Sign in
Sign in
Recover your password.
A password will be e-mailed to you.
ନୂତନ ଜ୍ଞାନକୌଶଳକୁ ବିକଶିତ କରିବା ସମୟରେ ସୁରକ୍ଷାକୁ ଦୃଷ୍ଟିରେ ରଖିବା ଆବଶ୍ୟକ : ଡ଼ିଜିପି କ୍ରାଇମ୍ ବ୍ରାଂଚ
ଭୁବନେଶ୍ୱର, ୨୯/୦୪ : ନୂତନ ଜ୍ଞାନକୌଶଳକୁ ବିକଶିତ କରିବା ସମୟରେ ଏହା ଯେପରି କୌଣସି ବିପଦ ସୃଷ୍ଟି ନକରେ ସେଥିପ୍ରତି ଦୃଷ୍ଟି ଦେବା ଆବଶ୍ୟକ ବୋଲି ବୁଧବାର ଓଡ଼ିଶା ସିଆଇଡି-କ୍ରାଇମ୍ ବ୍ରାଂଚର ନିର୍ଦ୍ଦେଶକ ଶ୍ରୀ ବିନୟତୋଷ ମିଶ୍ର କହିଛନ୍ତି । ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ…
ନୟାଗଡ଼ ଉତ୍କଳ ସାମ୍ବାଦିକ ସଂଘ ପକ୍ଷରୁ ଦାବିପତ୍ର ପ୍ରଦାନ
‘ସାମ୍ବାଦିକଙ୍କୁ ସୁରକ୍ଷା ଓ ପେନସନ ଲାଗୁ କରିବାକୁ ଦାବି’
ନୟାଗଡ଼ : - ଉତ୍କଳ ସାମ୍ବାଦିକ ସଂଘ ପକ୍ଷରୁ ଆଜି ଜିଲ୍ଲାପାଳ ଓ ଜିଲ୍ଲାର ୭ଟି ବ୍ଲକରେ ବିଡିଓଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଛି । ନୟାଗଡ଼ ଜିଲ୍ଲା ଶାଖା ପକ୍ଷରୁ ଜିଲ୍ଲା ସଭାପତି…
ସେଞ୍ଚୁରିଆନ ୟୁନିଭରସିଟି ଅଫ୍ ଟେକ୍ନୋଲୋଜି ଆଣ୍ଡ୍ ମ୍ୟାନେଜମେଣ୍ଟରେ ପ୍ରଥମ ପଶୁଚିକିତ୍ସା ଔଷଧ ସମ୍ମିଳନୀ -୨୦୨୬
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସେଞ୍ଚୁରିଆନ ୟୁନିଭରସିଟି ଅଫ୍ ଟେକ୍ନୋଲୋଜି ଆଣ୍ଡ୍ ମ୍ୟାନେଜମେଣ୍ଟରେ ପ୍ରଥମ ପଶୁଚିକିତ୍ସା ଔଷଧ ସମ୍ମିଳନୀ -୨୦୨୬ ଅନୁଷ୍ଠିତ ହୋଇଯାଇଛି।ଏହି ବୈଠକ ତୃତୀୟ ବର୍ଷର ପଶୁଚିକିତ୍ସା ଛାତ୍ରମାନଙ୍କ ପାଇଁ ଆୟୋଜିତ ହୋଇଥିଲା ଯେଉଁମାନେ ସେମାନଙ୍କର…
ଉତ୍କଳ ସାମ୍ୱାଦିକ ସଂଘ ତରଫରୁ ବିଭିନ୍ନ ସମସ୍ୟା ନେଇ ଦାବୀ ପତ୍ର ପ୍ରଦାନ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଉତ୍କଳ ସାମ୍ୱାଦିକ ସଂଘ ଗଜପତି ଜିଲ୍ଲା ଶାଖା ତରଫରୁ ମୁଖ୍ଯମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉଦ୍ଦେଶ୍ଯରେ ଗଜପତି ଜିଲ୍ଲାପାଳଙ୍କ ଜରିଆରେ ବିଭିନ୍ନ ସମସ୍ୟା ନେଇ ଏକ ଦାବୀ ପତ୍ର ପ୍ରଦାନ କରାଯାଇଥିଲା। ଏଥିରେ ମୁଖ୍ୟତଃ ସାମ୍ୱାଦିକ ମାନଙ୍କ…
ଶ୍ରୀରାମ ସ୍ନାତକ ମହାବିଦ୍ୟାଳୟରେ ରଘୁନାଥ ମହୋତ୍ସବ ଅନୁଷ୍ଠିତ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା କାଶୀନଗର ଠାରେ ଥିବା ଶ୍ରୀରାମ ସ୍ନାତକ ମହାବିଦ୍ୟାଳୟ ର ସମ୍ମିଳନୀ ଗୃହ ପରିସରରେ ବାର୍ଷିକ ଉତ୍ସବ ( ରଘୁନାଥ ମହୋତ୍ସବ) ଅଧ୍ୟକ୍ଷ ଡ଼ଃ ପ୍ରଶାନ୍ତ ବାନାପାଲିଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମ ରେ ମୁଖ୍ୟ…
