Sign in
Sign in
Recover your password.
A password will be e-mailed to you.
ମାଗଣା ବିଜୁଳି ଗ୍ୟାରେଣ୍ଟିର କରେଣ୍ଟ ବିଜେପିକୁ ଜୋରରେ ଲାଗିଛି: ବିଜେଡି
ବିଚଳିତ ହୋଇ ମନଗଢା କଥା କହୁଛି ବିଜେପି
ନିଜ ଦଳ ସରକାର ବିରୁଦ୍ଧରେ ତଦନ୍ତ ଦାବି କଲେଣି ବିଜେପି ନେତା
ବିଜୁଳି ଯୋଗାଣ ସଂକ୍ରାନ୍ତରେ ଧରାପଡିଛି ବିଜେପିର ମିଛ
କେଉଁ ରାଜ୍ୟକୁ କେତେ ଦରରେ କେତେ ବିଜୁଳି ମିଳିବ ତାହା କେନ୍ଦ୍ର ସ୍ଥିର କରେ
ଓଡିଶାର…
” ଆପଣଙ୍କ ସାଂସଦ ଛୋଟ କଥାରେ ମାତୁଛନ୍ତି, କର୍ପୋରେଟର ମାନଙ୍କ କଥାରେ ମୁଣ୍ଡ ଖେଳାଉଛନ୍ତି, ସାଂସଦଙ୍କର କିଛି…
ଏକାମ୍ର ନିର୍ବାଚନ ମଣ୍ଡଳୀରେ କାର୍ତ୍ତିକ ପାଣ୍ଡିଆନଙ୍କ ମାରାଥନ ପ୍ରଚାର
ଲିଙ୍ଗରାଜ ମନ୍ଦିର, କାରଗିଲ୍ ରୋଡ ଓ ଜାଗମରାରେ ସାଂସଦ ଓ ବିଧାୟକଙ୍କ ପାଇଁ ମାଗିଲେ ଭୋଟ
ଏକାମ୍ର ପ୍ରକଳ୍ପ ବିଷୟ ଉଲ୍ଲେଖ କରି ଭାବବିହ୍ବଳ ହେଲେ କାର୍ତ୍ତିକ, ଲିଙ୍ଗରାଜ ମନ୍ଦିରକୁ ମୁଁ ସବୁ ସୋମବାର ଆସେ…
ମହୁଲପାଲି ରେ ବିଜେଡି କାର୍ଯ୍ୟାଳୟ ଉଦ୍ଘାଟନ କଲେ ଯୁବ ନେତା ଭୋଜରାଜ ସିଂ ବରିହା l
ପଦ୍ମପୁର :- ପଦ୍ମପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ମହୁଲପାଲି ରେ ବିଜେଡି କାର୍ଯ୍ୟାଳୟ ଉଦଘାଟିତ ହୋଇଯାଇଛି l ଯୁବ ନେତା ଭୋଜରାଜ ସିଂ ବରିହା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦ୍ଘାଟନ କରିଥିଲେ l ଏହି ଉଦ୍ଘାଟନୀ ଉତ୍ସବରେ ପଞ୍ଚାୟତ ସଭାପତି ଚୈତନ୍ୟ ମେହେର, ବିଜେଡ଼ି ନେତା ଧରମ ପାଢୀ ସୂରଜ…
ବିଜେପି ସାଂସଦ ପ୍ରାର୍ଥୀ ଓ ବିଧାୟକ ପ୍ରାର୍ଥୀଙ୍କ ନିର୍ବାଚନୀ ପ୍ରଚାର: ଡବଲ ପଦ୍ମରେ ଭୋଟ ଦେବା ପାଇଁ ଆହ୍ୱାନ l
(ନିଶ୍ଚିନ୍ତକୋଇଲି-ଶାସକ ପ୍ରଶାସକ): ନିଶ୍ଚିନ୍ତକୋଇଲି ବ୍ଳକ ଅଞ୍ଚଳର ବହୁ ପଞ୍ଚାୟତରେ ବିଜେପି ଚଳିତ ନିର୍ବାଚନକୁ ଦୃଷ୍ଟିରେ ରଖି ଏକ ବିଶାଳ ବାଇକ ଶୋଭାଯାତ୍ରା ମାଧ୍ୟମରେ ନିର୍ବାଚନ ପ୍ରଚାର କରିଛି l ଏହି କାର୍ଯ୍ୟକ୍ରମରେ ମାହାଙ୍ଗା ନିର୍ବାଚନ ମଣ୍ଡଳୀ ଅଞ୍ଚଳରୁ ହଜାର ହଜାର ସଂଖ୍ୟକ…
ସ୍କୁଲ ଛାତ୍ରଛାତ୍ରୀମାନଙ୍କ ପାଇଁ ଉଦ୍ଦିଷ୍ଟ ସୋଆ ସମର୍ କ୍ୟାମ୍ପକୁ ଆହୁରି ବ୍ୟାପକ କରାଯିବ: ସୋଆ ଉପସଭାପତି
ସୋଅ। ସମର୍କ୍ୟାମ୍ପ ଉଦ୍ଯାପିତ
ଭୁବନେଶ୍ୱର, ୧୫/୦୫ : ଗ୍ରୀଷ୍ମକାଳୀନ ଛୁଟି ସମୟରେ ସ୍କୁଲ୍ ଛାତ୍ରଛାତ୍ରୀଙ୍କୁ କ୍ରୀଡା କ୍ଷେତ୍ରରେ ଅଧିକ ପ୍ରୋତ୍ସାହିତ କରିବାର ଲକ୍ଷ୍ୟ ନେଇ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପକ୍ଷରୁ ଆୟୋଜିତ ହୋଇଥିବା ୧୦ ଦିନିଆ ସମର କ୍ୟାମ୍ପ ବୁଧବାର ଉଦ୍ଯାପିତ ହୋଇଯାଇଛି…
ବିରୋଧୀ ଦଳ ମିଛ କଥା କହୁଛନ୍ତି, କୁମ୍ଭୀରକାନ୍ଦଣା କାନ୍ଦୁଛନ୍ତି: ମୁଖ୍ୟମନ୍ତ୍ରୀ
https://youtu.be/5zQjUqx0vJA
ରାଉରକେଲାରେ ମୁଖ୍ୟମନ୍ତ୍ରୀଙ୍କ ପ୍ରଚାର, ପ୍ରବଳ ଖରାରେ ବିପୁଳ ଉପସ୍ଥିତି ଯୋଗୁଁ ଧନ୍ୟବାଦ୍ ଜଣାଇଲେ ମୁଖ୍ୟମନ୍ତ୍ରୀ
ଜୁଲାଇରୁ ବିଜୁଳି ବିଲ ଆସିବ ନାହିଁ, ବିଜୁ ଜନତା ଦଳ ସରକାର ମାଗଣାରେ ବିଜୁଳି ଦେବେ, ଆପଣମାନେ ଖୁସି ତ ?
