Sign in
Sign in
Recover your password.
A password will be e-mailed to you.
କୁମୁଣ୍ଡିରେ ପଞ୍ଚଦଶତମ ଚବିଶ ପ୍ରହର ଅଖଣ୍ଡ ନାମଯଜ୍ଞ
ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ପବିତ୍ର ବସନ୍ତ ପାଞ୍ଚମୀ ତିଥିରେ ବେଲଗୁଣ୍ଠା ବ୍ଳକ୍ ଗାଙ୍ଗପୁର ପଂଚାୟତ ଅନ୍ତର୍ଗତ କୁମୁଣ୍ଡି ଗ୍ରାମରେ ଚବିଶ ପ୍ରହରୀ ଅଖଣ୍ଡ ନାମଯଜ୍ଞ ଏବଂ ଅନ୍ନଯଜ୍ଞ ଅନୁଷ୍ଠିତ ହୋଇଯାଇଛି I ଗ୍ରାମର ଏହା ପଞ୍ଚଦଶତମ ନାମଯଜ୍ଞ ହୋଇଥିବା…
ବନ୍ଥପଲ୍ଲୀରେ ହନୁମାନ ମନ୍ଦିର ପ୍ରତିଷ୍ଠାର ପ୍ରଥମ ବାର୍ଷିକ ଉତ୍ସବ
ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-,ଗାଙ୍ଗପୁର ଥାନା ଅନ୍ତର୍ଗତ ମୁନିଗାଡ଼ି ପଂଚାୟତ ବନ୍ଥପଲ୍ଲୀ ସ୍ଥିତ ହନୁମାନ ମନ୍ଦିରର ପ୍ରତିଷ୍ଠାର ପ୍ରଥମ ବାର୍ଷିକ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି I ଏହି ଅବସରରେ ଗ୍ରାମରେ ଦିନ ତମାମ ସ୍ଵତନ୍ତ୍ର ପୂଜାପାଠ,ହନୁମାନ ଚାଳିଶା ପାଠ,…
ବୋରୀ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ବାର୍ଷିକ ଉତ୍ସବ
ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-, ବେଲଗୁଣ୍ଠା ବ୍ଳକ୍ ଗାଙ୍ଗପୁର ପଂଚାୟତ ଅନ୍ତର୍ଗତ ବୋରୀ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ଚଳିତ ବର୍ଷର ବାର୍ଷିକ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି I ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସରୋଜିନୀ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ…
ପଞ୍ଚାୟତ ସ୍ତରୀୟ “ଆମ ଓଡ଼ିଶା ନବୀନ ଓଡ଼ିଶା “ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ
ଡେରାବିଶ,୧୪/୦୨(ଶାସକ ପ୍ରଶାସକ): ଡେରାବିଶ ବ୍ଲକ ଅନ୍ତର୍ଗତ ନହଙ୍ଗ, ବେଣିପୁର ଓ ରଘୁଦେଇପୁର ପଞ୍ଚାୟତରେ ସୋମବାର ଦିନ ଆମ" ଓଡ଼ିଶା ନବୀନ ଓଡ଼ିଶା" କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଗ୍ରାମୀଣ ବିକାଶ ତଥା ସାଂସ୍କୃତିକ ଐତିହ୍ୟ ପାଇଁ ଓଡ଼ିଶା କ୍ୟାବିନେଟ୍ ୪୦୦୦କୋଟି ଟଙ୍କା "ଆମ ଓଡ଼ିଶା…
ଆରମ୍ଭ ହେଲା କେନ୍ଦୁପତ୍ର ଗୁଚ୍ଛା କଟା।
ବରଗଡ :- କେନ୍ଦୁପତ୍ର , ପଶ୍ଚିମ ଓଡ଼ିଶାର ଅନେକ ଶ୍ରମିକ ଙ୍କୁ ପ୍ରତ୍ୟକ୍ଷ ଭାବରେ ରୋଜଗାର ସହିତ ଅନେକ ପ୍ରକାର ସରକାରୀ ଯୋଜନା ରେ ସହାୟକ ହୋଇଥାଏ । କେନ୍ଦୁପତ୍ର ର ଗୋଛାକଟା ଠାରୁ ଆରମ୍ଭ କରି ପତ୍ର ତୋଳିବା , ପତ୍ର ସୁଖେଇବା , ପତ୍ର ବାନ୍ଧିବା , ପେକିଙ୍ଗ କରିବା ଆଦିରେ ବହୁ ସଂଖ୍ୟାରେ…
