ନୀତି ଆୟୋଗର କେନ୍ଦ୍ରୀୟ ପ୍ରଭାରୀ ତଥା କେନ୍ଦ୍ର ସରକାରଙ୍କ ଜାତୀୟ ନିଯୁକ୍ତି ସଂସ୍ଥା ସଚିବ ଶ୍ରୀ ସଂଜୀବ କୁମାର ମିଶ୍ର…

ଭବାନୀପାଟଣା(ଶାସକ ପ୍ରସାଶକ ) : ନୀତି ଆୟୋଗର କେନ୍ଦ୍ରୀୟ ପ୍ରଭାରୀ ତଥା କେନ୍ଦ୍ର ସରକାରଙ୍କ ଜାତୀୟ ନିଯୁକ୍ତି ସଂସ୍ଥା ସଚିବ ଶ୍ରୀ ସଂଜୀବ କୁମାର ମିଶ୍ର କଳାହାଣ୍ଡି ଜିଲ୍ଲାର ବିଭିନ୍ନ ଅଞ୍ଚଳ ଗସ୍ତ କରି ଆଜି ସ୍ଥାନୀୟ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ରେ ଜିଲ୍ଲାରେ କାର୍ଯକାରୀ ହୋଇଥିବା…

ଉମର – ଓଷଙ୍ଗ-ମାହାଙ୍ଗା ପଞ୍ଚାୟତରେ ‘ଆମ ଓଡ଼ିଶା ନବୀନ ଓଡ଼ିଶା’ କାର୍ଯ୍ୟକ୍ରମ l

ମାହାଙ୍ଗା-ଶାସକ ପ୍ରଶାସକ : ମାହାଙ୍ଗା ବ୍ଲକ୍ ଅନ୍ତର୍ଗତ ଉମର-ମାହାଙ୍ଗା ଓ ଓଷଙ୍ଗ ପଞ୍ଚାୟତରେ ‘ଆମ ଓଡ଼ିଶା ନବୀନ ଓଡ଼ିଶା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉମର ଠାରେ ପୂର୍ବତନ ସରପଞ୍ଚ ଚିତ୍ତରଂଜନ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ପୂର୍ବତନ ମନ୍ତ୍ରୀ ତଥା…

ଭଞ୍ଜନଗର ପେଟ୍ରୋଲିଂ ଟିମ୍ ର ଜୁଆ ଆଡ୍ଡା ଉପରେ ଅତର୍କିତ ଚଢ଼ାଉ

ଭଞ୍ଜନଗର ରୁ { ଉଦୟ ପଣ୍ଡା }: ଭଞ୍ଜନଗର ଥାନାର ପେଟ୍ରୋଲିଂ ଦଳ ଗତକାଲି ସଂଧ୍ୟାରେ ଅତର୍କିତ ଚଢ଼ାଉ କରି ପଇତା ଗାଁ ନିକଟରୁ ୭ ଜଣ ଜୁଆଡିଙ୍କ ସହ ନଗଦ ୮୬,୨୦୦ ଟଙ୍କା ଜବତ କରିଛି। ଗତକାଲି ସୋମବାର ସନ୍ଧ୍ୟାରେ ଭଞ୍ଜନଗର ବ୍ଳକ୍ ଅନ୍ତର୍ଗତ ଦଦରା ଲୁଣ୍ଡା ପଞ୍ଚାୟତ ରେ ପୋଲିସ ପେଟ୍ରୋଲିଂ ସମୟରେ…

ଓଡ଼ିଶା-ମୋ ପରିବାର ଏବଂ ନୂଆଦିଲ୍ଲୀର ପ୍ରବାସୀ ଓଡ଼ିଆ ସଂଗଠନ ପକ୍ଷରୁ ରକ୍ତଦାନ ଶିବିର

ନୂଆଦିଲ୍ଲୀ : ଦିଲ୍ଲୀର ପ୍ରମୁଖ ଓଡ଼ିଆ ସଂଗଠନ, ଓଡ଼ିଆ କଲଚରାଲ ଏବଂ ୱେଲଫେୟାର ଆସୋସିଏସନ୍,ଭାରତୀୟ ରେଡ଼କ୍ରସ ସୋସାଇଟି ଓ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଅନୁପ୍ରାଣିତ ସାମାଜିକ ଅନୁଷ୍ଠାନ ଓଡ଼ିଶା- ମୋ ପରିବାର ମିଳିତ ଆନୁକୂଲ୍ୟରେ ଦିଲ୍ଲୀର ୱେଷ୍ଟପଟେଲ ନଗରସ୍ଥିତ…

ନାଟ୍ୟକାର ଜଗନମୋହନ ଲାଲଙ୍କ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ଉନ୍ମୋଚିତ :

ଜଗନମୋହନ ଲାଲଙ୍କ ପ୍ରଥମ ଓଡ଼ିଆ ନାଟକ 'ବାବାଜୀ' ସମଗ୍ର ଓଡ଼ିଶାରେ ମାହାଙ୍ଗା ମାଟିକୁ ଗୌରବାନ୍ୱିତ କରିପାରିଛି - ବିଧାୟକ ପ୍ରତାପ (ମାହାଙ୍ଗା - ଶାସକ ପ୍ରଶାସକ): ସର୍ବଦା ମାହାଙ୍ଗାର ସାହିତ୍ୟ, ସଭ୍ୟତା, କଳାକାର, କଵି, ସ୍ୱାଭିମାନ କୁ ଆଗାମୀ ପିଢ଼ି ମାନଙ୍କ ପାଇଁ ଉଜ୍ଜୀବିତ କରି ରଖିବା…

