Sign in
Sign in
Recover your password.
A password will be e-mailed to you.
୧୧୯ କୋଟି ୮୬ଲକ୍ଷ ଟଙ୍କାର ୫ଗୋଟି ବୃହତ ପ୍ରକଳ୍ପକୁ ଶିଳାନ୍ୟାସ କଲେ ବିଧାୟକ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ…
(ନିଶ୍ଚିନ୍ତକୋଇଲି-ଶାସକ ପ୍ରଶାସକ): ରାଜ୍ୟ ସରକାର ନିଶ୍ଚିନ୍ତକୋଇଲି ବ୍ଲକ ଅନ୍ତର୍ଗତ ଲୁଣା ଚିତ୍ରୋତ୍ପଳା ଓ ମହାନଦୀ ଚିତ୍ରୋତ୍ପଳା ଦ୍ଵିପାଞ୍ଚଳର ସାମଗ୍ରିକ ବିକାଶ ପାଇଁ ୫ଗୋଟି ବୃହତ ପ୍ରକଳ୍ପ ନିର୍ମାଣ ନିମନ୍ତେ ଅର୍ଥ ମଞ୍ଜୁର କରିଛନ୍ତି l ଏହି ଦ୍ଵିପାଞ୍ଚଳ ବାସିନ୍ଦାଙ୍କ ଚଳଣି…
ନିଶ୍ଚିନ୍ତକୋଇଲି ଆଦର୍ଶ ବିଦ୍ୟାଳୟକୁ ଲୋକାର୍ପିତ କଲେ ମାହାଙ୍ଗା ବିଧାୟକ ପ୍ରତାପ ଜେନା ଏବଂ କଟକସଦର ବିଧାୟକ…
(ନିଶ୍ଚିନ୍ତକୋଇଲି-ଶାସକ ପ୍ରଶାସକ): ନିଶ୍ଚିନ୍ତକୋଇଲି ବ୍ଲକ ଅସୁରେଶ୍ଵର ଓ କେରିଲୋ ପଞ୍ଚାୟତ ସୀମା ସ୍ଥଳରେ ଥିବା କୂଳଗାଁଇଶାଳୋ ଏବଂ ହାଣ୍ଡିଭଙ୍ଗା ପଡ଼ିଆ ଠାରେ ୫କୋଟି ଟଙ୍କାରେ ନିର୍ମାଣ ହୋଇଥିବା ନିଶ୍ଚିନ୍ତକୋଇଲି ବ୍ଳକର ଓଡ଼ିଶା ଆଦର୍ଶ ବିଦ୍ୟାଳୟର ନୂତନ ଗୃହ ମୁଖ୍ୟଅତିଥି ପୂର୍ବତନ…
ଛ-ଦଫା ଦାବୀ ନେଇ ଅସ୍ତରଙ୍ଗ ସମ୍ବାଦିକ ସଙ୍ଘ ର କଳାବ୍ୟାଚ ପରିଧାନ ।
ଅସ୍ତରଙ୍ଗ/ଦୁଃଶାସନ ନାୟକ- ବିନା ବେତନ ରେ ବିଭିନ୍ନ ସମୟ ରେ ଲୋକ ଲୋଚନ ରେ ଦେଶ ବିଦେଶ ରୁ ଆରମ୍ଭ କରି ରାଜ୍ୟ ଓ ଆଞ୍ଚଳିକ ସ୍ତରର ଟିକନିକ ଖବର ପହଞ୍ଚେଇବା ରେ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ ଗଣତନ୍ତ୍ର ର ୪ର୍ଥ ସ୍ତମ୍ଭ । କିନ୍ତୁ ଅନେକ ସମୟ ରେ ସାମ୍ବାଦିକ ମାନଙ୍କୁ ବିଭିନ୍ନ ମିଛ କେଶ ରେ…
ଏସଏସଡି ହଷ୍ଟେଲରେ ମିଳିବ ରାଗି ଲଡୁ
ସୁନ୍ଦରଗଡ, (ବସନ୍ତ କୁମାର ଜେନା):- ସୁନ୍ଦରଗଡ ଜିଲ୍ଲା ପ୍ରଶାସନ ତରଫରୁ ଆଜିଠାରୁ ଏକ ଅଭିନବ ପ୍ରୟାସ ଆରମ୍ଭ କରାଯାଇଛି । ଏଥର ଜିଲା ୪୧୨ ତଫସିଲ ଭୁକ୍ତ ଜାତି ଏବଂ ଜନଜାତି ବିକାଶ ବିଭାଗ ଅଧିନର ହଷ୍ଟେଲମାନଙ୍କରେ ରହୁଥିବା ୪୬,୬୬୬ ଜଣ ପିଲାଙ୍କୁ ଦୈନିକ ଗୋଟିଏ କରି ରାଗି ଲଡୁ ସପ୍ତାହକ ସାତ…
ଅସୁରେଶ୍ଵର ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ନୂତନ ଗୃହର ଶୁଭ ଶିଳାନ୍ୟାସ l
(ନିଶ୍ଚିନ୍ତକୋଇଲି-ଶାସକ ପ୍ରଶାସକ): ପୂର୍ବତନ ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନା ଙ୍କ ଉଦ୍ୟମ କ୍ରମେ ନିଶ୍ଚିନ୍ତକୋଇଲି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଅଧୀନରେ ରହିଥିବା ଅସୁରେଶ୍ଵର ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ରେ ନୂତନ ଗୃହ ନିର୍ମାଣ ହେବାକୁ ଯାଉଛି l ଏହି ସ୍ୱାସ୍ଥ୍ୟ…
