ନେରେଡି ପ୍ରକଳ୍ପକୁ ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଗୁରୁତ୍ୱପୂର୍ଣ୍ଣ ବୈଠକ

ଗଜପତିର ଚାଷୀ ଓ ସାଧାରଣ ଲୋକଙ୍କ ସ୍ୱାର୍ଥ ସୁରକ୍ଷା ଉପରେ ଗୁରୁତ୍ୱ - ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ନେରେଡି ପ୍ରକଳ୍ପକୁ ନେଇ ଗଜପତି ଜିଲ୍ଲାରେ ଦେଖାଦେଇଥିବା ବିଭିନ୍ନ ସମସ୍ୟା , ପ୍ରକଳ୍ପର ସମ୍ଭାବ୍ୟ ପ୍ରଭାବ ଏବଂ ଆଗାମୀ ପଦକ୍ଷେପ ସମ୍ପର୍କରେ ଗଜପତି…

ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର; ୨୨୩ ପଞ୍ଜିକୃତଙ୍କ ମଧ୍ୟରୁ ୧୦୩ ଜଣଙ୍କ ଅସ୍ଥିଶଲ୍ୟ ପରୀକ୍ଷା,

ଓଡ଼ଗାଁ, ୮।୯(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ରଘୁନାଥ ସମବାୟ ମହାବିଦ୍ୟାଳୟ ପରିସରରେ ମଙ୍ଗଳବାର ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର-୨୦୨୬ ଅନୁଷ୍ଠିତ ହୋଇଯାଇଛି। ବ୍ଲକ୍ ଅଧ୍ୟକ୍ଷ ଲୋକନାଥ ସାହୁ ଶିବିରକୁ ଉଦ୍‌ଘାଟନ କରିଥିଲେ। ଏଥିରେ ବିଡିଓ ପ୍ରୀତିବାଳା…

ଜ୍ୱାଇଁର ପନିକି ଚୋଟରେ ଶଶୁର ଗୁରୁତର,

ହତ୍ୟା ଉଦ୍ୟମ ଅଭିଯୋଗରେ ଜ୍ୱାଇଁ ଗିରଫ, ଜେଲ୍ ହାଜତ, ଓଡ଼ଗାଁ, ୮।୯(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଆଦର୍ଶ ଥାନା ଅଧୀନ କୁରାଳ ନିକଟସ୍ଥ ସୁନାମୁହିଁ ପଞ୍ଚାୟତ ମାଳିଆଝୋଲା ଗ୍ରାମରେ ଜ୍ୱାଇଁର ପନିକି ଚୋଟରେ ଶଶୁର ଗୁରୁତର ଆହତ ହୋଇଛନ୍ତି। ହତ୍ୟା ଉଦ୍ୟମ ଅଭିଯୋଗରେ…

ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟରେ ଅନ୍ତର୍ଜାତୀୟ ସାକ୍ଷରତା ଦିବସ ପାଳିତ

"ସାକ୍ଷରତା ର ସନ୍ଦେଶ ନେଇ ସହରରେ ଛାତ୍ରଛାତ୍ରୀଙ୍କ ସଚେତନତା ରାଲି" ବଲାଙ୍ଗୀର,ତା.୦୮/୦୯/୨୦୨୬:ଶିକ୍ଷା ଓ ସାକ୍ଷରତାର ମହତ୍ତ୍ୱ ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟର କନଫରେନ୍ସ ହଲ୍‌ଠାରେ ଅନ୍ତର୍ଜାତୀୟ ସାକ୍ଷରତା ଦିବସ ପାଳିତ…

ଆନ୍ତର୍ଜାତୀୟ ସାକ୍ଷରତା ଦିବସରେ ସମ୍ପୂର୍ଣ୍ଣ ସାକ୍ଷର ରାୟଗଡ ଗଠନ ପାଇଁ ଆହ୍ୱାନ

ରାୟଗଡ, ୦୮/୦୯/୨୦୨୬: ରାୟଗଡ ଜିଲ୍ଲାରେ ଜିଲ୍ଲାସ୍ତରୀୟ ଆନ୍ତର୍ଜାତୀୟ ସାକ୍ଷରତା ଦିବସ ଆଜି ଉତ୍ସାହ ଓ ଉଦ୍ଦୀପନାର ସହ ପାଳିତ ହୋଇଯାଇଛି। ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ରାୟଗଡ ପରିସରରେ ଏହି ଅବସରରେ ବିଭିନ୍ନ ସଚେତନତାମୂଳକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ସକାଳ ୯ଟାରେ…

