Sign in
Sign in
Recover your password.
A password will be e-mailed to you.
ସାଇ ସେବା କେନ୍ଦ୍ରରେ ୧୦୧ ଭଜନ ସମର୍ପିତ
ଜନ୍ମଶତବାର୍ଷିକୀ ଉଦ୍ଯାପନ ଅବସରରେ ଭକ୍ତିମୟ ପରିବେଶ,
ଓଡ଼ଗାଁ, ୧୬।୧୧(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁସ୍ଥିତ ଶ୍ରୀସତ୍ୟସାଇ ଆଧ୍ୟାତ୍ମିକ ଶିକ୍ଷା ଓ ସାମୂହିକ ସେବା କେନ୍ଦ୍ର ପରିସରରେ ଶ୍ରୀସତ୍ୟସାଇ ବାବାଙ୍କ ଜନ୍ମଶତବାର୍ଷିକୀ ଉଦ୍ଯାପନ ବର୍ଷ ତଥା ୧୦୧ତମ!-->!-->!-->!-->!-->…
ନୟାଗଡ଼ରେ ଜିଲ୍ଲାସ୍ତରୀୟ ଜାତୀୟ ପ୍ରେସ୍ ଦିବସ ପାଳିତ
ନୟାଗଡ଼(ବିଶ୍ୱଜିତ ନାୟକ) :- ଆଜି ନୟାଗଡ଼ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ଆନୁକୂଲ୍ୟରେ ଜିଲ୍ଲାପାଳଙ୍କ ସଦଭାବନା ସଭାଗୃହଠାରେ ଜିଲ୍ଲାସ୍ତରୀୟ ଜାତୀୟ ପ୍ରେସ୍ ଦିବସ-୨୦୨୬ ପାଳିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ ଆଲୋଚନାଚକ୍ରର ବିଷୟ ବସ୍ତୁ ଥିଲା!-->!-->!-->…
ଜିଲ୍ଲାପାଳଙ୍କ ଜନଶୁଣାଣି ଶିବିରରେ ୭୨ ଅଭିଯୋଗ ପଞ୍ଜିକୃତ, ୭ଟିର ତତ୍କାଳ ସମାଧାନ
ଓଡ଼ଗାଁ, ୧୬।୧୧ (ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲାର ଓଡ଼ଗାଁ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ସୋମବାର ବ୍ଲକସ୍ତରୀୟ ଯୁଗ୍ମ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ନୟାଗଡ଼ ଜିଲ୍ଲାପାଳ ମଧୁମିତା ରଥଙ୍କ ସମେତ ଜିଲ୍ଲାର ବିଭିନ୍ନ ବିଭାଗର ପଦସ୍ଥ ଅଧିକାରୀମାନେ!-->!-->!-->…
ଓଡ଼ଗାଁ ଏନ୍ଏସିରେ ୧୬୦ ଜଣଙ୍କୁ ନୂତନ ଭତ୍ତା, ୮ ଜଣଙ୍କୁ ଆବାସ କାର୍ଯ୍ୟାଦେଶ ବଣ୍ଟନ
ଯୋଗ୍ୟ ହିତାଧିକାରୀଙ୍କୁ ୬୦ ବର୍ଷ ପୂରଣ ପରେ ଆବେଦନର ପରବର୍ତ୍ତୀ ମାସରୁ ମିଳିବ ଭତ୍ତା
ଓଡ଼ଗାଁ, ୧୬।୧୧ (ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନ୍ଏସି) କାର୍ଯ୍ୟାଳୟ ପରିସରରେ ସୋମବାର ଭତ୍ତା ଓ ଆବାସ ଯୋଜନାର କାର୍ଯ୍ୟାଦେଶ ବଣ୍ଟନ!-->!-->!-->!-->!-->…
ଜିଲ୍ଲା ଲେଖିକା ସଂସଦର 14 ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ
ଯାଜପୁର/16.11.2026 ଜିଲ୍ଲା ଲେଖିକା ସଂସଦର 14 ତମ ବାର୍ଷିକ ଉତ୍ସବ ତଗତ ରବିବାର ଦିନ ପୂର୍ବାହ୍ନ 10 ଘଟିକା ସମୟରେ ଜାରକା ସ୍ଥିତ ତ୍ରିନାଥେଶ୍ୱର ମନ୍ଦିରରେ ମହା ସମାରୋହରେ ପାଳନ ହୋଇଯାଇଛି, ସଂସଦର ସଭାପତି ହିରଣ୍ମୟୀ ମହାନ୍ତିଙ୍କ ଅଧ୍ୟକ୍ଷତାରେ l ଅତିଥି ମାନେ ପ୍ରଦୀପ ପ୍ରଜ୍ଜଳନ କରିବା!-->…
