ଭଞ୍ଜନଗର ରେ ବି.ଜେ.ପି ପାଇଁ ପ୍ରଚାର କଲେ ଅଭିନେତା ଅନୁଭବ

ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }: ଭଞ୍ଜନଗର ରେ ଭାରତୀୟ ଜନତା ଦଳ (ବି.ଜେ.ପି) ର ବିଧାୟକ ପ୍ରାର୍ଥୀ ପ୍ରଦ୍ୟୁମ୍ନ ନାୟକ ଙ୍କ ପ୍ରଚାର ପାଇଁ ଆଜି ୧୮ ତାରିଖ ମେ ମାସ ୨୦୨୪ ଶନିବାର ଦିନ ଆର୍ ଏମ୍ ସି ହେଲିପ୍ୟାଡ୍ ରେ ସଂଧ୍ୟା ୫ ଟାରେ ପହଞ୍ଚିଥିଲେ ବିଶିଷ୍ଟ ଓଡିଆ ଅଭିନେତା ଅନୁଭବ ମହାନ୍ତି।  …

ଭଞ୍ଜନଗର ଭେଜିପୁଟ୍ ଗ୍ରାମରେ ମାଁ ବ୍ରାହ୍ମଣୀ ଦେବୀଙ୍କ ଯାତ୍ରା ଆରମ୍ଭ

ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }: ଭଞ୍ଜନଗର ଭେଜିପୁଟ୍ ଗ୍ରାମରେ ଶ୍ରୀଶ୍ରୀଶ୍ରୀ ମାଁ ବ୍ରାହ୍ମଣୀ ଦେବୀ ଠାକୁରାଣୀଙ୍କ ଐତିହାସିକ ଯାତ୍ରା ଚଳିତ ବୈଶାଖ ମାସ ଶୁକ୍ଳପକ୍ଷ ନବମୀ ଯୁକ୍ତ ଦଶମୀ ଦିନ ଅନୁଷ୍ଠିତ ହୋଇଅଛି। ଏହି ଯାତ୍ରା ଉତ୍ସବ ଦୀର୍ଘ ୨୪ ଦିନ ବ୍ୟାପି ଅନୁଷ୍ଠିତ ହେବ। ଅର୍ଥାତ୍ ଜୁନ୍…

ବିଜେଡି ପକ୍ଷରୁ ବିରାଟ ବାଇକ ରାଲି, ଯୋଗଦେଲେ ସଂତୃପ୍ତ ଓ ଚନ୍ଦ୍ରସାରଥୀ

କଟକ,୧୭।୫(): ସଦର ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଜେଡି ପକ୍ଷରୁ ଏକ ବିରାଟ ବାଇକ ରାଲି ଅନୁଷ୍ଠିତ ହୋଇଯାଇଛି। ଏହି ଶୋଭାଯାତ୍ରାରେ କଟକ ସାଂସଦ ପ୍ରାର୍ଥୀ ଡଃ ସଂତୃପ୍ତ ମିଶ୍ର ଓ ବିଧାୟକ ପ୍ରାର୍ଥୀ ଚନ୍ଦ୍ର ସାରଥୀ ବେହେରା ଯୋଗଦେଇ ଆସନ୍ତା ସାଧାରଣ ନିର୍ବାଚନରେ ବିଜୁ ଜନତା ଦଳକୁ ବିପୁଳ…

ଝାଡ଼େଶ୍ବରପୁର ପଞ୍ଚାୟତରେ ବିଜେଡ଼ିର ବିଶାଳ କର୍ମୀ ସମାବେଶ : ମାହାଙ୍ଗା ନିର୍ବାଚନ ମଣ୍ଡଳୀରୁ ଏକ ଲକ୍ଷରୁ ଅଧିକ ଭୋଟରେ…

(ନିଶ୍ଚିନ୍ତକୋଇଲି-ଶାସକ ପ୍ରଶାସକ): ନିଶ୍ଚିନ୍ତକୋଇଲି ବ୍ଲକ ଝାଡ଼େଶ୍ଵରପୁର ପଞ୍ଚାୟତରେ ବିଜେଡ଼ି ପକ୍ଷରୁ ଏକ କର୍ମୀ ସମାବେଶ ଅନୁଷ୍ଠିତ ହୋଇଯାଇଛି । ପଞ୍ଚାୟତ ସଭାପତି ତଥା ପୂର୍ବତନ ସରପଞ୍ଚ ବିଭୂତିଭୂଷଣ ଦାସଙ୍କ ନେତୃତ୍ବରେ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ପୂର୍ବତନ ମନ୍ତ୍ରୀ ତଥା…

ବନ୍ଧକାଟିଆ ପଞ୍ଚାୟତରେ ବିଜେଡ଼ିର କର୍ମୀ ବୈଠକ : ଶଙ୍ଖ ଚିହ୍ନରେ ସବୁଠାରୁ ଅଧିକ ଭୋଟ ଦେଇ ପଞ୍ଚାୟତର ବିକାଶକୁ…

 (ନିଶ୍ଚିନ୍ତକୋଇଲି-ଶାସକ ପ୍ରଶାସକ) ନିଶ୍ଚିନ୍ତକୋଇଲି ବ୍ଳକ ବନ୍ଧକାଟିଆ ପଞ୍ଚାୟତରେ ବିଜେଡ଼ି ପକ୍ଷରୁ ଏକ ବିଶାଳ କର୍ମୀ ସମାବେଶ ଅନୁଷ୍ଠିତ ହୋଇଯାଇଛି। ସରପଞ୍ଚ ପ୍ରଦିପ୍ତ ପରିଡ଼ାଙ୍କ ନେତୃତ୍ବରେ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ପୂର୍ବତନ ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ପ୍ରତାପ…

