ହୃଦଘାତରେ ନବମ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ।

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି:  ଗତକାଲି ବିଳମ୍ବିତ ରାତିରେ ସ୍ଥାନୀୟ କେନ୍ଦ୍ରୀୟ ବିଦ୍ୟାଳୟର ନବମ ଶ୍ରେଣୀ ଛାତ୍ରୀ ରୋଜାଲୀନ ବେହେରାଙ୍କ ହୃଦଘାତରେ ମୃତ୍ୟୁ ଘଟିଛି। ଗତକାଲି ରାତି ୧୨ ଟାରେ ଘରେ ପାଠ ପଢ଼ୁଥିବା ବେଳେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲା। ପରିବାର ଲୋକ ତୁରନ୍ତ…

ରାଷ୍ଟ୍ରୀୟ ସମ୍ମାନର ସହିତ ସମ୍ପନ୍ନ ହେଲା ପୂର୍ବତନ ମନ୍ତ୍ରୀ ଡମ୍ବରୁଧର ଉଲ୍ଲାକଙ୍କ ଶେଷକୃତ୍ୟ ।

ରାୟଗଡ:  ତା:୧୬-୦୫-୨୦୨୪ରିଖ ଦିନ ପୂର୍ବତନ ମନ୍ତ୍ରୀ ସ୍ୱର୍ଗତ ଡମ୍ବରୁ ଧର ଉଲ୍ଲାକାଙ୍କ ଶେଷକୃତ୍ୟ ବାଙ୍କିଲି ଶସ୍ମାନ ଠାରେ ରାଷ୍ଟ୍ରୀୟ ସମ୍ମାନ ସହ ଅନୁଷ୍ଠିତ ହୋଇ ଯାଇଛି । ସ୍ୱର୍ଗତ ଉଲ୍ଲାକା୧୯୭୪ରୁ ନିଜର ରାଜନୈତିକ ବିଧାୟକ ଭାବରେ ବିଷମକଟକ ନିର୍ବାଚନ ମଣ୍ଡଳୀରୁ ଆରମ୍ଭ କରି , ୧୯୭୭,…

ଶ୍ରୀ କୃଷ୍ଣ ଶରଣ ପୁରରେ ରାଜନୈତିକ ହିଂସା : ଜଣଙ୍କ ଜୀବନ ଚାଲିଗଲା

ଶିବରାମ ଜେନା/ଶାସକ ପ୍ରଶାସକ/ ଖଲ୍ଲିକୋଟ: ଖଲ୍ଲିକୋଟ ବ୍ଳକ୍ ଅନ୍ତର୍ଗତ ଶ୍ରୀ କୃଷ୍ଣ ଶରଣ ପୁରରେ ଏକ ଅଭାବନୀୟ ଘଟଣା ଦୃଶ୍ୟ ସାମ୍ନାକୁ ଆସିଛି । ଗତକାଲି ରାତ୍ର ପ୍ରାୟ ୯ଘଣ୍ଟା ସମୟ ରେ ବିଜେପି ର ବ୍ୟାନର ଲଗାଇବାକୁ କେନ୍ଦ୍ରକରି ଗୋଷ୍ଠୀ ସଂଘର୍ଷ ଦେଖାଦେଇଥିଲା । ଯା‌ହା ଫଳରେ କି ୧୫ କି…

ଖଲ୍ଲିକୋଟରେ ପ୍ରାକ୍ ନିର୍ବାଚନୀ ହିଂସାକୁ କଠୋର ଶବ୍ଦରେ ନିନ୍ଦା କଲେ କେନ୍ଦ୍ରମନ୍ତ୍ରୀ

ଶାସକ ଦଳ ହାରିବା ଭୟରେ ହିଂସାକୁ ଅବଲମ୍ବନ କରୁଛି - ଧର୍ମେନ୍ଦ୍ର ପ୍ରଧାନ • ଖଲ୍ଲିକୋଟରେ ପ୍ରାକ୍ ନିର୍ବାଚନୀ ହିଂସାରେ ବିଜେପି କାର୍ଯ୍ୟକର୍ତ୍ତା ଦିଲ୍ଲୀପ ପାହାନଙ୍କ ମୃତ୍ୟୁ ହେବା ଘଟଣାରେ ଶୋକପ୍ରକାଶ ସହ ଆହତଙ୍କ ଆଶୁଆରୋଗ୍ୟ କାମନା କଲେ • ଗଣତନ୍ତ୍ରରେ ହିଂସା ଓ ଅନ୍ୟାୟର…

+92 ନମ୍ବର ଥିବା WhatsApp କଲ୍ ଠାରୁ ଦୂରେଇ ରୁହନ୍ତୁ

"+92 ନମ୍ବର ଥିବା WhatsApp କଲ୍ ଠାରୁ ଦୂରେଇ ରୁହନ୍ତୁ ! ଅପରାଧୀମାନେ ଏବେ ଟଙ୍କା ଆଦାୟ କରିବା ପାଇଁ, WhatsApp କଲ କରିଵା ସହ ପୋଲିସ ଅଧିକାରୀଙ୍କ ଫଟୋ ବ୍ୟବହାର କରୁଛନ୍ତି । ଆପଣଙ୍କ ପ୍ରିୟଜନଙ୍କ ନାମରେ ଗୁରୁତର ଅପରାଧର ମିଥ୍ୟା ଅଭିଯୋଗ କରି,ଟଙ୍କା ଲୁଟିବା ପାଇଁ ନୂତନ କୌଶଳ ବ୍ୟବହାର…

