ଶୈଳୀ ଏବଂ ଅଭିନବୀକରଣର ତିନି ଦଶନ୍ଧିରୁୁ ଉର୍ଦ୍ଧ୍ବ ସମୟର ଉତ୍ସବ ପାଳନ ପରେ, ଏହାର ନେତୃତ୍ୱକୁ ଶକ୍ତିଶାଳୀ କରିବା ପାଇଁ ଯୋଜନା ଘୋଷଣା କରିଛି କାମାରୋ
କୋଲକତା- ନିଜର ଜୟଯାତ୍ରା ପଥରେ କ୍ଲାନ୍ତ ନ ହୋଇ, ଡେ଼ନିମର ଏକ ବିରାଟକାୟ ଅପ୍ରତିଦ୍ୱନ୍ଦୀ ଅଂଶବିଶେଷ ଭାବରେ କାମାରୋ ଫାସନ ଜଗତରେ ନିଜର ମାର୍କେଟ ଆଧିପତ୍ୟର ଭାରସାମ୍ୟକୁ ସଠିକ୍ ଭାବରେ ଧରି ରଖି, କେବଳ ପୁରୁଷ ମାନଙ୍କ ପାଇଁ ନୂତନ ଚମତ୍କାର ସମ୍ଭାର ର ଶୁଭାରମ୍ଭ କରିଛି । ତିନି ଦଶନ୍ଧିରୁ ଉଦ୍ଧ୍ୱର୍ ସମୟ ତାଳ ଦେଇ, ବଙ୍ଗଳା, ଓଡ଼ିଶା, ଆସାମ ତଥା ବିହାରରେ ନିର୍ବିବାଦୀୟ ଡେ଼ନିମ ମାର୍କେଟର ପ୍ରାଧାନ୍ୟ ବିସ୍ତାରକାରୀ ସହିତ, କାମାରୋ ଏହାର ଅଭିନବୀକରଣର ପୂର୍ବାଧିକାରୀତାକୁ ଜାରି ରଖିବା ସହିତ, ମୁମ୍ବାଇ ଏବଂ ଲୁଧିୟାନା ଠାରେ ଏହାର ଅଧୁନତମ ପ୍ରସ୍ତୁତି କଳାଚାତୁରୀ ସାମଗ୍ରୀ ଉତ୍ପାଦାନର ସମସ୍ତ ସୁବିଧା ସୁଯୋଗର ଘୋଷଣା କରିଛି ।
୧୯୯୧ ମସିହାରେ କୋଲକତାରେ ଏହାର ସ୍ଥାପନ ପରଠାରୁ, ପୁରୁଷମାନଙ୍କ ପାଇଁ ଜନପ୍ରିୟ ପୋଷାକ ଢ଼ଙ୍ଗକୁ ନେଇ କାମାରୋ ସମର୍ଥ ହୋଇପାରିଛି, ଏବଂ ନିଜର ସୌଖିନ ସମ୍ଭାର ର ସାମଗ୍ରୀକୁ ଯେଉଁ ପ୍ରମୁଖ ପୋଷାକ ବିଭାଗରେ ବିସ୍ତାରିତ କରିଛି ସେଗୁଡ଼ିକ ହେଉଛି :- ଡେ଼ନିମ୍, ବ୍ଲେଜର ଏବଂ ଟିସାର୍ଟ । ଉତ୍କୃଷ୍ଟ ମାନକ ତଥା ଡ଼ିଜାଇନକୁ ନେଇ କାମାରୋ ର ଅଟଳ ପ୍ରତିଶ୍ରୁତିବଦ୍ଧତା, ପୂର୍ବାଞ୍ଚଳ କ୍ଷେତ୍ରରେ ରହିଥିବା ଗ୍ରାହକମାନଙ୍କ ବି•ରଶୀଳ ସୂକ୍ଷ୍ମ ସିଲେଇ କଳା ସପକ୍ଷବାଦୀତା ଏହାର ସ୍ଥାୟୀ ସଫଳତା ପାଇଁ ସାହାଯ୍ୟକାରୀ ପ୍ରମାଣିତ ହୋଇଛି । ବ୍ରାଣ୍ଡ ଡ଼ିଜାଇନର ମୌଳିକ ତତ୍ୱ ପାରମ୍ପରିକ ଅମଳିନ ଉଚ୍ଚଶ୍ରେଣୀ ଶୈଳୀର ସ୍ୱାଦ ତଥା ସର୍ବାଧୁନିକ ଡ଼ିଜାଇନ, ପ୍ରତ୍ୟେକ ପୋଷାକ ପରିଛଦର ସୀମାହୀନତା ତଥା ନୂତନତ୍ୱ ବେଶଭୂଷାର ଢ଼ଙ୍ଗକୁ ଏହା ସୁନିଶ୍ଚିତ କରିପାରିଛି ।
