ଜିକିତ୍ସା ଓଡିଶା ସ୍କଲାରସିପ୍ ପ୍ରୋଗ୍ରାମ ୨୦୨୪: ୧୦୮ ଆମ୍ବୁଲାନ୍ସ କ୍ରିୟୁ ଓ ସେମାନଙ୍କର ମେଧାବୀ ପିଲାମାନେ ସମ୍ମାନିତ

ଉଲ୍ଲେଖନୀୟ ସେବା ପାଇଁ ୪୬ ଜଣ ଆମ୍ବୁଲାନ୍ସ କର୍ମଚାରୀ ଓ ୧୫ ଜଣ ପ୍ରତିଭାଶାଳୀ ପିଲାଙ୍କୁ ସମ୍ମାନିତ କରିଛି ଜେଡଏଚଏଲ ଭୁବନେଶ୍ୱର: ଓଡିଶାର ୧୦୮ ଆମ୍ବୁଲାନ୍ସ ସେବାର ଦକ୍ଷ ପରିଚାଳକ ଜିକିତ୍ସା ହେଲ୍‌ଥକେୟାର ଲିମିଟେଡ (ଜେଡ୍‌ଏଚ୍‌ଏଲ୍‌) ଏହାର ୪୬ ଜଣ ଆମ୍ବୁଲାନ୍ସ କର୍ମଚାରୀଙ୍କ ଚମତ୍କାର…

ଶିଳ୍ପ ଅଭିବୃଦ୍ଧି ପାଇଁ ମାର୍ଗ ପ୍ରଶସ୍ତ କରିଛି ସିଆଇଆଇ ଓଡ଼ିଶା

ଭୁବନେଶ୍ୱର : ୨୦୨୪-୨୫ ବର୍ଷ ପାଇଁ ସିଆଇଆଇ ଓଡ଼ିଶା ରାଜ୍ୟ ପରିଷଦର ଅଧ୍ୟକ୍ଷ ଭାବେ ନିଯୁକ୍ତ ଡା. ପ୍ରଦୀପ୍ତ ମହାନ୍ତି ଓଡ଼ିଶାର ଦ୍ରୁତ ଅଭିବୃଦ୍ଧିକୁ ନେଇ ଆଶାବାଦୀ ରହିଛନ୍ତି । କେବଳ ବୃହତ ଶିଳ୍ପକୁ ପ୍ରୋତ୍ସାହନ ଦେବା ନୁହେଁ ବରଂ ଏମଏସଏମଇ କ୍ଷେତ୍ର ଉପରେ ଧ୍ୟାନ ଦେବା ଉପରେ ଗୁରୁତ୍ୱାରୋପ…

ବୌଦ୍ଧର ପଲସାଗୋରା ଓ ବୁଟୁପାଲିରେ କେନ୍ଦ୍ରମନ୍ତ୍ରୀଙ୍କ ପ୍ରଚାର

ବୌଦ୍ଧ ଓ କଣ୍ଟାମାଳରେ ବିଶାଳ ଜନସମାବେଶ ଓଡ଼ିଶାରେ ପରିବର୍ତ୍ତନର ବଡ଼ ସଙ୍କେତ ଦେଉଛି - ଧର୍ମେନ୍ଦ୍ର ପ୍ରଧାନ • ଏହି ସରକାର ସ୍ଥାଣୁ ସରକାର, ଠିକାଦାର ମାନଙ୍କ ସରକାର, ବାହାର ରାଜ୍ୟକୁ ଠିକା ବାଣ୍ଟିବା ଓ ଓଡ଼ିଆ ଲୋକଙ୍କୁ ହତାଶ କରିବାର ସରକାର• ରାଜ୍ୟରେ ଓଡ଼ିଆ ଅସ୍ମିତା ଓ ସ୍ୱାଭିମାନ…

ସମ୍ବଲପୁରରେ ଅଗ୍ନିବୀର ପ୍ରଶିକ୍ଷାର୍ଥୀଙ୍କୁ ପରାମର୍ଶ ଦେଲେ କେନ୍ଦ୍ରମନ୍ତ୍ରୀ

ବୀରତ୍ୱର ଅର୍ଥ ଶାରିରୀକ କିମ୍ବା ମାନସିକ ଇଚ୍ଛାଶକ୍ତି ନୁହେଁ, ଉଦ୍ଦେଶ୍ୟ ସବୁଠୁ ବଡ଼ ହେବା ଦରକାର– ଧର୍ମେନ୍ଦ୍ର ପ୍ରଧାନ • ଅଗ୍ନିବୀରଙ୍କ ବୀରତ୍ୱ ଓ ମାନସିକ ଦୃଢତା ଦେଶର ଭବିଷ୍ୟତ ସହ ଯୋଡିହୋଇଛି • ବୀର ସୁରେନ୍ଦ୍ର ସାଏଙ୍କ ପରି ଦେଶପ୍ରେମରେ ଉଦବୁଦ୍ଧ ହେବାକୁ ପରାମର୍ଶ ଦେଲେ…

