ଝାରବନ୍ଧ-ମନୋହର ଦାଶ: ଲୋଇସିଂହା ନିର୍ବାଚନ ମଣ୍ଡଳୀ ପୁଇଁତଲା ବ୍ଲକ ରାକ୍ସି ମୁଣ୍ଡା ଗ୍ରାମର ଜଗନ୍ନାଥ ବାଗ କାମ ଅନ୍ୱେଷଣରେ ସୁଦୂର ତାମିଲନାଡୁ ଯାଇଥିଲେ ସେଠାରେ ସେ ଗୁରୁତ୍ୱ ଅସୁସ୍ଥ ହୋଇ ଡାକ୍ତର ଖାନାରେ ଭର୍ତି ହୋଇ ଚିକିସିତ ହେଉଥିବା ଅବସ୍ଥାରେ ତାଙ୍କ ମୃତ୍ୟୁ ହୋଇଥିଲା |
ମର ଶରୀର ଗ୍ରାମକୁ ଆଣିବା ପାଇଁ ତାଙ୍କ ପାଖରେ ସମ୍ବଳ ଅଭାବ ହେତୁ ସ୍ୱାସ୍ଥ୍ୟମନ୍ତ୍ରୀ ଡ ମୁକେଶ ମହ।ଲିଙ୍ଗଙ୍କୁ ଯୋଗାଯୋଗ କରିଥିଲେ ଯାହାଫଳରେ ସ୍ୱାସ୍ଥ୍ୟମନ୍ତ୍ରୀ ଗୁରୁତ୍ୱଦେଇ କିପରି ଗ୍ରାମକୁ ମରସରିର ଆସିବ ପ୍ରଶାସନ ସହିତ ଲାଗିପଡିଥିଲେ ଆଜି ମରଶରୀର ଗ୍ରାମକୁ ପହଂଚିଛି ପରିବାର ସହ ଅଞ୍ଚଳବାସୀ ଡ ମୁକେଶ ମହାଳିଙ୍ଗ ଙ୍କ ଏହି କାମକୁ ପ୍ରଶଂସା କରି ଧନ୍ୟବାଦ ଦେଇଛନ୍ତି ।
Sign in
Sign in
Recover your password.
A password will be e-mailed to you.