ନିଜ ଘର ସମ୍ଭାଳି ନପାରି ବିଜେଡି ଉପରେ ଦୋଷ ଲଦୁଛିବିଜେପି: ବିଜେଡି

 ଟିକେଟ ବଣ୍ଟନ ରାଗରୁମୁହାଁମୁହିଁ ପ୍ରଦୀପ ପାଣିଗ୍ରାହୀ ଓ ଶିବଶଙ୍କର ଦାସ  ବିଜେଡିଉପରେ ଦୋଷ ଲଦି ଲୋକହସା ହୋଇଛନ୍ତି ପିତାମ୍ବର ଆଚାର୍ଯ୍ୟ ଭୁବନେଶ୍ୱର, ୧୪/୦୫/୨୦୨୪:ନିଜ ଘର ସମ୍ଭାଳିନପାରି ପର ଉପରେ ଦୋଷ ଲଦିବାଓଡିଶାବିଜେପିର ଏକ ଅଭ୍ୟାସରେ ପରିଣତହେଲାଣି ।ବ୍ରହ୍ମପୁରରେ…

ଦେବଗଡ଼ ମୋର ଘର ପରି, ପରିବାର ପାଇଁ ମୁଁ କ’ଣ କରିଛି ତାହା ଲୋକେ ଜାଣିଛନ୍ତି, ଏଥିପାଇଁ ଗୁମାସ୍ତା ଓ କ୍ରୀତଦାସଙ୍କ…

ଦେବଗଡ କଣ୍ଢଳରେ କେନ୍ଦ୍ରମନ୍ତ୍ରୀଙ୍କ ନିର୍ବାଚନୀ ପ୍ରଚାର ଓଡ଼ିଶାରେ ପରିବର୍ତ୍ତନ ଓ ନୂଆ ସରକାର କରିବା ପାଇଁ ଭୋଟ୍ ଦେବା - ଧର୍ମେନ୍ଦ୍ର ପ୍ରଧାନ • ଦେବଗଡ ଏବଂ ଓଡ଼ିଶାର ବିକାଶ ପାଇଁ ମୁଁ ମିସ୍ତ୍ରି ହେବାକୁ ରାଜି ଅଛି • ବ୍ରାହ୍ମଣୀ ନଦୀ ଅବବାହିକାରେ ଥିବା ଦେବଗଡ଼ରେ ଜମିକୁ…

ଛେଣ୍ଡିପଦାରେ ବିଜେପିର ‘ବିଜୟ ସଂକଳ୍ପ ସମାବେଶ’ରେ କେନ୍ଦ୍ରମନ୍ତ୍ରୀ

ବିଜେପି ସରକାର ହେଲେ ସୁଭଦ୍ରା ଯୋଜନାରେ ମହିଳାଙ୍କୁ ୫୦ ହଜାର ଟଙ୍କାର କୁପନ ଦିଆଯିବ -ଧର୍ମେନ୍ଦ୍ର ପ୍ରଧାନ • ଛେଣ୍ଡିପଦା ନିର୍ବାଚନମଣ୍ଡଳୀର ଛେଣ୍ଡିପଦା ଓ ପାତ୍ରପଡାରେ ପ୍ରଚାର କଲେ କେନ୍ଦ୍ରମନ୍ତ୍ରୀ• ଓଡ଼ିଶାର ମୁଖ୍ୟମନ୍ତ୍ରୀ ଓଡ଼ିଆ ଲୋକ ହେବେ, ଗୁମାସ୍ତାଙ୍କୁ ଲୋକମାନେ ପ୍ରତ୍ୟାଖ୍ୟାନ…

ଆଦର୍ଶ ବିଦ୍ୟାଳୟ ୧୦ମ ପରୀକ୍ଷା ଫଳ ପ୍ରକାଶ: ଓଡ଼ଗାଁର ସୈାମ୍ୟରଞ୍ଜନ ଜିଲ୍ଲାରେ ୧ମ ଏବଂ ଶୁଚିସ୍ମୀତା ୨ୟ