ରାୟଗଡରେ ୧୧୩ କି.ମି.ରୁ ଅଧିକ ୪-ଲେନ୍‌ ରାସ୍ତା ନିର୍ମାଣକୁ ଗତି

୭୯୫.୯୬ କୋଟି ଟଙ୍କାର ପ୍ରକଳ୍ପକୁ ମଞ୍ଜୁରୀ; ମୁଖ୍ୟମନ୍ତ୍ରୀଙ୍କୁ ଜିଲ୍ଲାପାଳଙ୍କ ଧନ୍ୟବାଦ ରାୟଗଡ, ୦୮/୦୯/୨୦୨୬: ରାୟଗଡ ଜିଲ୍ଲାରେ ସଡ଼କ ଯୋଗାଯୋଗ ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବା ଦିଗରେ ଏକ ବଡ଼ ପଦକ୍ଷେପ ନିଆଯାଇଛି। ଜିଲ୍ଲାର ବିଭିନ୍ନ ପ୍ରମୁଖ ସଡ଼କର ମୋଟ ୧୧୩.୩୮୬…

କୌଶଳ ବିକାଶ ଓ ବୈଷୟିକ ଶିକ୍ଷା ବିଷୟ ରେ ଏକ କାର୍ଯ୍ୟକ୍ରମ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସ୍ଥାନୀୟ ମହିଳା ସ୍ନାତକ ମହାବିଦ୍ୟାଳୟ ପରିସର ରେ ଓଡ଼ିଶା ସରକାରଙ୍କ ସ୍କିଲ ଓଡ଼ିଶା ଆନୁକୂଲ୍ୟ ରେ କୌଶଳ ବିକାଶ ଓ ବୈଷୟିକ ଶିକ୍ଷା ବିଷୟ ରେ ଏକ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି।ଅଧ୍ୟକ୍ଷା ଡ. ରୀନା ସାହୁ ଙ୍କ ସଭାପତିତ୍ୱ ରେ କାର୍ଯକ୍ରମ ଟି…

ମାମଲାର ସଠିକ ପରିଚାଳନା ଓ ଦଣ୍ଡାଦେଶ ବୃଦ୍ଧିକୁ ଗୁରୁତ୍ୱ

ଆଭାସି ମାଧ୍ୟମରେ ସରକାରୀ ଓକିଲଙ୍କର ସମନ୍ୱୟ ବୈଠକ ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଶୁନ୍ୟ ଅପରାଧ ସହନଶୀଳତାକୁ ନଜରରେ ରଖି ରାଜ୍ୟ ସରକାରଙ୍କ ନିର୍ଦ୍ଦେଶରେ ଗୃହ ବିଭାଗର ପ୍ରସିକ୍ୟୁସନ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ଦୀପ୍ତି ରଞ୍ଜନ କାନୁନଗୋ ସମାଜରେ ବୃଦ୍ଧି ପାଉଥିବା…

ବେଦାନ୍ତ ଆଲୁମିନିୟମ୍, ଭି-ସ୍ପାର୍କ ଡିପ୍ଟେକ୍ ପଦକ୍ଷେପକୁ ବ୍ୟାପକ କରିବା ସହିତ ୨୧୦୦ କୋଟି ଟଙ୍କାର ମୂଲ୍ୟ ସୃଷ୍ଟି…

ଝାରସୁଗୁଡ଼ା, ଓଡ଼ିଶା, ୮ ସେପ୍ଟେମ୍ବର ୨୦୨୬: ଭାରତର ସର୍ବବୃହତ୍ ଆଲୁମିନିୟମ୍ ଉତ୍ପାଦକ ବେଦାନ୍ତ ଆଲୁମିନିୟମ୍ ଓ ଭାରତର ସର୍ବବୃହତ୍ ଉତ୍ପାଦନ କ୍ଷେତ୍ରଭିତ୍ତିକ ଡିପ୍ଟେକ୍ ଇନ୍କ୍ୟୁବେଟର୍ ଭି-ସ୍ପାର୍କ ମିଳିତ ଭାବେ ଡିପ୍ଟେକ୍ ପଦକ୍ଷେପକୁ ବ୍ୟାପକ କରିବା ସହ ଶିଳ୍ପ କ୍ଷେତ୍ରରେ…

ବାଣପୁର ବ୍ଲକ୍ ସ୍ତରୀୟ ଚକ୍ଷୁ ଚିକିତ୍ସା ତାଲିମ୍ ଶିବିର ଉଦଯାପିତ

ବାଣପୁର:(ସେକ୍ କୌସର): ବାଣପୁର ସ୍ଥାନୀୟ ଗୋଦାବରୀଶ ସରକାରୀ ଉଚ୍ଚ ବିଦ୍ୟାଳୟ, ଠାରେ ବାଣପୁର ବ୍ଲକ ସ୍ତରୀୟ ଚକ୍ଷୁ ଚିକିତ୍ସା ତାଲିମ୍ ଶିବିର ଦୁଇଟି ପର୍ଯ୍ୟାୟରେ ମୋଟ ୧୫୧ ଜଣ ଶିକ୍ଷକ ମାନଙ୍କୁ ତାଲିମ ପ୍ରଦାନ କରାଯାଇଛି। ଉକ୍ତ ଶିବିରକୁ ବିଜୟ କୁମାର ବେହେରା, ବିଶ୍ଵଜିତା ଜେନା, ଓ…