Sign in
Sign in
Recover your password.
A password will be e-mailed to you.
ଇରାନ ରାଷ୍ଟ୍ରପତି ଇବ୍ରାହିମ ରଇସିଙ୍କ ଦେହାନ୍ତରେ ଶୋକ ପାଳନ କଲା ରାୟଗଡ ଜିଲ୍ଲା ପ୍ରଶାସନ ।
ରାୟଗଡ:- ତା:୨୧.୦୫.୨୦୨୪ରିଖ ରାୟଗଡ ଜିଲ୍ଲା ପ୍ରଶାସନ ତରଫରୁ ଇରାନ ରାଷ୍ଟ୍ରପତି ଇବ୍ରାହିମ ରଇସିଙ୍କ ମୃତ୍ୟୁରେ ଶୋକ ପାଳନ କରାଯାଇଛି । ଗତ ୧୯-୦୫.୨୦୨୪ତାରିଖ ଦିନ ଇରାନ ରାଷ୍ଟ୍ରପତିଙ୍କ ହେଲିକେପ୍ଟର ଦୁର୍ଘଟଣା ଘଟି ରଇସିଙ୍କ ସହ ଇରାନ ବୈଦେଶିକ ମନ୍ତ୍ରୀ ହୁସେନ ଅମିର ଅବଦୁଲ୍ଲାଙ୍କ ମଧ୍ୟ…
ସରିଲା ସାତ ଦଶକର ପ୍ରତୀକ୍ଷା : ନିଜ ଗାଁ ରେ ଭୋଟ ଦେଲେ ଡଙ୍ଗର ମୁଣ୍ଡା ଗ୍ରାମବାସୀ
ଗାଇସିଲାଟ/ମନ ଡନସନା- ସ୍ବାଧୀନତାର ସାତ ଦଶକ ପରେ ପୂରଣ ହେଲା ଆଶା । ନିଜ ଗାଁ ବୁଥରେ ନୂଆ ବୁଥ । ଯାହାର ନମ୍ବର ଥିଲା ୨୪୬। ଯେବେ ପୁଲିଂ ପାର୍ଟି ଡଙ୍ଗରମୁଣ୍ଡାରେ ପହଞ୍ଚିଲେ ସେତେବେଳେ ଗ୍ରାମବାସୀଙ୍କ ଖୁସି କହିଲେ ନସରେ । ସମସ୍ତେ ପୂଲିଂ ପାର୍ଟିର ସଦସ୍ୟମାନଙ୍କୁ ଭବ୍ୟ ସ୍ଵାଗତ…
ନିର୍ବାଚନ ପ୍ରଚାରକୁ ଶାଣିତ କରିବା ୨୨ ଓ ୨୩ ତାରିଖରେ ଆସୁଛନ୍ତି ଆହୁରି କେନ୍ଦ୍ରୀୟ ନେତା
ସୁପ୍ରସିଦ୍ଧ ସିନେ ତାରକା ଶ୍ରୀ ଅରୁଣ ଗୋଭିଲ ଆସନ୍ତା କାଲି ୨୨ ତାରିଖ ଦିନ ଚମ୍ପୁଆ, ତେଲକୋଇ, ଢେଙ୍କାନାଳ ଏବଂ ଜୟଦେବ ନିର୍ବାଚନମଣ୍ଡଳୀର ଗୋରୁହାଟ ପଡିଆଠାରେ ଅନୁଷ୍ଠିତ ଜନସଭାକୁ ସମ୍ବୋଧନ କରିବେ
ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଜଗତ ପ୍ରକାଶ ନଡ୍ଡା ଆସନ୍ତା ୨୩ ତାରିଖ ଦିନ…
ସମ୍ବଲପୁର, କେନ୍ଦୁଝର, ଢେଙ୍କାନାଳ ଓ ପୁରୀରେ ରାଜ୍ୟ ସରକାରଙ୍କ ବିରୋଧରେ ଗରଜିଲେ ଶାହା
