Sign in
Sign in
Recover your password.
A password will be e-mailed to you.
ଲାଇନଚ୍ୟୁତ ଓଡ଼ିଶା ଶାସନ ବ୍ୟବସ୍ଥା: ଭୂପିନ୍ଦର ଯାଦବ
ବିଜେଡି ସରକାର ବିରୁଦ୍ଧରେ ଚାର୍ଜସିଟ୍ ଲୋକାର୍ପିତ
“କେତେ ଦିନ ସହିବା, ପରିବର୍ତନ ଆଣିବା” ନାଁରେ ବିଜେଡି ସରକାର ବିରୋଧରେ ଚାର୍ଜସିଟ ବିକାଶ ନାଁରେ ବିନାଶ, ସେବା ନାଁରେ ଶୋଷଣ କରିଛି ବିଜେଡି ସରକାର : ମନମୋହନ ସାମଲ ଓଡିଶାବାସୀଙ୍କଠାରୁ ତାମିଲନାଡୁକୁ କାହିଁକି ଶସ୍ତାରେ ବିଜୁଳି…
ଦାଦନ ସମ୍ରାଟ ନବୀନଙ୍କ ମୁହଁରେ ବିକାଶର ଭାଷା ଶୋଭା ପାଉନି : ସମୀର ମହାନ୍ତି
ନବୀନ ବାବୁଙ୍କ ନିଜ ନିର୍ବାଚନ ମଣ୍ଡଳୀରେ ଶୀତଳଭଣ୍ଡାର ନାହିଁ, ଦାଦନ ସମସ୍ୟାରେ ଜର୍ଜରିତ, ପିଇବା ପାଣି ସମସ୍ୟାରେ ହନ୍ତସନ୍ତ
୨୫ବର୍ଷ ଶାସନରେ ରହିବା ପରେ ନିଜ ନିର୍ବାଚନ ମଣ୍ଡଳୀ କଥା ବୁଝି ପାରିନଥିବା ମୁଖ୍ୟମନ୍ତ୍ରୀ ଓଡିଶାକୁ ଏକ ନମ୍ବର କରିବା ନେଇ କହିବା ବାହାପିଆଙ୍କ…
ବିଜେପି ସାଂସଦ ପ୍ରାର୍ଥୀ ଏବଂ ବିଧାୟକ ପ୍ରାର୍ଥୀ ଙ୍କ ନିର୍ବାଚନ ପ୍ରଚାର ସମୟରେ ଗୋଷ୍ଠି କନ୍ଦଳ ସୃଷ୍ଟି
https://youtu.be/fcor3YIZw64
ମାହାଙ୍ଗାରେ ବୈଜୟନ୍ତଙ୍କ ରୋଡ଼ସୋ ବେଳେ ଉତ୍ୟକ୍ତ ବିଜେପି କର୍ମୀଙ୍କ ଆକ୍ରମଣରେ ଲହୁଲୁହାଣ ଯୁବକ l
(ମାହାଙ୍ଗା-ଶାସକ ପ୍ରଶାସକ): ଯେତେ ଯେତେ ନିର୍ବାଚନ ପାଖେଇ ଆସୁଛି ଦିନକୁ ଦିନ ଦଳୀୟ ପ୍ରାର୍ଥୀ ମାନେ ନିଜର ପ୍ରଚାର ପ୍ରସାର ବିଭିନ୍ନ ଢଙ୍ଗରେ…
ଭିନ୍ନ କ୍ଷମ ବ୍ୟକ୍ତି ବିଶେଷଙ୍କ ପାଇଁ ଭୋଟର ସଚେତନତା
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଜିଲ୍ଲାରେ ଭୋଟ ହାର ବୃଦ୍ଧି ପାଇଁ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି ଉପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଗୁରୁତ୍ବ ଦିଆଯାଇଛି। ଏହି ପରିପ୍ରେକ୍ଷୀରେ ଆଜି ସ୍ଥାନୀୟ ୟୁନିିୟନ୍ ଗ୍ରାମ୍ୟ ଆତ୍ମ ନିଯୁକ୍ତି ପ୍ରଶିକ୍ଷଣ କେନ୍ଦ୍ର ଠାରେ ଜିଲ୍ଳାର…
ଜିଲ୍ଳାରେ ନିର୍ବାଚନ ମୁଖ୍ୟ ପର୍ଯ୍ୟବେକ୍ଷକ ଯୋଗଦାନ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଭାରତ ନିର୍ବାଚନ କମିଶନ ଦ୍ବାରା ଗଜପତି ଜିଲ୍ଲା ପାଇଁ ମୁଖ୍ୟ ପର୍ଯ୍ୟବେକ୍ଷକ ଭାବେ ନିୟୋଜିତ ଶ୍ରୀଯୁକ୍ତ ଗନ୍ଧମ୍ ଚନ୍ଦୃଡୁ , ଭାପ୍ରସେ , ପରିଚାଳକ ନିର୍ଦ୍ଦେଶକ, ସ୍ଵଚ୍ଛ ଆନ୍ଧ୍ର ନିଗମ , ଆନ୍ଧ୍ରପ୍ରଦେଶ (E-mail Id-…
