ସମ୍ ଶୀତଳାପଲ୍ଲୀ କ୍ୟାମ୍ପସ୍‌ରେ ଅତ୍ୟାଧୁନିକ ଚିକିତ୍ସା ଓ ଅସ୍ତ୍ରୋପଚାର ଉପଲବ୍ଧ

ବ୍ରହ୍ମପୁର, ମଇ ୪: ଦକ୍ଷିଣ ଓଡ଼ିଶାବାସୀଙ୍କୁ ଉତମ ସ୍ୱାସ୍ଥ୍ୟ ସେବା ଯୋଗାଇଦେବା ଲକ୍ଷ୍ୟରେ ଆରମ୍ଭ ହୋଇଥିବା ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଶୀତଳାପଲ୍ଲୀ କ୍ୟାମ୍ପସ୍‌ରେ ବର୍ତ୍ତମାନ ଅତ୍ୟାଧୁନିକ ଚିକିତ୍ସା ଓ ଅସ୍ତ୍ରୋପଚାର ଉପଲବ୍ଧ ହୋଇ ପାରୁଛି।…

ନାମାଙ୍କନ ପତ୍ର ଦାଖଲ ର ଅନ୍ତିମ ଦିବସ ରେ ଵିଜେଡି ଛାଡ଼ି ବିଜେପି ରେ ସାମିଲ।

(ଶାସକ ପ୍ରଶାସକ/ ଖଲ୍ଲିକୋଟ ରୁ ଶିବରାମ ଜେନା:  ଖଲ୍ଲିକୋଟ: ୩/୫ ଆଜି ସ୍ଥାନୀୟ ଖଲ୍ଲିକୋଟ ବିଜେପି ପକ୍ଷରୁ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀ ଙ୍କ ବାସଭବନ ରେ ବିଜେପି ର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଅଛି।ଏ ଅବସରରେ ଖଲିକୋଟ ଏନ୍ ଏ ସି ର ଶହଶହ ବିଜେଡି ଦଳର ନେତା ଓ କର୍ମୀ ମାନେ ବିଜେପି…

ଭି କେ ପାଣ୍ଡିଆନଙ୍କ ବିଶାଳ ରୋଡସୋ ହଜାର ହଜାର କର୍ମୀଙ୍କ ଜନସମାଗମ

ଭବାନୀପାଟଣା:ରୋହିତ କୁମାର ନାଏକ(ଶାସକ ପ୍ରଶାସକ )କଳାହାଣ୍ଡି ଭବାନୀପାଟଣା ସହର ଜନ ସମୁଦ୍ର ଦେଖିବାକୁ ମିଳିଥିଲା,ବିଜେଡିର ବରିଷ୍ଠ ନେତା ତଥା ଷ୍ଟାର ପ୍ରଚାରକ କାର୍ତିକ ପାଣ୍ଡିଆନ ହାଇ ଭୋଲଟେଜ ରୋଡ ସୋ କରିଛନ୍ତି। ବିଜେଡି ଲୋକସଭା ପ୍ରାଥୀ ଲମ୍ବୋଦର ନିଆଲ ଓ ଭବାନୀପାଟଣା ବିଧାନସଭାପ୍ରାଥୀ…

ସ୍ବାଧୀନ ପ୍ରାର୍ଥୀ ଭାବେ ଲଢ଼ିବେ ଶାରଦା ପ୍ରଧାନ !

https://youtu.be/IPW3ABlIoAE  ମାହାଙ୍ଗାର ସ୍ୱାର୍ଥ,ସ୍ୱାଭିମାନ,ବିକାଶ ପାଇଁ ମାହାଙ୍ଗା ଜନସାଧାରଣଙ୍କ ନିଷ୍ପତି ହିଁ ମୋ ନିଷ୍ପତି-ଶାରଦା l (ମାହାଙ୍ଗା-ଶାସକ ପ୍ରଶାସକ): ଯେତେ ଯେତେ ନିର୍ବାଚନ ପାଖେଇ ଆସୁଛି ମାହାଙ୍ଗାରେ ନିର୍ବାଚନୀ ଚର୍ଚ୍ଚା ଯୋରଦାର ହେବାକୁ ବସିଲାଣି l କିନ୍ତୁ…

