Sign in
Sign in
Recover your password.
A password will be e-mailed to you.
ବିଜେପି ଛାଡି ବିଜେଡିରେ ମିଶିଲେ ଶତାଧିକ କର୍ମୀ : ବିଜେପିକୁ ଶକ୍ତ ଧକ୍କା l
(ମାହାଙ୍ଗା- ଶାସକ ପ୍ରଶାସକ): ନିଶ୍ଚିନ୍ତକୋଇଲି କୁଳିଆ ଠାରେ ଚାଲିଥିବା ବିଜେପିର ବିଜୟ ସଂକଳ୍ପ ସମାବେଶରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଜୀ ଯୋଗଦାନ କରିଥିଲେ l କିନ୍ତୁ ଏହି କାର୍ଯ୍ୟକ୍ରମକୁ ମାହାଙ୍ଗା ବ୍ଳକ ଅଞ୍ଚଳର ୫୦୦ ରୁ ଉର୍ଦ୍ଧ୍ବ ବିଜେପି କର୍ମୀଙ୍କୁ ଡ଼କାନଯାଇ…
କମେଣ୍ଟ ମରାକୁ ନେଇ ପ୍ରାକ୍ ନିର୍ବାଚନୀ ହିଂସା:ଦୁଇ ଗୋଷ୍ଠୀର ୪ ଗିରଫ।
ବେଲଗୁଣ୍ଠା-(ଶିବରାମ ଚୌଧୁରୀ )- ବେଲଗୁଣ୍ଠା ଥାନା ଅର୍ନ୍ତଗତ ବାଣତୁମ୍ବ ଗ୍ରାମରେ ରାଜନୈତିକ କମେଣ୍ଟ ମରାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଥିବା ସୂଚନା ମିଳିଛି ।ଏ ନେଇ ବେଲଗୁଣ୍ଠା ପୋଲିସ ଦୁଇ ଗୋଷ୍ଠୀରୁ ଦୁଇଟି ଭିନ୍ନ ଭିନ୍ନ ମାମଲା ରୁଜ୍ଜୁ କରି ୨୪୦/୨୪ ରେ ପ୍ରଶାନ୍ତ ସେଠୀ ଓ…
ରାମକୃଷ୍ଣପୁରରେ ପଞ୍ଚାୟତସ୍ତରୀୟ ବିଜେଡ଼ି ଆଶୀର୍ବାଦ ସମାବେଶ: ଵିକାଶ ପାଇଁ ଶଙ୍ଖ ଚିହ୍ନରେ ଭୋଟ ଦେବାକୁ ଅନୁରୋଧ l
(ନିଶ୍ଚିନ୍ତକୋଇଲି-ଶାସକ ପ୍ରଶାସକ): ନିଶ୍ଚିନ୍ତକୋଇଲି ବ୍ଲକ ରାମକୃଷ୍ଣପୁର ପଞ୍ଚାୟତରେ ବିଜେଡ଼ିର ଏକ କର୍ମୀ ସମାବେଶ ଅନୁଷ୍ଠିତ ହୋଇଛି l ସରପଞ୍ଚ ଭାରତୀ ସାଇଁଙ୍କ ସଭାପତିତ୍ଵ ଏବଂ ବ୍ଲକ ଉପାଧକ୍ଷ ଅଶୋକ କୁମାର ଓଝାଙ୍କ ସଂଯୋଜନାରେ ଏଥିରେ ମୁଖ୍ୟଅତିଥି ଭାବେ ମାହାଙ୍ଗାର ବିଧାୟକ ପ୍ରାର୍ଥୀ…
ନିଜର ଭୋଟ ଦିଅନ୍ତୁ ଓ ୱଣ୍ଡେର୍ଲା ଭୁବନେଶ୍ୱର ପାର୍କ ଟିିକେଟରେ ୧୫% ଛାଡ ପାଆନ୍ତୁ!
ଭୁବନେଶ୍ୱର: ଭୋଟଦାନର ଗୁରୁତ୍ୱ ସମ୍ପର୍କରେ ସଚେତନତା ପ୍ରସାର କରିବାର ଏକ ପଦକ୍ଷେପ ସ୍ୱରୂପ ଭାରତର ସର୍ବବୃହତ ଆମୁ୍ୟଜମେଣ୍ଟ ପାର୍କ ଚେନ୍ ୱଣ୍ଡେର୍ଲା ହଲିଡେଜ୍ ଲିମିଟେଡ ଘୋଷଣା କରିଛି ଯେ ସେମାନେ ଭୋଟଦାନ ଚିହ୍ନ ପ୍ରଦର୍ଶନ କରୁଥିବା ଗ୍ରାହକମାନଙ୍କୁ ସେମାନଙ୍କର ଭୁବନେଶ୍ୱର ପାର୍କର…
ମେ’ ୨୫ରେ ୨୫ ବର୍ଷର ସରକାରକୁ ପରିବର୍ତ୍ତନ କରିବା ପାଇଁ ସମ୍ବଲପୁର ଭୋଟ୍ ଦେବ – ଧର୍ମେନ୍ଦ୍ର ପ୍ରଧାନ
ସମ୍ବଲପୁର ଲୋକସଭା ନିର୍ବାଚନମଣ୍ଡଳୀର ଦେବଗଡ ଓ ରେଙ୍ଗାଲିରେ କେନ୍ଦ୍ରମନ୍ତ୍ରୀଙ୍କ ପ୍ରଚାର
• ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମାଙ୍କ ସହ ମା’ ସମଲେଶ୍ୱରୀଙ୍କ ଦର୍ଶନ କଲେ • ଆସାମୀୟ କବି ଲକ୍ଷ୍ମୀନାଥ ବେଜବରୁଆଙ୍କ ସାଧନା ଗୃହ ପରିଦର୍ଶନ କଲେ• ଦେବଗଡରେ ଆସାମ ମୁଖ୍ୟମନ୍ତ୍ରୀଙ୍କ ସହ…