ମାଁକୁ ହରାଇଥିବା ଶିଶୁ କନ୍ୟାର ସମସ୍ତ ଦାୟିତ୍ବ ନେଲା ଗଜପତି ଜିଲ୍ଲା ପ୍ରଶାସନ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଦୁନିଆଁକୁ ଭଲଭାବେ ଦେଖିନଥିବା ଜନ୍ମର ଏକ ଦିନ ପରେ ମାଁକୁ ହରାଇଥିଲା ଏକ କୋମଳମତି ଶିଶୁ କନ୍ୟା। ସୂଚନାପ୍ରକାରେ ମୋହନା ବ୍ଲକ୍ ର ଚାନ୍ଦିପୁଟ ପଞ୍ଚାୟତ ର ଏକ ଗ୍ରାମରେ ପ୍ରସବ ପରେ ମାଁଟିର ମୃତ୍ୟୁ ହୋଇଯାଇଥିଲା। ଏଣେ ଅତ୍ୟନ୍ତ ଗରିବ ତଥା…
ବାଲ୍ୟବିବାହ ବନ୍ଦ କଲା ଗଜପତି ଜିଲ୍ଲା ପ୍ରଶାସନ
ପାରଳାଖେମୁଣ୍ଡି / ବାଳକୃଷ୍ଣ : ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ଚନ୍ଦ୍ରଗିରି ଗ୍ରାମରେ ଆଗାମୀ ଦିନରେ ହେବାକୁ ଥିବା ଗୋଟିଏ ବାଲ୍ୟବିବାହକୁ ବନ୍ଦ କଲା ଜିଲ୍ଲା ପ୍ରଶାସନ। ଉକ୍ତ ବାଲ୍ୟ ବିବାହ ସମ୍ପର୍କରେ ବିଶ୍ବସ୍ଥ ସୂତ୍ରରୁ ମୋହନା ବାଲ୍ୟବିବାହ ନିଷେଧ ଅଧିକାରିଣୀ ଶ୍ରୀମତି ସବିତା…
ପାରଳାଖେମୁଣ୍ଡି ବନଖଣ୍ଡରେ ଜଙ୍ଗଲ ନିଆଁ ସମ୍ପର୍କିତ ସୂଚନା
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ବନଖଣ୍ଡରେ ଫେବୃଆରୀ ୨୦୨୪ ମସିହା ଠାରୁ ୨୪-୪-୨୦୨୪ ପର୍ଯ୍ୟନ୍ତ ମୋଟ ୭୩୫ ଗୋଟି ସ୍ଥାନରେ ଜଙ୍ଗଲ ନିଆଁ ଚିହ୍ନଟ ହୋଇଛି I ସେଥି ମଧ୍ୟରୁ ୬୦୧ ଗୋଟି ଜଙ୍ଗଲ ମଧ୍ୟରେ ଏବଂ ୧୩୪ ଗୋଟି ଜଙ୍ଗଲ ବାହାରେ ଚିହ୍ନଟ ହୋଇ ସମସ୍ତ ନିଆଁ କୁ ବନ…
ବିଧାୟକ ପ୍ରତାପ ଜେନାଙ୍କ ଵିକାଶମୂଳକ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ବିଜେଡ଼ିରେ ମିଶିଲେ ବହୁ ବିଜେପି ଓ କଂଗ୍ରେସ…
(ମାହାଙ୍ଗା-ଶାସକ ପ୍ରଶାସକ): ମାହାଙ୍ଗା ବିଧାୟକ ପ୍ରତାପ ଜେନାଙ୍କ ମାହାଙ୍ଗା ନିର୍ବାଚନ ମଣ୍ଡଳୀ କୁଆଁପାଳ ସ୍ଥିତ ଅଳିଯୋଡ଼ା ସ୍ଥିତ ବାସଭବନରେ ବିଜେଡ଼ିର ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶମୂଳକ କାର୍ଯ୍ୟ ଏବଂ ପୂର୍ବତନ ମନ୍ତ୍ରୀ ତଥା…
ବିଜେପି ର କୋରାପୁଟ ଲୋକସଭା ପାର୍ଥୀ କାଳୀରାମ ମାଝୀ ଙ୍କ ନାମାଙ୍କନପତ୍ର ଦାଖଲ
ରାୟଗଡା ରୁ ବୈକୁଣ୍ଠ ଦୁରିଆ :-ବିଜେପି ର କୋରାପୁଟ ଲୋକସଭା ପାର୍ଥି କାଳୀରାମ ମାଝୀ କୋରାପୁଟ ଜିଲ୍ଲାପାଳ ଙ୍କ ପାଖରେ ନାମାଙ୍କନପତ୍ର ଦାଖଲ କରିଛନ୍ତି l ଗୁଣ୍ଡିଚା ମନ୍ଦିର ଛକ ଠାରୁ ବାହାରି ହଜାର ହଜାର କର୍ମୀ ସମର୍ଥ ଗ୍ରହଣ ରେ ପାରମ୍ପାରିକ ନାଚଗୀତ ସହ ନିଜର ନାମାଙ୍କନପତ୍ର କୋରାପୁଟ…