ସମ୍ ହସ୍ପିଟାଲରେ ବିଶ୍ୱ କିଡ଼ନୀ ଦିବସ ପାଳିତ
ଭୁବନେଶ୍ୱର, ମାର୍ଚ୍ଚ ୧୪: କିଡ଼ନୀ ଜନିତ ରୋଗର କାରଣ ଓ ନିରାକରଣ ସମେତ ଉପଯୁକ୍ତ ଚିକିତ୍ସା ଓ ଜୀବନଶୈଳୀ ମାଧ୍ୟମରେ କିଭଳି ମଣିଷ ନିଜକୁ ସୁସ୍ଥ ରଖିପାରିବ ସେ ନେଇ ଇନଷ୍ଟିଟ୍ୟୁଟ ଅଫ୍ ମେଡିକାଲ ସାଇନ୍ସେସ୍ ଆଣ୍ଡ ସମ ହସ୍ପିଟାଲ୍ ପକ୍ଷରୁ ଗୁରୁବାର ଆୟୋଜିତ ବିଶ୍ୱ କିଡ଼ନୀ ଦିବସ ଅବସରରେ ଏକ…
ଭୁବନ ଅଞ୍ଚଳ ସାମ୍ବାଦିକ ମାନଙ୍କ ପକ୍ଷରୁ କଳା ବ୍ୟାଚ
ଢ଼େଙ୍କାନାଳ / ରବିନ୍ ଦାସ ; ରାଜ୍ୟର ଉତ୍କଳ ସାମ୍ବାଦିକ ସଂଘ ଡାକରା ଅନୁଯାୟୀ ସମଗ୍ର ରାଜ୍ୟରେ କଳା ବ୍ୟାଚ ପ୍ରଦର୍ଶନୀ ହେଉଛି । ସାମ୍ବାଦିକମାନଙ୍କ ଦାବି, ସୁରକ୍ଷା ଓ ସାମାଜିକ ନିରାପତ୍ତା ପରିପ୍ରେକ୍ଷୀରେ ରାଜ୍ୟ ସରକାରଙ୍କ ବିରୋଧରେ ଅସନ୍ତୋଷ ପ୍ରକାଶ ପାଇଛି । ସଞ୍ଜୟ କୁମାର ନାଏକଙ୍କ…
ଉତ୍କଳ ସାମ୍ବାଦିକ ସଂଘ ପକ୍ଷରୁ କଳାପଟି ପରିଧାନ
ନୟାଗଡ଼ (ବିଶ୍ୱଜିତ ନାୟକ) - ଉତ୍କଳ ସାମ୍ବାଦିକ ସଂଘ ନୟାଗଡ଼ ଜିଲ୍ଲା ଶାଖା ପକ୍ଷରୁ ଆଜି ଜିଲ୍ଲାର ବିଭିନ୍ନ ବ୍ଲକ ଏବଂ ସଦମହକୁମାରେ କାର୍ଯ୍ୟରତ ସାମ୍ବାଦିକମାନେ କଳାପଟି ପରିଧାନ କରିଛନ୍ତି । ଜିଲ୍ଲା ଶାଖା ସଭାପତି ଶ୍ରୀକାନ୍ତ ଖଟେଇଙ୍କ ଆହ୍ୱାନ କ୍ରମେ ନୟାଗଡ଼ ସାମ୍ବାଦିକ ଭବନଠାରେ କଳାପଟି…
ରାୟଗଡ ଜିଲ୍ଲାରେ ଓଡ଼ିଆ ଭାଷାର ବ୍ୟବହାର କରିବା ନିମନ୍ତେ ଜିଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ
ରାୟଗଡ : ରାୟଗଡ ଜିଲ୍ଲା ବିକାଶ ମଞ୍ଚ ତରଫରୁ ଓଡିଶା ସରକାରଙ୍କ ଭାଷା ନିୟମ ଅନୁସାରେ ସମସ୍ତ ସରକାରୀ ଓ ବେସରକାରୀ ଅନୁଷ୍ଠାନ ମାନଙ୍କରେ ସମସ୍ତ ନଥିପତ୍ର ଗୁଡିକୁ ଓଡ଼ିଆ ଭାଷାରେ ଲେଖାଯିବା ଏବଂ ଜିଲ୍ଲାରେ ଥିବା ବିଭିନ୍ନ ଅନୁଷ୍ଠାନ ଓ ଦୋକାନ ମାନଙ୍କରେ ଥିବା ନାମ ଫଳକ ଗୁଡିକରେ ଓଡ଼ିଆ…
ଭଞ୍ଜନଗର କୁ ସ୍ଵତନ୍ତ୍ର ଭାବରେ ପୌରପାଳିକା ମାନ୍ୟତା
ଭଞ୍ଜନଗର ରୁ {ଉଦୟନାଥ ପଣ୍ଡା}: ଶେଷରେ ବହୁବର୍ଷ ର ଆଶା ଓ ସ୍ଵପ୍ନ, ଧାରଣା, ଆନ୍ଦୋଳନ ଓ ପ୍ରତିଶ୍ରୁତି ପରେ ପୁରଣ ହୋଇଛି। ଜନସାଧାରଣ ଙ୍କ ମତରେ ଭଞ୍ଜନଗର ଏନ୍.ଏ.ସି କୁ ସ୍ଵତନ୍ତ୍ର ଭାବରେ ପୌରପାଳିକା ମାନ୍ୟତା ମିଳିଛି। କାରଣ ଦୁତିୟ ପର୍ଯ୍ୟାୟରେ କେବଳ ଭଞ୍ଜନଗର ମୁନିସିପାଲଟି ରହିଛି।…