ବ୍ୟକ୍ତି ଗତ ଘରେ ଅଙ୍ଗନ୍ ୱାଡ଼ି ଗୃହ, ନଜର ଦେବାକୁ ସାଧାରଣ ରେ ଦାବୀ।

5

 ବାସୁଦେବପୁର – ବାସୁଦେବପୁର ପୌର ପରିଷଦ ଅନ୍ତର୍ଗତ ସ୍ଥାନୀୟ ତେର ନମ୍ୱର୍ ୱାର୍ଡ ରେ ଥିବା ସେଠୀ ସାହି ରେ ଅଙ୍ଗନ ୱାଡି କେନ୍ଦ୍ର ବ୍ୟକ୍ତି ଗତ ଜଣକ ଘରେ ଚାଲୁଥିବା ବେଳେ ନଜର ରଖିବାକୁ ସାଧାରଣ ରେ ଦାବି ହେଉଛି। ସୂଚନା ଅନୁସାରେ ତେର ଜଣ ପିଲା ଥିବା ବେଳେ ଏହି କେନ୍ଦ୍ର ରେ ସମୟ ସମୟ ରେ ଦୁଇ ତିନି ଜଣ ପିଲା ଆସନ୍ତି। ଅଙ୍ଗନ ୱାଡୀ ରେ ଦିଆ ଯାଉଥିବା ଖାଦ୍ୟ ଓ ରୋଷେଇ ରେ ଅନିୟମିତତା ର ସାଧାରଣ ରେ ଅଭିଯୋଗ ର ସୂଚନା ସ୍ଥାନୀୟ ବ୍ଲକ୍ କାର୍ଯ୍ୟାଳୟ ର ସିଡିପି ଓ ଙ୍କୁ ଗଣ ମାଧ୍ୟମ ପ୍ରତିନିଧି ମାନେ ଜଣାଇ ଥିବା ବେଳେ ବହୁ ଶୀଘ୍ର ତଦନ୍ତ କରାଯାଇ ଆବଶ୍ୟକ ପଦକ୍ଷେପ ନିଆଯିବା କଥା ସି ଡି ପି ଓ କହିଁଛନ୍ତି।

Leave A Reply

Your email address will not be published.