Sign in
Sign in
Recover your password.
A password will be e-mailed to you.
ଖଲ୍ଲିକୋଟ ରାଜନୈତିକ ହିଂସା : ନେତା ମାନଙ୍କ ଖେଳ,ଲୋକଙ୍କ ପାଇଁ କାଳ।
ଶିବରାମ ଜେନା/ଶାସକ ପ୍ରଶାସକ/ ଖଲ୍ଲିକୋଟ : ଖଲ୍ଲିକୋଟ ବ୍ଳକ୍ ଅନ୍ତର୍ଗତ ଶ୍ରୀ କୃଷ୍ଣଶରଣପୁର ରେ ବ୍ୟାନର ମାରିବା ଘଟଣାକୁ ନେଇ ଦିଲ୍ଲୀପ ପାହାନ ଙ୍କ ଗୋଷ୍ଠୀ କନ୍ଦଳ ରେ ମୃତ୍ୟୁ ଘଟିଥିଲା ଏବଂ ଏହାକୁ ଭିତ୍ତି କରି ଉକ୍ତ ଗ୍ରାମ ର ଗ୍ରାମ ବାସୀ ତଥା ଅନ୍ୟାନ୍ୟ ଯୁବଗୋଷ୍ଠୀ ମାନେ ଥାନା ର…
ଓଡ଼ିଶାର ଚାଷୀଙ୍କୁ ମିଳିବ ମାଗଣା ବିଜୁଳି: ନବୀନ ଗ୍ୟାରେଣ୍ଟି
ଭୁୁବନେଶ୍ୱର, ୧୭/୦୫/୨୦୨୪: ବିଜେଡି ମୁଖ୍ୟାଳୟ ଶଙ୍ଖ ଭବନ ଠାରେ ଆଜି ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେଡି ଜାତୀୟ ମୁଖପାତ୍ର ଡ଼ଃ ଅମର ପଟ୍ଟନାୟକ ଓ ଡ଼ଃ ସସ୍ମିତ ପାତ୍ର ସମ୍ବୋଧନ କରି ଓଡ଼ିଶାରେ କୃଷି ଓ କୃଷକ ମାନଙ୍କ ସାମଗ୍ରୀକ ଵିକାଶ ଦିଗରେ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ…
“ମୁଖ୍ୟମନ୍ତ୍ରୀଙ୍କ ସଭାରେ ବିପୁଳ ଜନ ସମାବେଶ ଦେଖି ବିରୋଧୀଙ୍କ ଆତ୍ମବିଶ୍ୱାସ ଭାଙ୍ଗି ଗଲାଣି”
ଢେଙ୍କାନାଳ, ଅନୁଗୋଳ ଓ ରେଢ଼ାଖୋଲ ବିଧାନ ସଭା ନିର୍ବାଚନ ମଣ୍ଡଳୀରେ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ପ୍ରଚାର, ବିଶାଳ ଜନସଭାରେ ମୁଖ୍ୟମନ୍ତ୍ରୀଙ୍କୁ ଭବ୍ୟ ସ୍ୱାଗତ
ସମ୍ୱଲପୁର ଓ ଢେଙ୍କାନାଳରେ ବିଜୁ ଜନତା ଦଳର ବିଧାୟକ ଓ ସାଂସଦ ପ୍ରାର୍ଥୀଙ୍କୁ ବିପୁଳ ସଂଖ୍ୟାରେ ଭୋଟ ଦେଇ ଆଶୀର୍ବାଦ କରିବାକୁ…
ବିଜୟ ମହାପାତ୍ର ଓ ବୁଲୁ ପ୍ରଧାନ ବିଜେପିରୁ ବହିଷ୍କୃତ
ଭୁବନେଶ୍ୱର, ତା.୧୭/୦୫: ଦଳବିରୋଧୀ କାର୍ଯ୍ୟ ଏବଂ ଦଳୀୟ ଅନୁଶାସନ ଭଙ୍ଗ କାରଣରୁ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀ ବିଜୟ ମହାପାତ୍ର ଓ ଶ୍ରୀ ଶାରଦା ପ୍ରଧାନ, ଏସ୍ସି ମୋର୍ଚ୍ଚା ରାଜ୍ୟ ଉପସଭାପତି ଶ୍ରୀ ରାକେଶ ମଲ୍ଲିକଙ୍କୁ ଦଳରୁ…
କେନ୍ଦ୍ରମନ୍ତ୍ରୀ ଫଗନ ସିଂହ କୁଲସ୍ତେଙ୍କ ରାଜ୍ୟ ସରକାରଙ୍କୁ ୫ଟି ପ୍ରଶ୍ନ
ଚିଟଫଣ୍ଡ କ୍ଷତିଗସ୍ତ ଜମାକାରୀଙ୍କ ଟଙ୍କା କାହିଁକି ଫେରାଇଲେ ନାହିଁ ରାଜ୍ୟ ସରକାର ?
ଶାହା କମିଶନଙ୍କ ରିପୋର୍ଟକୁ କାହିଁକି କାର୍ଯ୍ୟକାରୀ କରାଗଲା ନାହିଁ ?