ଓଡ଼ଗାଁ,୧୩।୫(ଶ୍ରୀକାନ୍ତ କୁମାର ମିଶ୍ର): ସୋମବାର ଅପରାହ୍ନରେ କେନ୍ଦ୍ରୀୟ ମାଧ୍ୟମିକ ବିଦ୍ୟାଳୟ ୧୦ମ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇଥିବା ବେଳେ ସୈାମ୍ୟରଞ୍ଜନ ନାୟକ ମୋଟ ୫ଶହ ମାର୍କରୁ ୪୮୮ ଅର୍ଥାତ୍ ୯୭.୬ ପ୍ରତିଶତ ମାର୍କ ରଖି ଜିଲ୍ଲାରେ ୧ମ ସ୍ଥାନ ଏବଂ ଶୁଚିସ୍ମୀତା ସେନାପତି ୪୮୫…

ପିତୃମାତୃ ହୀନ ଶିଶୁଙ୍କୁ ସହାହାୟତାର ହାତ ବଢ଼େଇଲା ଜିଲ୍ଲାପ୍ରଶାସନ

 ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ : ପ୍ରକାଶ ଥାଉକି ଗଜପତି ଜିଲ୍ଲା ଆର . ଉଦୟଗିରି ଥାନା ଅନ୍ତର୍ଗତ ବସ୍ତ୍ରେରିଗୁଡ଼ା ପଞ୍ଚାୟତର ବାଦପୂର୍ ଗ୍ରାମର ଏକ ପରିବାରର ପିତାଙ୍କ ମୃତ୍ୟୁ ପରେ ମା ତିନିଜଣ ପିଲାମାନଙ୍କୁ ଛାଡି କୁଆଡେ ପଳାଇଯିବାରୁ ଶିଶୁମାନେ ଅତ୍ୟନ୍ତ ଅସହାୟ ଅବସ୍ଥାରେ…

ଶେଷ ଦିନରେ ନାମାଙ୍କନ ପତ୍ର ଦାଖଲ କଲେ ୧୭ ଜଣ ଲୋକସଭା ଓ ବିଧାନସଭା ପ୍ରାର୍ଥୀ

ଜଗତସିଂହପୁର, ତା 14.05.24 ରିଖ:ନାମାଙ୍କନ ପତ୍ର ଦାଖଲ ର ଶେଷ ଦିନରେ 16 ଜଗତସିଂହପୁର ଲୋକସଭା (ସଂ) ଆସନ ନିମନ୍ତେ ସମୃଦ୍ଧ ଓଡ଼ିଶା ର ପ୍ରାର୍ଥୀ ସିଲି ମଲ୍ଲିକ, ସ୍ଵାଧୀନ ପ୍ରାର୍ଥୀ ଅର୍ଜୁନ ଚରଣ ବେହେରା, ଭାରତୀୟ ଜନତା ପାର୍ଟିର ବିଭୁ ପ୍ରସାଦ ତରାଇ ,ସ୍ଵାଧୀନ ପ୍ରାର୍ଥୀ ଶଙ୍କର ଦାସ,…

ସି.ବି.ଏସ୍.ଇ. ଦଶମ ଶ୍ରେଣୀ ଓ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷାରେ ଆଦିତ୍ୟ ବିର୍ଲ୍ଲା ସ୍କୁଲର ବିଦ୍ୟାର୍ଥୀମାନଙ୍କର…

କାଶୀପୁର / ଟିକିରି ରୁ ବୈକୁଣ୍ଠ ଦୁରିଆ -ତା୧୩/୦୫/୨୪ ରିଖ ସୋମବାର ଦିନ ରାୟଗଡା ଜିଲ୍ଲା ଅନ୍ତର୍ଗତ କାଶୀପୁର ବ୍ଲକ୍ ଅଧିନସ୍ଥ ଓଷାପଡାସ୍ଥିତ ଆଦିତ୍ୟ ବିର୍ଲ୍ଲା ପବ୍ଲିକ୍ ସ୍କୁଲର ଛାତ୍ରଛାତ୍ରୀ ସି.ବି.ଏସ୍.ଇ. ର ନୂତନ ମାର୍ଗଦର୍ଶିକା ଅନୁଯାୟୀ ଦଶମ ଶ୍ରେଣୀ ପରୀକ୍ଷାରେ କ୍ରମାଗତ ଅଷ୍ଟମ…

