Sign in
Sign in
Recover your password.
A password will be e-mailed to you.
ନୃସିଂହନାଥ ମହାପ୍ରଭୁଙ୍କ ଜନ୍ମୋତ୍ସବ ଧୁମଧାମରେ ପାଳିତ
https://youtu.be/xNVygiwWi-Q
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରର କାରଣ ସାହି ସ୍ଥିତ ନୃସିଂହନାଥ ମଠରେ ନୃସିଂହନାଥ ମହାପ୍ରଭୁଙ୍କ ଜନ୍ମୋତ୍ସବ ଧୁମଧାମରେ ପାଳିତ ହୋଇଯାଇଛି। ପାରଳାଖେମୁଣ୍ଡି ସହରରେ ଏକ ମାତ୍ର ନୃସିଂହନାଥ…
ଜ୍ୟୋତି ପ୍ରକାଶଙ୍କ ମାନଭଞ୍ଜନ : ହେଲେ ବାଲେଶ୍ୱର ଜିଲ୍ଲା ବିଜେଡି ସଭାପତି
ଅଶ୍ବିନୀ ପାତ୍ର ହେଲେ ରାଜ୍ୟ ବରିଷ୍ଠ ସାଧାରଣ ସମ୍ପାଦକ
ଭୁବନେଶ୍ୱର : ଗତକାଲି ବିଜେଡିରୁ ଇସ୍ତଫା ଦେଇ ଭିଡିଓ ଜାରି କରିଥିବା ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ତାଙ୍କ ଇସ୍ତଫାପତ୍ର ପ୍ରତ୍ୟାହାର କରି ନେଇଥିବା ବେଳେ ଦଳ ତାଙ୍କ ମାନଭଞ୍ଜନ କରିବା ପାଇଁ ତାଙ୍କୁ…
“ମୁଁ ମାଓବାଦୀ ନୁହଁ ,ପୁଲିସ କହୁଛି ମାଓବାଦୀ”
କଲ୍ୟାଣସିଂହପୁର:"ପୁଲିସ ମାଓବାଦୀ ଆଖ୍ୟା ଦେଇ ଆତ୍ମସମର୍ପଣ କରିବା ପାଇଁ ଦୁଇ ଲକ୍ଷ ଟଙ୍କା ଘୋଷଣା କରି ଧରିବା ପାଇଁ ଚେଷ୍ଟା କରୁ ଥିବାରୁ ମୁଁ ଲୁଚି ରହୁଛି । ମୁଁ ମାଓବାଦୀ ନୁହଁ ,ତାଙ୍କୁ ମୁଁ ଦେଖି ନାହିଁ ,ସେମାନେ କଣ ପିନ୍ଧୁଛନ୍ତି, କଣ କରୁଛନ୍ତି ,କେଉଁଠି ରହୁଛନ୍ତି ,ମୁଁ ଜାଣି ନାହିଁ…
ସଡ଼କ ଦୁର୍ଘଟଣାରେ ଗୁରୁତର ଆହତ ୮୦ ବର୍ଷିୟ ବୃଦ୍ଧ ବ୍ୟକ୍ତିଙ୍କୁ ରକ୍ତଦାନ କଲେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ
ବୁର୍ଲା: ଭିମସାର ବୁର୍ଲାଠାରେ ଜମନକିରା ଥାନା ଅଂଚଳର ଜଣେ ବ୍ୟକ୍ତି ଗଜାଧର ସାହୁ (୮୦ ବର୍ଷ) ଦୁର୍ଘଟଣାରେ ଆହତହୋଇ ଗତ କାଲିଠାରୁ ଚିକିତ୍ସା ପାଇଁ ଭିମସାର ବୁର୍ଲ।।ରେ ଭର୍ତି ହୋଇଥିଲେ । ତାଙ୍କୁ ଚିକିତ୍ସା କରୁଥିବା ଡ଼ାକ୍ତର, ପବିତ୍ର ହେମ୍ରମ ରୋଗୀଙ୍କୁ ରକ୍ତ ଦେବା ପାଇଁ ତାଙ୍କ ସହାୟକଙ୍କୁ…
ଏକବିଂଶ ଶତାବ୍ଦୀରେ ସମ୍ବଲପୁରକୁ ରୋଜଗାର ସୃଜନର ବଡ଼ କେନ୍ଦ୍ର କରିବା – ଧର୍ମେନ୍ଦ୍ର ପ୍ରଧାନ
ହୀରାକୁଦ ଓ ବୁର୍ଲାରେ ‘ବିଜୟ ସଂକଳ୍ପ ସମାବେଶ’ରେ କେନ୍ଦ୍ରମନ୍ତ୍ରୀ
• କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହଙ୍କ ସହ ରୋଡ ସୋ’ ଓ ନିର୍ବାଚନୀ ସଭାରେ ଯୋଗଦେଲେ • ଓଡ଼ିଶା ଓ ଭାରତର ବିକାଶରେ ସମ୍ବଲପୁରର ବହୁତ ବଡ଼ ଯୋଗଦାନ ରହିବ • ଶିଳ୍ପାୟନର ପ୍ରମୁଖ ପରିଚୟ ପାଇଥିବା ହୀରାକୁଦ ଏବେ ରୋଜଗାର…
