Sign in
Sign in
Recover your password.
A password will be e-mailed to you.
ଆଦର୍ଶ ଆଚରଣ ବିଧି ଉଲଂଘନ କରିଥିବାରୁ ଅଧ୍ୟାପକ ନିଲମ୍ବିତ
ନୟାଗଡ଼(ବିଶ୍ଵଜିତ ନାୟକ) - ଗତକାଲି ନିର୍ବାଚନ ଆଦର୍ଶ ଆଚରଣ ବିଧି ଉଲଂଘନ କରିଥିବାରୁ ଅଧ୍ୟାପକ ନିଲମ୍ବିତ ।ଖଣ୍ଡପଡ଼ା ପଠାଣି ସାମନ୍ତ ମହାବିଦ୍ୟାଳୟର ସଂସ୍କୃତ ଅଧ୍ୟାପକ ଶ୍ରୀ ସର୍ବେଶ୍ୱର ମହାରଣାଙ୍କୁ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ଶ୍ରୀମତୀ ସ୍ୱଧା ଦେବ ସିଂ କାର୍ଯ୍ୟରୁ…
ଭବାନୀପାଟଣା ଠାରେ ଜିଲ୍ଲା ସ୍ତରୀୟ ସଡ଼କ ସୁରକ୍ଷା କମିଟି ବୈଠକ ଅନୁଷ୍ଠିତ।
କଳାହାଣ୍ଡି (ଶାସକ ପ୍ରଶାସକ): ସ୍ଥାନୀୟ ଜିଲ୍ଲାପାଳଙ୍କ ସମ୍ମିଳନୀ ଗୃହ ରେ ଜିଲ୍ଲାପାଳ , କଳାହାଣ୍ଡି ପି ଅନ୍ୱେଷା ରେଡ୍ଡୀଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସଡ଼କ ସୁରକ୍ଷା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଆଞ୍ଚଳିକ ପରିବହନ ଅଧିକାରୀ ଗତିକୃଷ୍ଣ ସାମନ୍ତରାୟ ଙ୍କ ସୁଚନା ଅନୁଯାୟୀ ଚଳିତ ବର୍ଷ…
ଖଲିକୋଟ ବ୍ଳକ୍ ତଥା ଏନ୍ ଏ ସି ରେ ଶାନ୍ତି ଶୃଙ୍ଖଳା ସହ ମତଦାନ
(ଶାସକ ପ୍ରଶାସକ/ ଖଲ୍ଲିକୋଟ ରୁ ଶିବରାମ ଜେନା): ଦୀର୍ଘ ଦିନର ଲାଗି ରହିଥିବା ଭୋଟ ଭିକ୍ଷା ଘୋଡାଦୌଡ ପ୍ରତିଯୋଗିତାର ଅନ୍ତିମ ଦିବସ ରେ ଦ୍ଵିତୀୟ ପର୍ଯ୍ୟାୟ ରେ ଭୋଟର ଙ୍କ ମତଦାନ ଶାନ୍ତିପୂର୍ଣ୍ଣ ସ଼ହିତ ପରିଚାଳନା ହୋଇଯାଇଅଛି।ଖବର ନେବାରୁ ଜଣାପଡିଛି ଯେ ଖଲ୍ଲିକୋଟ ବ୍ଳକ୍ ର ବିଭିନ୍ନ…
ଦ୍ୱିତୀୟ ପର୍ଯ୍ୟାୟରେ ୩୦ଟି ବିଧାନସଭା ଆସନରେ ଜିତିବ ବିଜେଡି
ବିଜେଡିକୁ ଭୋଟର ଭାଇ ଭଉଣୀଙ୍କ ବିପୁଳ ସମର୍ଥନ
ମତଦାତାଙ୍କୁ ଧନ୍ୟବାଦ ଜଣାଇଲେ ବିଜେଡି ମୁଖପାତ୍ର
ଭୋଟବେଳେ ହିଂସାକାଣ୍ଡରେ ମାତିଲା ବିଜେପି
ଭୁବନେଶ୍ୱର : : ଓଡ଼ିଶାରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ସରିଥିବା ବେଳେ ଓଡିଶା ବିଜେପି ବ୍ୟାପକ ହିଂସାକାଣ୍ଡ ଘଟାଇଛି…
ଦ୍ୱିତୀୟ ପର୍ଯ୍ୟାୟ ମତଦାନବେଳେ ବିଜେପି ଘଟାଇଛି ବ୍ୟାପକ ହିଂସାକାଣ୍ଡ : ବିଜେଡି
ବହୁ ସ୍ଥାନରେ ବିଜେଡି କର୍ମୀଙ୍କୁ ମାଡ ଓ ବୁଥ୍ ଦଖଲ ଉଦ୍ୟମ
ଗଣ୍ଡଗୋଳରେ ବିଜେପି ବିଧାୟକ ପ୍ରାର୍ଥୀ ବି ସାମିଲ
ନିର୍ବାଚନ ଆୟୋଗଙ୍କ ଦୃଷ୍ଟି ଆକର୍ଷଣ କଲା ବିଜେଡି
ଭୁବନେଶ୍ୱର, ୨୦ । ୦୫- ଓଡ଼ିଶାରେ ୫ଟି ଲୋକସଭା ଆସନ ଓ ୩୫ଟି ବିଧାନସଭା ଆସନ ପାଇଁ ଆଜି…
