ବଲାଙ୍ଗୀର ରାଜପରିବାରରେ ପାରମ୍ପରିକ ନୂଆଖାଇ ବେଢ଼ାଘାଟ

ନବାନ୍ନ ଭକ୍ଷଣ ସହ ବଲାଙ୍ଗୀରବାସୀଙ୍କ ସୁଖ, ଶାନ୍ତି ଓ ସମୃଦ୍ଧି ପାଇଁ ପ୍ରାର୍ଥନା ବଲାଙ୍ଗୀର: ପଶ୍ଚିମ ଓଡ଼ିଶାର ମହାନ ଗଣପର୍ବ ନୂଆଖାଇକୁ ନେଇ ବଲାଙ୍ଗୀର ରାଜପରିବାରର ପାରମ୍ପରିକ ନୂଆଖାଇ ବେଢ଼ାଘାଟ ଏବର୍ଷ ମଧ୍ୟ ପାରମ୍ପରିକ ରୀତିନୀତି ଓ ଧାର୍ମିକ ବିଧିବିଧାନ ଅନୁଯାୟୀ ଆରମ୍ଭ

ବ୍ୟାସନଗର ସହରରେ ସେକ୍ସ ରାକେଟ ଠାବ

ଯାଜପୁର (ଶାସକ ପ୍ରଶାସକ) : ଯାଜପୁର ଜିଲ୍ଲା ବ୍ୟାସନଗର ସହରରେ ଅବାଧ ଜନସଂଖ୍ୟା ସହିତ ଅପରାଧ ଓ ଅନୈତିକ କାର୍ଯ୍ୟ ବଢିଚାଲିଛି। ଗତ ରାତିରେ ଦେହ କାରବାର ହେଉଥିବା ଏଭଳି ଏକ ଚିତ୍ର ସାମ୍ନାକୁ ଆସିଛି। ସହରର ପଦ୍ମପୁର ଅଞ୍ଚଳରେ ଚାଲିଥିଲା ଦେହ ବ୍ୟବସାୟ। ଏକ ଦୁଇ ମହଲା ଘରର ଏକାଧିକ ଶୀତତାପ

ଛେଣ୍ଡ ଆଫୋର୍ଡେବଲ୍ ହାଉସିଂ ପ୍ରୋଜେକ୍ଟ ଆପାର୍ଟମେଣ୍ଟରେ ପ୍ରଥମଥର ପାଇଁ ଗଣେଶ ପୂଜା।

ରାଉରକେଲା, (ବସନ୍ତ କୁମାର ଜେନା, ଶାସକ ପ୍ରଶାସକ): ଛେଣ୍ଡ ଆଫୋର୍ଡେବଲ୍ ହାଉସିଂ ପ୍ରୋଜେକ୍ଟ ଆପାର୍ଟମେଣ୍ଟରେ ପ୍ରଥମଥର ପାଇଁ ସମସ୍ତ ବାସିନ୍ଦାଙ୍କ ଆଲୋଚନା ଓ ସହଯୋଗରେ ଆରମ୍ଭ ହୋଇଛି ଗଣେଶ ପୂଜା। ପ୍ରଥମଥର କଲୋନୀ ପରିସରରେ ଗଣେଶ ପୂଜା ଆୟୋଜିତ ହେଉଥିବାରୁ ବାସିନ୍ଦାଙ୍କ ମଧ୍ୟରେ

ଗୋଷ୍ଠୀ ବିବାଦରୁ ବୋମାମାଡ, ଖଣ୍ଡା ଆକ୍ରମଣ ରେ ଜଣେ ଯୁବକ ଗୁରୁତର।

ବ୍ରହ୍ମପୁର ସଦର ଥାନା କୁକୁଡ଼ାଖଣ୍ଡି ଗ୍ରାମ ଦାସ ସାହିରେ ଦୁଇ ଗୋଷ୍ଠୀ ମଧ୍ୟରେ ଲାଗି ରହିଥିବା ପୁର୍ବ ଶତୃତା କୁ ନେଇ ଗତକାଲି ଉଗ୍ର ରୂପ ଧାରଣ କରିଛି। ଯାହା ଫଳରେ ଗୋଟିଏ ଗୋଷ୍ଠୀର ସନିଆ ଦାସ ନାମକ ଜଣେ ଯୁବକ କୁ କୁକୁଡାଖଣ୍ଡି ମୁଖ୍ୟ ରାସ୍ତାରେ ଖଣ୍ଡା ରେ ଆକ୍ରମଣ ହୋଇଥିଲା ଓ ସେ ଗୁରୁତର

ଗୁଣପୁରରେ ବହୁ ଆଡ଼ମ୍ବରେ ପାଳନ ହେଲା ଗଣେଶ ପୂଜା

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ସୋମବାର ଅଗ୍ରପୂଜ୍ୟ ଗଣେଶ ପୂଜା ଅବସରରେ ଗୁଣପୁର ସହରରେ ତିନୋଟି ଗଣେଶ ମନ୍ଦିରରେ, ପ୍ରତ୍ୟେକ ଘରେ, ସବୁ ସାହିରେ ଏବଂ ବିଭିନ୍ନ ସରକାରୀ ଓ ବେସରକାରୀ ଶିକ୍ଷା ଅନୁଷ୍ଠାନଙ୍କରେ ବେଶ୍ ଆକର୍ଷଣୀୟ ଏବଂ ଭବ୍ୟ ପରିବେଶ ମଧ୍ୟରେ ଅଗ୍ରପୂଜ୍ୟ ଙ୍କ ପୂଜା