ବାଲିଜୁରୀ ବୁଣାକାର ବଜାର ପ୍ରାଙ୍ଗଣରେ ବୃହତ୍ ଉଦଘାଟନ ଓ ଶିଳାନ୍ୟାସ
ବରଗଡ଼ ଜିଲ୍ଲାର ବୁଣାକାର ଓ ଚାଷୀଙ୍କ ପାଇଁ ଆଜି ଏକ ଐତିହାସିକ ଦିନ ସାବ୍ୟସ୍ତ ହୋଇଛି। ସମବାୟ, ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ପକ୍ଷରୁ ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ବେହେରା–ବାଲିଜୁରୀ ବୁଣାକାର ବଜାର ପ୍ରାଙ୍ଗଣରେ ଆୟୋଜିତ ବୃହତ୍ ଉଦଘାଟନ ଓ ଶିଳାନ୍ୟାସ ଉତ୍ସବରେ ରାଜ୍ୟର ମନ୍ତ୍ରୀ…
ବେଲଗୁଣ୍ଠାରେ ଗୋଷ୍ଠୀ ସଂଘର୍ଷ ଓ ମରଣାନ୍ତକ ଆକ୍ରମଣ: ୪ ଗିରଫ, କାର୍ ଓ ବାଇକ୍ ସମେତ ମାରଣାସ୍ତ୍ର ଜବତ
ବେଲଗୁଣ୍ଠା:୨୯/୪--(ଶିବରାମ ଚୌଧୁରୀ )-ବେଲଗୁଣ୍ଠା ଥାନା ଅନ୍ତର୍ଗତ ଅଢେଇଗାଁ ଗ୍ରାମରେ ଏକ ଗୋଷ୍ଠୀ ସଂଘର୍ଷ ଓ ମରଣାନ୍ତକ ଆକ୍ରମଣ ଘଟଣାରେ ପୋଲିସ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏହି ମାମଲାରେ ପୋଲିସ ଏକ କାର୍, ୪ଟି ବାଇକ୍ ଏବଂ ଆକ୍ରମଣରେ ବ୍ୟବହୃତ ମାରଣାସ୍ତ୍ର…
ନିମ୍ନମାନର ପୋଲ କାର୍ଯ୍ୟ ନେଇ ଅଭିଯୋଗ, ବିଭାଗୀୟ ତଦାରଖ ନଥିବାରୁ ବଢ଼ୁଛି ଅସନ୍ତୋଷ ।
କେନ୍ଦ୍ରାପଡା:29,04,26(ପ୍ରଫୁଲ୍ଲ କୁମାର ମଲ୍ଲ) ବାଲିଆ ଠାରୁ ଜହ୍ନିମୂଳ ଗ୍ରାମକୁ ସଂଯୋଗ କରୁଥିବା ୨୦ ନମ୍ବର ପାଟନାଳୀ ପୋଲ ନିର୍ମାଣ କାର୍ଯ୍ୟରେ ନିମ୍ନମାନର କାମ ହେଉଥିବା ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି। ଏହି ପୋଲ ନିର୍ମାଣ କାର୍ଯ୍ୟରେ ବିଭାଗୀୟ ଅଧିକାରୀମାନଙ୍କର…
ଲକ୍ଷ୍ମୀନାରାୟଣ ମହାବିଦ୍ୟାଳୟର ଦୁଇ ଛାତ୍ରୀଙ୍କ ସଫଳତା
ଝାରସୁଗୁଡ଼ା: ସମ୍ବଲପୁର ବିଶ୍ୱବିଦ୍ୟାଳୟ ପକ୍ଷରୁ ପ୍ରକାଶିତ ଯୁକ୍ତ ତିନି ସ୍ନାତକ ଶେଷ ବର୍ଷର ଫଳାଫଳରେ ଲକ୍ଷ୍ମୀନାରାୟଣ ମହାବିଦ୍ୟାଳୟ ଝାରସୁଗୁଡ଼ା ପୁଣିଥରେ ଗୌରବାନ୍ୱିତ ହୋଇଛି। ମହାବିଦ୍ୟାଳୟର ପ୍ରାଣୀ ବିଜ୍ଞାନ ବିଭାଗର ଛାତ୍ରୀ ସୁଶ୍ରୀ ଗୀତା ସା ୯.୬୭ ସିଜିପିଏ ସହିତ ବିଶ୍ୱବିଦ୍ୟାଳୟରେ…
ଜିତୁ ମୁଣ୍ଡା ଘରେ ପହଞ୍ଚିଲା ବିଜେଡି ଟିମ୍ l
କେନ୍ଦୁଝର,ତା୨୯/୪-ବହୁ ସମ୍ବେଦନଶୀଳ,ଚର୍ଚ୍ଚିତ , ଆଲୋଚ୍ୟ ବିଷୟ ପାଲଟି ଯାଇଛି ଜିତୁ ମୁଣ୍ଡାର କାହାଣୀ l କିପରି ସେ ପୋତିଥିବା ଭଉଣୀର ଶବକୁ କାଢି କାନ୍ଧରେ ବୋହି ତିନି କିଲୋମିଟର ଖରାରେ ଚାଲିଚାଲି ଟଙ୍କା ପାଇଁ ମଲ୍ଲିପଶି ଠାରେ ଥିବା ଓଡିଶା ଗ୍ରାମ୍ୟ ବ୍ୟାଙ୍କକୁ ଯାଇଥିଲା,ଏହିପରି…