ପାଇକମାଳ ହାଇସ୍କୁଲ୍ ରେ ଗଙ୍ଗାଧର ଜୟନ୍ତୀ l

5

ପାଇକମାଳ :- ସରକାରୀ ଉଚ୍ଚ ବିଦ୍ୟାଳୟ ପାଇକମାଳ ରେ ଗଙ୍ଗାଧର ଜୟନ୍ତୀ ଭାର ପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ଜ୍ୟୋତିର୍ମୟୀ ପଟ୍ଟନାୟକ ଙ୍କ ଅଧ୍ୟକ୍ଷତାରେ ପାଳନ ହୋଇଯାଇଛି l ଗଙ୍ଗlଧର ଙ୍କ ଜୀବନୀ ଏବଂ ସାହିତ୍ୟ କୃତି ବିଷୟରେ ବବିତା ବେହେରା ଆଲୋଚନା କରି ଛାତ୍ର ଛାତ୍ରୀ ଙ୍କୁ ନାରୀ ଚରିତ୍ର ଚିତ୍ରଣ ସହ ସତ୍ ଭାବ କିପରି ଜାଗ୍ରତ ହେବ ସେ ବିଷୟରେ ଆଲୋଚନା କରିଥିଲେ l ସୁଦାମ ପାଣ୍ଡେ ଓ ରଜତ କୁମାର ସାହୁ ସହଯୋଗ କରିଥିଲେ l ମଞ୍ଚ ପରିଚାଳନା ତ୍ରିଲୋଚନ ନାୟକ ଏବଂ ନିରୁପମା ସାହୁ ଧନ୍ୟବାଦ ଅର୍ପଣ କରିଥିଲେ l

Leave A Reply

Your email address will not be published.