ଖାଦ୍ୟ ବଣ୍ଟନ ସହ ଜେଜେବାପା-ଜେଜେମା’ଙ୍କ ସହ କିଛି ଖୁସିର ମୁହୂର୍ତ୍ତ

ବାଣପୁର:(ସେକ୍ କୌସର): ସୋମବାର ଦିନ ହିନ୍ଦୁସ୍ତାନ ସୋସିଆଲିଷ୍ଟ ୟୁଥ୍ ଆସୋସିଏସନ୍ ଏବଂ ଜୟ ହିନ୍ଦ ସେବା ଫାଉଣ୍ଡେସନ୍ ଚାରିଟେବଲ୍ ଟ୍ରଷ୍ଟର ମିଳିତ ଉଦ୍ୟମରେ ଏକ ଅଭିନବ ଓ ମାନବିକ ସାମାଜିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମଟି ହିନ୍ଦୁସ୍ତାନ ସୋସିଆଲିଷ୍ଟ ୟୁଥ୍

ବିିଦ୍ୟାଷ୍ଟଡ଼ି ପଏଂଟରେ ପ୍ରଭୁ ବିଘ୍ନ ବିନାଶକଙ୍କ ଆଶିଷ ଭିକ୍ଷା କଲେ ବିଦ୍ୟାର୍ଥୀ

ରାଉରକେଲା /ସାରନଗରୀ,(ବସନ୍ତ କୁମାର ଜେନା ): ଆଜି ସାରନଗରୀର ଘରୋଇ ଶିକ୍ଷାନୁଷ୍ଠାନ ବିଦ୍ୟା ଷ୍ଟଡ଼ି ପଏଂଟ ଠାରେ ବିଘ୍ନ ବିନାଶକ ଶ୍ରୀ ଗଣେଣ ପୂଜାର ଆୟୋଜନ କରାଯାଇଥିଲା । ଏହି ଅବସରରେ ଅନୁଷ୍ଠାନର ଚଳିତ ବର୍ଷର ଛାତ୍ରଛାତ୍ରୀ ଓ ପୁରାତନ ଛାତ୍ରଛାତ୍ରୀ ମାନେ ଗଣେଶ ପୂଜାରେ ନିଜକୁ ସାମିଲ

ନେରେଡି ବ୍ୟାରେଜ ବିବାଦ: ‘ବଂଶଧାରା ବଞ୍ଚାଅ, ଓଡ଼ିଶା ବଞ୍ଚାଅ’ ଦାବିରେ ମହାମଞ୍ଚର ନୀରବ ସତ୍ୟାଗ୍ରହ

- ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: : ବଂଶଧାରା ନଦୀ ଉପରେ ପ୍ରସ୍ତାବିତ ନେରେଡି ବ୍ୟାରେଜ ପାଇଁ ଓଡ଼ିଶାର ୧୦୬ ଏକର ସରକାରୀ ଜମି ଆନ୍ଧ୍ରପ୍ରଦେଶକୁ ହସ୍ତାନ୍ତର ପ୍ରସଙ୍ଗକୁ ବିରୋଧ କରି ଦଣ୍ଡକାରଣ୍ୟ ବିକାଶ ମହାମଞ୍ଚ ପକ୍ଷରୁ ଗତକାଲି, ସୋମବାର ଦିନ ଗୁଣୁପୁର ଅତିରିକ୍ତ

କ୍ରାଉନ୍ ଅଫ୍ ଆନ୍ଧ୍ରପ୍ରଦେଶ – ୨୦୨୬ ରେ ଉପାସନା ଦୁଇଟି ଟାଇଟଲ୍ ବିଜୟୀ

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ଆନ୍ଧ୍ରପ୍ରଦେଶର ବିଶାଖାପାଟଣା ଠାରେ କ୍ରାଉନ୍ ଅଫ୍ ଆନ୍ଧ୍ରପ୍ରଦେଶ - ୨୦୨୬ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି । ଆନ୍ଧ୍ର ଚଳଚ୍ଚିତ୍ର ଜଗତର ସୁନାମଧନ୍ୟ ଫିଲ୍ମ ଏସୋସିଏଟ୍ ଡାଇରେକ୍ଟର ତଥା ଫେସନ୍ ସୋ ଡାଇରେକ୍ଟର ସାତିଶ୍ ଆଡାଲା ଏହି

ପ୍ରଧାନମନ୍ତ୍ରୀଙ୍କ ୨୫ ବର୍ଷର ସୁଶାସନକୁ ସ୍ମରଣୀୟ କରିବା ପାଇଁ ଲୋକଙ୍କ ସେବାରେ ସମର୍ପିତ ହେବା -ଧର୍ମେନ୍ଦ୍ର ପ୍ରଧାନ

ସେବା ସଂକଳ୍ପ ଅଭିଯାନ ପାଇଁ ସମ୍ବଲପୁରରେ ପ୍ରସ୍ତୁତି ବୈଠକ • ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିବସ ଓ ୨୫ ବର୍ଷର ଜନସେବା ପୂର୍ତ୍ତି ଅବସରରେ ସମ୍ବଲପୁରରେ ପ୍ରସ୍ତୁତି ବୈଠକରେ ବିଭିନ୍ନ ବିଷୟରେ ଆଲୋଚନା• ସେପ୍ଟେମ୍ବର ୧୭ ରୁ ଅକ୍ଟୋବର ୧୭ ପର୍ଯ୍ୟନ୍ତ ମାସେ ବ୍ୟାପୀ "ସେବା ସଂକଳ୍ପ ଅଭିଯାନ -