Sign in
Sign in
Recover your password.
A password will be e-mailed to you.
ମୁଖ୍ୟମନ୍ତ୍ରୀଙ୍କ ମାଗଣା ବିଜୁଳି ଘୋଷଣା ଶୁଣି ବିରୋଧିଙ୍କୁ କରେଣ୍ଟ ମାରିଲାଣି, ମୁଣ୍ଡ ଖରାପ ହେଲାଣିପ୍ରଚାର
ଟିଟଲାଗଡ଼, କଣ୍ଟାବାଞ୍ଜି, ପାଟଣାଗଡ଼ ଓ ଲୋଇସିଂହାରେ ନିର୍ବାଚନୀ ସଭାରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପାଣ୍ଡିଆନ ମାଗିଲେ ଭୋଟ
ନବୀନ ପଟ୍ଟନାୟକଙ୍କ ଜିତିବା ମାର୍ଜିନ ସବୁ ରେକର୍ଡ ଭାଙ୍ଗୁ, ଇତିହାସ ସୃଷ୍ଟି କରୁ, ନବୀନ ପଟ୍ଟନାୟକ ନୂଆ ଓଡ଼ିଶାର ବିନ୍ଧାଣି, ତାଙ୍କୁ ଆଶୀର୍ବାଦ କରନ୍ତୁ,…
ବିଜେଡ଼ିରେ ଯୋଗ ଦେଲେ ପୂର୍ବତନ ବିଧାୟକ ରାଜେନ୍ଦ୍ର କୁମାର ଦାସ
ଭୁବନେଶ୍ୱର, ୧୬/୦୫/୨୦୨୪: ଭଦ୍ରକ ଜିଲ୍ଲା ଅନ୍ତର୍ଗତ ଧାମନଗର ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ତଥା ବିଜେପି ନେତା ରାଜେନ୍ଦ୍ର କୁମାର ଦାସଙ୍କ ସହ ଶତାଧିକ ବିଜେପି କର୍ମୀ ଓ କର୍ମକର୍ତ୍ତା ଆଜି ଶଙ୍ଖଭବନ ଠାରେ ରାଜ୍ୟସଭା ସାଂସଦ ଡକ୍ଟର ସସ୍ମିତ ପାତ୍ର, ଯାଜପୁର ବିଜେଡି ଜିଲ୍ଲା ସଭାପତି…
ଆଗାମୀ ଦଶନ୍ଧି ଓଡିଶାର ଯୁବ ପିଢ଼ିଙ୍କର: ନବୀନ ଗ୍ୟାରେଣ୍ଟି
ଭୁୁବନେଶ୍ୱର, ୧୬/୦୫/୨୦୨୪: ବିଜେଡି ମୁଖ୍ୟାଳୟ ଶଙ୍ଖ ଭବନ ଠାରେ ଆଜି ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ, ବିଜେଡି ଜାତୀୟ ମୁଖପାତ୍ର ଅମର ପଟ୍ଟନାୟକ ବିଜେଡି ଦ୍ୱାରା ଏହାର ନିର୍ବାଚନ ଇସ୍ତାହାରରେ ଦିଆ ଯାଇଥିବା ୨୪ଟି ଗ୍ୟାରେଣ୍ଟି ମଧ୍ୟରୁ ଏହାର ପ୍ରଥମ ଗ୍ୟାରେଣ୍ଟି ଯୁବ ବର୍ଗ ପାଇଁ…
