ବିଜେଡି ନେତାଙ୍କୁ ନୂତନ ନିର୍ବାଚନୀ ଦାୟିତ୍ୱ

ଭୁବନେଶ୍ୱର : ସମ୍ବଲପୁର ସଂସଦୀୟ କ୍ଷେତ୍ର  ପାଇଁ  ବରିଷ୍ଠ ନେତା ସିଦ୍ଧାର୍ଥ ଦାସଙ୍କୁ  ଇଲେକ୍ସନ କୋର୍ଡିନେଟର ଭାବେ ନିଯୁକ୍ତ କରାଯାଇଥିବା ବେଳେ ସମ୍ବଲପୁର ବିଧାନ ସଭା ଆସନ ପାଇଁ ସଞ୍ଜୟ ବାବୁ ଇଲେକ୍ସନ ଇନଚାର୍ଜ ଭାବେ ନିଯୁକ୍ତି ଦେଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ | ସେହିପରି…

ଯୁବକ ବିରୋଧୀ ନବୀନ ସରକାର ବିରୋଧରେ ଏଥର ଓଡ଼ିଶାର ଯୁବ ସମାଜ ଭୋଟ ଦେବେ : ଅଭିଳାଷ ପଣ୍ଡା

 ନବୀନ ଶାସନରେ ଓଡ଼ିଶାରେ ଶିକ୍ଷା ସ୍ଥିତି ଅତ୍ୟନ୍ତ ଦୟନୀୟ ରାଜ୍ୟ ସରକାର ୫-ଟି ନାମରେ ମିଛ ବାହାଦୁରୀ ମାରୁଛନ୍ତି ଏ ଯୁବ ବିରୋଧୀ ରାଜ୍ୟ ସରକାରଙ୍କ ବିରୋଧରେ ଆଗାମୀ ଦିନରେ ଯୁବମୋର୍ଚ୍ଚା ଓଡ଼ିଶାର ସମସ୍ତ ବିଶ୍ୱବିଦ୍ୟାଳୟ ସମ୍ମୁଖରେ ଧାରଣା ଦେବ ଭୁବନେଶ୍ୱର, ତା.୦୪/୦୫: ଓଡ଼ିଶାରେ ଗତ…

ମା’ ବେଙ୍ଗ ଫୁଲିବା ପରି ଫୁଲୁଛନ୍ତି ଭିକେ ପାଣ୍ଡିଆନ – ଅନିଲ ବିଶ୍ୱାଳ

o ଓଡିଶାବାସୀଙ୍କୁ ଓଲୁ ବନାଇବାର ଚେଷ୍ଟା କରୁଛନ୍ତି ପାଣ୍ଡିଆନ o ଓାର୍ଡ ମେମ୍ବର ଜିତିନଥିବା ପାଣ୍ଡିଆନ ବାବୁ ନିଜକୁ ଓଡିଶାର ସର୍ବେସର୍ବା ବୋଲି ଭାବିଲେଣି ଭୁବନେଶ୍ୱର, ୦୪ ମେ – ପିଲାମାନଙ୍କ ପାଇଁ ଓଡିଆରେ ଗୋଟିଏ ଗପ ଅଛି ତାହା ହେଉଛି ମା ବେଙ୍ଗର ପେଟଫୁଲା କାହାଣି ।…

ହିଞ୍ଜିଳି ଓ କଣ୍ଟାବାଞ୍ଜିରେ କେତେ ଜଣଙ୍କୁ ରୋଜଗାର ଓ ସ୍ୱରୋଜଗାର ଦେଲେ, ତା’ ଉପରେ ଶ୍ୱେତପତ୍ର ପ୍ରକାଶ କରନ୍ତୁ…

ବଲାଙ୍ଗୀର ଓ ନୂଆପଡାରେ ପରିବର୍ତ୍ତନ ସମାବେଶରେ କେନ୍ଦ୍ରମନ୍ତ୍ରୀ • ଖରିଆର, କଣ୍ଟାବାଞ୍ଜି, ଟିଟିଲାଗଡ ଓ ଲୋଇସିଂହାରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ କଲେ ପ୍ରଚାର • କଣ୍ଟାବାଞ୍ଜିକୁ ହିଞ୍ଜିଳି ପରି ଦାଦନର କେନ୍ଦ୍ରସ୍ଥଳୀ ନକରିବା ପାଇଁ ଲୋକମାନେ ମନସ୍ଥ କରିସାରିଛନ୍ତି • ୨୪ ବର୍ଷ ନବୀନ…

କୋରାପୁଟ, ନବରଙ୍ଗପୁର ପରେ ରାୟଗଡା ଓ ପାରଳାଖେମୁଣ୍ଡିରେ ମୁଖ୍ୟମନ୍ତ୍ରୀଙ୍କ ମର୍ଯ୍ୟାଦାପୂର୍ଣ୍ଣ ନିର୍ବାଚନ ପ୍ରଚାର

ବିରୋଧୀଙ୍କୁ ବାକ୍ୟ ବାଣରେ ଘାଇଲା କଲେ ପାଣ୍ଡିଆନ  ବିଜେପି ବିକାଶର ଭାଷା ବୁଝିବାକୁ ଅକ୍ଷମ,  ପ୍ରଥମେ ଦଳ ର ବିଶ୍ୱାସ ଜିତ. ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହୁଅ..ତା ପରେ ନବୀନ ପଟନାୟକ ଙ୍କୁ ପ୍ରଶ୍ନ କରିବ. ବିଜେପି ଦଳର ଯଦି ସାହସ ଅଛି, ତାହେଲେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କିଏ ଘୋଷଣା…