ଉତ୍କଳ ଭୂମିରେ ଶାସନ କୌଣସି ବାବୁ ନୁହେଁ ଉତ୍କଳ ଭୂମିର ସନ୍ତାନ ହିଁ କରିବ, ଯିଏ ଓଡିଆ ଭାଷାରେ କଥା କହି ପାରୁ ଥିବ
5 ପର୍ଯ୍ୟାୟର ନିର୍ବାଚନରେ ମୋଦୀଜୀ 310 ଆସନ ଜିତି ସାରିଛନ୍ତି, ଷଷ୍ଠ ଓ ସପ୍ତମ ପର୍ଯ୍ୟାୟରେ 4 ଶହ ପାର କରିବାକୁ ଯାଉଛି
ଓଡିଶାବାସୀ 4 ଶହ ପାର କରିବା ସହ…
ସମ୍ବଲପୁର, ଢେଙ୍କାନାଳ, ଅନୁଗୋଳ ଓ କେନ୍ଦୁଝରରେ ‘ବିଜୟ ସଂକଳ୍ପ ସଭା’ରେ କେନ୍ଦ୍ରମନ୍ତ୍ରୀ
ଓଡ଼ିଆ ଅସ୍ମିତାର କଣ୍ଠରୋଧ କରୁଥିବା ନବୀନ ବାବୁଙ୍କ ପ୍ରୟାସ ବିଫଳ ହେବ - ଧର୍ମେନ୍ଦ୍ର ପ୍ରଧାନ
• ସମ୍ବଲପୁର, ପରଜଙ୍ଗ, କେନ୍ଦୁଝରରେ ‘ବିଜୟ ସଂକଳ୍ପ ସଭା’ରେ ଗୃହମନ୍ତ୍ରୀ ଅମିତ ଶାହଙ୍କ ସହ ଯୋଗଦେଲେ • ଛେଣ୍ଡିପଦାରେ ବିଜେପିକୁ ଭୋଟ୍ ଦେବା ପାଇଁ ଜନତାଙ୍କ ଆଶୀର୍ବାଦ ଲୋଡିଲେ…
ବିରୋଧୀ ଦଳ ଓଡିଶାବାସୀଙ୍କୁ ଦିନରେ ଲଣ୍ଠନ ଦେଖାଉଛନ୍ତି: ପାଣ୍ଡିଆନ୍
କେନ୍ଦୁଝର ଲୋକସଭା ନିର୍ବାଚନ ମଣ୍ଡଳୀର ଚମ୍ପୁଆ, କରଞ୍ଜିଆ, ପାଟଣା, ତେଲକୋଇ ଓ ଘସିପୁରା ବିଧାନସଭା କ୍ଷେତ୍ରରେ ପାଣ୍ଡିଆନଙ୍କ ନିର୍ବାଚନ ପ୍ରଚାର
"ବିରୋଧିଙ୍କୁ ପଚାରନ୍ତୁ ୨୦୧୪ରେ ଦେଇଥିବା ପ୍ରତିଶ୍ରୃତି କୁଆଡ଼େ ଗଲା ? ଖାଇବା ତେଲ, ଡାଲି, ପେଟ୍ରୋଲ, ଡିଜେଲ, ଏଲ୍.ପି.ଜି. ଦର କମିଲା…
ପୋଲିଂ କର୍ମଚାରୀଙ୍କୁ ବ୍ୟବହାର କରି ସାଧାରଣ ନିର୍ବାଚନ ଜିତିବାର ଅପଚେଷ୍ଟା କରୁଛି ବିଜେଡି: ସମୀର ମହାନ୍ତି
ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଲେ ବିଜେପି ପ୍ରତିନିଧିମଣ୍ଡଳୀ
କଂଟାମାଳ ବିଧାସଭା କ୍ଷେତ୍ରର ୨୬ ଓ ୨୯ ନମ୍ବର ବୁଥ୍ ପୁନର୍ବାର ମତଦାନ କରିବାକୁ ଦାବି
