Sign in
Sign in
Recover your password.
A password will be e-mailed to you.
ଜାତୀୟ ପାୱରଲିଫ୍ଟିଂରେ ଚମକିଲେ ସଞ୍ଜିତା ।
ବେଞ୍ଚପ୍ରେସ୍ରେ ବ୍ରୋଞ୍ଜ, ଡେଡ୍ଲିଫ୍ଟିଂ ରେ ରୌପ୍ୟ ।
ମାଲକାନଗିରି- (ସୁରେନ୍ଦ୍ର କୁମାର ବେମାଳ )ତା ୧୬/୦୯ ଜାତୀୟ ପାଓ୍ବାରଲିଫ୍ଟିଂ ପ୍ରତିଯୋଗିତାରେ ଚମକାଇଲେ ମାଲକାନଗିରି ଜିଲ୍ଲାର ସଞ୍ଜିତା ହାଲଦାର । ସେ ବେଞ୍ଚ ପ୍ରେସରେ ଓ ଡେଡ୍ଲିଫ୍ଟରେ ରୌପ୍ୟ ପଦକ ହାସଲ କରି!-->!-->!-->!-->!-->!-->!-->…
ଅପେରା ଶିକ୍ଷା ବେଳେ ଯୁବକ କୁ ମାରଣାନ୍ତକ ଆକ୍ରମଣ କରି ହତ୍ୟା ଓ ଘଟଣାସ୍ଥଳରୁ ଅଭିଯୁକ୍ତ ଯୁବକ ଚମ୍ପଟ୍।
ଖଲ୍ଲିକୋଟ: ଖଲ୍ଲିକୋଟ ଥାନା ଅନ୍ତର୍ଗତ ଖୋଜାପଲ୍ଲୀ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଯାହାକି ଅପେରା ନାଟକ ଶିଖୁଥିବା ବିଶ୍ଵାସ ରେ ଡ଼ାକି ଆଣି ଚିତ୍ରସେନ ଯେନା ନାମକ ଜଣେ ଯୁବକ କୁ ମାରଣାନ୍ତକ ଆକ୍ରମଣ ଦୁଇ ଅଭିଯୁକ୍ତ ଘଟଣାସ୍ଥଳରୁ ଚମ୍ପଟ୍ ମାରିଛନ୍ତି। ଘଟଣା କୁ ନେଇ ପତ୍ନୀ ମାମି!-->!-->!-->…
ହିଞ୍ଜିଳିକାଟୁରେ ଘୁମୁସର ଆସିକା ସାଂଗଠନିକ ଜିଲ୍ଲା ପକ୍ଷରୁ ପଦାଧିକାରୀଙ୍କ ବୈଠକ
ହିଞ୍ଜିଳିକାଟୁ:୧୫/୦୯/୨୬(ରଜତ ପଟ୍ଟନାୟକ)ଘୁମୁସର ଆସିକା ସାଂଗଠନିକ ଜିଲ୍ଲା ପକ୍ଷରୁ ଭାରତୀୟ ଜନତା ପାର୍ଟିର ଜିଲ୍ଲା ପଦାଧିକାରୀ ବୈଠକ ହିଞ୍ଜିଳିକାଟୁ ରୟାଲ ପ୍ୟାଲେସରେ ସଫଳତାର ସହିତ ଅନୁଷ୍ଠିତ ହୋଇଯାଇଛି।ଏହି ବୈଠକ ମଙ୍ଗଳ ବାର ସକାଳ ୧୧ଘଣ୍ଟ ସମୟରେ ଜିଲ୍ଲାର ସଭାପତି ବିଜୟ ସ୍ୱାଇଁ!-->!-->!-->…
ମାଛ ଜାଲ ପକାଇବାକୁ ନେଇ ବିବାଦ
କୋଡ଼ି ଚୋଟରେ ଜଣେ ଗୁରୁତର, ଅଭିଯୁକ୍ତଙ୍କ ନାମରେ ମାମଲା,
ଓଡ଼ଗାଁ, ୧୫।୯(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ଅନ୍ତର୍ଗତ ଶରଣକୁଳ ଥାନା ପଞ୍ଚରିଡ଼ା ନିକଟ ବଡ଼ପୁଟ ଗାଁରେ ମାଛ ଧରିବା ପାଇଁ ଜାଲ ପକାଇବାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ଘଟିଛି। ଏଥିରେ କୋଡ଼ି!-->!-->!-->…
ଦ୍ୱିତୀୟ ବିବାହ, ସ୍ୱାମୀ ଗିରଫ
ଓଡ଼ଗାଁ, ୧୫।୯(ଶ୍ରୀକାନ୍ତ କୁମାର ମିଶ୍ର): ପ୍ରଥମ ବିବାହକୁ ଲୁଚାଇ ଦ୍ୱିତୀୟ ବିବାହ କରିବା ସହ ଯୌତୁକ ନିର୍ଯାତନା ଦେବା ଅଭିଯୋଗରେ ଓଡ଼ଗାଁ ଆଦର୍ଶ ଥାନା ପୋଲିସ ଜଣେ ଅଭିଯୁକ୍ତ ସ୍ୱାମୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ଜଣକ ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ଥାନା!-->…
ଲଗାଣ ବର୍ଷାରେ ଝାଙ୍ଗିରାମ ହାଇସ୍କୁଲ ପାଚେରୀ ଭୁଶୁଡ଼ିଲା
