MV-79ରେ ସଡ଼କ ସୁରକ୍ଷା ସଚେତନତା ରାଲି

ମାଲକାନଗିରି -୦୯/୦୯/୨୬(ସୁରେନ୍ଦ୍ର କୁମାର ବେମାଳ): MV-79: ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ MV-79 ଠାରେ MV-79 ପୋଲିସ ଓ MV-79 ସବାରୀ ସରକାରୀ ହାଇସ୍କୁଲର ମିଳିତ ଆନୁକୂଲ୍ୟରେ ସଡ଼କ ସୁରକ୍ଷା ସଚେତନତା ରାଲି ଓ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।ଏହି ରାଲିରେ…

ପ୍ରତାରକ ଯୁବକ କୋର୍ଟ ଚାଲାଣ।

ବୈଦ୍ୟନାଥ ପୁର ଥାନା ଅଞ୍ଛଳର ଜନୈକା ମହିଳା ଙ୍କୁ ପ୍ରତାରଣା କରିବା ଓ ଲକ୍ଷାଧିକ ଟଙ୍କା ନେଇଥିବା ଅଭିଯୋଗ ରେ ପୋଲିସ ସୁଶାନ୍ତ ତରେଇ ନାମକ ଜଣେ ଯୁବକ କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି। ଗିରଫ ସୁଶାନ୍ତ ର ଘର ରମ୍ଭା ଥାନା ଅଞ୍ଚଳରେ ବୋଲି ଜଣାପଡିଛି। ଅଭିଯୁକ୍ତ ଯୁବକ ଗତ କିଛି…

ଛୁରୀ ଦେଖାଇ ଲୁଟ୍ ଅଭିଯୁକ୍ତ କୋର୍ଟ ଚାଲାଣ।

ଗତକାଲି ସନ୍ଧ୍ୟାରେ ନିଲୁ ଗୌଡ଼ ନାମକ ଜଣେ ବ୍ୟକ୍ତି ବ୍ରହ୍ମପୁର ରେଳଷ୍ଟେସନ ପରିସରରେ ଟ୍ରେନ କୁ ଅପେକ୍ଷା କରିଥିବା ବେଳେ ହଠାତ୍ ଜଣେ ଯୁବକ ଆସି ତାକୁ ଛୁରୀ ଦେଖାଇ ଧରିଥିବା ବ୍ୟାଗ୍ ମାଗିଥିଲା।ଭୟରେ ନିଲୁ ବ୍ୟାଗ୍ ଲୁଟେରା କୁ ଦେଇ ନିକଟସ୍ଥ ରେଳବାଇ ପୋଲିସ୍ ଥାନା ରେ ଅଭିଯୋଗ କରିଥିଲେ।…

ବିଭିନ୍ନ ସରକାରୀ ବିଦ୍ୟାଳୟ ରେ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ମାଲକାନଗିରି,୦୯/୦୯/୨୬(ସୁରେନ୍ଦ୍ର କୁମାର ବେମାଳ): ମାଲକାନଗିରି ଜ଼ିଲ୍ଲା ର ଜ଼ିଲ୍ଲା ପରିବହନ ବିଭାଗ ପକ୍ଷ ରୁ ବିଭିନ୍ନ ସରକାରୀ ବିଦ୍ୟାଳୟ ରେ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ସିନ୍ଧ୍ରିମାଲର ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଶ୍ରୀମତୀ ମୁକ୍ତା…

ସାମାନ୍ୟ କଥାକୁ ନେଇ ମରଣାନ୍ତକ ଆକ୍ରମଣ

କବିସୂର୍ଯ୍ୟ ନଗର: ସାମାନ୍ୟ କଥାକୁ ନେଇ ଜଣେ ଯୁବକ କୁ ମାରଣାନ୍ତକ ଆକ୍ରମଣ କରି କିଛି ଯୁବକ ଘଟଣାସ୍ଥଳରୁ ଚମ୍ପଟ୍ ମାରିଛନ୍ତି।ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟ ନଗର ଥାନା ଅନ୍ତର୍ଗତ ବରିଡା ଗ୍ରାମର ପାଣ୍ଡା ପ୍ରଧାନ ନାମକ ଜଣେ ଯୁବକ ରାସ୍ତା କଡ଼ରେ ଛିଡ଼ା ହୋଇଥିବା ବେଳେ କିଛି ଯୁବକ ବେପାରୁଆ…