ବଲାଙ୍ଗିର ଜିଲ୍ଲା ଲୋଇସିଂହା ନିର୍ବାଚନମଣ୍ଡଳୀର ୧୦୮ନଂ ବୁଥ୍ର ପ୍ରିଜାଇଡିଂ ଅଫିସର ବିଜେଡି ଦଳର କର୍ମୀଭଳି…
ଦିବ୍ୟାଙ୍ଗ ମାନଙ୍କର ସାମାଜିକ ଏବଂ ରାଜନୈତିକ ଅଧିକାରକୁ ଛଡ଼ାଇ ନେଇଛି ବିଜେଡି ସରକାର: ପଣ୍ଡିତ ବିକାଶ ଶର୍ମା
" ବିଜେପି ଶାସିତ ଅନ୍ୟ ରାଜ୍ୟ ଗୁଡ଼ିକରେ ଦିବ୍ୟାଙ୍ଗମାନଙ୍କ ଜମି କିମ୍ବା ଘର କିଣା ଉପରେ କୌଣସି ପ୍ରକାର ରାଜସ୍ୱ ଷ୍ଟାମ୍ପ ଡୁୃ୍ୟଟି ଲାଗୁ କରାଯାଉ ନଥିବାବେଳେ ଓଡ଼ିଶାରେ ଏହା ଆଦାୟ କରାଯାଉଛି"
ଭୁବନେଶ୍ୱର, ତା.୨୧/୦୫: ଦିବ୍ୟାଙ୍ଗମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରି ସେମାନେ କିଭଳି…
ମୁଖ୍ୟମନ୍ତ୍ରୀ ବିତର୍କ ପାଇଁ ଆସନ୍ତୁ, ସେ କେଉଁଠିକୁ ଡାକିବେ ମୁଁ ଯିବି: ଅପରାଜିତା
ପ୍ରମାଣ ଅଛି ଯଦି 72 ଘଣ୍ଟା ଭିତରେ ଦିଅନ୍ତୁ ଯେ ମୁଁ କେବେ ଶ୍ରୀ ଲିଙ୍ଗରାଜ ମନ୍ଦିର ରୂପାନ୍ତରିକରଣକୁ ବିରୋଧ କରିଛି।
ମୁଖ୍ୟମନ୍ତ୍ରୀ ମୋର ପ୍ରସଂଶା କରି କହିଥିଲେ, ଆପଣ ଭଲ କାମ କରୁଛନ୍ତି
ମୁଖ୍ୟମନ୍ତ୍ରୀ ମୋ ରିପୋର୍ଟ କାର୍ଡ ପଢ଼ନ୍ତୁ
ମୁଁ ଆଲୋଚନା ପାଇଁ…
ସମ୍ମମ୍ରେ ମେଦବହୁଳ ରୋଗୀଙ୍କ ଶରୀରରେ ସଫଳତାର ସହ ୟୁଏଇ ପ୍ରକ୍ରିୟା ସମ୍ପାଦିତ
ଭୁବନେଶ୍ୱର, ୨୧ / ୫ : ସମ୍ ଅଲ୍ଟିମେଟ ମେଡିକେୟାର ଡାକ୍ତରଙ୍କ ଦ୍ୱାରା ଜଣେ ମେଦବହୁଳ ମହିଳାଙ୍କ କ୍ଷେତ୍ରରେ ସଫଳତାର ସହ ୟୁଟେରାଇନ୍ ଆର୍ଟେରୀ ଏମ୍ବୋଲାଇଜେସନ୍ (ୟୁଏଇ) ପ୍ରକ୍ରିୟା ସମ୍ପାଦିତ କରାଯାଇଛି । ମହିଳା ଜଣଙ୍କ ଗର୍ଭାଶୟରେ ଅନେକ ଫାଇବ୍ରଏଡ୍ ସୃଷ୍ଟି ହୋଇଥିବା ବେଳେ ସେ ମେନୋପୋଜ୍…