Sign in
Sign in
Recover your password.
A password will be e-mailed to you.
ଚତୁର୍ଥସ୍ତମ୍ବ ପ୍ରତି ଅନ୍ୟାୟ କରାଯାଉଛି: ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଜନତାଙ୍କ ଦାବିପତ୍ର ପ୍ରଦାନ।
କାର୍ଯ୍ୟରତ ସାମ୍ବାଦିକଙ୍କ ଦାବିକୁ ସମର୍ଥନ ଜଣାଇ ପ୍ରଥମ ଥର ପାଇଁ ଜଗତସିଂହପୁର ଜିଲ୍ଲା ରଘୁନାଥପୁର ବ୍ଲକ ଅଞ୍ଚଳର ବୁଦ୍ଧିଜିବୀ,ଶିକ୍ଷାବିତ,ବରିଷ୍ଠ ନାଗରିକ, ବିଭିନ୍ନ ସଙ୍ଗଠନର ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ
ରଘୁନାଥପୁର:-ଘଟଣା ଦୁର୍ଘଟଣା ଓ ପ୍ରାକୃତିକ ବିପର୍ଯ୍ୟୟ ସମୟରେ…
ବିଦ୍ୟୁତ କର୍ମ ଚାରି ଙ୍କୁ ଆକ୍ରମଣ ରେ ଦୁଇ ଜଣ କୁ କୋଟ ଚାଲାଣ କଲା ଝାରପୋଖରିଆ ପୋଲିସ ।।।।।।।
(ଶାସକ ପ୍ରଶାସକ) ମୟୂରଭଞ୍ଜ ଜିଲ୍ଲା ସାରସକଣା ବ୍ଲକ ଝାରପୋଖରିଆ ଥାନା ଅନ୍ତର୍ଗତ ଖଡିଆଶୋଳ ଗ୍ରାମର ହରିହର ନାଏକ ଏବଂ ନିର୍ମଳ ନାଏକ ଇଲେକ୍ଟ୍ରିକାଲ ଜେଇଙ୍କୁ ବାନ୍ଧିବା ସହିତ ଧାରୁଆ ଶାବଳରେ ମାରି ଦେବାକୁ ଧମକ ଦେଇଥିଲେ। ଅଭିଯୋଗ ଅନୁସାରେ କୌଣସି କାରଣରୁ ଭିଜିଲାନ୍ସ ଟିମ୍ ହରିହର ନାଏକଙ୍କୁ…
ଏୟାର ଫୋନ ହେଲା କାଳ, ଟ୍ରେନରେ କଟି ITI ଛାତ୍ର ମୃତ
ମୟୁରଭଞ୍ଜ,ସାରସକଣା ରୁ ଦିପୁ ମହାପାତ୍ର ଙ୍କ ରିପୋର୍ଟ: ଏୟାର ଫୋନ ହେଲା କାଳ । କାନରେ ଏୟାର ଫୋନ ଲଗେଇ ଟ୍ରେନରେ କଟି ITI ଛାତ୍ର ମୃତ । ବାଙ୍ଗରିପୋଷି ରୁ ବାଲେଶ୍ବର ଯାଉଥିବା ମେମୁ ଟ୍ରେନ କଟି ମୃତ । ଏଭଳି ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି । ମୟୁରଭଞ୍ଜ ଜିଲ୍ଲା ବାଙ୍ଗରିପୋଷି ଥାନା…
ଗୁଣୁପୁର ପ୍ରେସ ୟୁନିଅନ୍ ପକ୍ଷରୁ ପ୍ରତିବାଦ ଓ କଳା ବ୍ୟାଜ ପରିଧାନ
ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି-ସାରା ରାଜ୍ୟରେ ସାମ୍ବାଦିକମାନେ ବିଭିନ୍ନ ସମସ୍ୟା ଓ ଦାବୀ କୁ ନେଇ ବିଭିନ୍ନ ସଙ୍ଗଠନ ପକ୍ଷରୁ କଳା ବ୍ୟାଜ ପରିଧାନ କରି ବ୍ଲକ୍ ସ୍ତରରୁ ରାଜ୍ୟ ପର୍ଯ୍ୟନ୍ତ ପ୍ରତିବାଦ କରାଯାଉଛି। ସେହିପରି ରାୟଗଡ ଜିଲ୍ଲା ଗୁଣୁପୁର ସଦର ମହକୂମା ଠାରେ ସାମ୍ବାଦିକ ମାନଙ୍କ…
ମଙ୍ଗଳପୁର ଠାରେ ଆମ ପୋଲିସ ସମିତିର ସଚେତନତା ବୈଠକ
ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-ଆଜି ସନ୍ଧ୍ୟା ୫ ଘଣ୍ଟ ସମୟରେ ମଙ୍ଗଳପୁର ବଡଦାଣ୍ଡ ସାହିରେ ବେଲଗୁଣ୍ଠା ପୋଲିସର ଏକ ସ୍ୱତନ୍ତ୍ର ବୈଠକ ଅନୁଷ୍ଠିତ ହୋଇଯାଇଛି। ବେଲଗୁଣ୍ଠା ଥାନା ଅଧିକାରୀ ବନ ବିହାରୀ ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା…
ଦଶପଲ୍ଲାରୁ କଟକ ପର୍ଯ୍ୟନ୍ତ ରେଳ ଚଳାଚଳ ପାଇଁ ଦାବି
ନୟାଗଡ଼,(ଲକ୍ଷ୍ମୀଧର ସାହୁ): ନୟାଗଡ଼ ଜିଲ୍ଲା ଅନ୍ତର୍ଗତ ଦଶପଲ୍ଲାଠାରେ ନବନିର୍ମିତ ରେଳ ଷ୍ଟେସନ ଗତ ଜାନୁଆରୀ ୬ ତାରିଖରେ ରେଳମନ୍ତ୍ରୀଙ୍କ ଦ୍ୱାରା ବିଧିବଦ୍ଧ ଭାବେ ଉଦଘାଟିତ ହେବା ପରେ ନୟାଗଡ଼ ଟାଉନରୁ ଭୁବନେଶ୍ୱର ଯାଉଥିବା ସେବା ଏକ୍ସପ୍ରେସ ସେହି ଦିନଠାରୁ ଦଶପଲ୍ଲାରୁ ଭୁବନେଶ୍ୱର ପର୍ଯ୍ୟନ୍ତ…
ଭଞ୍ଜନଗର ସହର ବାସୀଙ୍କୁ ପୌରପାଳିକା ନିମନ୍ତେ “ନାଗରିକ କମିଟି” ତରଫରୁ ଶୁଭେଚ୍ଛାବାର୍ତ୍ତା
ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା}:ଭଞ୍ଜନଗର ସହରର ଦୀର୍ଘ ଦିନର ଦାବି ସଫଳ ହୋଇଛି। ଯାହାଫଳରେ ଭଞ୍ଜନଗର ଵିଜ୍ଞାପିତ ଅଞ୍ଚଳ ପରିଷଦ ଆଜି ପୌରପାଳିକା ବା ମୁନିସିପାଲଟି ର ମାନ୍ୟତା ପାଇଛି। ସେଥିପାଇଁ ଭଞ୍ଜନଗର ସହରର ଅନେକ ଅଭିଜ୍ଞ ଓ ବୁଦ୍ଧିଜୀବି ସଂଘ ମାନଙ୍କୁ ନେଇ ଗଠିତ "ନାଗରିକ କମିଟି" ତରଫରୁ…
ଜିଲ୍ଲା ସାମ୍ବାଦିକ ସଙ୍ଘ (ଓୟୁଜେ) ପକ୍ଷରୁ କଳାବ୍ୟାଜ ପିନ୍ଧି ନିରବ ପ୍ରତିବାଦ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଜପତି ଜିଲ୍ଲା ସାମ୍ବାଦିକ ସଙ୍ଘ (ଓୟୁଜେ) ପକ୍ଷରୁ କଳା ବ୍ୟାଜ ପରିଧାନ କରି ନିରବ ପ୍ରତିବାଦ କରିଥିଲେ। ନିର୍ବାଚନ ପୂର୍ବରୁ ସରକାର ପଞ୍ଚାୟତ…
ଓଡ଼ଗାଁ ସାମ୍ୱାଦିକ ସଂଘ ପକ୍ଷରୁ କଳା ବ୍ୟାଚ ପରିଧାନ
ଓଡ଼ଗାଁ, ୧୫।୩ (ଶ୍ରୀକାନ୍ତ କୁମାର ମିଶ୍ର): ରାଜ୍ୟ ଉତ୍କଳ ସାମ୍ୱାଦିକ ସଂଘ ଆହ୍ୱାନରେ ଜିଲ୍ଲା ସାମ୍ୱାଦିକ ସଂଘ ନୟାଗଡ଼ ପକ୍ଷରୁ ଗୁରୁବାର ଠାରୁ ଜିଲ୍ଲା ବ୍ୟାପୀ ସାମ୍ବାଦିକମାନେ କଳାବ୍ୟାଚ ପରିଧାନ କରି ନିରବ ପ୍ରତିବାଦ ଆରମ୍ଭ କରିଛନ୍ତି।ଜିଲ୍ଲା ସଭାପତି ଶ୍ରୀକାନ୍ତ ଖଟେଇଙ୍କ ଡାକରାରେ…
ବରଗଡ ଚିନିକଳ ଜମି ଇଡକୋକୁ ହସ୍ତାନ୍ତର ହେବ
ଆଗାମୀ ଦିନରେ ନୂତନ ଶିଳ୍ପ ପ୍ରତିଷ୍ଠା କରାଯିବ
ସମୁଦାୟ ୧୦୩.୨୧ ଏକର ଜମିରୁ ୭୨.୧୨ ଏକର ଜମି ପାଇଁ ଇଡକୋ ୪୦.୬୮ କୋଟି ଟଙ୍କା ପ୍ରଦାନ କରିଛି
ଭୁବନେଶ୍ବର: ବରଗଡସ୍ଥିତ ଚିନିକଳ ଜମିକୁ ଇଡକୋକୁ ହସ୍ତାନ୍ତର କରିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଆଗାମୀ ଦିନରେ…