୨୪ନମ୍ବର ୱାର୍ଡରେ ବିଜେଡି କର୍ମୀ ସମ୍ମିଳନୀ

ଲୋକସଭା ସାଂସଦ ପ୍ରାର୍ଥୀ ସଂତୃପ୍ତ ଓ ବିଧାୟକ ପ୍ରାର୍ଥୀ ପ୍ରକାଶଙ୍କ ଯୋଗଦାନ କଟକ,୫।୫(ଶାସକ ପ୍ରଶାସକ ): ମହାନଗର ନିଗମ ଅନ୍ତର୍ଗତ ୨୪ନମ୍ବର ୱାର୍ଡରେ ବିଜେଡିର କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହି ସମ୍ମିଳନୀରେ ବିଜୁ ଜନତା ଦଳର ଲୋକସଭା ପ୍ରାର୍ଥୀ ଡଃ ସଂତୃପ୍ତ ମିଶ୍ର ଯୋଗ ଦେଇ…

ଶାକଦ୍ବିପୀ ଦୈବଜ୍ଞ ମହାସଂଘ ପଦ୍ମପୁରର ସାଧାରଣ ସଭା

ଗାଇସିଲାଟ-ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଶାକଦ୍ବିପୀ ଦୈବଜ୍ଞ ମହାସଂଘ ର ଏକ ସାଧାରଣ ସଭା  ଗାଇସିଲାଟ ବ୍ଲକ ତାଲପାଲି ଠାରେ  ଅନୁଷ୍ଠିତ ହୋଇଥିଲା ।  ସମାଜର ଅଧିଷ୍ଠାତା  ସୂର୍ଯ୍ୟଦେବଙ୍କ ପୂଜା ଅନୁଷ୍ଠିତ ହୋଇଥିଲା । କର୍ତ୍ତା ଭାବରେ ପଦିତ୍ର ଗୁରୁ ଓ ତାକର ଧର୍ମ ପତ୍ନୀ ହରିପ୍ରିୟା ଗୁରୁ…

କଳାହାଣ୍ଡି ଜିଲ୍ଲା ନର୍ଲା ନିର୍ବାଚନ ମଣ୍ଡଳୀ ରେ ଜୋରଦାର ପ୍ରଚାର

ଭବାନୀପାଟଣା:ରୋହିତ କୁମାର ନାଏକ(ଶାସକ ପ୍ରଶାସକ): ନର୍ଲା ରେ ତାତି ଯେତିକି ବଢୁଛି ରାଜନୈତିକ  ଉଷ୍ମତା ସେତିକ ଦେଖିବାକୁ ମିଳୁଛି | ଆଜି କଳାହାଣ୍ଡି ଜିଲ୍ଲା ନର୍ଲା ବିଧାନସଭା ନିର୍ବାଚନ ମଣ୍ଡଳୀ ରେ ପ୍ରଚାର କୁ ଜୋରଦାର କରିଛନ୍ତି କଳାହାଣ୍ଡି ର ଜଣାଶୁଣା ବିଶିଷ୍ଠ ଶିକ୍ଷାବିତ ଓ ସମାଜସେବୀ…

ନିଶ୍ଚିନ୍ତକୋଇଲି ଯୁବ-ଛାତ୍ର ବିଜେଡି ପକ୍ଷରୁ ବିଶାଳ ଯୁବ – ଛାତ୍ର ସମାବେଶ

 ବିଜେଡି ସାଂସଦ ପ୍ରାର୍ଥୀ ଅଂଶୁମାନ ମହାନ୍ତି ଏବଂ ବିଧାୟକ ପ୍ରାର୍ଥୀ ଅଙ୍କିତ ପ୍ରତାପ ଜେନାଙ୍କୁ ଡବଲ ଶଙ୍ଖରେ ମୋହର ମାରି ଜିତାଇବା ପାଇଁ ସଂକଳ୍ପ l (ନିଶ୍ଚିନ୍ତକୋଇଲି - ଶାସକ ପ୍ରଶାସକ): ମାହାଙ୍ଗା ନିର୍ବାଚନ ମଣ୍ଡଳୀ ନିଶ୍ଚିନ୍ତକୋଇଲି ବ୍ଲକ କେନ୍ଦୁପାଟଣା କୁଳିଆ ଆରଏମସି ପଡ଼ିଆ ଠାରେ…

ବିଜେପିର ନିର୍ବାଚନୀ ଇସ୍ତାହାର ଓ ମୋଦୀ ଗ୍ୟାରେଣ୍ଟି ଉପରେ ରାଜ୍ୟ ମୁଖପାତ୍ର ଙ୍କ ଜିଲ୍ଲାସ୍ତରୀୟ ସାମ୍ବାଦିକ ସମ୍ମିଳନୀ…

https://youtu.be/Fx43YdG_dtw  ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ବିଶ୍ଵନାଥ ଫଙ୍କସନ୍ ହଲ ସମ୍ମିଳନୀ କକ୍ଷ ଠାରେ ଆଜି (ରବିବାର ଦିନ) ରାଜ୍ୟ ଭାଜପା ପକ୍ଷରୁ ଭାଜପାର ନିର୍ବାଚନୀ ଇସ୍ତାହାର ଓ ମୋଦୀ ଗ୍ୟାରେଣ୍ଟି ଉପରେ ବିଜେପି ରାଜ୍ୟ ମୁଖପାତ୍ର ତଥା…

