Sign in
Sign in
Recover your password.
A password will be e-mailed to you.
ବୁଧବାର ଲୋକାର୍ପିତ ହେବ ସମ୍ ହସ୍ପିଟାଲ୍ ଶିତଳାପପଲ୍ଲୀ କ୍ୟାମ୍ପସ
ଭୁବନେଶ୍ୱର: ଦୀର୍ଘ ୧୯ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ଜନସାଧାରଣଙ୍କୁ ଅବିରତ ଓ ଉତ୍ସର୍ଗୀକୃତ ଭାବେ ସ୍ୱାସ୍ଥ୍ୟ ସେବା ପ୍ରଦାନ କରିଆସୁଥିବା ଶିକ୍ଷା ଓ ଅନୁସନ୍ଧାନ ଏବେ ଦକ୍ଷିଣ ଓଡ଼ିଶାରେ ଉତମ ତଥା ଅତ୍ୟାଧୁନିକ ସେବା ପ୍ରଦାନ କରିବା ଲକ୍ଷ୍ୟରେ ବ୍ରହ୍ମପୁର ନିକଟ ଶିତଳାପଲ୍ଲୀ ଠାରେ ସମ୍…
ବିକାଶ କ’ଣ ତାହା ଯାଜପୁର ଆସି ଦେଖନ୍ତୁ ବିରୋଧୀ: ପାଣ୍ଡିଆନ
ବିରୋଧୀଙ୍କ ଆଡକୁ ସିଧା ତୀର, ବିଜେପି କେନ୍ଦ୍ରୀୟ ନେତାଙ୍କୁ ବି ଛାଡ଼ୁନାହାନ୍ତି ପାଣ୍ଡିଆନ
ଯାଜପୁର ମାଟିରୁ ବିରୋଧୀଙ୍କୁ ଟାର୍ଗେଟ
ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ମାରିଲେ ତୀର
ଯାଜପୁରରେ ଦେଖିଯାଆନ୍ତୁ ବିକାଶ ଚିତ୍ର
ଚୌକି ଓ କ୍ଷମତାଲୋଭୀ…
ଆମ ଓଡିଶା ନବୀନ ଓଡିଶା(ସହରୀ )କାର୍ଯ୍ୟକ୍ରମ
ବେଲଗୁଣ୍ଠା :-(ଶିବରାମ ଚୌଧୁରୀ )-ଵିଜ୍ଞାପିତ ଅଂଚଳ ପରିଷଦ ଅନୁକୁଲ୍ୟରେ ୱାର୍ଡ ନମ୍ବର 1,2,3 ଓ 4 ର ବାସିନ୍ଦାଙ୍କୁ ନେଇ ନେଇ ଏକ ସଚେତନତା କାର୍ଯ୍ୟକ୍ରମ ସ୍ଥାନୀୟ ଟାଉନ ହଲ ଠାରେ ଅନୁଷ୍ଠିତ ହୋଇଯାଇଛି | ସହରାଞ୍ଚଳରେ ବିଭିନ୍ନ ଉନ୍ନୟନ ମୂଳକ ତଥା ଲୋକାଭିମୁଖୀ କାର୍ଯ୍ୟକ୍ରମ ର ସଫଳ…
ପ୍ରାବନ୍ଧିକ ଶ୍ୟାମସୁନ୍ଦର ରାଜଗୁରୁ ଜୟନ୍ତୀ
ପାରଳଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସ୍ଥାନୀୟ ଉତ୍କଳ ହିତୈଷିଣୀ ସମାଜ ସଭା ଗୃହ ଠାରେ ଓଡ଼ିଶା ସାହିତ୍ୟ ଏକାଡେମୀ ଭୁବନେଶ୍ବର ଏବଂ ଉତ୍କଳ ହିତୈଷିଣୀ ସମାଜ ପାରଳାଖେମୁଣ୍ଡି ମିଳିତ ସହଯୋଗରେ ପ୍ରାବନ୍ଧିକ ପ୍ରବାଦ ପୁରୁଷ ଓଡ଼ିଆ ସ୍ଵାଭିମାନୀ ଶ୍ୟାମସୁନ୍ଦର ରାଜଗୁରୁଙ୍କ ୧୫୯ତମ ଜୟନ୍ତୀ…
୧୧ ଷ୍ଟାର ଗ୍ରାମାଞ୍ଚଳ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ : ଜି.ଏସ.ସି.ସି ଖଇରପାଲି ଚମ୍ପିଆନ
ଗାଇସିଲାଟ/ମନ ଡନସନା- ଗାଇସିଲେଟ ବ୍ଲକ କଟାବାହାଲ ଗ୍ରାମପଞ୍ଚାୟତ ଅନ୍ତର୍ଗତ କେନ୍ଦୁମାଲ ଗ୍ରାମରେ ୧୧ ଷ୍ଟାର କ୍ରିକେଟ କ୍ଲବ ଆନୁକୁଲ୍ୟରେ ଆୟୋଜିତ ପଞ୍ଚ ଦିବସୀୟ ଗ୍ରାମାଞ୍ଚଳ କ୍ରିକେଟ ଟୁର୍ଣ୍ଣାମେଣ୍ଟ ସ୍ଥାନୀୟ ଖେଳପଡିଆଠାରେ ୦୮ ତାରିଖ ରୁ ଆରମ୍ଭ ହୋଇ ୧୨ ତାରିଖରେ ଉଦଯାପିତ ହୋଇଯାଇଛି ।…
