ବିଜେଡି ନେତା ପ୍ରୀତମ ମେହେର ଙ୍କୁ କଣ୍ଟାବାଞ୍ଜି ନିର୍ବାଚନ ସଂଯୋଜକ ଦାୟିତ୍ଵ

3

ପଦ୍ମପୁର :- ପଦ୍ମପୁର ର ବରିଷ୍ଠ ବିଜେଡି ନେତା ପ୍ରୀତମ ମେହେର ଙ୍କୁ ବିଜୁଜନତା ଦଳ ପକ୍ଷରୁ କଣ୍ଟାବାଞ୍ଜି ବିଧାନସଭା ନିର୍ବାଚନ ମଣ୍ଡଳୀ ର ସଂଯୋଜକ ଦାୟିତ୍ୱ ଦିଆଯାଇଛି । ଏ ନେଇ ଦଳର ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ ଏକ ପ୍ରେସ ରିଲିଜ ଜାରି କରିଛନ୍ତି ।ପଦ୍ମପୁର ନିର୍ବାଚନ ମଣ୍ଡଳୀ ରେ ନିଜର ସଂଗଠନ କୁ ଦୃଢ କରିଥିବା ଶ୍ରୀ ମେହେର ଆଗରୁ କଣ୍ଟାବାଞ୍ଜି ରେ ସହ ପର୍ଯ୍ୟବେକ୍ଷକ ଭାବରେ କାମ କରିବା ସହ ବର୍ତ୍ତମାନ ଓଡିଶା ହାଉସିଂ ବୋଡ଼ର୍ର ସଦସ୍ୟ ଅଛନ୍ତି l

Leave A Reply

Your email address will not be published.