍ଗ ବିଜେଡିର ସ୍ଥିତି-‘ଖସି ଗଲା ଗୋଡ ତଳକୁ ତଳକୁ’: ଡ.ମୁକେଶ ମହାଲିଙ୍ଗ ଭୁବନେଶ୍ୱର,ତା.୧୨/୦୨: ଆଜିର କ୍ୟାବିନେଟ୍ ନିଷ୍ପତି ମୁଖ୍ୟମନ୍ତ୍ରୀ ନବୀନ ବାବୁଙ୍କ ନିର୍ବାଚନ ପରାଜୟର ଭୟକୁ ପ୍ରମାଣିତ କରୁଛି । ବିଜେଡିର ସ୍ଥିତି “ଖସି ଗଲା ଗୋଡ ତଳକୁ ତଳକୁ” । ସଦ୍ୟ…

“ବଡ଼ ଖବର” ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାରେ ଭଞ୍ଜନଗର ଅତିରିକ୍ତ ଆରକ୍ଷୀ ଅଧିକ୍ଷକଙ୍କୁ ସ୍ମାରକପତ୍ର…

 ଅସାମୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ସହ ସାମ୍ବାଦିକ ସୁରକ୍ଷା ଆଇନ କାର୍ଯ୍ୟକାରୀ ଦାବି । ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }: ସମ୍ପ୍ରତି ସାରା ରାଜ୍ୟରେ ଦିନକୁ ଦିନ ସାମ୍ବାଦିକଙ୍କ ଉପରେ ଅସାମାଜିକ ବ୍ୟକ୍ତିଙ୍କ ଆକ୍ରମଣ ଘଟଣା ବୃଦ୍ଧି ପାଉଥିବା ବେଳେ ଗତ ଶନିବାର ଦିନ ବିଳମ୍ବିତ…

ପାଇକମାଳ ହାଇସ୍କୁଲ ରେ ବିଷୟ ସମୃଦ୍ଧି ଶିବିର ଉଦ୍ଘାଟିତ l

ପାଇକମାଳ :- ସ୍ଥାନୀୟ ସରକାରୀ ଉଚ୍ଚ ବିଦ୍ୟାଳୟ ପାଇକମାଳରେ ଦ୍ଵି ଦିବସୀୟ ବିଷୟ ସମୃଦ୍ଧି ଶିବିର ପ୍ରଧାନ ଶିକ୍ଷକ ଦ୍ଵାଦଶ କୁମାର ପ୍ରଧାନ ଙ୍କ ଅଧ୍ୟକ୍ଷତା ରେ ଉଦ୍ଘାଟିତ ହୋଇ ଯାଇଛି l ଆୟୁର୍ବେଦିକ କଲେଜ ର ଡେପୁଟି ସୁପରିଣ୍ଟେଣ୍ଡେଣ୍ଟ ଶରତ କୁମାର ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦାନ କରି…

ବିଜେପି ନେତା ପ୍ରଦୀପ୍ତ ବେହେରା ଙ୍କ ନେତୃତ୍ୱରେ ଉତ୍ତରକୂଳ ପଞ୍ଚାୟତରେ କୃଷକ ପଞ୍ଚାୟତ କାର୍ଯ୍ୟକ୍ରମ ଅନୁଷ୍ଠିତ l

ନିଶ୍ଚିନ୍ତକୋଇଲି - ଶାସକ ପ୍ରଶାସକ) ଭାରତୀୟ ଜନତା ପାର୍ଟି ଆହ୍ୱାନ କ୍ରମେ କଟକ ସଦର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ନିଶ୍ଚିନ୍ତକୋଇଲି ବ୍ଲକ ଉତ୍ତରକୂଳ ପଞ୍ଚାୟତ ମେହେନ୍ଦିପୁର ମହାଦେବ ମନ୍ଦିର ପରିସରରେ ବରିଷ୍ଟ ବିଜେପି ନେତା ପ୍ରଦୀପ ବେହେରା ଙ୍କ ନେତୃତ୍ୱରେ ତଥା କୃଷକ ମୋର୍ଚ୍ଚା…