ପାନୀୟ ଜଳର ଘୋର ସଙ୍କଟ

କୁମ୍ଭକର୍ଣ୍ଣ ନିଦ୍ରାରେ ଗ୍ରାମ୍ୟ ଜଳ ଯୋଗାଣ ପରିମଳ ବିଭାଗ ନର୍ଲା: ନର୍ଲା ବ୍ଲକ ସର୍ଗିଗୁଡା ଗ୍ରାମ ପଞ୍ଚାୟତ ବେହେରାପାଟି ଓ କାନ୍ଥିଡ଼ିଗ୍ରା , ସର୍ଗିଗୁଡ଼ା ଗ୍ରାମରେ ଗତ କିଛି ଦିନ ହେଲା ହଜାର ହଜାର ତୃସାର୍ତ୍ତ ଲୋକେ ପାଣି ଟୋପାଏ ପାଇଁ ଛଟପଟ ହେଉଥିବା ଦେଖିବାକୁ ମିଳୁଛି କାରଣ ଚଳିତ ମେ…

କୋରାପୁଟରେ ମୁଖ୍ୟମନ୍ତ୍ରୀ:ବିଶାଳ ଜନସମୁଦ୍ର ମଧ୍ୟରେ କଲେ ପ୍ରଚାର

"ବିରୋଧୀ ଦଳ ମିଛ କରୁଛନ୍ତି, କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି" ଲମ୍ବା ଭାଷଣ ନାହିଁ, କି କାହାକୁ କଟୁ ସମାଲୋଚନା ନାହିଁ, କାମର ହିସାବ ଦେଲେ, ଲୋକଙ୍କ ମତ ଲୋଡିଲେ ଜନତାଙ୍କୁ ପଚାରିଲେ ପ୍ରମୁଖ ଯୋଜନାର ସଫଳତା ବିଷୟରେ, ୭ଟି ପ୍ରଶ୍ନର ଉତ୍ତରରେ ସଭାସ୍ଥଳରେ…

ପ୍ରଣବ ଚାଟୁକାରିତାର ସୀମା ଟପିସାରିଲେଣି – ଜୟ ନାରାୟଣ ମିଶ୍ର

• ମିଶନ ଶକ୍ତି ବିଜୁ ଜନତା ଦଳର ଜାଗିର୍ ନୁହେଁ, ମିଶନ ଶକ୍ତିର ମାଆ ମାନଙ୍କୁ ସ୍ୱାବଲମ୍ବୀ ଓ ସଶକ୍ତ କରିବା ପାଇଁ ମୋଦୀ ସରକାର ସଂକଳ୍ପବଦ୍ଧ• ମିଶନ ଶକ୍ତି ସଚିବ ବିଜେଡିର କର୍ମୀ ଭାବେ କାର୍ଯ୍ୟ କରିବେ ଆଉ ତାଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ନିଆଗଲେ ଏହାକୁ ଅନୁଚିତ କହିବା ପ୍ରଣବଙ୍କ…

ମାନବିକତା ଦେଖାଇଲେ ପଦ୍ମପୁର ଥାନା ଅଧିକାରୀ

ପଦ୍ମପୁର :- ସ୍ଥାନୀୟ ଭେଉଁରିଆ ଛକ ଠାରେ ଜନୈକ ମହିଳା ତାର ସାତ ମାସର ଶିଶୁକୁ ଅନ୍ୟ ଜଣେ ମହିଳାକୁ ସହଯୋଗ ସ୍ୱରୂପ କାଖେଇବାକୁ କହି ପାଣି ପିଇବା ଆଳରେ କୁଆଡେ ଚାଲି ଯାଇଥିଲା। ପ୍ରଚଣ୍ଡ ଗରମ ସମୟରେ ଦୀର୍ଘ ସମୟ ନ ଫେରିବାରୁ କାଖେଇଥିବା ମହିଳା ଜଣକ ଚିନ୍ତା କରୁଥିଲେ। ଘଟଣାଟି ସମସ୍ତେ…

ପଦ୍ମ ଛାଡି ଶଙ୍ଖ ଧରିଲେ ଦୁଇ ସରପଞ୍ଚ ସହ ତିନି ଜଣାଶୁଣା ବରିଷ୍ଠ ବିଜେପି କର୍ମୀ।

ମୟୂରଭଞ୍ଜ ସାରସକଣା ରୁ ଦିପୁ ମହାପାତ୍ର ଙ୍କ ରିପୋର୍ଟ: ମୟୂରଭଞ୍ଜ ଜିଲ୍ଲା ସାରସକଣା ନିର୍ବାଚନ ମଣ୍ଡଳୀ ୫୫ନ ଜୋନ୍ ର ଦୁଇ ପଞ୍ଚାୟତର ସରପଞ୍ଚ ସମେତ ତିନି ଜଣ ବରିଷ୍ଠ ବିଜେପି କର୍ମୀ ଆଜି ବିଜେଡିରେ ଯୋଗଦେଇଛନ୍ତି,ଆଜି ଦଳର ରାଜ୍ୟସାଧାରଣ ସମ୍ପାଦକ ପ୍ରଣବପ୍ରକାଶ ଦାସଙ୍କ ଉପସ୍ଥିତିରେ ଆଜି…