Sign in
Sign in
Recover your password.
A password will be e-mailed to you.
କଂଗ୍ରେସର କୃଷକଙ୍କ ପାଇଁ ଗ୍ୟାରେଂଟି
• କୃଷକଙ୍କର କୃଷିଋଣ ଛାଡ଼
• ବୋନସ ସହ ଧାନର କ୍ରୟ ମୂଲ୍ୟ କୁଇଣ୍ଟାଲ ପ୍ରତି ତିନି ହଜାର ଟଙ୍କା
• କୃଷକଙ୍କ ପାଇଁ ମାସିକ ପେନସନ ୨ ହଜାର ଟଙ୍କା
• ରାଜ୍ୟର ଦକ୍ଷିଣ, ପଶ୍ଚିମ ଓ ଉତର ଭାଗରେ ତିନୋଟି କୃଷି ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା
• ୫ ବର୍ଷ ମଧ୍ୟରେ କୃଷକ…
ଗୁଣ୍ଡା ରାଜକୁ ଦମନ କରୁଛନ୍ତି ଖଲ୍ଲିକୋଟ ପୋଲିସ ବାହିନୀ।
ଖଲ୍ଲିକୋଟ/ଶାସକ ପ୍ରଶାସକ-ଶିବରାମ ଜେନା : ଏବେ ଖଲ୍ଲିକୋଟ କୂଳ ଠାରୁ ଆରମ୍ଭ ହୋଇ ମାଳପର୍ଯ୍ୟନ୍ତ କେଉଁଠି ହେଲେ ଶାନ୍ତ ପରିବେଶର ଥିବାର ମନେହୁଏ ନାହିଁ। ଏସଂକ୍ରାନ୍ତରେ ଖଲ୍ଲିକୋଟ ଥାନା ଅଧୀନରେ ଥିବା ବିଭିନ୍ନ ଅଞ୍ଚଳରେ ଦଙ୍ଗା,ହାଙ୍ଗମା ବଢ଼ି ଚାଲିଥିବା ବେଳେ, ଏବେ ଖଲ୍ଲିକୋଟ ପୋଲିସ ବିଭାଗ…
ରେଳ ମନ୍ତ୍ରୀଙ୍କ ଦ୍ୱାରା ଦୁଇଟି ନୂଆ ପ୍ରକଳ୍ପ ଘୋଷଣା
A. ଜଳେଶ୍ୱର-ଚନ୍ଦନେଶ୍ୱର (42 କିମି)
B. ନରସିଂହପୁର - କଣ୍ଟିଲୋ - ଖଣ୍ଡପଡା ଦେଇ ଅନୁଗୁଳ - ନୟାଗଡ଼ ଟାଉନ ମଧ୍ୟରେ ନୂଆ ଲାଇନ ଏବଂ ଖୋର୍ଦ୍ଧା ଟାଉନ - କାଇପଦର ମଧ୍ୟରେ କର୍ଡ ଲାଇନ (120 କିମି )
ଭୁବନେଶ୍ୱର: ରେଳ, ଯୋଗାଯୋଗ, ଇଲେକ୍ଟ୍ରୋନିକ୍ସ ଓ ପ୍ରଯୁକ୍ତିବିଦ୍ୟା…
ଉତ୍କଳ ଆଲୁମିନା ଆଦିବାସୀ ମହିଳାଙ୍କ ପାଇଁ ଆନ୍ତର୍ଜାତିକ ମହିଳା ଦିବସ ଆୟୋଜନ କଲା
ରାୟଗଡା ରୁ ବୈକୁଣ୍ଠ ଦୁରିଆ : ନାରୀତ୍ୱ ଏବଂ ସାଂସ୍କୃତିକ ବିବିଧତାର ଏକ ହୃଦୟସ୍ପର୍ଶୀ ଉତ୍ସବ ପାଳନ କରିବାକୁ ଯାଇ ଆଦିତ୍ୟ ବିର୍ଲା ଗ୍ରୁପ୍ର ହିଣ୍ଡାଲ୍କୋ ଇଣ୍ଡଷ୍ଟ୍ରିଜ ଳିମିଟେଡର ଏକ ସହଯୋଗୀ ସଂସ୍ଥା ଉତ୍କଳ ଆଲୁମିନା ଇଣ୍ଟରନ୍ୟାସନାଲ ଲିମିଟେଡ ତାହାର ଖଣି ସିଏସ୍ଆର ପ୍ରୟାସ ଅଧୀନରେ…
କଳାହାଣ୍ଡି ଜିଲ୍ଲାରେ ପ୍ରିଜାଇଡିଂ ଅଧିକାରୀ ଏବଂ ପ୍ରଥମ ପୋଲିଂ ଅଧିକାରୀ ଙ୍କ ତାଲିମ କାର୍ଯ୍ୟକ୍ରମ ଆରମ୍ଭ
ଭବାନୀପାଟଣା ତା୧୫.୩.୨୦୨୪: ଚଳିତ ସାଧାରଣ ନିର୍ବାଚନ-୨୦୨୪ ନିମନ୍ତେ ଜିଲ୍ଲାରେ ପ୍ରିଜାଇଡିଂ ଅଧିକାରୀ ଏବଂ ପ୍ରଥମ ପୋଲିଂ ଅଧିକାରୀଙ୍କୁ ନେଇ ନିର୍ବାଚନ ତାଲିମ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି।ପ୍ରଥମ ପର୍ଯ୍ୟାୟ ରେ ଭବାନୀପାଟଣା ଉପଖଣ୍ଡ ଅନ୍ତର୍ଗତ ମା ମାଣିକେଶ୍ବରୀ ବିଶ୍ଵବିଦ୍ୟାଳୟ ର ୭…
ଘୁ.ଉଦୟଗିରିକୁ ରାଜସ୍ବ ଉପଖଣ୍ଡ ମାନ୍ୟତା ଦାବୀରେ ଆସନ୍ତା କାଲି ଶନିବାର ଦିନ ଘୁ.ଉଦୟଗିରି କ୍ରିୟାନୁଷ୍ଠାନ କମିଟି…