ନିରବି ଗଲେ ବିଶିଷ୍ଟ ଶିକ୍ଷାବିତ୍ ମୁରଲୀ ସାର।

ବାସୁଦେବପୁର: ଭଦ୍ରକ ଜିଲ୍ଲା ବାସୁଦେବପୁର ଅଂଚଳ ର ପ୍ରବୀଣ ଅର୍ଥନୈତିଜ୍ଞ ତଥା ଫରିକ ମୋହନ ମହାବିଦ୍ୟାଳୟ ର ପ୍ରାନ୍ତନ ଅଧ୍ୟକ୍ଷ ମୁରଲୀଧର ସାହୁ ଆଉ ନାହାନ୍ତି ଆମ ମାନଙ୍କ ଗହଣ ରେ। ବାସୁଦେବପୁର ଅଂଚଳ ର ବିଭିନ୍ନ ସଂଗଠନ ସହ ଜଡିତ ଥିବା ଶିକ୍ଷାବିତ ମୁରଲୀଧର ସାହୁ ଗତକାଲି ବିଳମ୍ବିତ ରାତି…

ବିଧାୟକ ପ୍ରତାପ ଜେନାଙ୍କ ବିକାଶମୂଳକ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ବାସୁଦେବପୁର ପଞ୍ଚାୟତର ବହୁ ବିଜେପି ଏବଂ କଂଗ୍ରେସ…

 (ମାହାଙ୍ଗା- ଶାସକ ପ୍ରଶାସକ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶମୂଳକ କାର୍ଯ୍ୟ ତଥା ପୂର୍ବତନ ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନାଙ୍କ ଦୃଢ ନେତୃତ୍ବରେ ଅନୁପ୍ରାଣିତ ହୋଇ ମାହାଙ୍ଗା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ମାହାଙ୍ଗା ବ୍ଲକ ବାସୁଦେବପୁର ପଞ୍ଚାୟତର ବହୁ ବିଜେପି…

ୱିନର ବ୍ରାଇଟ ଫ୍ୟୁଚର ରେ ଗ୍ରୀଷ୍ମ କାଳୀନ ଶିବିର ଉଦଯାପିତ ।

ପଦ୍ମପୁର/ଶିବାଶିଷ ପଟ୍ଟନାୟକ :- ପଦ୍ମପୁର ସହରର ଇଂରାଜୀ ମାଧ୍ୟମିକ ବିଦ୍ୟାଳୟ ୱିନର ବ୍ରାଇଟ ଫ୍ୟୁଚର ରେ ଦୀର୍ଘ ଦଶ ଦିନ ବ୍ୟାପି ଚାଲିଥିବା ଗ୍ରୀଷ୍ମ କାଳୀନ ଶିବିର ଉଦଯାପିତ ହୋଇଯାଇଛି । ଏହି ଶିବିରରେ ଚିତ୍ର , ହସ୍ତକଳା , ନୃତ୍ୟ ସଂଗୀତ , ହସ୍ତାକ୍ଷର ଲିଖନ , ଖେଳ , ଜାଲେଣି ବିହିନ…

ଓଡ଼ିଶାକୁ ଦେଶର ଅଗ୍ରଣୀ ରାଜ୍ୟ କରିବାର ପ୍ରତିବଦ୍ଧତା ସଂକଳ୍ପ ପତ୍ରରେ ପ୍ରତିଫଳିତ ହୋଇଛି – ଧର୍ମେନ୍ଦ୍ର ପ୍ରଧାନ

ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ କରକମଳରେ ଓଡ଼ିଶା ବିଜେପିର ସଂକଳ୍ପପତ୍ର ଉନ୍ମୋଚିତ • ଲୋକଙ୍କୁ ମୌଳିକ ସୁବିଧା ସହ ସମାନଙ୍କ ଆର୍ଥିକ ସମ୍ପନ୍ନ କରିବା ମୋଦୀ ଗ୍ୟାରେଣ୍ଟି • ବିଜେପି ସରକାର ହେଲେ ସୁଭଦ୍ରା ଯୋଜନାରେ ମହିଳାଙ୍କୁ ୫୦ ହଜାର ମୂଲ୍ୟର ଭାଉଚର ଓ ଧାନର ଏମଏସପି କ୍ୱିଣ୍ଟାଲ ପିଛା…

ଶିକ୍ଷା ଆଧାରିତ ଅର୍ଥନୀତିର ପେଣ୍ଠସ୍ଥଳୀ ହେବ ସମ୍ବଲପୁର – ଧର୍ମେନ୍ଦ୍ର ପ୍ରଧାନ

ସମ୍ବଲପୁର ମିଶନ୍ ଫର୍ ନେସନ୍ - ବୁଦ୍ଧିଜୀବୀ ସମ୍ମିଳନୀରେ କେନ୍ଦ୍ରମନ୍ତ୍ରୀ   • ଯୋଗଦେଲେ ବୈଦେଶିକ ବ୍ୟାପାର ମନ୍ତ୍ରୀ ତଥା ବିଶିଷ୍ଟ କୁଟନୀତିଜ୍ଞ ଏସ. ଜୟଶଙ୍କର, ସମ୍ବଲପୁରର ଶତାଧିକ ବୁଦ୍ଧିଜୀବୀ ଓ ବିଶିଷ୍ଟ ଗଣମାନ୍ୟ ବ୍ୟକ୍ତିବିଶେଷ • ଅପରେସନ ଗଙ୍ଗାରେ ୟୁକ୍ରେନରେ ଫସିଥିବା…