ନିପୁଣ ବିଦ୍ୟାଳୟ କପିଳ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ବିଜ୍ଞାନ ମେଳା
ବାଣପୁର: ବାଣପୁର:(ସେକ୍ କୌସର):ବାଣପୁର ବ୍ଲକ ଅନ୍ତର୍ଗତ ବାନାମ୍ୱର ସରକାରୀ ଉଚ୍ଚ ବିଦ୍ୟାଳୟ, ଭୀମପୁର କ୍ଲଷ୍ଟରରେ ନିପୁଣ ବିଦ୍ୟାଳୟ କପିଳ ସରକାରୀ ପ୍ରାଥମିକ ବିଦ୍ୟାଳୟ ଠାରେ କୁନି କୁନି ପିଲାଙ୍କୁ ନେଇ ବିଜ୍ଞାନ ମେଳା ଆୟୋଜନ ହୋଇଥିଲା। ଏଥିର ବାଣପୁର ବ୍ଲକ ଗୋଷ୍ଟି ଶିକ୍ଷା ଅଧିକାରୀ!-->…
ଭଞ୍ଜନଗରରେ ସାମ୍ବାଦିକ ଅନୁଷ୍ଠାନ ତରଫରୁ ନିରାଡାମ୍ବର ଭାବରେ ଜାତୀୟ ପ୍ରେସ୍ ଦିବସ ପାଳନ
ଭଞ୍ଜନଗର ରୁ ( ଉଦୟନାଥ ପଣ୍ଡା ) ଶାସକ ପ୍ରଶାସକ: ନିକଟରେ ଅର୍ଣ୍ଣବ ବାତ୍ୟା ଓ ତାର ପ୍ରଭାବରୁ ପ୍ରବଳ ବର୍ଷା ଓ ଭୂସ୍ଖଳନ ଯୋଗୁଁ ଭଞ୍ଜନଗର ବ୍ଳକ୍ ଅନ୍ତର୍ଗତ ଗିଡିପାବାଲି ଗାଁ ଭୂଗୋଳ ରୁ ଲିଭିଗଲା। ୧୩ ଟି ନିଷ୍ଠାପ ଜୀବନ ମାଟି ତଳେ ଦବିଗଲେ ଚିରଦିନ ପାଇଁ। ଅନେକ ଲୋକ ବାସହରା!-->!-->!-->…
କୁଡୁମୀ ସେନା ପକ୍ଷରୁ ପାଳିତ ହେଲା ନବମ ବାର୍ଷିକ ବାନ୍ଦନା ପରବ ଭେଟଘାଟ।।
ମୟୁରଭଞ୍ଜ ରୁ ଦିପୁ ମହାପାତ୍ର : ସାରସକଣା ବଡଚାଟରା ପଡିଆ (ଧାନଘେରି )ଠାରେ ଗତ ୧୫ ନଭେମ୍ବର ରବିବାର ଦିନ କୁଡୁମୀ ସେନା ସାରସକଣା ବ୍ଲକ ପକ୍ଷରୁ କୁଡୁମୀ ଜାତି ର ସଂସ୍କୃତି ଓ ପରମ୍ପରା ବଞ୍ଚାଅ ଅଭିଯାନ ନବମ ବାର୍ଷିକ ବାନ୍ଦନା ପରବ ଭେଟଘାଟ ମହା ଆଡମ୍ବରରେ ପାଳିତ ହୋଇଛି। ଏଥିରେ!-->!-->!-->…
ବେଲଗୁଣ୍ଠାରେ ଜାତୀୟ ପ୍ରେସ୍ ଦିବସ ପାଳିତ
ବେଲଗୁଣ୍ଠା, ୧୬/୧୧:-:(ଶିବରାମ ଚୌଧୁରୀ )-:ବେଲଗୁଣ୍ଠା ବଣିକ ସଂଘ ପକ୍ଷରୁ ସ୍ଥାନୀୟ ବଣିକ ସଂଘ କାର୍ଯ୍ୟାଳୟଠାରେ ଜାତୀୟ ପ୍ରେସ୍ ଦିବସ ଉତ୍ସାହ ଓ ଆଡ଼ମ୍ବରରେ ପାଳିତ ହୋଇଯାଇଛି। ବେଲଗୁଣ୍ଠା ବଣିକ ସଂଘ ସଭାପତି ସିଏଚ୍ ସନତ କୁମାର ସୁବୁଦ୍ଧିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି!-->!-->!-->!-->!-->…
ଠେଙ୍ଗା ମାଡ଼ରେ ଗୁରୁତର ଆହତ ବ୍ୟକ୍ତିଙ୍କ ଅଭିଯୋଗ ରେ ଆକ୍ରମଣକାରୀ ବ୍ୟକ୍ତିଙ୍କୁ କୋର୍ଟ ଚାଲାଣ।
ପାଟପୁର ଥାନା ଅନ୍ତର୍ଗତ ଶ୍ରୀଚନ୍ଦନ ପୁର ଗ୍ରାମର ବିରୁପାକ୍ଷ ମହାପାତ୍ର ନାମକ ଜଣେ ବ୍ୟକ୍ତିଙ୍କୁ ଉକ୍ତ ଗ୍ରାମର ହୀନ ଗୌଡ଼ ନାମକ ଜଣେ ବୟସ୍କ ବ୍ୟକ୍ତି ଠେଙ୍ଗା ମାଡ଼ରେ ଆକ୍ରମଣ କରିବାରୁ ସେ ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହୋଇ ଫେରି ହୀନ ଗୌଡ଼ ନାମରେ ଅଭିଯୋଗ କରିଥିଲେ।!-->…