ୱିନର ବ୍ରାଇଟ ଫ୍ୟୁଚର ରେ ଗ୍ରୀଷ୍ମ କାଳୀନ ଶିବିର ଉଦଯାପିତ ।

ପଦ୍ମପୁର/ଶିବାଶିଷ ପଟ୍ଟନାୟକ :- ପଦ୍ମପୁର ସହରର ଇଂରାଜୀ ମାଧ୍ୟମିକ ବିଦ୍ୟାଳୟ ୱିନର ବ୍ରାଇଟ ଫ୍ୟୁଚର ରେ ଦୀର୍ଘ ଦଶ ଦିନ ବ୍ୟାପି ଚାଲିଥିବା ଗ୍ରୀଷ୍ମ କାଳୀନ ଶିବିର ଉଦଯାପିତ ହୋଇଯାଇଛି । ଏହି ଶିବିରରେ ଚିତ୍ର , ହସ୍ତକଳା , ନୃତ୍ୟ ସଂଗୀତ , ହସ୍ତାକ୍ଷର ଲିଖନ , ଖେଳ , ଜାଲେଣି ବିହିନ…

ଓଡ଼ିଶାକୁ ଦେଶର ଅଗ୍ରଣୀ ରାଜ୍ୟ କରିବାର ପ୍ରତିବଦ୍ଧତା ସଂକଳ୍ପ ପତ୍ରରେ ପ୍ରତିଫଳିତ ହୋଇଛି – ଧର୍ମେନ୍ଦ୍ର ପ୍ରଧାନ

ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ କରକମଳରେ ଓଡ଼ିଶା ବିଜେପିର ସଂକଳ୍ପପତ୍ର ଉନ୍ମୋଚିତ • ଲୋକଙ୍କୁ ମୌଳିକ ସୁବିଧା ସହ ସମାନଙ୍କ ଆର୍ଥିକ ସମ୍ପନ୍ନ କରିବା ମୋଦୀ ଗ୍ୟାରେଣ୍ଟି • ବିଜେପି ସରକାର ହେଲେ ସୁଭଦ୍ରା ଯୋଜନାରେ ମହିଳାଙ୍କୁ ୫୦ ହଜାର ମୂଲ୍ୟର ଭାଉଚର ଓ ଧାନର ଏମଏସପି କ୍ୱିଣ୍ଟାଲ ପିଛା…

ଶିକ୍ଷା ଆଧାରିତ ଅର୍ଥନୀତିର ପେଣ୍ଠସ୍ଥଳୀ ହେବ ସମ୍ବଲପୁର – ଧର୍ମେନ୍ଦ୍ର ପ୍ରଧାନ

ସମ୍ବଲପୁର ମିଶନ୍ ଫର୍ ନେସନ୍ - ବୁଦ୍ଧିଜୀବୀ ସମ୍ମିଳନୀରେ କେନ୍ଦ୍ରମନ୍ତ୍ରୀ   • ଯୋଗଦେଲେ ବୈଦେଶିକ ବ୍ୟାପାର ମନ୍ତ୍ରୀ ତଥା ବିଶିଷ୍ଟ କୁଟନୀତିଜ୍ଞ ଏସ. ଜୟଶଙ୍କର, ସମ୍ବଲପୁରର ଶତାଧିକ ବୁଦ୍ଧିଜୀବୀ ଓ ବିଶିଷ୍ଟ ଗଣମାନ୍ୟ ବ୍ୟକ୍ତିବିଶେଷ • ଅପରେସନ ଗଙ୍ଗାରେ ୟୁକ୍ରେନରେ ଫସିଥିବା…

ମୂଳ ପ୍ରଶ୍ନର ଉତ୍ତର ନ ଦେଇ ବିତଣ୍ଡା ଯୁକ୍ତି କରୁଛି ବିଜେଡି – ଧର୍ମେନ୍ଦ୍ର ପ୍ରଧାନ

ରେଢାଖୋଲରେ ଦଳୀୟ ପ୍ରାର୍ଥୀଙ୍କ ନାମାଙ୍କନ ଶୋଭାଯାତ୍ରାରେ କେନ୍ଦ୍ରମନ୍ତ୍ରୀ ସାମିଲ • ସ୍କୁଲରେ ରଙ୍ଗ ମାରି ଶିକ୍ଷାର ବିକାଶ ହେଉଥିବା ମିଛ ଡିଣ୍ଡିମ ପିଟୁଛନ୍ତି • ପିଇବା ପାଣି, ଜଳସେଚନ, ଚିକିତ୍ସାସେବା, ଶିକ୍ଷାର ସୁବ୍ୟବସ୍ଥା, ମହିଳାଙ୍କ ସୁରକ୍ଷା ନିର୍ବାଚନର ପ୍ରସଙ୍ଗ ହୋଇଛି…

ଉତର ଭୁବନେଶ୍ୱର ନିର୍ବାଚନ ମଣ୍ଡଳୀର ଶତାଧିକ ବିଜେଡି ନେତା ଓ କର୍ମୀ ବିଜେଡି ଛାଡି ବିଜେପିରେ ଯୋଗ ଦେଲେ

ବିଜେପିରେ ସାମିଲ ହେଲେ ବିଜେଡିର ପୂର୍ବତନ ରାଜ୍ୟ ଯୁବ ସାଧାରଣ ସମ୍ପାଦକ ଚିତରଞ୍ଜନ ଦାସ ଭୁବନେଶ୍ୱର, ତା.୦୫/୦୫: ଉତର ଭୁବନେଶ୍ୱର ନିର୍ବାଚନ ମଣ୍ଡଳୀର ଶତାଧିକ ବିଜେଡି ନେତା ଓ କର୍ମୀ ବିଜେଡି ଛାଡି ବିଜେପିରେ ଯୋଗ ଦେଲେ । ଆଜି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ବିଜେଡିର…