ଦାଦନ ସମସ୍ୟାକୁ ରୋକିବାରେ ରାଜ୍ୟରେ ବିଜେଡି ସରକାର କଣ ପଦକ୍ଷେପ ନେଇଛି ?
୨୫ ବର୍ଷର ବିଜେଡି…
ଫୁଲବାଣୀରେ କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ଭୋଟ ଭିକ୍ଷା କଲେ କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ
କନ୍ଧମାଳ(ଗଗନ କୁମାର ପ୍ରଧାନ): କନ୍ଧମାଳ ଜିଲାକୁ ନିର୍ବାଚନୀ ପ୍ରଚାରରେ ଆସି କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ଫୁଲବାଣୀ କରୋନେସନ ପଡିଆରେ ଅନୁଷ୍ଠିତ ନିର୍ବାଚନୀ ସଭାରେ ଯୋଗ ଦେଇଛନ୍ତି । ମୋଦୀ ହଟାଅ ଦେଶ ବଂଚାଅ ନାରା ଦେଇ କନ୍ଧମାଳ ଏମପି ପ୍ରାର୍ଥୀ ଏବଂ ବିଧାୟକ…
ଟିପି ସେଂଟ୍ରାଲ୍ ଓଡ଼ିଶା ଡିଷ୍ଟ୍ରିବୁ୍ୟସନ ଲିମିଟେଡ୍ (ଟିପିସିଓଡିଏଲ୍) ପକ୍ଷରୁ ସମୃଦ୍ଧି ଅଭିଯାନ ଜରିଆରେ କୃଷକଙ୍କ…
ଭୁବନେଶ୍ୱର: ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଏକ ଯୌଥ ଉଦ୍ୟୋଗ ଟିପି ସେଂଟ୍ରାଲ୍ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ (ଟିପିସିଓଡିଏଲ୍) ଏହାର କର୍ପୋରେଟ୍ ସାମାଜିକ ଦାୟିତ୍ୱବୋଧ ଅଭିଯାନ “ସମୃଦ୍ଧି” ଜରିଆରେ ଗ୍ରାମୀଣ ଅଞ୍ଚଳର ବିକାଶ ପ୍ରତି ଏହାର ପ୍ରତିବଦ୍ଧତା ବଜାୟ ରଖିଛି । ସମୃଦ୍ଧି…
ଗୋପାଳପୁର ପଞ୍ଚାୟତରେ ବିଜେଡିର କର୍ମୀ ସମାବେଶ: ବିଧାୟକ ପ୍ରତାପ ଜେନାଙ୍କ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ବହୁ ବିଜେପି…
(ମାହାଙ୍ଗା-ଶାସକ ପ୍ରଶାସକ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବହୁ ବିକାଶମୂଳକ ଯୋଜନା 2009 ମସିହା ଠାରୁ ମାହାଙ୍ଗା ନିର୍ବାଚନ ମଣ୍ଡଳୀର ଦାୟିତ୍ବ ପୂର୍ବତନ ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନା ନେବା ପର ଠାରୁ ଶତ ପ୍ରତିଶତ ସଫଳ ହୋଇପାରିଛି l ମାହାଙ୍ଗା ନିର୍ବାଚନ ମଣ୍ଡଳୀରେ…
ମୁଖ୍ୟମନ୍ତ୍ରୀଙ୍କ ପ୍ରଥମ ରୋଡ୍ ଶୋ’
ଭୁବନେଶ୍ବର: ଭୁବନେଶ୍ବରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରୋଡ୍ ଶୋ କରି ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ମତ ଭିକ୍ଷା କରିଛନ୍ତି |ରୂପାଲି ଛକରୁ ଶିଶୁ ଭବନ ଛକ ପର୍ଯ୍ୟନ୍ତ ରୋଡ୍ ଶୋ ବେଳେ ଉଭୟ ପାର୍ଶ୍ୱରେ ଥିଲା ପ୍ରବଳ ଜଣ ସମାଗମ | ଲୋକମାନେ ମୁଖ୍ୟମନ୍ତ୍ରୀଙ୍କୁ ହାତ ହଲାଇ ସେମାନଙ୍କ…
ପ୍ରସ୍ତାବିତ ବୁଡି ଅଞ୍ଚଳ ରେ ବିଜେପି କୁ ଝଟକା : ଦଳ ଛାଡି ବିଜେଡି ରେ ମିଶିଲେ ୮୦ ବିଜେପି କର୍ମୀ l
ପଦ୍ମପୁର :- ଧୁମାଭଟା ରେ ବିଜେଡି ର ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି l ବିଜେପି ପ୍ରାର୍ଥୀ ଙ୍କୁ ୩୨ ଖଣ୍ଡ ଗ୍ରାମବାସୀ ବିରୋଧ କରୁଥିବା ବେଳେ ଆଜି ଲଖମରା ର ୮୦ ଜଣ ବିଜେପି କର୍ମୀ ଦଳ ଛାଡ଼ି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଆଜି ବିଜେଡି…