ପୂର୍ଣ୍ଣ ସହାୟତା ପ୍ରାପ୍ତ ବେସରକାରୀ ମହାବିଦ୍ୟାଳୟର ଶିକ୍ଷକ ଓ ଅଣ-ଶିକ୍ଷକ କର୍ମଚାରୀ ମାନଙ୍କ MACP ଓ PH.D ପାଇଁ ସରଳ…

100% ଅନୁଦାନ ପାଇବା ତାରିଖ ପରିବର୍ତ୍ତେ ଅନୁଦାନ ମିଳିବାର ପ୍ରଥମ ଦିନ କୁ ଭିତ୍ତି କରି MACP ସ୍ଥିର କରାଯିବ. Ph.D ଡିଗ୍ରୀ କରିବା ପାଇଁ ପ୍ରୋତ୍ସାହନ ସ୍ଵରୂପ entry level ରେ ପ୍ରଯୁଜ୍ୟ ବେତନ ସ୍କେଲରେ ଦୁଇଟି ଅଗ୍ରୀମ ବୃଦ୍ଧି (Advance Increment) ମିଳିବ.…

ଡାକ ବିଭାଗରେ କାର୍ଯ୍ୟରତ ୨.୫୬ ଲକ୍ଷ ଗ୍ରାମୀଣ ଡାକ ସେବକଙ୍କ ପାଇଁ ଆର୍ଥିକ ପଦୋନ୍ନତି ଯୋଜନାର ଶୁଭାରମ୍ଭ କଲେ କେନ୍ଦ୍ର…

କେନ୍ଦ୍ର ଯୋଗାଯୋଗ, ରେଳ ଏବଂ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ଡାକ ବିଭାଗରେ କାର୍ଯ୍ୟରତ ୨.୫୬ ଲକ୍ଷରୁ ଅଧିକ ଗ୍ରାମୀଣ ଡାକ ସେବକ (ଜିଡିଏସ)ଙ୍କ ସେବା ସ୍ଥିତିରେ ଉନ୍ନତି ଆଣିବା ଏବଂ ସେବାରେ ସ୍ଥାଣୁତା ଦୂର କରିବା ପାଇଁ ଏକ ଆର୍ଥିକ ପଦୋନ୍ନତି ଯୋଜନାର…

୧୦୬୧ ଗୋଟି ସ୍ନାତକୋତ୍ତର ଶିକ୍ଷକ ପଦବୀ ପୂରଣ ନିମନ୍ତେ ଆବେଦନ ପତ୍ର ଆହ୍ୱାନ

୧୮ତାରିଖ ଅପରାହ୍ନ ୧ ଟା ଠାରୁ ରାତି ୧୧.୪୫ ପର୍ଯ୍ୟନ୍ତ କରିହେବ ଆବେଦନ ଭୁବନେଶ୍ୱର: ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ପରିଚାଳିତ ପୂର୍ଣ୍ଣ ଅନୁଦାନପ୍ରାପ୍ତ ୪୮୮ ବର୍ଗ (୨) ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଗୁଡିକ ପାଇଁ ୨୩ ଗୋଟି ବିଭିନ୍ନ ବିଷୟରେ ୧୦୬୧ ଗୋଟି ସ୍ନାତକୋତ୍ତର ଶିକ୍ଷକ ପଦବୀ…

ବିଜେଡି ପରିତ୍ୟାଗ କରି ବିଜେପିରେ ସାମିଲ ହେଲେ ପୂର୍ବତନ ବିଧାୟକ ତ୍ରିନାଥ ଗମାଙ୍ଗ

ଯେଉଁ ଦଳରେ ସମ୍ମାନ, ସ୍ୱାଭିମାନ ଓ ମର୍ଯ୍ୟାଦା ନାହିଁ ସେହି ଦଳରେ ରହି ଲୋକଙ୍କ ସେବା କରିବା ଅସମ୍ଭବ । ୨୪ବର୍ଷର ବିଜୁ ଜନତା ଦଳରେ ଏହା ସ୍ପଷ୍ଟ ପରିଲକ୍ଷିତ ହୋଇଛି : ତ୍ରିନାଥ ଗମାଙ୍ଗ ଭୁବନେଶ୍ୱର,ତା.୧୫/୦୩: ଯେଉଁ ଦଳରେ ସମ୍ମାନ, ସ୍ୱାଭିମାନ ଓ ମର୍ଯ୍ୟାଦା ନାହିଁ ସେହି ଦଳରେ ରହି…

ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ବିଶ୍ୱ ଖାଉଟି ଅଧିକାର ଦିବସ ପାଳିତ

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଦ୍ୱାରା ବିଶ୍ୱ ଖାଉଟି ଅଧିକାର ଦିବସର ରାଜ୍ୟସ୍ତରୀୟ ଉତ୍ସବ ସ୍ଥାନୀୟ ଜୟଦେବ ଭବନଠାରେ ଆଜି ଅନୁଷ୍ଠିତ ହୋଇଯାଇଛିା ଏହି ଉତ୍ସବରେ ରାଜ୍ୟ ଖାଉଟି ବିବାଦ ପ୍ରତିକାର ଆୟୋଗ, କଟକର ପୂର୍ବତନ ସଭାପତି ଶ୍ରୀ ଜଷ୍ଟିସ ଡି. ପି.…

୧୪ ବର୍ଷିୟ ବାଳକଙ୍କୁ ନୂଆ ଜୀବନ ଦେଲେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ

ମୟୂରଭଞ୍ଜ: ଜଣେ ଥାଲାସେମିଆ ରୋଗୀଙ୍କୁ ନୂଆ ଜୀବନ ଦେଇଛନ୍ତି ୧୦୮ ଆମ୍ବୁଲାନ୍ସର ଦୁଇଜଣ କର୍ମଚାରୀ । ଘଟଣାନୁଯାୟୀ ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ଅନ୍ତର୍ଗତ ନାହାଡ଼ସୋଲି ଅଂଚଳର ଦେବରାଜ ମହାନ୍ତ(୧୪ବର୍ଷ) ନାମକ ଜଣେ ବାଳକ ଥାଲାସେମିଆ ରୋଗରେ ପୀଡ଼ିତ ହୋଇ ବାରିପଦା ଡାକ୍ତରଖାନାରେ ଚିକିତ୍ସାଧୀନ…

ସରକାରୀ ସ୍ୱୀକୃତି ପ୍ରାପ୍ତ ସମାଜସେବୀ ଙ୍କୁ ସହାୟତା ପାଇଁ ମୁଖ୍ୟମନ୍ତ୍ରୀ ଙ୍କୁ ନିବେଦନ

କେନ୍ଦୁଝର :- ସମାଜରେ ନିରନ୍ତର ଭାବେ ସେବାକାର୍ଯ୍ୟ ରେ ନିଜକୁ ନିୟୋଜିତ କରି ଉତ୍କୃଷ୍ଟତା ବଜାୟ ରଖି ରାଜ୍ୟ ସରକାର ଙ୍କ ଦ୍ୱାରା ସମ୍ବର୍ଦ୍ଧିତ ହୋଇଥିବା କାମାକ୍ଷା ପ୍ରସାଦ ମାଝୀ, ଏନ ସନ୍ତୋଷ କୁମାର, କେଦାରନାଥ ସେନାପତି, ଏ ଆର ଖାନ, ରାମନାରାୟଣ ଦାଶ, ଝାସା ରଣା,ସମାଜସେବୀ ବୃନ୍ଦ…

ବେଦାନ୍ତ ଆଲୁମିନିୟମ କାରଖାନା ଓ ବାଷ୍ପିତ୍ର ନିର୍ଦ୍ଦେଶାଳୟ ସହଯୋଗରେ ଶିଳ୍ପ ନିରାପତା ତାଲିମ କାର୍ଯ୍ୟକ୍ରମ

ଏହି ପଦକ୍ଷେପରେ ୪୦୦ରୁ ଅଧିକ ଅଂଶଗ୍ରହଣକାରୀଙ୍କୁ ଶିଳ୍ପ ନିରାପତା ଓ ଦୁର୍ଘଟଣାର ପ୍ରତିକାର ଉପରେ ସଚେତନ କରାଯାଇଥିଲା ଝାରସୁଗୁଡ଼ା, ଓଡ଼ିଶା, ୧୪ ମାର୍ଚ୍ଚ ୨୦୨୪: ବେଦାନ୍ତ ଆଲୁମିନିୟମ, ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦକ ଓଡ଼ିଶାର ଝାରସୁଗୁଡ଼ାର ପରିଚାଳନାରେ ଓଡ଼ିଶାର କାରଖାନା ଓ…

ଶାନ୍ତିଶୃଙ୍ଖଳା ପୂର୍ଣ୍ଣ ନିର୍ବାଚନ ପାଇଁ ଜିଲ୍ଲା ରେ ପୋଲିସ-ମାଜିଷ୍ଟ୍ରେଟ ସମନ୍ଵୟ ବୈଠକ ଅନୁଷ୍ଠିତ

ଜଗତସିଂହପୁର, ତା 14.03.24 ରିଖ:ସାଧାରଣ ନିର୍ବାଚନ 2024 କୁ ଶାନ୍ତିପୂର୍ଣ୍ଣ ଏବଂ ହିଂସା ମୁକ୍ତ ଭାବେ ସମ୍ପାଦନ କରିବା ପାଇଁ ଆଜି ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସ୍ଥିତ ସଦ୍ଭାବନା ସଭାଗୃହରେ ପୋଲିସ-ମାଜିଷ୍ଟ୍ରେଟ ସମନ୍ଵୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଅଧ୍ୟକ୍ଷତା କରି…

ସ୍କିଲ୍ ପରିସଂସ୍ଥାନକୁ ଗତି ଦେବା ପାଇଁ ବିଭିନ୍ନ ଷ୍ଟ୍ରାଟେଜିକ୍ ପଦକ୍ଷେପର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ

ସ୍କିଲ୍ ଇଣ୍ଡିଆ ମିଶନର ପରିସରକୁ ସମ୍ପ୍ରସାରଣ କରିବା ସହ ଦକ୍ଷତା କ୍ଷେତ୍ରରେ ଭାରତକୁ ଅଗ୍ରଣୀ କରିବ - ଧର୍ମେନ୍ଦ୍ର ପ୍ରଧାନ • ଏସଡିଆଇ ଭୁବନେଶ୍ୱରରେ ପ୍ରାୟ ୫ କୋଟି ଟଙ୍କା ବ୍ୟୟରେ ଦୁଇଟି ଅତ୍ୟାଧୁନିକ କେନ୍ଦ୍ର ଯଥା ଏଚଭିଏସି ଏବଂ ମିଡିଆ ଏବଂ ମନୋରଞ୍ଜନ କେନ୍ଦ୍ର ଲୋକାର୍ପିତ •…