“ବିଜେପି ପକ୍ଷରୁ ଜାରି ୨୧ଟି ଗ୍ୟାରେଣ୍ଟି ବିଶିଷ୍ଟ ସଂକଳ୍ପ ପତ୍ର ଓଡ଼ିଶାର ବିକାଶର ରୋଡମ୍ୟାପ”

ଜାତୀୟ ସଭାପତି ଶ୍ରୀ ନଡ୍ଡାଙ୍କ ଦ୍ୱାରା ଓଡ଼ିଶା ବିଧାନସଭା ନିର୍ବାଚନ 2024 ପାଇଁ ବିଜେପି ଲୋକାର୍ପିତ କଲା “ସଙ୍କଳ୍ପ ପତ୍ର ”  ମୋଦୀଙ୍କ ନେତୃତ୍ୱରେ ଓଡିଶା ବିଧାନସଭା ନିର୍ବାଚନରେ ବିଜେପି ସଂଖ୍ୟାଗରିଷ୍ଠତା ହାସଲ କରିବ ଏବଂ ରାଜ୍ୟର ସମସ୍ତ ଲୋକସଭା ଆସନରେ ପଦ୍ମ ଫୁଲ ଫୁଟିବ ।…

କଂଗ୍ରେସ ପକ୍ଷରୁ ବିଶାଳ ଶୋଭାଯାତ୍ରା : ଡ଼ଙ୍ଗାସିଲ ଠାରେ ବିପୁଳ ଜନ ସମର୍ଥନ ।

ରାୟଗଡା ରୁ ବୈକୁଣ୍ଠ ଦୁରିଆ -ରାୟଗଡା କଂଗ୍ରେସ ବିଧାୟକ ପ୍ରାର୍ଥୀ ଆପଲସ୍ୱାମୀ କାଡ୍ରାକାଙ୍କୁ କାଶୀପୁର ବ୍ଲକ ଅନ୍ତର୍ଗତ ଡ଼ଙ୍ଗାସିଲ ପଞ୍ଚାୟତସ୍ଥିତ ଏକ ବିଶାଳ ରାଲି ରେ ଜନସମର୍ଥନ କରିଥିବା ଦେଖିବାକୁ ମିଳିଥିଲା।ରାଲି ଟି ଡ଼ଙ୍ଗାସିଲ କଲୋନୀ ସାହିରୁ ହାଟପଦା ପଯ୍ୟନ୍ତ ଏକ ଶୋ ର ଆୟୋଜନ…

ବର୍ଷକୁ ୨ କୋଟି ଚାକିରୀ ଓ ଦୁଇ ଗୁଣ ଏମଏସପି ପ୍ରତିଶ୍ରୁତି କୁଆଡେ ଗଲା :ପାଣ୍ଡିଆନ

ବୌଦ୍ଧ, ବୀରମହାରାଜପୁର ଓ ସୋନପୁରରେ ପାଣ୍ଡିଆନଙ୍କ ଧୂଆଁଧାର ପ୍ରଚାର ମୁଖ୍ୟମନ୍ତ୍ରୀ ଲୋକଙ୍କୁ ହିସାବ ଦେବାରେ ବିଶ୍ବାସ କରନ୍ତି, ଲୋକଙ୍କ ଅସୁବିଧାକୁ ସମ୍ମାନର ସହ ସମାଧାନ କରନ୍ତି ନିର୍ବାଚନ ସମୟରେ ବିରୋଧୀ ଦଳ ପର୍ଯ୍ୟଟକ ଭଳି ଆସିବେ, ବଡ ବଡ କଥା କହିବେ, ନିର୍ବାଚନ ସରିଗଲେ…

କଂଗ୍ରେସ ଲୋକସଭା ପ୍ରାର୍ଥୀ ଶ୍ରୀଯୁକ୍ତ ସୁରେଶ ଚନ୍ଦ୍ର ମହାପାତ୍ର ନାମାଙ୍କନ ପତ୍ର ଦାଖଲ

କଟକ ୪/୫ଶନିବାର (ରଞ୍ଜିତ ମହାପାତ୍ର ):  କଂଗ୍ରେସ ର ଲୋକସଭା ପ୍ରାର୍ଥୀ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ନାମାଙ୍କନ ଦାଖଲ କରିବା ପାଇଁ ବିଶାଳ ରାଲିରେ ଜିଲ୍ଲାପାଳଙ୍କ କାଯ୍ୟଳୟ କୁ ଆସିଥିଲେ. ଏଥିରେକଟକ କଂଗ୍ରେସର ପୂର୍ବତନ ବିଧାୟକ ମହମ୍ମଦ ମୁକିମ, କଟକ ସଦର ର ବିଧାୟକ ପାର୍ଥୀ ରାମ ଚରଣ…

ଗଂଞ୍ଜେଇ ଚାଲାଣ ବେଳେ ଏମସିଏ ଛାତ୍ର ଗିରଫ

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି:ଗଞ୍ଜେଇ ଚାଲାଣ ଅଭିଯୋଗରେ ଅବକାରୀ ବିଭାଗ ଜଣେ ଏମସିଏ ଛାତ୍ର କୁ ଗିରଫ କରିଛି। ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଅବକାରୀ ବିଭାଗ ପେଟ୍ରୋଲିଂ କରୁଥିବାବେଳେ ରାମନାଗୁଡା ନିକଟ ବାଙ୍ଗୀ ଛକରେ ଗୋଟିଏ ନାଲି କାରକୁ ଅଟକାଇଥିଲେ। କାରକୁ ଯାଞ୍ଚ କରିବାରୁ…