ବିଜେପି ପ୍ରତି ଜନଆସ୍ଥା ବୃଦ୍ଧି ଓଡ଼ିଶା ରାଜନୀତିରେ ପରିବର୍ତ୍ତନର ବଡ ସଙ୍କେତ ଦେଉଛି – ଧର୍ମେନ୍ଦ୍ର ପ୍ରଧାନ
ସମ୍ବଲପୁରରେ ‘ବିଜୟ ସଂକଳ୍ପ ସମାବେଶ’ରେ କେନ୍ଦ୍ରମନ୍ତ୍ରୀ
• ବଡବଜାର, ଅନଗୁଲିଆପଡା, କୁମ୍ଭାରପଡ଼ାରେ ବିଜୟ ସଂକଳ୍ପ ସଭାରେ ଯୋଗଦେଲେ • ଅବଦ୍ଦୁଲ କଲାମ ଛକରେ ରୋଡ ସୋରେ ଯୋଗଦେଲେ • ବିଜେପିର ସଂକଳ୍ପ ପତ୍ର ଉପରେ ଅବଗତ କଲେ କେନ୍ଦ୍ରମନ୍ତ୍ରୀ • ‘ମୋଦୀ ଗ୍ୟାରେଣ୍ଟି’ ଲୋକଙ୍କୁ ସମ୍ମାନର ସହ…
ସମ୍ବଲପୁରରେ ଘର ଘର ବୁଲି ପ୍ରଚାର କଲେ କେନ୍ଦ୍ରମନ୍ତ୍ରୀ
ବିଜେଡି ସରକାର ସମ୍ବଲପୁର ପ୍ରତି ବୈମାତୃକ ମନୋଭାବ ପୋଷଣ କରିଛି– ଧର୍ମେନ୍ଦ୍ର ପ୍ରଧାନ
• ତବଲାପଡ଼ା ଓ ଷ୍ଟେସନପଡ଼ାରେ ପ୍ରଚାର ସହ ବିଜୟ ସଂକଳ୍ପ ସମାବେଶରେ ଯୋଗଦେଲେ • ସମାଜିକ ସ୍ତରର ବିଭିନ୍ନ ସଂଗଠନର ସଦସ୍ୟ ମାନଙ୍କୁ ଭେଟିବା ସହ ଆଲୋଚନା କଲେ • ପିଇବା ପାଣି, ଜଳସେଚନ, ଶିକ୍ଷା,…
ମୁଁ ଥିବା ପର୍ଯ୍ଯନ୍ତ ପଦ୍ମପୁର ର ଏକ ଇଞ୍ଚ ଜମି ବୁଡିବ ନାହିଁ ;- ବର୍ଷା
https://youtu.be/wJPPPm_aqAE
ଗୋବର୍ଦ୍ଧନ ଙ୍କର ଉପରେ ଚିଡିଛନ୍ତି ବୁଡି ଅଂଚଳର ଲୋକେ
ପଦ୍ମପୁର :- ସାଧାରଣ ନିର୍ବାଚନ ପାଇଁ ଆସନ୍ତା ସୋମବାର ହେବ ଭୋଟ ଗ୍ରହଣ । ଶନିବାର ସନ୍ଧ୍ୟା ସମୟରେ ସରିବ ପ୍ରଚାର କାର୍ଯ୍ଯ । ହାତରେ ମାତ୍ର ଦୁଇ ଦିନ ରହିଥିବାରୁ ରାଜନୈତିକ ଦଳ ମାନେ ନିଜ ନିଜ…
ଘୁ. ଉଦୟଗିରି ଠାରେ ଯୋଡ଼ି ଶଙ୍ଖ ପାଇଁ ପ୍ରଚାର ମଇଦାନକୁ ଓହ୍ଲାଇଲେ ଓଡ଼ିଆ ସିନେଷ୍ଟାର ସବ୍ୟସାଚୀ ଏବଂ ଅର୍ଚ୍ଚିତା..