ଜ୍ଞାନଜ୍ୟୋତି ପବ୍ଲିକ ସ୍କୁଲର ଗ୍ରୀଷ୍ମକାଳୀନ ଶିବିର ଉଦଯାପିତ

ରାଉରକେଲା, (ବସନ୍ତ କୁମାର ଜେନା): ସେକ୍ଟର ୧୯ସ୍ଥିତ ଜ୍ଞାନଜ୍ୟୋତି ପବ୍ଲିକ ସ୍କୁଲର ଗ୍ରୀଷ୍ମକାଳୀନ ଶିବିର ଉଦଯାପିତ ହୋଇଯାଇଛି। ଦୀର୍ଘ ୧୦ଦିନ ଧରି ଚାଲିଥିବା ଏହି ଶିବିରରେ ପ୍ରଥମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ୧୧୩ଜଣ ଛାତ୍ର ଛାତ୍ରୀ ଯୋଗଦେଇ ଘୋଡା ସବାରୀ,ତାଇକୋଣ୍ଡୋ, ପଟ୍ଟଚିତ୍ର…

ନିର୍ବାଚନୀ ସଭାରେ ବିରୋଧୀ ଦଳକୁ ଟାର୍ଗେଟ କଲେ ମୁଖ୍ୟମନ୍ତ୍ରୀ ଓ ପାଣ୍ଡିଆନ : ଶଙ୍ଖ ଚିହ୍ନରେ ଦଳୀୟ ପ୍ରାର୍ଥୀଙ୍କୁ ଭୋଟ…

 https://youtu.be/RhO-FjdC1KI ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏବଂ ଭି କେ ପାଣ୍ଡିଆନ ଆଜି ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି ଗସ୍ତରେ ଆସି ବିଜେଡି ଦଳର ପ୍ରାର୍ଥୀଙ୍କ ପାଇଁ ଭୋଟ ପ୍ରଚାର୍ ଅଭିଯାନ ଆରମ୍ଭ…

ନର୍ଲା ଆସନ ପାଇଁ ବିଧାୟକ ପଦ ଦଖଲ କରି ପାରନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭକ୍ତ ଚରଣ ଦାସ

ଭବାନୀପାଟଣା(ଶାସକ ପ୍ରଶାସକ)କଳାହାଣ୍ଡି ଜିଲ୍ଲା ନର୍ଲା ନିର୍ବାଚନ ମଣ୍ଡଳୀ ପାଇଁ ହଟ ସିଟ ପାଇଁ ଚାଲିଛି ୨୦୨୪ ମହା ସଂଗ୍ରାମ ନିର୍ବାଚନ ପାଇଁ ମାତ୍ର ଆଉ ଅଳ୍ପ କିଛିଦିନ ରହିଛି ନେତାଙ୍କ ଭାଗ୍ୟ ନିର୍ଧାରଣ ହେବ ଏହି ଲଢେଇ ରେ ଶାସକ ବିଜେଡି ନର୍ଲା ବ୍ଲକ ରୁ ଦୁଇ ଦୁଇ ଥର ଅଧକ୍ଷା ପଦରେ ଥିବା…

ନିର୍ବାଚନରେ ପ୍ରବାହ ଗଣମାଧ୍ୟମ, ସିନେମା ହଲ ମାଲିକ, ଗୋଷ୍ଠୀ ରେଡ଼ିଓ ଓ଼ କେବୁଲ ଅପରେଟର ମାନଙ୍କ ସହିତ ଆଲୋଚନା l

ରାୟଗଡ:-ତା.୪/୦୫/୨୦୨୪- ଚଳିତ ସାଧାରଣ ନିର୍ବାଚନ-୨୦୨୪ କୁ ଅବାଧ, ସ୍ୱଚ୍ଛ ଓ଼ ନିର୍ମଳ ଭାବରେ ଆୟୋଜନ କରିବା ନିମନ୍ତେ ଭାରତୀୟ ନିର୍ବାଚନ ଆୟୋଗଙ୍କ ନିର୍ଦେଶରେ ଗଣମାଧ୍ୟମ ପ୍ରମାଣନ ଓ଼ ପର୍ଯ୍ୟାଲୋଚନ ନିମନ୍ତେ ସ୍ଥାନୀୟ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ…

ନିର୍ବାଚନ ପ୍ରକ୍ରିୟା ସମ୍ପର୍କରେ ରାଜନୈତିକ ଦଳ ର ପ୍ରତିନିଧି ମାନଙ୍କ ସହ ବୈଠକ

ଜଗତସିଂହପୁର, ତା 4.05.24 ରିଖ ସୁମନ୍ତ କୁମାର ଦାସ:  ଆଜି ପୂର୍ବାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଦଭାବନା ସଭାଗୃହଠାରେ ସାଧାରଣ ନିର୍ବାଚନ ୨୦୨୪ ପରିପ୍ରେକ୍ଷୀରେ ଜିଲ୍ଲା ପ୍ରଶାସନ ତରଫରୁ ରାଜନୈତିକ ଦଳର ପ୍ରତିନଧିଙ୍କ ସହ ଏକ ବୈଠକ ଅନୁଷ୍ଠିତ ହୋଯାଇଅଛି।ଏହି ବୈଠକରେ ଅଧ୍ୟକ୍ଷତା କରି…