ବିଧାୟକ ପ୍ରତାପ ଜେନାଙ୍କ ଦ୍ୱାରା ଗୋଷ୍ଠୀ ପ୍ରାଣୀ ଚିକିତ୍ସା କେନ୍ଦ୍ର ନୂତନ ଗୃହ ଉଦଘାଟିତ l

(ମାହାଙ୍ଗା - ଶାସକ ପ୍ରଶାସକ) ମାହାଙ୍ଗା ବ୍ଲକ ଅଞ୍ଚଳ ଏକ ଚାଷୀବହୁଳ ଅଞ୍ଚଳ l ଏହି ଅଞ୍ଚଳର ଲୋକେ ମୁଖ୍ୟତଃ ଚାଷ କାର୍ଯ୍ୟ ସମେତ ଗୋପାଳନ, ମେଣ୍ଢା ପାଳନ, ମଇଁଷି ପାଳନ, କୁକୁଡ଼ା ପାଳନ, ଛେଳି ପାଳନ ଉପରେ ନିର୍ଭର କରି ପରିବାର ପ୍ରତିପୋଷଣ କରିଥାନ୍ତି l ସମସ୍ତ ବୃହତ ଏବଂ ଖୁଦ୍ର ପ୍ରାଣୀ…

ନିର୍ବାଚନ ପାଇଁ ସେକ୍ଟର ଅଫିସର ଓ ସେକ୍ଟର ପୋଲିସ ଅଫିସରଙ୍କ ପ୍ରଶିକ୍ଷଣ

ରାଉରକେଲା,(ବସନ୍ତ କୁମାର ଜେନା): ଆଗାମୀ ସାଧାରଣ ନିର୍ବାଚନ ପାଇଁ ପ୍ରଶାସନ ପକ୍ଷରୁ ଜୋରସୋର ପ୍ରସ୍ତୁତି ଆରମ୍ଭ ହୋଇ ଯାଇଛି। ଏହି କ୍ରମରେ ଆଜି ୧୧- ରଘୁନାଥପଲ୍ଲୀ, ୧୨- ରାଉରକେଲା ନିର୍ବାଚନ ମଣ୍ଡଳୀ ର ସେକ୍ଟର ଅଫିସର ଓ ସେକ୍ଟର ପୋଲିସ ଅଫିସରଙ୍କ ପ୍ରଶିକ୍ଷଣ ସ୍ଥାନୀୟ ଆଇଟିଡିଏ ପାନପୋଷ…

ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ନୂଆଗାଁ ବ୍ଲକ କାର୍ଯ୍ୟାଳୟଠାରେ ଯୁଗ୍ମ ଜନଶୁଣାଣି

ରାଉରକେଲା,(ବସନ୍ତ କୁମାର ଜେନା) : ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ନୂଆଗାଁ ବ୍ଲକ କାର୍ଯ୍ୟାଳୟଠାରେ ଯୁଗ୍ମ ଜନଶୁଣାଣି ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଉପଜିଲ୍ଲାପାଳ ପାନପୋଷ ଶ୍ରୀ ବିଜୟ କୁମାର ନାୟକ ଯୋଗଦେଇ ସାଧାରଣ ଲୋକଙ୍କ ଆପତ୍ତି ଅଭିଯୋଗ ଆଦି ଶୁଣାଣି କରିଥିଲେ। ଏହି…

ରାଜ୍ୟପାଳଙ୍କ ଦୁଇଦିନିଆ ସୁନ୍ଦରଗଡ ଜିଲ୍ଲା ଗସ୍ତ

ସୁନ୍ଦରଗଡ,(ବସନ୍ତ କୁମାର ଜେନା): ଓଡିଶାର ମାନ୍ୟବର ରାଜ୍ୟପାଳ ଶ୍ରୀଯୁକ୍ତ ରଘୁବର ଦାସ ଦୁଇଦିନିଆ ସୁନ୍ଦରଗଡ ଜିଲ୍ଲା ଗସ୍ତରେ ଆସି ପହଁଚିଛନ୍ତି ଏବଂ ଜିଲ୍ଲା ର ବିଭିନ୍ନ ଅଞ୍ଚଳ ଗସ୍ତ ବିଭିନ୍ନ ପ୍ରକଳ୍ପ ଆଦି ଦେଖିବା ସହିତ ଜନସାଧାରଣଙ୍କ ସହିତ ଭାବ ବିନିମୟ କରିଛନ୍ତି। ଏହି ପରିପ୍ରେକ୍ଷୀରେ…

ସୁନ୍ଦରଗଡ଼ ଜିଲ୍ଲା ରେ ଲକ୍ଷ୍ମୀ ବସ ସେବା ର ଶୁଭାରମ୍ଭ

ସୁନ୍ଦରଗଡ଼,(ବସନ୍ତ କୁମାର ଜେନା): ସୁନ୍ଦରଗଡ଼ ଜିଲ୍ଲା ରେ ଶୁଭାରମ୍ଭ ହୋଇ ଯାଇଛି ଲକ୍ଷ୍ମୀ ବସ ସେବା। ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ ଆଭାସୀ ମାଧ୍ୟମରେ ୫ ଟି ଜିଲ୍ଲା ଯଥା ବରଗଡ଼, ବଲାଙ୍ଗୀର, କେଉଁଝର, ମୟୁରଭଞ୍ଜ ଏବଂ ସୁନ୍ଦରଗଡ଼ ଜିଲ୍ଲା ରେ ଏହି ଲକ୍ଷ୍ମୀ ବସ ସେବା ର ଶୁଭାରମ୍ଭ କରିଛନ୍ତି।…