ଘୁ.ଉଦୟଗିରି(ଅବନୀ କୁମାର ପ୍ରଧାନ): କନ୍ଧମାଳ ଜିଲ୍ଲାର ଘୁ.ଉଦୟଗିରି କୁ ରାଜସ୍ବ ଉପଖଣ୍ଡ ମାନ୍ୟତା ଦାବୀରେ ଆଜି ୨୧ରୁ ଉର୍ଦ୍ଧ୍ୱ ସଂଗଠନ, ସାମ୍ବାଦିକ, ସମାଜସେବୀଙ୍କ ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ବ୍ୟବସାୟୀ ସଙ୍ଘ ସଭା ଗୃହରେ ଏକ ପୂର୍ବ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି l ଏହି ବୈଠକରେ…
୨୦୨୪ ସାଧାରଣ ନିର୍ବାଚନ ନିମନ୍ତେ ପୋଲିଂ ଅଧିକାରୀଙ୍କୁ ନିର୍ବାଚନ ପରିଚାଳନା ତାଲିମ ।
ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ସାଧାରଣ ଓ଼ ଓଡିଶା ବିଧାନସଭା ନିର୍ବାଚନ ପରିଚାଳନା ନିମନ୍ତେ ପୋଲିଂ ଅଧିକାରୀ ଓ ପ୍ରିଜାଇଡିଂ ଅଧିକାରୀଙ୍କୁ ତାଲିମ କାର୍ଯ୍ୟକ୍ରମ ଆରମ୍ଭ ହୋଇ ଯାଇଛି । ପ୍ରଥମ ପର୍ଯ୍ୟାୟରେ ଗୁଣପୁର ମହାବିଦ୍ୟାଳୟର ୦୪ଟି କକ୍ଷରେ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ…
ଗୁଣପୁର ବିଧାନସଭା ନିର୍ବାଚନମଣ୍ଡଳୀ ର ସିପିଆଇ (ଏମ ଏଲ) ଲିବରେସନ ଲଡୁଆ ପ୍ରାର୍ଥୀ ଆଦିବାସୀ ନେତା ଅନାସିମ ଶବର
ଚଳିତ ମାସ 14 03 2024 ଓ 15 03 2024 ଦୁଇ ଦିନ ଧରି ଗୂଣପୁର ନିକଟ ଜଲତାର ପଞ୍ଚାୟତ ର ଲୁଗୁଂରୁତାଲ ଗାଁ ରେ ଜିଲ୍ଲା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ରାଜ୍ୟ ସମ୍ପାଦକ ଯୁଧିଷ୍ଟିର ମହାପାତ୍ର ଯୋଗ ଦେଇ ଦେଶ ଆଜି ବିପଦରେ କାରଣ ଗଣତନ୍ତ୍ର ଓ ସମ୍ବିଧାନ ବିପଦ ରେ ପଡିଛି…
କଳାହାଣ୍ଡି ଜିଲ୍ଲାରେ ନିର୍ବାଚନ ଖର୍ଚ୍ଚ ଟିମ୍, ପାର୍ଥିଙ୍କ ଆଚରଣ ବିଧି ନିରୀକ୍ଷଣ ଟିମ୍, ଲେଖା ହିସାବ ସମ୍ବନ୍ଧୀୟ…
ଭବାନୀପାଟଣା ତା ୧୫.୩.୨୦୨୪: ଗତ ୧୪.୩.୨୦୨୪ ରିଖ ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ ଗୃହ ରେ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ଅଧ୍ୟକ୍ଷତା ରେ ନିର୍ବାଚନ ଖର୍ଚ୍ଚ ପର୍ଯ୍ୟବେକ୍ଷଣ , ଖର୍ଚ୍ଚ ନିରୀକ୍ଷଣ ସେଲ,ଆଚରଣ ବିଧି, ଭିଡିଓ ଟିମ୍, ଷ୍ଟାଟିକ ସର୍ଭେଲାନ୍ସ ଟିମ୍,ଲେଖା…
ଅଞ୍ଚଳ ମହାବିଦ୍ୟାଳୟ ରେ ଆର୍ଥିକ ସ୍ୱାକ୍ଷର ଏବଂ ସଚେତନତା କାର୍ଯ୍ଯକ୍ରମ ଅନୁଷ୍ଠିତ l
ପଦ୍ମପୁର/ଶିବାଶିଷ ପଟ୍ଟନାୟକ :- ସ୍ଥାନୀୟ ଅଞ୍ଚଳ ମହାବିଦ୍ୟାଳୟର ସମ୍ମିଳନୀ ପ୍ରକୋଷ୍ଠରେ ଅଧ୍ୟକ୍ଷ ଶ୍ରୀ ଲଳିତ ମୋହନ ପଣ୍ଡା ଙ୍କ ସଭାପତିତ୍ବରେ ଏକ ଆର୍ଥିକ ସଚେତନତା କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଥିଲା। ଅଧ୍ୟକ୍ଷ ପଦ୍ମପୁର ଷ୍ଟେଟ୍ ବ୍ୟାଙ୍କ୍ ର ସମସ୍ତ ବିଭାଗର ଅଧିକାରୀ ମାନଙ୍କୁ ସ୍ୱାଗତ…