ଏହି ଅବସରରେ ନିଜର ମତ ରଖି ଶ୍ରୀ ଆର.କେ. ପଟ୍ଟୱାରୀ, ପରିଚାଳନା ନିର୍ଦ୍ଦେଶକ, କାମାରୋ କହିଛନ୍ତି, “ଜନପ୍ରିୟ ପୋଷାକ ଢ଼ଙ୍ଗର ରୁଚି ତଥା ପାରିବାରିକ ସମ୍ପର୍କ ପ୍ରତି ରହିଥିବା ଆମର ଗଭୀର ବୁଝାମଣା ଯାହାକୁ ଆମେ ଆମର •ନେଲ ସହଭାଗୀଙ୍କ ସହିତ ଭାଗ କରିଛୁ ଏହାକୁ ପାଥେୟ କରି କାମାରୋର ପ୍ରସ୍ଥର ପଥ ଏକ ନିର୍ବିବାଦୀୟ ନେତୃତ୍ୱକୁ ଦୀର୍ଘ ତିନି ଦଶନ୍ଧିରୁ ଉଦ୍ଧ୍ୱର୍ ସମୟ ପାନ ଇଣ୍ଡିଆ ସହିତ ଧରି ରଖିବାରେ ସମର୍ଥ ହୋଇପାରିଛି । ଜନପ୍ରିୟ ପୋଷାକ ଢ଼ଙ୍ଗର ପ୍ରତ୍ୟେକ କ୍ଷେତ୍ରକୁ ନେଇ ଆମର ଦକ୍ଷ ଡ଼ିଜାଇନର ଦଳର ଗବେଷଣା ତଥା ବିକାଶ ଦିଗରେ ସମ୍ପ୍ରସାରିତ କାର୍ଯ୍ୟ ଧାରା କାମାରୋର ଏହି ଅଭିନବୀକରଣ ନୂତନ ପୋଷାକ ଢ଼ଙ୍ଗର କଳାକୃତ୍ତି ପାଇଁ ଅତ୍ୟନ୍ତ ସମାଲୋଚନାର ବିଷୟବସ୍ତୁ ହୋଇଛି । ଆମର ଅଧୁନତମ ସୌଖିନ ତଥା ମୂଲ୍ୟ-ଭିତ୍ତିକ ଅର୍ଥ ସାମଗ୍ରୀ ପ୍ରତିଷ୍ଠା କରାଯାଇଥିବା ଆଉଟଲେଟରେ ଉପଲବ୍ଧ । ଆମେ ସମଗ୍ର ଅଞ୍ଚଳକୁ ସେବା ପ୍ରଦାନ କରିବା ସହିତ, ରହିଥିବା ଆମର ଆନୁଗତ୍ୟ ଗ୍ରାହକମାନଙ୍କୁ ଆମ ସମ୍ଭାରର ଶୈଳୀ ତଥା ସାଇଜ ପ୍ରତି ସୁବିଧା ଗୁଡ଼ିକୁ ଗ୍ରହଣ କରିବା ପାଇଁ ସୁନିଶ୍ଚିତ କରିଥାଉ ।”
ଆଧୁନିକତାର ସ୍ୱାଦ ତଥା ଲାବଣ୍ୟତାକୁ ଫୁଟାଇଥିବା ଅଭିନବୀକରଣର ଏହି ନୂତନ ଗର୍ବିତ ଧାରା ତଥା ଏଥିରେ ରହିଥିବା ଆଡ଼ମ୍ବରପ୍ରିୟ ଡ଼ିଜାଇନ ସମୟୋପଯୋଗୀ ତଥା ପ୍ରତ୍ୟେକ ବିଶେଷ ଉତ୍ସବ ପାଇଁ ଉପଯୋଗୀ ଅଟେ ।