ରାଜବୋରାସମ୍ବର ବ୍ଲକ ରେ ବର୍ଷା ସିଂ ବରିହା ଙ୍କ ନିର୍ବାଚନୀ ସଭା ଅନୁଷ୍ଠିତ l

ପଦ୍ମପୁର :- ପଦ୍ମପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ରାଜବୋରାସମ୍ବର ବ୍ଲକ ରେ ନିର୍ବାଚନୀ ସଭା ଅନୁଷ୍ଠିତ ହୋଇଯାଇଛି l ଜମରତଲା , ବଞ୍ଜୁଝୁଲା, କଣ୍ଠେଶ୍ଵରପୁର, ଅନ୍ତର୍ଲା, ଦହିଗାଁ, ବ୍ରାହ୍ମଣଡ଼ିହି, ଦର୍ଲିଗୁଡା, ବୁବୁଡ଼ା, ଗଡଭାଟି ଗ୍ରାମରେ ବିଧାୟକ ପ୍ରାର୍ଥୀନୀ ବର୍ଷା ସିଂ ବରିହା,…

ପଦ୍ମପୁର ଏନ୍ ଏ ସି ରେ ବିଜେଡି ର ନିର୍ବାଚନୀ ସଭା ଅନୁଷ୍ଠିତ l

ପଦ୍ମପୁର :- ସ୍ଥାନୀୟ ରଜା ପଡା ମନ୍ଦିର ପ୍ରାଙ୍ଗଣରେ ବିଜେଡିର ୱାର୍ଡ ସ୍ତରୀୟ ନିର୍ବାଚନୀ ସଭା ଅନୁଷ୍ଠିତ ହୋଇଯାଇଛି l ଟାଉନ ସଭାପତି ନବ କିଶୋର ସାହୁ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ଏନ୍ ଏ ସି ଅଧ୍ୟକ୍ଷା ସାବିତ୍ରୀ ବାଗ, ଟାଉନ ସଭାନେତ୍ରୀ ମନୋରମା ମହାପାତ୍ର, କାଉନ୍ସିଲର କ୍ଷୀର…

ଜଗତସିଂହପୁର ଲୋକସଭା ସମେତ 4 ବିଧାନସଭା ନିର୍ବାଚନମଣ୍ଡଳୀ ନିମନ୍ତେ ପ୍ରାର୍ଥୀ ପତ୍ର ଯାଞ୍ଚ ଶେଷ

ଜଗତସିଂହପୁର, ତା 15.05.24 :ଜଗତସିଂହପୁର ଜିଲ୍ଲା ର 16-ଲୋକସଭା (ସଂ )ନିର୍ବାଚନ ମଣ୍ଡଳୀ ସମେତ 101-ପାରାଦ୍ଵୀପ, 102- ତିର୍ତ୍ତୋଲ(ସଂ ), 103-ବାଲିକୁଦା -ଏରସମା ଓ 104-ଜଗତସିଂହପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ନିମନ୍ତେ ଗତ ତା 07.05.24 ରିଖ ରେ ନାମାଙ୍କନ ପତ୍ର ଦାଖଲ ଆରମ୍ଭ ହୋଇ…

ଝିଅମାନଙ୍କୁ ପୂର୍ଣ୍ଣ ଅଧିକାର ମିଳୁ, ଟେକ୍ନୋଲୋଜି କ୍ଷେତ୍ରରେ ସମାନ ଭାଗିଦାରୀ ରହୁ: ଇଶା ଅମ୍ବାନୀ

- ଦୂରସଂଚାର ବିଭାଗ ଏବଂ ମିଳିତ ଜାତିସଂଘର ଏଜେନ୍ସି ଦ୍ୱାରା ମିଳିତ ଭାବେ ଆୟୋଜିତ ‘ସୂଚନା ଏବଂ ଯୋଗାଯୋଗ ପ୍ରଯୁକ୍ତି କ୍ଷେତ୍ରରେ ଝିଅ (ଜିଆଇସିଟି) ଭାରତ - ୨୦୨୪’ - ଝିଅମାନଙ୍କ ଅଧିକାର ପାଇଁ ସଂଗ୍ରାମରେ ସରକାରଙ୍କ ସହିତ ଉଦ୍ୟୋଗ ଜଗତକୁ ମଧ୍ୟ ଆଗକୁ ଆସିବାକୁ ପଡିବ…

୨୦୨୨ ବ୍ୟାଚ୍ ଓଡ଼ିଶା କ୍ୟାଡରର ଛଅ ଆଇଏଏସ ଟ୍ରେନି ଅଫିସର ରାଜ୍ୟପାଳଙ୍କୁ ସୌଜନ୍ୟମୂଳକ ସାକ୍ଷାତ କଲେ ।

ଭୁବନେଶ୍ୱର- ଓଡ଼ିଶା କ୍ୟାଡରର ୨୦୨୨ ବ୍ୟାଚ୍ର ଛଅ ଜଣ ଆଇଏଏସ୍ ଟ୍ରେନି ଅଫିସର ଆଜି ରାଜଭବନରେ ରାଜ୍ୟପାଳ ଶ୍ରୀ ରଘୁବର ଦାସଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି । ଟ୍ରେନି ଅଫିସରମାନେ ପ୍ରଥମେ ସେମାନଙ୍କର ପରିଚୟ ପ୍ରଦାନ କରିଥିଲେ । ସେମାନଙ୍କ ସହ ବାର୍ତ୍ତାଳାପ ଅବସରରେ ରାଜ୍ୟପାଳ ଏହି…