ଖଲ୍ଲିକୋଟ ନିର୍ବାଚନ ମଣ୍ଡଳୀ ର ଅଭାବନୀୟ ଘଟଣାକୁ ନେଇ ବିଜେଡି ଡାକିଲେ ସାମ୍ବାଦିକ ସମ୍ମିଳନୀ।

https://youtu.be/ee2kbU4sC-M (ଶାସକ ପ୍ରଶାସକ/ ଖଲ୍ଲିକୋଟ ରୁ ଶିବରାମ ଜେନା): ଖଲ୍ଲିକୋଟ ର ନିର୍ବାଚନ ମଣ୍ଡଳୀ ରେ ରାଣୀ ସାହେବଙ୍କ ଦବଦଵା ଥିବା ବେଳେ ଯାହା ଘଟିନଥିଲା । ତାହା ଏଵେ ଘଟିଵାର ଛବି ସାମ୍ନାକୁ ଆସୁଛି । ଏ ଦୃଶ୍ୟ ହେଉଛି ଖୁଦ ଖଲ୍ଲିକୋଟ ବ୍ଳକ୍ ଅନ୍ତର୍ଗତ ଶ୍ରୀ…

ଅନ୍ତିମ ଦିବସରେ ବିଜେଡି ର ଝାରବନ୍ଧ ବ୍ଲକ ରେ ନିର୍ବାଚନୀ ପ୍ରଚାର

ପଦ୍ମପୁର ୧୮/୫ :- ଆଜି ନିର୍ବାଚନୀ ପ୍ରଚାର ର ଶେଷ ଦିବସ ଥିବା ବେଳେ ପ୍ରଚାର ର ସବା ଆଗରେ ଥିବା ବିଜେଡି ଦଳ ପଦ୍ମପୁର ନିର୍ବାଚନ ମଣ୍ଡଳୀ ଝାରବନ୍ଧ ବ୍ଳକ୍ ରେ ସାରିଛି ନିଜର ନିର୍ବାଚନୀ ପ୍ରଚାର l ଗୋଠୁଗୁଡା ପଞ୍ଚାୟତ ଅନ୍ତର୍ଗତ ଗୋଠୁଗୁଡା, ସନଦାଦର, ସଲଡ଼ିହି, ପଗାରପାଣି ଡୁଙ୍ଗୁରିଚଢା,…

ରାୟଗଡ଼ା : ନୂଆ ୩୩ କେଭି ଲାଇନ ସ୍ଥାପନ କଲା ଟିପିଏସ୍ଓଡିଏଲ୍

ଗୁଣୁପୁର ଅଞ୍ଚଳର ୮୭ ଗ୍ରାମର ବିଜୁଳି ସେବା ସୁଦୃଢ଼ ବ୍ରହ୍ମପୁର: ଚଳିତ ଗ୍ରୀଷ୍ମ ପ୍ରବାହରେ ଗୁଣାତ୍ମକ ତଥା ଭରସାଯୋଗ୍ୟ ବିଜୁଳି ସେବା ସୁନିଶ୍ଚିତ କରିବା ଲକ୍ଷ୍ୟରେ ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଏସ୍ଓଡିଏଲ୍) ଭିତ୍ତିଭୂମି ରକ୍ଷଣାବେକ୍ଷଣ ତଥା ନବୀକରଣ…

ମେଗାଜଳ ପ୍ରକଳ୍ପ ଅଫିସ ମୁଖ୍ୟ ଫାଟକ ପାଖରେ ଧାରଣା ଦେଲେତେନ୍ତୁଳିଖୁଣ୍ଟି ଗ୍ରାମର ଆବାଳବୃଦ୍ଧବନିତା

ତେନ୍ତୁଳିଖୁଣ୍ଟି , ୧୭।୫(ଶାସକ ପ୍ରଶାସକ ): ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଲମତାଗୁଡ଼ା ପଞ୍ଚାୟତ ସଦର ମହକୁମା ଠାରେ ଥିବା ମେଗାଜଳ ପ୍ରକଳ୍ପ ଅଫିସ ଠାରେ ତେନ୍ତୁଳିଖୁଣ୍ଟି ଗ୍ରାମର ଆବାଳବୃଦ୍ଧବନିତା ମୁଖ୍ୟ ଫାଟକ ପାଖରେ ଧାରଣା ଦେଇଥିଲେ ।ସୂଚନା ପ୍ରକାରେ ଗତ କିଛି ଦିନ ମଧ୍ୟରେ…

ପ୍ରତ୍ୟେକ ପ୍ରାଣୀ ଭଲ ପାଇବା ଓ ସ୍ନେହର ଭାଷା ବୁଝନ୍ତି: ସୋଆ ଉପସଭାପତି

ସୋଆ ଆଇଭିଏସ୍‌ଏଏଚ୍‌ର ପ୍ରଥମ ବାର୍ଷିକ ଉତ୍ସବ ଆୟୋଜିତ ଭୁବନେଶ୍ୱର, ମେ ୧୭: ପ୍ରାଣୀମାନେ ଯଦିଓ କଥା କହିପାରନ୍ତି ନାହିଁ କିମ୍ବା ସେମାନଙ୍କର ଭାବାବେଗ ପ୍ରକାଶ କରିପାରନ୍ତି ନାହିଁ କିନ୍ତୁ ସେମାନେ ଭଲ ପାଇବା ଓ ସ୍ନେହର ଭାଷା ବୁଝିପାରନ୍ତି । ତେଣୁ ପ୍ରତ୍ୟେକ ପ୍ରାଣୀ ଚିକିତ୍ସକ ସ୍ନେହ ଓ…