ଖୋର୍ଦ୍ଧାରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କଲେ ନବୀନ ପଟ୍ଟନାୟକ

https://youtu.be/aCJWvafr1j0 ଖୋର୍ଦ୍ଧା,(ଯୋଗେଶ୍ୱର ପଣ୍ଡା): ଖୋର୍ଦ୍ଧାଗ୍ରସ୍ତରେ ଆସି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଦଳୀୟ ପ୍ରାର୍ଥୀଙ୍କ ଲାଗି ପ୍ରଚାର କରିଛନ୍ତି । ଖୋର୍ଦ୍ଧା ହାବେଳୀ ପଡିଆଠାରେ ଆୟୋଜିତ ନିର୍ବାଚନୀ ସଭାରେ ଯୋଗଦେଇ ଭୁବନେଶ୍ୱର ସାଂସଦ ପ୍ରାର୍ଥୀଙ୍କ ସମେତ…

ମାଳତୀରେ ଐତିହାସିକ ଗୋଷ୍ଠ ଶୀତଳ ଉତ୍ସବ

ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-, ଗାଙ୍ଗପୁର ଥାନା ଅନ୍ତର୍ଗତ ମାଳତୀ ଗ୍ରାମରେ ଗୋଲା ସମ୍ପ୍ରଦାୟର ଐତିହାସିକ ତଥା ପାରମ୍ପରିକ ପର୍ବ ଗୋଷ୍ଠ ଶୀତଳ ଉତ୍ସବ ଅନୁଷ୍ଠିତ ହୋଇଯାଇଛି I ମଙ୍ଗଳବାର ରାତିରେ ରୀତିନୀତି ମୁତାବକ ସମ୍ପ୍ରଦାୟ ପକ୍ଷରୁ ଗ୍ରାମର ଆରାଧ୍ୟା ମାଆ ଠାକୁରାଣୀଙ୍କ ନିକଟରେ…

ମାତୃ ଦିବସ ଉପଲକ୍ଷେ ଉତ୍କଳ ମିଡ଼ିଆ ସାମ୍ବାଦିକ ସଙ୍ଘ ତରଫରୁ ସ୍ଥାନୀୟ ଜରାଶ୍ରାମରେ ବସ୍ତ୍ର ଓ ଫଳ ବଣ୍ଟନ

ରାୟଗଡ: ମାତୃ ଦିବସ ଉପଲକ୍ଷେ ଉତ୍କଳ ମିଡ଼ିଆ ସାମ୍ବାଦିକ ସଙ୍ଘ ତରଫରୁ ସ୍ଥାନୀୟ ଶକ୍ତି ଜରାଶ୍ରାମରେ ବସ୍ତ୍ର ଓ ଫଳ ବଣ୍ଟନ କରାଯାଇଛି l ଏହିଅବସରରେ ମୂଖ୍ୟ ଅତିଥି ଭାବେ ଶ୍ରୀ ପିତାମ୍ବର ବେହେରା (ମୂଖ୍ୟ ଲୋକ ସମ୍ପର୍କ ଅଧିକାରୀ, ଉତ୍କଳ ଆଲୁମିନା ଇଣ୍ଟେରନ୍ୟାସନାଲ ଲିମିଟେଡ଼, ଦୋରାଗୁଡା,…

୧୯ନମ୍ୱର୍ ଜୋନ ରେ କଂଗ୍ରେସ ପ୍ରାର୍ଥୀ ଙ୍କ ପରିବର୍ତ୍ତନ ସଂକଳ୍ପ ସମାବେଶ।

ଯୋଗ ଦେଲେ ପିସିସି ସଭାପତି ଶରତ ପଟ୍ଟନାୟକ।    ବାସୁଦେବପୁର - ଆରମ୍ଭ ହୋଇ ଯାଇଛି ବିଭିନ୍ନ ପ୍ରାର୍ଥୀ ଙ୍କ ନିର୍ବାଚନ ପ୍ରଚାର ଓ ଶୋଭା ଯାତ୍ରା କାର୍ଯ୍ୟ କର୍ମ। ବୁଧବାର ଦିନ ଅପରାହ୍ନ ରେ ଦେଖିବାକୁ ମିଳି ଥିଲା କଂଗ୍ରେସ ପିସିସି ସଭାପତି ଶରତ ପଟ୍ଟନାୟକ ଓପ୍ରାର୍ଥୀ ଅଶୋକ କୁମାର ଦାସ ଓ…

କସ୍ତୁରୀ ବିଜୁ ମହିଳା ଜନତା ଦଳର ରାଜ୍ୟ ସମ୍ପାଦିକା ନିଯୁକ୍ତ

ଭୁବନେଶ୍ୱର : ଜଣାଶୁଣା ସମାଜସେବୀ ତଥା ବିଜେଡି ନେତ୍ରୀ କସ୍ତୁରୀବାଳା ସ୍ୱାଇଁ ବିଜୁ ମହିଳା ଜନତା ଦଳର ରାଜ୍ୟ ସମ୍ପାଦିକା ଭାବେ ନିଯୁକ୍ତ ହୋଇଛନ୍ତି | ବିଜେଡି ସଭାପତି ନବୀନ ପଟ୍ଟନାୟକ ତାଙ୍କୁ ଏହି ନିଯୁକ୍ତି ଦେଇଥିବା ଏକ ପ୍ରେସ ବିଜ୍ଞପ୍ତିରେ ଦଳର ସାଙ୍ଗଠନିକ ସମ୍ପାଦକ ଶ୍ରୀ ପ୍ରଣବ…