ବିଜେଡ଼ିରେ ଯୋଗଦେଲେ ପୂର୍ବତନ ବିଜେପି ବିଧାୟକ ପ୍ରାର୍ଥୀ ଡ. ପ୍ରଦୀପ କୁମାର ନାୟକ
ଭୁବନେଶ୍ୱର, ୨୩/୦୫/୨୦୨୪:ଭଦ୍ରକ ନିର୍ବାଚନ ମଣ୍ଡଳୀର ୨୦୧୯ ସାଧାରଣ ନିର୍ବାଚନର ବିଜେପିବିଧାୟକ ପ୍ରାର୍ଥୀ ଡ. ପ୍ରଦୀପ କୁମାର ନାୟକ ଆଜି ଶଙ୍ଖଭବନ ଠାରେ ରାଜ୍ୟସଭା ସାଂସଦ ଡ ସସ୍ମିତ ପାତ୍ରଙ୍କ ଉପସ୍ଥିତିରେ ବିଜେଡିରେ ଯୋଗ ଦେଇଛନ୍ତି ।ଡ. ପ୍ରଦୀପ କୁମାର ନାୟକଙ୍କୁ ଡ.ପାତ୍ର ଉପଢୌକନ ଦେଇ…
ମୁଖ୍ୟମନ୍ତ୍ରୀଙ୍କ ପ୍ରତି ଅଶୋଭନୀୟ ଶବ୍ଦ ପ୍ରୟୋଗ ଓଡ଼ିଶା ବିଜେପିକୁ ଆଦୌ ଶୋଭାପାଉନି: ବବି
"ସାଢ଼େ ୪ କୋଟି ଓଡ଼ିଶାବାସୀଙ୍କ ଆଶୀର୍ବାଦରେ ତିନି ଚତୁର୍ଥାଂଶ ଆସନ ସହ ଜୁନ ୯ ତାରିଖରେ ମୁଖ୍ୟମନ୍ତ୍ରୀ ଭାବେ ନବୀନ ବାବୁ ଶପଥ ନେବେ।"
ଭୁବନେଶ୍ୱର : " ଗତ ୨୪ ବର୍ଷ ହେଲା ସାଢ଼େ ୪ କୋଟି ଓଡ଼ିଶାବାସୀ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କୁ ଆଶୀର୍ବାଦ କରିଆସୁଛନ୍ତି।…
ମୁଖ୍ୟମନ୍ତ୍ରୀଙ୍କୁ ବନ୍ଧନ ମୁକ୍ତ କରିବା ଦାୟିତ୍ୱ ନିଅନ୍ତୁ ମୁଖ୍ୟ ଶାସନ ସଚିବ ଓ ପୋଲିସ ମହାନିର୍ଦ୍ଦେଶକ: ସମୀର…
ମୁଖ୍ୟମନ୍ତ୍ରୀଙ୍କୁ ମୁକ୍ତ କରିବା ପାଇଁ ରାଜ୍ୟ ମୁଖ୍ୟ ଶାସନ ସଚିବ ଏବଂ ପୋଲିସ ମହାନିର୍ଦ୍ଦେଶକଙ୍କୁ ନିବେଦନ
ଇଓ ଭିଡିଓଗୁଡ଼ିକରେ ମୁଖ୍ୟମନ୍ତ୍ରୀଙ୍କ ବାର୍ତା “ପଞ୍ଜୁରୀ ଭିତରେ ଶୁଆକୁ କଥା କୁହାଇବା” ଭଳି ଲାଗୁଛି
ଭୁବନେଶ୍ୱର, ତା.୨୩/୦୫: ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ…
ନାବାଳକଙ୍କୁ ନୂଆ ଜୀବନ ଦେଲେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ
ଦେବଗଡ଼: ୧୦୮ ଆମ୍ବୁଲାନ୍ସର ଜଣେ ଡ୍ରାଇଭର ରକ୍ତଦାନ କରି ଜଣେ ୧୪ ବର୍ଷର ବାଳକର ଜୀବନ ବଂଚାଇଛନ୍ତି । ଘଟଣାନୁଯାୟୀ ଦେବଗଡ଼ ଜିଲ୍ଲା ତିଳେଇବଣି ବ୍ଲକ ଅନ୍ତର୍ଗତ ଦୁଧିଆନାଳି ପଂଚାୟତର ମୁଣ୍ଡଗୋହିରା ଗ୍ରାମର କୃପାସିନ୍ଧୁ ମହାକୁଳଙ୍କ ପୁଅ ଗୋବିନ୍ଦ ମହାକୁଳ(୧୪ ବର୍ଷ) ସିକଲ୍ ସେଲ୍ ରୋଗ ଓ…
ପ୍ରାଚୀନ କବି ମୁକୁନ୍ଦ ପାଢୀଙ୍କ ୧୫୩ତମ ଜୟନ୍ତୀ ପ୍ରସ୍ତୁତି ବୈଠକ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପ୍ରାଚୀନ କବି ମୁକୁନ୍ଦ ପାଢୀଙ୍କ ୧୫୩ତମ ଜୟନ୍ତୀ ଉପଲକ୍ଷେ ପ୍ରସ୍ତୁତି ବୈଠକ ପାରଳାଖେମୁଣ୍ଡି ସ୍ଥିତ ଉତ୍କଳ ହିତୈଷିଣୀ ସମାଜ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି। ଗବେଷକ ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମାବେଶରେ…