କାଠଗଣ୍ଡି ସହ ପିକଅପ୍ ଜବତ, ଡ୍ରାଇଭର ଫେରାର।

ନୀଳଗିରି -୧୫/୯: ବାଲେଶ୍ୱର ବନ୍ୟଜୀବ ବନଖଣ୍ଡ ଅଧୀନସ୍ଥ ସଜନାଗଡ ସେକ୍ସନ ମାଟିଆଳୀ ବିଟ୍ ଅନ୍ତର୍ଗତ ଆରବନ୍ଧ ନିକଟ ନଟାସାହି ଠାରେ ମଙ୍ଗଳବାର ସକାଳ ୬.୩୦ମିନିଟ ସମୟରେ ଓଡି -୦୧ ଏ ସି- ୩୧୪୯ ନଂ ଏକ ଧଳାରଙ୍ଗର ମାକ୍ସ ପିକଅପ୍ ଗାଡିକୁ ନୀଳଗିରି ବନବିଭାଗ ଅଟକ ରଖିଥିବାବେଳେ ଡ୍ରାଇଭର ଫେରାର

ଗାଙ୍ଗପୁର ବିବେକାନନ୍ଦ ଶିଶୁ ଶିକ୍ଷା ପ୍ରତିଷ୍ଠାନରେ ଜ୍ଞାନ ବିଜ୍ଞାନ ମେଳା

ବରିଷ୍ଠ ବିଭାଗରେ ସ୍ମୃତିରାଣୀ ଓ କନିଷ୍ଠ ବିଭାଗରେ ସୁହାନି ପ୍ରଥମ ବେଲଗୁଣ୍ଠା , ୧୫/୯:-(ଶିବରାମ ଚୌଧୁରୀ )-ଗାଙ୍ଗପୁର ସ୍ଥିତ ବିବେକାନନ୍ଦ ଶିଶୁ ଶିକ୍ଷା ପ୍ରତିଷ୍ଠାନ ପରିସରରେ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି। ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଜ୍ଞାନଭିତ୍ତିକ ଚିନ୍ତାଧାରା,

ମୃତ ଡ୍ରାଇଭରଙ୍କ ପରିବାରକୁ ବେଲଗୁଣ୍ଠା ଡ୍ରାଇଭର ମହାସଂଘର ସହାୟତା

ପୁଅର ପାଠପଢ଼ା ପାଇଁ ୧୫ ହଜାର ଟଙ୍କା ଜମା କରାଯିବ ବେଲଗୁଣ୍ଠା, ୧୫/୯: -(ଶିବରାମ ଚୌଧୁରୀ )-ବେଲଗୁଣ୍ଠା ବ୍ଲକ୍ ସୁତୁମୁସର ଗ୍ରାମର ମୃତ ଡ୍ରାଇଭର ଶେଖର ସ୍ୱାଇଁ (୩୬)ଙ୍କ ପରିବାର ପ୍ରତି ସହଯୋଗର ହାତ ବଢ଼ାଇଛି ବେଲଗୁଣ୍ଠା ଡ୍ରାଇଭର ମହାସଂଘ। ଅଚାନକ ସ୍ୱାସ୍ଥ୍ୟ ଖରାପ ହେବାରୁ କିଛି

ସାମାଜିକ ସୁରକ୍ଷା ଓ ବାର୍ଦ୍ଧକ୍ୟ ଭତ୍ତା ମିଳିବ କେବେ : ବିଜେଡି

ନିର୍ବାଚନ ବେଳେ ବିଜେପିର ୩୫୦୦ ଟଙ୍କା ବାର୍ଦ୍ଧକ୍ୟ ଭତ୍ତା ପ୍ରତିଶ୍ରୁତି ସରକାରକୁ ଆସିବା ପରେ ଭୁଲିଗଲେ ବାର୍ଦ୍ଧକ୍ୟ ଭତ୍ତା ମିଳିବାରେ ଅହେତୁକ ବିଳମ୍ୱ ଯୋଗୁ ହିତାଧିକାରୀ ହନ୍ତସନ୍ତ ୭ ଲକ୍ଷ ବ୍ୟକ୍ତି ବାର୍ଦ୍ଧକ୍ୟ ଭତ୍ତା ତାଲିକାରେ ଯୋଡି ହେବା ପାଇଁ ଚାତକ ଭଳି ଚାହିଁ

ସେବା ସଂକଳ୍ପ ଅଭିଯାନ ଆନୁକୂଲ୍ୟରେ ବାରାଣାସୀରୁ-ବାଡ଼ନଗର ଯାତ୍ରା

ଓଡ଼ିଶାରୁ ୩୦ ଜଣ ଯୁବକଙ୍କୁ ଏହି ଯାତ୍ରାରେ ସାମିଲ କରାଯାଇଛି ଦେଶ ବିକାଶର ମୁକସାକ୍ଷୀ ହେବେ ଯୁବବର୍ଗ : ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ମୋଦିଜୀଙ୍କ ଶାସନକାଳର ୨୫ ବର୍ଷ ମଧ୍ୟରେ ଗୁଜୁରାଟରୁ ଆରମ୍ଭ କରି ପୂରାଦେଶରେ କିଭଳି ରୁପାନ୍ତରଣ ହୋଇଛି ତାହାକୁ ଆଖିରେ ଦେଖିବେ