ବିଜେଡି ଷ୍ଟାର୍ ପ୍ରଚାରକ ତାଲିକା : ନବୀନ ଏକ ନମ୍ବର , ପାଣ୍ଡିଆନ ଦୁଇ ନମ୍ବର

ଅଭିନେତା ମୁନ୍ନା ଖାଁ ଓ ଅଭିନେତ୍ରୀ ଏଲିନା ଦାସ ତାଲିକାରେ ତାଲିକାରେ ସ୍ଥାନ ପାଇଛନ୍ତି ଟିକଟ ବଂଚିତ ଶ୍ରିମୟୀ ମିଶ୍ର ଓ ଅମରେଶ ଜେନା କଂଗ୍ରେସ ଛାଡି ଆସିଥିବା ଚିରଞ୍ଜୀବ ବିଶ୍ୱାଳ ବି ଷ୍ଟାର ପ୍ରଚାରକ ଭୁବନେଶ୍ୱର ; ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି…

ବ୍ୟବସ୍ଥିତ ଭୋଟର ଶିକ୍ଷା ଏବଂ ନିର୍ବାଚନରେ ଅଂଶଗ୍ରହଣ ହାର ବୃଦ୍ଧି ପରିପ୍ରେକ୍ଷୀରେ ଜନ ସଚେତନତା କାର୍ଯ୍ୟକ୍ରମ

• ଭୁବନେଶ୍ଵର ମହାନଗର ନିଗମ ଏବଂ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନର ମିଳିତ ପ୍ରୟାସ ଜାରି • ମାଷ୍ଟର କ୍ୟାଣ୍ଟିନଛକଠାରୁ ବିଏମସି ମୁଖ୍ୟ କାର୍ଯ୍ୟାଳୟ ପର୍ଯ୍ୟନ୍ତ ବିଶାଳ ପଦଯାତ୍ରା(ଓ୍ୱାକାଥନ୍) • ନୂତନ ଯୁବ ଭୋଟରମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା • ନାଗରିକମାନଙ୍କୁ…

ଅଷ୍ଟମ ସ୍ଵତନ୍ତ୍ର ସଶସ୍ତ୍ର ଭାରତୀୟ ସଂରକ୍ଷିତ ବାହିନୀ (ଭଞ୍ଜନଗର) ତରଫରୁ ବଡାଖାନା ଉତ୍ସବ

ଭଞ୍ଜନଗର ରୁ (ଉଦୟନାଥ ପଣ୍ଡା): ଅଷ୍ଟମ ସ୍ଵତନ୍ତ୍ର ସଶସ୍ତ୍ର ଭାରତୀୟ ସଂରକ୍ଷିତ ବାହିନୀ (ଆଇ.ଆର୍.ବି) ର ୮୯ ତମ ଓଡ଼ିଶା ପୋଲିସ୍ ପ୍ରତିଷ୍ଠା ଦିବସ ଉପଲକ୍ଷେ ଏକ ଭବ୍ୟ ଭୋଜି ବା ବଡାଖାନା ର କାର୍ଯ୍ୟକ୍ରମ ଭଞ୍ଜନଗର ରେ ଥିବା ଅଷ୍ଟମ ସ୍ଵତନ୍ତ୍ର ସଶସ୍ତ୍ର ସଂରକ୍ଷିତ ବାହିନୀ ତରଫରୁ ଅନୁଷ୍ଠିତ…

ଭୋଟର ସଚେତନତା ସୃଷ୍ଟି ନିମନ୍ତେ ସୁନ୍ଦରଗଡ଼ ଠାରେ ସଚେନତନତା ରଥ ର ଶୁଭାରମ୍ଭ

ସୁନ୍ଦରଗଡ଼(ବସନ୍ତ କୁମାର ଜେନା): ମତଦାନ ହାର ବୃଦ୍ଧି କରିବା ନିମନ୍ତେ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ପରିସର ରେ ଭୋଟର ସଚେତନତା ରଥ ର ଶୁଭାରମ୍ଭ ହୋଇଯାଇଅଛି। ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରବି ନାରାୟଣ ସାହୁ ଓ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ ଶ୍ରୀ…

ମାହାଙ୍ଗା ବିଧାୟକ ପ୍ରତାପ ଜେନାଙ୍କ ଦୃଢ଼ ସାଙ୍ଗଠନିକ ଦକ୍ଷତା ଉପରେ ଆସ୍ଥା ପ୍ରକଟ କରି ବିଜେଡ଼ିରେ ମିଶିଲେ 50 ରୁ…

 (ମାହାଙ୍ଗା-ଶାସକ ପ୍ରଶାସକ): ମାହାଙ୍ଗା ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନାଙ୍କ ମାହାଙ୍ଗା ବ୍ଳକ କୁଆଁପାଳ ସ୍ଥିତ ଅଳିଯୋଡ଼ା ବାସଭବନରେ ବିଜେଡ଼ିର ଏକ ବୃହତ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୀତି ଆଦର୍ଶ ଓ ମାନ୍ୟବର ପୂର୍ବତନ ମନ୍ତ୍ରୀ…

ଭୋଟର ସଚେତନତା ଓ ଶପଥପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ

ରାଉରକେଲା, (ବସନ୍ତ କୁମାର ଜେନା):  ୧୮ ବର୍ଷରୁ ଉର୍ଦ୍ଧ  ଯୁବ ଭୋଟର ମାନଙ୍କୁ  ମତଦାନ କରିବାକୁ ଉତ୍ସାହିତ କରିବା ପାଇଁ ଆଜି ରାଉରକେଲା ତଥା ଆଖପାଖ ଅଂଚଳର  ବିଭିନ୍ନ ମହାବିଦ୍ୟାଳୟରେ ଭୋଟର ସଚେତନତା ଓ ଶପଥପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି lସରକାରୀ ସ୍ବୟଂଶାସିତ ମହାଵିଦ୍ୟାଳୟ…