ରେଢାଖୋଲ ଏବଂ ଆଠମଲ୍ଲିକରେ ‘ବିଜୟ ସଂକଳ୍ପ ସମାବେଶ’ରେ କେନ୍ଦ୍ରମନ୍ତ୍ରୀ
ପର ଘର ତିଅଣରେ ଅତିଥି ସତ୍କାର କରିବାରେ ମୁଖ୍ୟମନ୍ତ୍ରୀ ସିଦ୍ଧହସ୍ତ – ଧର୍ମେନ୍ଦ୍ର ପ୍ରଧାନ
• ରେଢାଖୋଲ ବିଜୟ ସଂକଳ୍ପ ସମାବେଶରେ ଯୋଗଦେଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ • ମୋଦୀ ମାଗଣା ଚାଉଳ ଦେଲେ, ନବୀନ ସରକାର ମୁଣି ଦେଇ ନିଜର ବୋଲି ମିଛ ପ୍ରଚାର କଲେ • ମୋଦି ସରକାର ଏସଏଚଜି…
ଅନୁଗୋଳରେ ପ୍ରଧାନମନ୍ତ୍ରୀଙ୍କ ସହ ବିଜୟ ସଂକଳ୍ପ ସମାବେଶରେ କେନ୍ଦ୍ରମନ୍ତ୍ରୀ
ପଇଁତରାବାଜି, ଗୁଜବ ଓ ମିଛ ସୁଆଙ୍ଗକୁ ବିଜେଡି ନିର୍ବାଚନ ପ୍ରସଙ୍ଗ କରିଛି - ଧର୍ମେନ୍ଦ୍ର ପ୍ରଧାନ
• ରାଜ୍ୟ ସରକାରଙ୍କ ସମ୍ବେଦନହୀନତା ଲୋକଙ୍କର ସବୁଠୁ ବଡ ଦୁଃଖ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି• ୬ ବର୍ଷ ହେବ କ୍ୟାବିନେଟ୍ ବୈଠକରେ ମହାନଦୀ ପ୍ରସଙ୍ଗ ସମ୍ପର୍କରେ ଆଲୋଚନା ହୋଇଛି କି?…
“ବିରୋଧୀ ମିଛ କହୁଛନ୍ତି, କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି : ଆପଣ ଜାଣିଛନ୍ତି କୁମ୍ଭୀର କିଏ !”
କେନ୍ଦ୍ରାପଡା ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସାଲେପୁର, ମାହାଙ୍ଗା, ଆଳି, ରାଜନଗର, ମହାକାଳପଡା ଓ ପାଟକୁରାରେ ପାଣ୍ଡିଆନଙ୍କ ନିର୍ବାଚନ ପ୍ରଚାର: ବିରୋଧୀଙ୍କୁ ଶାଣିତ ଆକ୍ରମଣ
ପ୍ରଧାନମନ୍ତ୍ରୀଙ୍କ ୩ଟି ପ୍ରଶ୍ନର ଉତ୍ତର ଦେଲେ ପାଣ୍ଡିଆନ
"ପ୍ରଥମ ଚାଷୀର MSP କଥା- ମାନ୍ୟବର…
ବିଧାୟକ ପ୍ରଶାନ୍ତ ମୁଦୁଲିଙ୍କ ମାରାଥନ ପ୍ରଚାର-କର୍ମୀ ସମ୍ମିଳନୀ
ଜଗତସିଂହପୁର,ତା-୨୦.୦୫.୨୦୨୪/ସୁମନ୍ତ କୁମାର ଦାସ; ଜଗତସିଂହପୁର ବ୍ଲକ ଅନ୍ତର୍ଗତ ତୁମ୍ବା ଅଂଡେଇସାହି ପଞ୍ଚାୟତ ଦାସକୁଦ ମଠ ପରିସରରେ ବିଜୁଜନତା ଦଳ ପକ୍ଷରୁ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି।ଏହି କର୍ମୀ ସମ୍ମିଳନୀରେ ବିଧାୟକ ପ୍ରଶାନ୍ତ ମୁଦୁଲି ,ଜିଲ୍ଲା ପରିଷଦ ଅଧକ୍ଷ ମନୋଜ ଭୋଇ…
ବେଲଗୁଣ୍ଠାରେ ନିର୍ବାଚନ ଶାନ୍ତିପୂର୍ଣ୍ଣ:୫୫% ମତଦାନ
ବେଲଗୁଣ୍ଠା-(ଶିବରାମ ଚୌଧୁରୀ )- ଆସ୍କା ଲୋକସଭା ଅନ୍ତର୍ଗତ ସୋରଡ଼ା ନିର୍ବାଚନ ମଣ୍ଡଳୀର ବେଲଗୁଣ୍ଠା ବ୍ଳକ ଓ ଏନ୍.ଏ.ସି ରେ ଭୋଟଗ୍ରହଣ ଶାନ୍ତିଶୃଙ୍ଖଳାର ସହିତ ସମାପନ ହୋଇଛି ।ଆଜି ସକାଳ ଠିକ୍ ୭ ଘଣ୍ଟା ସମୟରୁ ମତଦାନ ଆରଂଭ ହୋଇଥିବା ବେଳେ କା ଭାଁ ହୋହାଲ୍ଲା ବ୍ୟତୀତ ସଂଧ୍ୟା ୬ ଘଣ୍ଟା…