ବିଦ୍ୟାଳୟରେ ଭବ୍ୟ ହିନ୍ଦୀ ପକ୍ଷ ପାଳନ

ଝାରସୁଗୁଡ଼ା, ୧୫ ସେପ୍ଟେମ୍ବର ୨୦୨୬:ଝାରସୁଗୁଡ଼ାସ୍ଥିତ ଡିଏଭି ପବ୍ଲିକ ସ୍କୁଲରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ହିନ୍ଦୀ ଭାଷା ପ୍ରତି ଆଗ୍ରହ, ସଚେତନତା ଓ ସମ୍ମାନର ଭାବନା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଭବ୍ୟ ହିନ୍ଦୀ ପକ୍ଷ ପାଳନ କରାଯାଇଥିଲା। ଏହି ପକ୍ଷ ପାଳନ ଅବସରରେ ବିଦ୍ୟାଳୟ ପରିସରରେ

ନେରେଡି ବ୍ୟାରେଜ ବିବାଦ: ‘ବଂଶଧାରା ବଞ୍ଚାଅ , ଓଡ଼ିଶା ବଞ୍ଚାଅ’ ଦାବିରେ ମହାମଞ୍ଚର ନୀରବ ସତ୍ୟାଗ୍ରହ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ବଂଶଧାରା ନଦୀ ଉପରେ ପ୍ରସ୍ତାବିତ ନେରେଡି ବ୍ୟାରେଜ ପାଇଁ ଓଡ଼ିଶାର ୧୦୬ ଏକର ସରକାରୀ ଜମି ଆନ୍ଧ୍ରପ୍ରଦେଶକୁ ହସ୍ତାନ୍ତର ପ୍ରସଙ୍ଗକୁ ବିରୋଧ କରି ଦଣ୍ଡକାରଣ୍ୟ ବିକାଶ ମହାମଞ୍ଚ ପକ୍ଷରୁ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ

ରାମଲିଙ୍ଗେଶ୍ୱର ମନ୍ଦିର ନିକଟରେ ବିରାଟ ଗାତ ଓ ଭଙ୍ଗା ଭୂତଳ ପୋଲ

ପ୍ରତିଦିନ ଘଟୁଛି ଦୁର୍ଘଟଣା, ମରାମତି ପାଇଁ ବିଧାୟକଙ୍କ ନିକଟରେ ଦାବି ରଖିଲେ ଗ୍ରାମବାସୀ ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି ସହର ସଂଲଗ୍ନ ନୂଆ କେରେଣ୍ଡି ଗ୍ରାମ ନିକଟରେ ରାସ୍ତା ସୁରକ୍ଷାକୁ ନେଇ ଗୁରୁତର ସମସ୍ୟା ଦେଖାଦେଇଛି।

ବିଦ୍ୟୁତ୍ ସେବାରୁ ସୌର ଶକ୍ତି ପର୍ଯ୍ୟନ୍ତ: ଟିପିଏସ୍ଓଡିଏଲ୍‌କୁ ଦୁଇ ଜାତୀୟ ପୁରସ୍କାର

ଉତ୍ତମ ବିଦ୍ୟୁତ୍ ବଣ୍ଟନ ଓ ୟୁଏଲ୍‌ଏ ମଡେଲ୍‌ ଅଧୀନରେ ଛାତରେ ସୌର ଶକ୍ତି ଗ୍ରହଣ ପାଇଁ ସ୍ୱୀକୃତି ବ୍ରହ୍ମପୁର, ସେପ୍ଟେମ୍ବର ୨୦୨୬: ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଏକ ଯୌଥ ଉଦ୍ୟୋଗ ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍(ଟିପିଏସ୍ଓଡିଏଲ୍)କୁ ନୂଆଦିଲ୍ଲୀରେ

ପଦ୍ମପୁର ଗ୍ରାମ ନିକଟରେ ସଂଗଠିତ ଜୁଆ ଆଡ୍ଡା ଉପରେ ଚଢ଼ାଉ, ୫ ଅଭିଯୁକ୍ତ ଗିରଫ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ପୋଲିସ ପଦ୍ମାପୁର ଗ୍ରାମ ନିକଟସ୍ଥ ଏକ କାଜୁ ଜଙ୍ଗଲରେ ଚାଲିଥିବା ସଂଗଠିତ ଜୁଆ ଖେଳକୁ ଠାବ କରି ପାରଳାଖେମୁଣ୍ଡି ଥାନା କେସ୍ ନଂ. ୩୭୮/୨୦୨୬, ତା.୧୩.୦୯.୨୦୨୬, ଦଫା ୧୧୨(୨) ବିଏନଏସ ସହ ଓଡ଼ିଶା ଜୁଆ ନିବାରଣ ଆଇନର ଦଫା ୩