ଡ଼ାବୁଗାଁ ବ୍ଲକ ରେ ୮୫.୪୦% ମତଦାନ, ପୁରୁଷଙ୍କ ତୁଳନାରେ ମହିଳା ଭୋଟର ଅଧିକ ଦେଲେ ଭୋଟ

ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ )ତା ୧୪/୦୫/୨୪ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ରେ ୪ ର୍ଥ ପର୍ଜାୟ ସାଧାରଣ ନିର୍ବାଚନ ଶାନ୍ତି ଶୃଙ୍ଖଳା ର ସହ ସମାପ୍ତ ହୋଇଛି। କଂଗ୍ରେସ , ବିଜେଡି ଓ ବିଜେପି ପ୍ରାର୍ଥୀ ଙ୍କ ଭାଗ୍ୟ ଇଭିଏମ ମେସିନ ରେ ସିଲ ହୋଇଛି। ଡାବୁଗାଁ ବ୍ଲକ ରେ ୮୫.୪୦…

ଜିଲ୍ଲା ରେ ଦିବ୍ୟାଙ୍ଗ ଏବଂ ବୟୋବୃଦ୍ଧ ମାନଙ୍କ ପାଇଁ ପୋଷ୍ଟାଲ୍ ବେଲଟ ମାଧ୍ୟମରେ ମତଦାନ ଗ୍ରହଣ l

ସୁବର୍ଣ୍ଣପୁର, (ଆର୍ତ୍ତତ୍ରାଣ ମହାପାତ୍ର) :-ଦେଶରେ ଏଥର ପ୍ରଥମ ଥର ପାଇଁ ସାଧାରଣ ନିର୍ବାଚନ ରେ ନିର୍ବାଚନ କମିଶନ ଦିବ୍ୟାଙ୍ଗ ଏବଂ ବୟୋବୃଦ୍ଧ ମାନଙ୍କ ପାଇଁ ପୋଷ୍ଟାଲ୍ ବେଲଟ ମାଧ୍ୟମରେ ମତଦାନ ସୁବିଧା ର ଆରମ୍ଭ କରିଛନ୍ତି I ଆଜି ଏହି କ୍ରମରେ ଜିଲ୍ଲାରେ ୪୦ ପ୍ରତିଶତ ରୁ ଅଧିକ ଅକ୍ଷମତା…

ନିର୍ବାଚନ ର ସୁପରିଚାଳନା ନିମନ୍ତେ ସାଧାରଣ ପର୍ଯ୍ୟବେକ୍ଷକ ଓ ପୋଲିସ ପର୍ଯ୍ୟବେକ୍ଷକ ଙ୍କ ବିଭିନ୍ନ କ୍ଷେତ୍ର ପରିଦର୍ଶନ

ଜଗତସିଂହପୁର,ତା-୧୪.୦୫.୨୦୨୪/ସୁମନ୍ତ କୁମାର ଦାସ: ଜିଲ୍ଲାରେ ସାଧାରଣ ନିର୍ବାଚନ 2024 କୁ ଶାନ୍ତି ଶୃଙ୍ଖଳା ସହ ଅବାଧ ଓ ସ୍ଵଚ୍ଛ ଭାବେ ସମ୍ପାଦନ କରିବା ପାଇଁ ସାଧାରଣ ପର୍ଯ୍ୟବେକ୍ଷକ ଡ.ଏଚ୍ ପି ତୁମୋଡ(ଭାରତୀୟ ପ୍ରଶାସନିକ ସେବା) 101 ପାରାଦ୍ଵୀପ,103 ବାଲିକୁଦା ଏରସମା ଓ 104 ଜଗତସିଂହପୁର…