ଓରମାସ ଦ୍ୱାରା ଗ୍ରାମୀଣ ଉତ୍ପାଦ ପ୍ୟାକେଜିଂ ତାଲିମ୍ କାର୍ୟ୍ୟକ୍ରମ
ସାମଗ୍ରୀର ବଜାର ଚାହିଦା ପାଇଁ ପ୍ୟାକେଜିଂ ଓ ବ୍ରାଣ୍ଡିଂ ଗୁରୁତ୍ୱପୂର୍ଣ୍ଣ
ଭୁବନେଶ୍ୱର: ପ୍ରତିଯୋଗିତାମୂଳକ ବଜାରରେ ତିଷ୍ଠି ରହିବାକୁ ହେଲେ ପ୍ରତ୍ୟେକ ସାମଗ୍ରୀର ଗୁଣବତ୍ତା ସହିତ ସେଗୁଡ଼ିକର ସଠିକ୍ ପ୍ୟାକେଜିଂ ଏବଂ ବ୍ରାଣ୍ଡିଂ କରାଯିବା ଜରୁରୀ । ତା ନ ହେଲେ, ଉତ୍ତମ ଗ୍ରାମୀଣ ଉତ୍ପାଦ…
ବିଭିନ୍ନ ବିଭାଗୀୟ ଗୁରୁତ୍ୱପର୍ଣ୍ଣ କାର୍ଯ୍ୟକ୍ରମର କାର୍ଯ୍ୟକାରିତା ସଂପର୍କରେ ସମୀକ୍ଷା କଲେ ମୁଖ୍ୟଶାସନ ସଚିବ
ଭୁବନେଶ୍ୱର: ବିଭିନ୍ନ ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ବା ହେବାକୁ ଥିବା ବିଭିନ୍ନ ସରକାରୀ ଯୋଜନା ଓ କାର୍ଯ୍ୟକ୍ରମଗୁଡିକର ଅଗ୍ରଗତି ତଥା କାର୍ଯ୍ୟକାରିତା ସଂପର୍କରେ ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନାଙ୍କ ସମେତ ଅନ୍ୟ ସଚିବମାନେ ରାଜ୍ୟର ସମସ୍ତ ଜିଲ୍ଲାର ଜିଲ୍ଲାପାଳମାନଙ୍କ…
ଓଡ଼ିଶା ଉଠାଜଳସେଚନ ନିଗମ ଅଧ୍ଯକ୍ଷଙ୍କ ଯାଜପୁର ଡିଭିଜନ କାର୍ଯ୍ୟାଳୟ ପରିଦର୍ଶନ
ଉପଖଣ୍ଡ ସ୍ତରୀୟ କାର୍ଯ୍ୟର ସମୀକ୍ଷା ସହ ପ୍ରକଳ୍ପ ସେଚିତ ଅଂଚଳରେ ଚାଷୀଙ୍କ ସହ ଆଲୋଚନା
ଭୁବନେଶ୍ବର: ଓଡ଼ିଶା ଉଠାଜଳସେଚନ ନିଗମ ଅଧ୍ଯକ୍ଷ ଶ୍ରୀ ଅମରେଶ ପତ୍ରୀ ଗତ କାଲି ସୋମବାର ଯାଜପୁର ରୋଡ୍ ସ୍ଥିତ ଓଏଲଆଇସି ଡିଭିଜନ କାର୍ଯ୍ୟାଳୟ ପରିଦର୍ଶନ କରିଥିଲେ । ଏହି ପରିପ୍ରେକ୍ଷୀରେ ସେ ଯାଜପୁର…
ରାଜ୍ୟପାଳଙ୍କ ରାଉରକେଲା ଗସ୍ତ, ବେଦବ୍ୟାସ ଶୈବ ପୀଠ କଲେ ଦର୍ଶନ,ସ୍ପୋର୍ଟ୍ସ ହୋଷ୍ଟେଲ ,ମିଶନ କାଫେ କଲେ ପରିଦର୍ଶନ
ରାଉରକେଲା , (ବସନ୍ତ କୁମାର ଜେନା): ଓଡିଶାର ମାନ୍ୟବର ରାଜ୍ୟପାଳ ଶ୍ରୀଯୁକ୍ତ ରଘୁବର ଦାସ ଦୁଇଦିନିଆ ସୁନ୍ଦରଗଡ ଜିଲ୍ଲା ଗସ୍ତର ଦ୍ବିତୀୟ ଦିବସରେ ଆଜି ରାଉରକେଲାର ବେଦବ୍ୟାସ ଶୈବପୀଠ ରୁ ଆରମ୍ଭ କରି ଶିକ୍ଷା ଅନୁଷ୍ଠାନ, ମିଶନ ଶକ୍ତି କାଫେ ଆଦି ପରିଦର୍ଶନ କରିଥିଲେ।
ମାନ୍ୟବର ରାଜ୍ୟପାଳ…
କଳାହାଣ୍ଡି ଜିଲ୍ଲାର ସାନ୍ଦୁଲ ବ୍ୟାରେଜ, ଅନୁଗୋଳ ଜିଲ୍ଲାର ମନଯୋର ଜଳସେଚନ ପ୍ରକଳ୍ପ ଏବଂ ରେଙ୍ଗାଳି ଡ୍ୟାମ ଓ ସମଲ…
ସାନ୍ଦୁଲ ବ୍ୟାରେଜ ଭୂତଳ ପାଇପଲାଇନ ପାଇଁ ଭିତ୍ତି ପ୍ରସ୍ତର ସ୍ଥାପିତ
ପ୍ରକଳ୍ପ ଗୁଡିକ ମାଧ୍ୟମରେ କଳାହାଣ୍ଡି, କଟକ, ଢେଙ୍କାନାଳ ଓ ଅନୁଗୋଳ ଜିଲ୍ଲାର ଚାଷ ଜମିକୁ ଜଳସେଚନ ସୁବିଧା ଉପଲବ୍ଧ
୩୨ ହଜାର ଏକରରୁ ଅଧିକ ଜମିକୁ ପାଣି ମିଳିବ
5T ଉପକ୍ରମରେ ଆରମ୍ଭ ହୋଇଥିବା…