କେଣ୍ଟାଳ ପଞ୍ଚାୟତରେ ବିଜେଡ଼ିର କର୍ମୀ ବୈଠକ : ପଞ୍ଚାୟତର ଵିକାଶ ପାଇଁ ଶଙ୍ଖ ଚିହ୍ନରେ ଭୋଟ ଦେବାକୁ ଆହ୍ୱାନ l

ନିଶ୍ଚିନ୍ତକୋଇଲି-ଶାସକ ପ୍ରଶାସକ: ନିଶ୍ଚିନ୍ତକୋଇଲି ବ୍ଲକ କେଣ୍ଟାଳ ପଞ୍ଚାୟତରେ ବିଜେଡ଼ି ପକ୍ଷରୁ ଏକ କର୍ମୀ ସମାବେଶ ଅନୁଷ୍ଠିତ ହୋଇଯାଇଛି l ଶ୍ରୀ ଶ୍ରୀ ରଘୁନାଥଜୀଉ ମନ୍ଦିର ଟ୍ରଷ୍ଟି ତଥା ସମାଜସେବୀ ପ୍ରକାଶ ଚନ୍ଦ୍ର ସାହୁଙ୍କ ପୌରହିତ୍ୟରେ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ପୂର୍ବତନ…

ସରପଡା ପଞ୍ଚାୟତରେ ବିଜେଡ଼ିର କର୍ମୀ ବୈଠକ : ବିକାଶର ଚିହ୍ନ ଶଙ୍ଖ ଚିହ୍ନରେ ଭୋଟ ଦେବାକୁ ଆହ୍ବାନ l

(ନିଶ୍ଚିନ୍ତକୋଇଲି-ଶାସକ ପ୍ରଶାସକ): ନିଶ୍ଚିନ୍ତକୋଇଲି ବ୍ଲକ ସରପଡ଼ା ପଞ୍ଚାୟତରେ ବିଜେଡ଼ି ପକ୍ଷରୁ ଏକ କର୍ମୀ ସମାବେଶ ଅନୁଷ୍ଠିତ ହୋଇଯାଇଛି l ସରପଞ୍ଚ ବିବେକାନନ୍ଦ ଆଚାର୍ଯ୍ୟଙ୍କ ସଂଯୋଜନାରେ ଏଥିରେ ମୁଖ୍ୟଅତିଥି ଭାବେ ପୂର୍ବତନ ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନା ଯୋଗଦାନ କରି…

ଭୁବନେଶ୍ୱର ଜିଲ୍ଲା ବିଜେଡି ଯୁବ ସଭାପତି ସମରେଶ ବେଉରା ବିଜେପିରେ ସାମିଲ ହେଲେ

ଭୁବନେଶ୍ୱର, ତା.୨୨/୦୫: ଆଜି ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ଭୁବନେଶ୍ୱର ଜିଲ୍ଲାର ବିଜେଡି ଯୁବ ସଭାପତି ସମରେଶ ବେଉରା, ଜିଲ୍ଲା ବିଜେଡି ଯୁବ ସମ୍ପାଦକ ରାଜେଶ ପ୍ରଧାନ, ପୂର୍ବତନ ଯୁବ ସାଧାରଣ ସମ୍ପାଦକ ଭବାନୀଶଙ୍କର ପରିରାୟ, ସୌମ୍ୟରଞ୍ଜନ ସେଠୀ, ବିଶ୍ୱଜିତ୍…

ରଥଯାତ୍ରା ପାଇଁ ପ୍ରସ୍ତୁତି ବୈଠକ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଗ୍ରାମୀଣ ଆତ୍ମନିଯୁକ୍ତି ପ୍ରଶିକ୍ଷଣ କେନ୍ଦ୍ର ସମ୍ମିଳନୀ କକ୍ଷ ଠାରେ ଆସନ୍ତା ରଥଯାତ୍ରା ପାଳନ ଉପଲକ୍ଷେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଜିଲ୍ଲାପାଳ ଶ୍ରୀଯୁକ୍ତ…

ଜିଲ୍ଲାର ୨ ଟି ବ୍ଲକକୁ ଡ୍ରପ ଆଉଟ ମୁକ୍ତ କରିବା ଲକ୍ଷ୍ୟ

୬ -୧୮ ବର୍ଷ ବୟସଶିଶୁଙ୍କର ତଥ୍ୟ ଆଣି ତାଲିକା ପ୍ରସ୍ତୁତ ହେବ ଡ୍ରପ୍ ଆଉଟ ପିଲାଙ୍କ ବୟସ ଅନୁଯାୟୀ ଶ୍ରେଣୀରେ ଦଖିଲା ପାଇଁ ପ୍ରୟାସ ହେବ ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଆକାଂକ୍ଷୀ ଜିଲ୍ଲା କାର୍ଯ୍ୟକ୍ରମ ଅନ୍ତର୍ଗତ ଗଜପତି ଜିଲ୍ଲା ରା. ଉଦୟଗିରି ଓ ଗୁମ୍ମା…