ବିଜେଡିର ମାଗଣା ବିଜୁଳି ପ୍ରଚାର ‘ବୁଢା ବାଘର କଙ୍କଣ ଦାନ ଉପାଖ୍ୟାନ’ ସଦୃଶ – ଧର୍ମେନ୍ଦ୍ର ପ୍ରଧାନ
ସମ୍ବଲପୁର ନିର୍ବାଚନମଣ୍ଡଳୀରେ କେନ୍ଦ୍ରମନ୍ତ୍ରୀଙ୍କ ନିରନ୍ତର ପ୍ରଚାର
• ଛେଣ୍ଡିପଦା, ଆଠମଲ୍ଲିକ, କୁଚିଣ୍ଡା ଓ ରେଢାଖୋଲରେ ବିଜେପିକୁ ଆଶୀର୍ବାଦ ପାଇଁ ନିବେଦନ କଲେ• ବିଜେଡି ସରକାର ରାଜ୍ୟବାସୀଙ୍କୁ ୧୦୦ ୟୁନିଟ୍ ପର୍ଯ୍ୟନ୍ତ ମାଗଣା ବିଜୁଳି ଦେବାର ପ୍ରହସନ କରୁଛନ୍ତି,୨୪ ବର୍ଷ ଧରି…
ଶହେ ରୁ ଉର୍ଦ୍ଧ ବିଜେଡି କର୍ମୀ ଆନୁଷ୍ଠାନିକ ଭାବେ ବିଜେପିରେ ଯୋଗ ଦେଲେ ।
ମୟୂରଭଞ୍ଜ ସାରସକଣା ରୁ ଶ୍ରୀ ଦିପୁ ମହାପାତ୍ର: ମୟୂରଭଞ୍ଜ ଜିଲ୍ଲା ସାରସକଣା ନିର୍ବାଚନ ମଣ୍ଡଳୀ ସାରସକଣା ବ୍ଳକ୍ ର ୫୬ ନମ୍ବର ଜୋନ ରେ ଦେଖିବାକୁ ମିଳିଛି ଭିନ୍ନ ରାଜନୈତିକ ଦୃଶ୍ୟ । ପ୍ରତ୍ୟେକ ଦିନ କିଛି କିଛି ବିଜେଡି ଓ ଅନ୍ୟ ଦଳରୁ କର୍ମୀ ବିଜେପିରେ ଯୋଗ ଦେବାର ଦେଖିବାକୁ ମିଳିଛି । ତେବେ…
କଳାହାଣ୍ଡି ଜିଲ୍ଲାର ଦାନ ମାଝିଙ୍କ ଗାଁ ମେଲଘରା ପୁଣି ଥରେ ଚର୍ଚ୍ଚାରେ
ଭବାନୀପାଟଣା(ଶାସକ ପ୍ରଶାସକ ) କଳାହାଣ୍ଡି ଜିଲ୍ଲାର ଦାନ ମାଝିଙ୍କ ଗାଁ ମେଲଘରା ପୁଣି ଥରେ ଚର୍ଚ୍ଚାକୁ ଆସିଛି। ଦୁର୍ଗମ କର୍ଲାପାଟ ଭିତରେ ଥୁବା ଏହି ଗାଁର ଲାକି ମାଝି ଆଜି ଏକ ପିକଅପ୍ ଗାଡ଼ି ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି। କର୍ଲାପାଟ ପୁଲିସ୍ ଶବ ଜବତ କରି ବ୍ୟବଚ୍ଛେଦ ପରେ ମରଶରୀର…
ବେଦାନ୍ତ ଆଲୁମିନିୟମ ଝାରସୁଗୁଡ଼ାରେ ମହିଳାମାନଙ୍କ ପାଇଁ ଜୀବିକା ପ୍ରକଳ୍ପ ଉଦ୍ଦେଶ୍ୟରେ ପ୍ରକଳ୍ପ କଳାକୃତିର ଶୁଭାରମ୍ଭ
ଝାରସୁଗୁଡ଼ା, ଓଡ଼ିଶା: ୨୨ ମଇ ୨୦୨୪ : ଭାରତର ସର୍ବବୃହତ ଆଲୁମିନିୟମ ଉଦ୍ୟୋଗ ବେଦାନ୍ତ ଆଲୁମିନିୟମ ଏହାର ପ୍ରକଳ୍ପ କଳାକୃତିର ଏକ ଅଂଶ ଭାବରେ ଏକ ପାରଂପାରିକ କଳା ଓ ହସ୍ତଶିଳ୍ପ ତାଲିମ କାର୍ଯ୍ୟକ୍ରମକୁ ଉଦଘାଟନ କରିଛି । ସ୍ଥାୟୀ ଜୀବିକା ଲାଗି ଏହି ପଦକ୍ଷେପ ଜରୀଆରେ ସ୍ଥାନୀୟ ମହିଳାମାନଙ୍କୁ…
ଭୁବନେଶ୍ୱର, ପୁରୀ ଓ କଟକ ଲୋକସଭା କ୍ଷେତ୍ରରେ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ପ୍ରଚାର
https://youtu.be/aCJWvafr1j0
ଖୋର୍ଦ୍ଧା, ନୟାଗଡ଼, ପୁରୀ ଓ କଟକରେ ଆୟୋଜିତ ନିର୍ବାଚନୀ ସଭାରେ ଦଳୀୟ ବିଧାୟକ ଓ ସାଂସଦ ପ୍ରାର୍ଥୀଙ୍କୁ ବିପୁଳ ସଂଖ୍ୟାରେ ଭୋଟ ଦେଇ ଆଶୀର୍ବାଦ କରିବାକୁ ଅନୁରୋଧ କଲେ ମୁଖ୍ୟମନ୍ତ୍ରୀ
ବିରୋଧିମାନେ ମିଛ କଥା କହୁଛନ୍ତି, କୁମ୍ଭୀର କାନ୍ଦଣା…