ଆଜି ଅପରାହ୍ନ ୪.୩୦ ଟା ସମୟରେ ପଦ୍ମପୁର ନେହେରୁ ଗଲି ସ୍ଥିତ ଏଲଏନ ପେଟ୍ରୋଲ ପମ୍ପ ସାମ୍ନାରେ ଏକ ସଡକ ଦୁର୍ଘଟଣା ଘଟିଛି।ସୂଚନା ଯୋଗ୍ୟ ଯେ ପାଇକମାଲ ରାସ୍ତା ପଟୁ ଏକ ବାଇକ ଆରୋହି ବରଗଡ଼ ପଟକୁ ଯାଉଥିଲା, ବରଗଡ ରୋଡ ପଟୁ ସାଇକେଲ ଆରୋହି କୋଣସି କାମ ପାଇଁ ସହରକୁ ଯାଉଥିଲେ,ହଠାତ୍ ବାଇକ ଆରୋହି ଧକ୍କା ଦେଇ ଚାଲି ଯାଇଥିଲା। ସ୍ଥାନୀୟ ଯୁବକ ଉଦ୍ଧାର କରି ଏକ ଅଟୋ ରେ ପଦ୍ମପୁର ହସ୍ପିଟାଲ କୁ ନେଇ ଚିକିତ୍ସା କରିଥିଲେ।
Sign in
Sign in
Recover your password.
A password will be e-mailed to you.