ପାଇକମାଳ ହାଇସ୍କୁଲରେ ଜାତୀୟ ବିଜ୍ଞାନ କଂଗ୍ରେସ l
ପଦ୍ମପୁର :- ପାଇକମାଳ ସରକାରୀ ଉଚ୍ଚ ବିଦ୍ୟାଳୟ ପାଇକମାଳ ପ୍ରେକ୍ଷlଳୟରେ ଜାତୀୟ ଛାତ୍ର ବିଜ୍ଞାନ କଂଗ୍ରେସ ବି ଇ ଓ ଚୂଡ଼ାମଣି ବାରିକଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି l ଝାରବନ୍ଧ ବି ଇ ଓ ଶୁଭମ୍ କୁମାର ପତି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରି ବିଜ୍ଞାନ ର ଉନ୍ନତିରେ ଯୋଗଦାନ କରିବା ପାଇଁ…
ବି ଏସ୍ କେ ୱାଇକୁ ମିଳିଲା ଜାତୀୟ ସ୍କଚ ଆୱାର୍ଡ଼ ସ୍ଵର୍ଣ୍ଣ ପଦ
ଭୁବନେଶ୍ୱର: ସାର୍ବଜନୀନ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଓଡ଼ିଶା ସରକାରଙ୍କ ଅନନ୍ୟ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଜାତୀୟ ସ୍କଚ ଆୱାର୍ଡ଼ – ୨୦୨୩ ର ସ୍ଵର୍ଣ୍ଣ ପଦ ହାସଲ କରିଛି । ଏଥିପାଇଁ ସ୍କଚ ଆୱାର୍ଡ଼ କର୍ତ୍ତୁପକ୍ଷଙ୍କ ଦ୍ଵାରା ନୂଆ ଦିଲ୍ଲୀ ସ୍ଥିତ ସମ୍ଭିଧାନ କ୍ଲବ ହଲରେ ଅନୁଷ୍ଠିତ ଉତ୍ସବରେ…
ଗଡ଼ିଲା ଲକ୍ଷ୍ମୀ , ସୁଗମ ହେଲା ଗ୍ରାମାଞ୍ଚଳ କୁ ଗମନାଗମନ
ବରଗଡ :- ଗ୍ରାମାଞ୍ଚଳ ରୁ ନିକଟବର୍ତ୍ତୀ ବ୍ଲକ ମଧ୍ୟରେ ଗମନାଗମନ ର ସୁ ବ୍ୟବସ୍ଥା ପାଇଁ ରାଜ୍ୟ ସରକାର ଙ୍କର ଏକ ପ୍ରଶଂସନୀୟ ପଦକ୍ଷେପ ହେଉଛି ଲଷ୍ମୀ ବସ ସେବା । ଏହି ସେବା ମାଧ୍ୟମରେ ପ୍ରତେକ ପଂଚାୟତ ସହିତ ବ୍ଲକ କୁ ସିଧା ଯୋଡିବା ଦ୍ୱାରା ଗ୍ରାମାଞ୍ଚଳ ର ଲୋକଙ୍କୁ ଅତି ସୁବିଧା ଓ କମ ଖର୍ଚରେ…
ସଙ୍ଗୀତମୟ ୫୦ ବର୍ଷ : ଗୁରୁ ରଘୁନାଥ ପାତ୍ରଙ୍କ ସାଙ୍ଗୀତିକ ଜୟଯାତ୍ରାର ସୁବର୍ଣ୍ଣ ଜୟନ୍ତୀ ମହୋତ୍ସବ
https://youtu.be/QyHgtRTLTtY
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଅର୍ବାନ ବ୍ୟାଙ୍କ ପଡିଆ ଠାରେ ସଂଗୀତ ନିର୍ଦ୍ଦେଶକ ତଥା ଆକାଶବାଣୀ କଣ୍ଠଶିଳ୍ପୀ ତଥା ସ୍ବର ସଂଯୋଜକ ପଣ୍ଡିତ ଗୁରୁ ରଘୁନାଥ ପାତ୍ରଙ୍କ ସଙ୍ଗୀତ ଜୀବନ ୫୦ବର୍ଷ…
ରାସନ କାର୍ଡ ହିତାଧିକାରୀ ଙ୍କୁ ଝୋଟ ବେଗ ପ୍ରଦନ
ବରଗଡ :- ପରିବେଶ କୁ ସୁରକ୍ଷିତ ରଖିବା ଆମ ସମସ୍ତଙ୍କ ଦାୟିତ୍ଵ , ସମସ୍ତେ ମିଳିମିଶି ପ୍ରୟାସ କଲେ ଓ ଆମର ଜୀବନଯାପନ ଶୈଳୀ ରେ କିଛିଟା ସୁଧାର କଲେ ଆମେ ପରିବେଶ କୁ ସୁରକ୍ଷା ପ୍ରଦାନ କରିବାରେ ନିଜର ଯୋଗଦାନ ଦେଇ ପରିବା । ଆମେ ମୁଖ୍ୟତଃ ପ୍ରତ୍ୟେକ ଦିନ ନିଜର ଦରକାରୀ ବସ୍ତୁ କିମ୍ବା…