ବାଲେଶ୍ଵର (ବୁଲୁ ଲେଙ୍କା) : ଖଇରା ବ୍କକର ପୂର୍ବରୁ ଥିବା ରମୟୋ ହେମ୍ବ୍ରମ ଏମ୍,ଆଇ ( ମାର୍କେଟ ପରିଦର୍ଶକ) କିଛି ମାସ ପୂର୍ବରୁ ଦେବଗଡ଼ ଜିଲ୍ଲାକୁ ପଦୋନ୍ନତି ପାଇ ଥିଲେ ହେଁ ଚଳିତ ନିର୍ବାଚନ ପାଇଁ ତାଙ୍କ ପଦବୀରୁ ଭାରମୁକ୍ତ ହୋଇନଥିଲେ। ଶ୍ରୀ ହେମ୍ବ୍ରମଙ୍କ ସ୍ଥାନରେ ନୂତନ ଭାବେ ସୁବାସିନୀ ସାହୁ ଖଇରା ବ୍କକର ଏମ୍,ଆଇ (ମାର୍କେଟ ପରିଦର୍ଶୀକା) ପଦବୀରେ ନିଯୁକ୍ତି ପାଇଁ ତା୧୨.୦୬.୨୦୨୪ ରିଖରେ ଦ୍ବାୟିତ ଗ୍ରହଣ କରିଛନ୍ତି, ପୂର୍ବରୁ ଅନ୍ୟ ବିଭାଗରେ ଚାକିରି କରିଥିବା କଥା କହିଥିବା ବେଳେ ଖଇରାରେ ବ୍କକର ନୂତନ ଭାବେ ଏମ୍ ଆଇ ପଦବୀରେ ସରକାର ନିଯୁକ୍ତି ପାଇଛନ୍ତି, ଓଡ଼ିଶା ସରକାରଙ୍କ ଖାଦ୍ୟ ଯୋଗାଣକାରୀ ଏବଂ ଗ୍ରାହକ କଲ୍ୟାଣ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ଠିକ୍ ଭାବେ ସୁଚାରୁରୂପେ କାର୍ଯ୍ୟ ତୁଲାଇବେ କହିଛନ୍ତି, ସମସ୍ତ ଜନସାଧାରଣଙ୍କ ସହଯୋଗରେ କାର୍ଯ୍ୟ କରିବା ପାଇଁ କହିଛନ୍ତି।
Sign in
Sign in
Recover your password.
A password will be e-mailed to you.