ଅନ୍ୟ ଭାଗ ବିପଦସଙ୍କୁଳ, ଅଭିଭାବକଙ୍କ ଚିନ୍ତା
ଓଡ଼ଗାଁ, ୧୫ା୯(ଶ୍ରୀକାନ୍ତ କୁମାର ମିଶ୍ର): ଲଗାଣ ବର୍ଷା ଯୋଗୁଁ ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ଗୈାଡ଼ପୁଟସ୍ଥିତ ଝାଙ୍ଗିରାମ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରାୟ ୧୦୦ ଫୁଟ ପାଚେରୀ ଭୁଶୁଡ଼ି ପଡ଼ିଛି। ଅନ୍ୟ ପ୍ରାୟ ୧୦୦ ଫୁଟ ପାଚେରୀ ଗଛକୁ!-->!-->!-->…
ନଦୀ ସାହି ଶ୍ରୀ ଗଣେଶ ପୂଜା ମଣ୍ଡପ ଠାରେ ସଂକୀର୍ତ୍ତନ ଆସର
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଶ୍ରୀଗଣେଶ ପୂଜାର ଦ୍ବିତୀୟ ଦିନରେ , ଉପଲଡ଼ା ନଦୀ ସାହି ସ୍ଥିତ ଶ୍ରୀ ଗଣେଶ ପୂଜା ମଣ୍ଡପ ଠାରେ ଏକ ଭବ୍ୟ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ସଂକୀର୍ତ୍ତନ ଆସର ଅନୁଷ୍ଠିତ ହୋଇଯାଇଛି।
ଗୁରୁ ତ୍ରୀନାଥ ପଣ୍ଡା ଙ୍କ ନେତୃତ୍ବରେ ସଂକୀର୍ତ୍ତନ!-->!-->!-->!-->!-->…
ଭଞ୍ଜନଗରରେ ଭାରତୀୟ ଜନତା ପାର୍ଟି ର ସାଂଗଠନିକ ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ
ସଂଗଠନକୁ ମଜବୁତ କରିବାକୁ ଦଳୀୟ କର୍ମୀଙ୍କୁ ଆହ୍ୱାନ
ତୃଣମୂଳ ସ୍ତରରୁ ମଜବୁତ ହେବ ସଂଗଠନ, ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ ଭଞ୍ଜନଗର ଭାଜପାର ପ୍ରସ୍ତୁତି
‘ବିକଶିତ ଭାରତ’ ଓ ‘ବିକଶିତ ଓଡ଼ିଶା’ ସ୍ୱପ୍ନ ପୂରଣ ପାଇଁ ଘରେ ଘରେ ପହଞ୍ଚିବ ଡବଲ ଇଞ୍ଜିନ ସରକାରଙ୍କ ଯୋଜନା
!-->!-->!-->!-->!-->!-->!-->!-->!-->!-->!-->!-->!-->!-->…
ଅମ୍ବାନୀ ପରିବାର ଗଣେଶ ପୂଜାରେ ଯୋଗଦେଲେ ଅଚ୍ୟୁତ ସାମନ୍ତ
ଭୁବନେଶ୍ୱର, ୧୫ ।୯: ମହାରାଷ୍ଟ୍ର ବିଶେଷ କରି ମୁମ୍ବାଇରେ ଗଣପତିଙ୍କ ପୂଜା ବଡ଼ ଧୁମ୍ଧାମରେ ଆୟୋଜନ କରାଯାଇଥାଏ। ବିଶେଷକରି ଅମ୍ବାନୀ ପରିବାର ପକ୍ଷରୁ ଏହା ବହୁତ ବଡ଼ ଆକାରରେ ପାଳନ କରାଯାଇଥାଏ। ପ୍ରତିବର୍ଷ ଭଳି ଏଥର ମଧ୍ୟ ଅମ୍ବାନୀ ପରିବାର ପକ୍ଷରୁ ଗଣେଶ ପୂଜାର ବିରାଟ ଆୟୋଜନ!-->!-->!-->…
ନୃତ୍ୟଶ୍ରୀ କଳାକେନ୍ଦ୍ର ପକ୍ଷରୁ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ପାଳିତ…!
ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ଆଜି ୧୫/୯/୨୬ ଗୁଣପୁର- ଗଣେଶ ଚତୁର୍ଥୀ ଓ ନୂଆଁଖାଇ ଉପଲକ୍ଷେ ଗୁଣପୁର ର ଦେଓ ନଗର୍ ଠାରେ ଥିବା ନୃତ୍ୟଶ୍ରୀ କଳାକେନ୍ଦ୍ର ଠାରେ ନୂଆଁଖାଇ ଭେଟଘାଟ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ନୃତ୍ୟ କେନ୍ଦ୍ରର ଅଧ୍ୟକ୍ଷା ଡ଼ା. ରିନାରାଣୀ!-->!-->!-->…