ଘୁ.ଉଦୟଗିରି(ଅବନୀ କୁମାର ପ୍ରଧାନ): ଘୁ.ଉଦୟଗିରି ସହରରେ ଗୁରୁବାର ବିଜୁ ଜନତା ଦଳର ବିଧାୟକ ପ୍ରାର୍ଥୀ ସାଲୁଗା ପ୍ରଧାନ ଓ କନ୍ଧମାଳ ସାଂସଦ ପ୍ରାର୍ଥୀ ଅଚ୍ୟୁତ ସାମନ୍ତଙ୍କ ପାଇଁ ଓଡ଼ିଆ ଫିଲ୍ମ ଷ୍ଟାର ସବ୍ୟସାଚୀ ଓ ଅର୍ଚ୍ଚିତା ରୋଡ୍ ଶୋ’ କରି ନିର୍ବାଚନ ପ୍ରଚାର କରିଛନ୍ତି I ସ୍ଥାନୀୟ…
ଜଗତସିଂହପୁର ଲୋକସଭା ସମେତ 4 ବିଧାନସଭା ନିର୍ବାଚନମଣ୍ଡଳୀ ନିମନ୍ତେ ପ୍ରାର୍ଥୀ ପତ୍ର ଯାଞ୍ଚ ଶେଷ
ଜଗତସିଂହପୁର,ତା-୧୬.୦୫.୨୦୨୪/ସୁମନ୍ତ କୁମାର ଦାସ: ଜଗତସିଂହପୁର ଜିଲ୍ଲା ର 16-ଲୋକସଭା (ସଂ )ନିର୍ବାଚନ ମଣ୍ଡଳୀ ସମେତ 101-ପାରାଦ୍ଵୀପ, 102- ତିର୍ତ୍ତୋଲ(ସଂ ), 103-ବାଲିକୁଦା -ଏରସମା ଓ 104-ଜଗତସିଂହପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ନିମନ୍ତେ ଗତ ତା 07.05.24 ରିଖ ରେ ନାମାଙ୍କନ ପତ୍ର…
ବିଧାୟକ ପ୍ରତାପ ଜେନାଙ୍କ ନେତୃତ୍ୱରେ କେନ୍ଦୁପାଟଣା ପଞ୍ଚାୟତରୁ ବହୁ ବିଜେପି କର୍ମୀ ମିଶିଲେ ବିଜେଡ଼ିରେ l
(ନିଶ୍ଚିନ୍ତକୋଇଲି-ଶାସକ ପ୍ରଶାସକ): ନିଶ୍ଚିନ୍ତକୋଇଲି ତହସିଲ ଛକ ସ୍ଥିତ ବିଜୁ ଜନତା କାର୍ଯ୍ୟାଳୟରେ ପୂର୍ବତନ ସରପଞ୍ଚ ବିବେକାନନ୍ଦ ବେହେରାଙ୍କ ନେତୃତ୍ବରେ କେନ୍ଦୁପାଟଣା ପଞ୍ଚାୟତରୁ ବହୁ ଯୁବକ ବିଜେପି ଦଳ ଛାଡ଼ି ବିଜେଡ଼ିରେ ଯୋଗଦାନ କରିଛନ୍ତି l ସରପଞ୍ଚ ପ୍ରଗତିପ୍ରଭା ମହାନ୍ତିଙ୍କ…
ଶିକଇପାଇ ରାୟଗଡ଼ା ମୂଖ୍ୟ ସଡ଼କ ପଥରେ ମର୍ମନ୍ତୁଦ ଦୁର୍ଘଟଣା
କଲ୍ୟାଣ ସିଂହପୁର- ରାୟଗଡ ଜିଲ୍ଲା କଲ୍ୟାଣ ସିଂହପୁର ଅନ୍ତର୍ଗତ ସିକର୍ ପାଇ ରାୟଗଡ଼ ମୂଖ୍ୟ ରାସ୍ତା ରେ କୃଷ୍ଣ ନଗର ଗ୍ରାମ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଦୁଇ ମୃତ। ଘଟଣାରୁ ପ୍ରକାଶ ଥାଉ ଯେ, ସ୍ଥାନୀୟ ରେଲୱେ ଶ୍ରମିକ ଭାବେ କାର୍ଯ୍ୟରତ କଳାହାଣ୍ଡି ଜିଲ୍ଲାର ବିଶ୍ୱଜିତ୍ ଗାଡି…