ବିଭିନ୍ନ ଜନ…
ପ୍ରଦୀପ ପାଣିଗ୍ରାହୀଙ୍କୁ ଆକ୍ରମଣ ବିଜେଡି ପ୍ରାୟୋଜିତ: ପିତାମ୍ବର ଆଚାର୍ଯ୍ୟ
ବିଜେଡି ହାରିବା ଭୟରେ ରକ୍ତମୁଖା ସାଜି ବିଜେପି ଉପରେ ଆକ୍ରମଣ କରୁଛି
ଭିକେ ପାଣ୍ଡିଆନଙ୍କ ପ୍ରରୋଚନାରେ ବିଜେଡି ଓଡ଼ିଶାର ବିଭିନ୍ନ ସ୍ଥାନରେ ହିଂସାକାଣ୍ଡ ଘଟାଉଛି
ଗୋସାଣି ନୂଆଗାଁ ଥାନା ଅଧିକାରୀ ସ୍ମୃତିପ୍ରଭା ପ୍ରଧାନ ଏବଂ ଟାଉନଥାନା ଏଏସ୍ଆଇ ରାଜକିଶୋର ପାତ୍ରଙ୍କ…
ବିଜେପିର ପକ୍ଷରୁ ପ୍ରଚାର ଓ ମାରାଥନ ପଦଯାତ୍ରା
ଖଲ୍ଲିକୋଟ/ଶାସକ ପ୍ରଶାସକ/ ଶିବରାମ ଜେନା: ଖଲ୍ଲିକୋଟ ରେ ଦଳୀୟ ନେତା ମାନଙ୍କ ର ପ୍ରଚାର ଚାଲିଛି ବିଜେପି ର ମାରାଥନ ପଦଯାତ୍ରା। ବିଜେପି ପକ୍ଷରୁ ଖଲ୍ଲିକୋଟ ୧୧ ନମ୍ବର ଜୋନ୍ ରେ ପଦଯାତ୍ରା ହୋଇଥିଲା । ପଦଯାତ୍ରା ରେ ୧୧ଟି ପଞ୍ଚାୟତ କୁ ଯାଇଥିଲେ ବୋଲି ଚର୍ଚ୍ଚା ଚାଲିଛି। ସେଥି ମଧ୍ୟରୁ…
ସମ୍ ଫୁଲନଖରା କ୍ୟାମ୍ପସରେ ବିଶ୍ୱ ମାତୃ ଦିବସ ପାଳିତ
ଭୁବନେଶ୍ୱର: ଇନଷ୍ଟିଟ୍ୟୁଟ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ ଫୁଲନଖରା କ୍ୟାମ୍ପସରେ ସ୍ଥାନୀୟ ସେଂଟ ଜାଭିୟର୍ ହାଇସ୍କୁଲର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ବିଶ୍ୱ ମାତୃତ୍ୱ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ସେଂଟ ଜାଭିୟର୍ ହାଇସ୍କୁଲର ଅଧ୍ୟକ୍ଷା ଶ୍ରୀମତି ରଶ୍ମିତା…
ଟାଇମ୍ସ ହାୟର ଏଜୁକେସନ୍ ୟଙ୍ଗ୍ ୟୁନିଭରସିଟି ରାଙ୍କିଙ୍ଗ
ବିଶ୍ୱ ରାଙ୍କ ୧୬୮ ସହ କିଟ୍ ୧୧ତମ ଶ୍ରେଷ୍ଠ ଭାରତୀୟ ବିଶ୍ୱବିଦ୍ୟାଳୟ
ଭୁବନେଶ୍ୱର,୧୪ ।୫: ପ୍ରତିବର୍ଷ ପରି ଚଳିତବର୍ଷ ମଧ୍ୟ ଟାଇମ୍ସ ହାୟର ଏଜୁକେସନ୍ ୟଙ୍ଗ୍ ୟୁନିଭରସିଟି ର୍ୟାଙ୍କିଙ୍ଗ୍ ଆଜି ପ୍ରକାଶ ପାଇଛି। ସମ୍ମାନଜନକ ଟାଇମ୍ସ ହାୟର ଏଜୁକେସନ୍ ୟଙ୍ଗ୍ ୟୁନିଭରସିଟି ରାଙ୍କିଙ୍ଗ…