ନାବାଳିକା ବଳାତ୍କାରକୁ ଜେଲ୍ ଓ ଜରିମାନା ଆଦେଶ।

ବ୍ରହ୍ମପୁର: ବ୍ରହ୍ମପୁର ପୋକ୍ସ ଅଦାଲତ ବିଚାରପତି ୧୪ ଜଣଙ୍କ ସାକ୍ଷ୍ୟ ଙ୍କ ବୟାନ୍ କୁ ଆଧାର କରି ବୃନ୍ଦାବନ ପ୍ରଧାନ ନାମକ ଜଣେ ନାବାଳିକା ବଳାତ୍କାରୀ ଅଭିଯୁକ୍ତ କୁ ୨୦ ବର୍ଷ କାରାଦଣ୍ଡ ଓ ୭୦ ହଜାର ଟଙ୍କା ଜରିମାନା ଆଦେଶ ଦେଇଛନ୍ତି। ଜରିମାନା ଅନାଦେୟ ଅଧିକ ୯ ମାସ ଜେଲ୍ ଦଣ୍ଡାଦେଶ…

କାଦରାୟାଁ ନିକଟରେ ପୁଣି ଧସିଲା ୨୦୦ ଫୁଟର ଅତଡ଼ା,

50ହଜାର ରୁ ଉର୍ଦ୍ଧ ଲୋକ ପ୍ରଭାବିତ ହେବା ଆଶଙ୍କା, ଭାରି ପଥର ଗାଡି ଚଳାଚଳ ଯୋଗୁଁ ଧସିଲା ଅଭିଯୋଗ। ବସ୍ତା: ବସ୍ତା ବ୍ଲକ ସୁବର୍ଣ୍ଣରେଖା ନଦୀର କାଦରାୟାଁ ନିକଟରେ ପୁଣି ଥରେ ପ୍ରାୟ ୨୦୦ ଫୁଟର ଅତଡ଼ା ଧସିଯାଇଛି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଛି।ଏକ ମାସ ପୂର୍ବରୁ…

ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ

ମୁଁ ଏଠାକୁ ଆସି ଏତେ ଆନନ୍ଦିତ ଯେ ଏହାକୁ ପରିପ୍ରକାଶ କରିବା ପାଇଁ ମୋ ପାଖରେ ଶବ୍ଦ ନାହିଁ। କିସ୍‍ ହେଉଛି ସମସ୍ତ ତୀର୍ଥର ତୀର୍ଥତ୍ୱ ଓ ସବୁ ଦେବଙ୍କ ଦେବତ୍ୱ। କିଟ୍‍ ଓ କିସ୍‍ର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ କାର୍ଯ୍ୟଧାରାର ପ୍ରଶଂସା କରି ସେ କହିଲେ, ଜଣେ ବ୍ୟକ୍ତିଙ୍କ ନିଷ୍ଠା ଓ…

ସ୍ବର୍ଗତ ଅଶୋକ କୁମାର ସାହୁଙ୍କ ସ୍ମୃତି ରେ ଶ୍ରଦ୍ଧାଞ୍ଜଳୀ ସଭା

ପଦ୍ମପୁର:- ସ୍ବର୍ଗତ ଅଶୋକ କୁମାର ସାହୁ ଙ୍କ ଦ୍ଵାଦଶାହ ଉପଲକ୍ଷେ ପଦ୍ମପୁର ଶାନ୍ତି ନଗର ସ୍ଥିତ ଏକ କଲ୍ୟାଣ ମଣ୍ଡପ ରେ ସ୍ବର୍ଗତ ଅରବିନ୍ଦ ସାହୁ ଫାଉଣ୍ଡେସନ ସଂଯୋଜନା ରେ ଏକ ଶ୍ରଦ୍ଧାଞ୍ଜଳୀ ସଭା ଅନୁଷ୍ଠିତ ହୋଇଯାଇଛି |ସାହିତ୍ୟିକ ତଥା ଶିକ୍ଷକ ସୁମନ୍ତ କୁମାର ସାହୁଙ୍କ ଅଧ୍ୟକ୍ଷତା ରେ…

ସେପ୍ଟେମ୍ବର ୧୨ରେ ଟିପିଏସ୍ଓଡିଏଲ୍ ଉପଭୋକ୍ତାଙ୍କ ନିମନ୍ତେ ଲୋକ ଅଦାଲତ

ବ୍ରହ୍ମପୁର: ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍(ଟିପିଏସ୍ଓଡିଏଲ୍) ପକ୍ଷରୁ ଆସନ୍ତା ୧୨ ତାରିଖ ଶନିବାର ଦିନ ତୃତୀୟ ଜାତୀୟ ଲୋକ ଅଦାଲତ ଓ ପ୍ରବର୍ତ୍ତନ ସମାଧାନ ଶିବିର ଅନୁଷ୍ଠିତ ହେବ । ଉପଭୋକ୍ତାଙ୍କ ଦ୍ୱାରା ଅନଧିକୃତ ବିଦ୍ୟୁତ ବ୍ୟବହାର ତଥା ବିଦ୍ୟୁତ ଚୋରି…