ପରଜ଼ା ବାରଙ୍ଗପଦର ଐତିହାସିକ ବାଲିଯାତ୍ରା ଉଦଯାପିତ: ହଜାର ହଜାର ଲୋକଙ୍କ ସମାବେଶ

2

ତେନ୍ତୁଳୀଖୁଣ୍ଟି ବ୍ଲକ (କୃପାନିଧି ରାଉତ ଶାସକ ପ୍ରଶାସକ ): ପରଜା ବାରଙ୍ଗ ପଦର ପଞ୍ଚାୟତ ଏହି ଐତିହାସିକ ଯାତ୍ରା 12ବର୍ଷ କୁ ଥରେ ହୁଏ, ଭାରତ ବର୍ଷ ହେଉଛି ପୁରାତନ ଓ ସନାତନୀସଭ୍ୟତା ଆମର ମା ମାଟି ସହିତ ବିଶ୍ୱାସ ରହିଛି ଏବଂ ତାହାକୁ ପୂଜା ଅର୍ଚନା କଲେ ସକଳ ଦୁଃଖ ଦାଉ ରୁ ରକ୍ଷା ପାଇବା ସହିତ ଭଲ ଚାଷ, ଶାନ୍ତି ସଂବୃଦ୍ଧି ଆଣି ଦିଏ, ଏହି କାରଣରୁ ଆବାହମାନ କାଳରୁ ଏହିପୂଜା ଚଳି ଆସୁଛି,ନିୟମ ଅନୁଯାଇ ଏହି ପୂଜା ପୂର୍ବ 10ଦିନ ଧରିଚାଲି ଆସିଛି ବା 15,5,2024ତାରିଖରୁ ଦିଶାରୀଙ୍କ ନିୟମ ମୁତାବକ ଗ୍ରାମ ପାଖ ନଦୀ ଘାଟ ରୁ କୁଣ୍ଢେଇରେ ବାଲି ଗ୍ରାମ ଦେବି ନିକଟରେ ତାହାକୁ ସ୍ଥାପନ ସହ ବିଭିନ୍ନ ଶସ୍ୟ ବିହନ ତଥା ଧାନ, ମାଣ୍ଡିଆ, ଇତ୍ୟାଦି ବିହନ ବୁଣି ମା ଠାରେ ପୂଜା ଅର୍ଚନା କରି ଦଶ ଦିନ ଚାଲିଆସି ଉକ୍ତ ଉତ୍ସବ ରେ ଗ୍ରାମର ମାନ୍ୟଗଣ୍ୟନ୍କ ସହ ସମସ୍ତ ପିଲା ଯୁବକ, ବୟସ୍କ,ଓ ଆଖ ପାଖ ସାଧାରଣ ଲୋକ,ଓ ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ, ଓ ବିଜେଡି ବ୍ଲକ ପ୍ରେସିଡେଣ୍ଟ ପ୍ରଫୁଲ ନାଗ, ସୁରେଶ ନାୟକ, ସୁଧୀର ଖୁରା, ବାରିଜ ପଟନାୟକ, ବାବୁନି ନାୟକ କୁନା ମହାନ୍ତି, ଓ ଉକ୍ତ କାର୍ଯ୍ୟ ସୁଚାରୁ ରୂପେ ପରିଚାଳନା କରିବା ଗ୍ରାମ କମିଟି ଓ ପୋଲିସ ସାହାଯ୍ୟ କରୁଥିଲେ |

Leave A Reply

Your email address will not be published.