Sign in
Sign in
Recover your password.
A password will be e-mailed to you.
ଭୁବନେଶ୍ୱରରେ ଭୋଟ୍ ଦେଲେ କେନ୍ଦ୍ରମନ୍ତ୍ରୀ
ପ୍ରଜାତନ୍ତ୍ରରେ ଭୋଟ୍ ସବୁଠାରୁ ପ୍ରଭାବଶାଳୀ - ଧର୍ମେନ୍ଦ୍ର ପ୍ରଧାନ
• ଚନ୍ଦ୍ରଶେଖରପୁର ଡିଏଭି ସ୍କୁଲ କ୍ୟାମ୍ପସ-୨ରେ ବୁଥ୍ ନଂ ୫୯ରେ ମତଦାନ ସାବ୍ୟସ୍ତ କଲେ କେନ୍ଦ୍ରମନ୍ତ୍ରୀ ଓ ତାଙ୍କ ଧର୍ମପତ୍ନୀ ମ୍ରିଦୁଳା ଟି ପ୍ରଧାନ • ଗଣତନ୍ତ୍ରକୁ ମଜବୁତ୍ କରିବା ପାଇଁ ଅଧିକ ସଂଖ୍ୟାରେ ଭୋଟ କରିବାକୁ…
ପ୍ରଫେସର ଶରଣଜିତ୍ ସିଂହ କିଟ୍ ବିଶ୍ୱବିଦ୍ୟାଳୟର ନୂତନ କୁଳପତି
ଭୁବନେଶ୍ୱର/୨୪ ।୫: କିଟ୍ ବିଶ୍ୱବିଦ୍ୟାଳୟର ନୂତନ କୁଳପତି ଭାବେ ପ୍ରଫେସର ଶରଣଜିତ ସିଂହ ଦାୟିତ୍ୱ ଗ୍ରହଣ କରିଛନ୍ତି। କୁଳପତି ଚୟନ ନିମନ୍ତେ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଥିଲା। କୁଳପତି ଚୟନ ପାଇଁ ବିଭିନ୍ନ ପ୍ରକ୍ରିୟା ଅନୁସରଣ ସହ ପୁଙ୍ଖାନୁପୁଙ୍ଖ ଯାଞ୍ଚ କରାଯାଇଥିଲା।…
ବନ୍ଧକ ନେଇ ପ୍ରଶ୍ନ କରିଲୁ, ସ୍ୱାସ୍ଥ୍ୟ ନେଇ ଉତର ରଖିଲା ବିଜେଡି: ସଜ୍ଜନ ଶର୍ମା
ଭୁବନେଶ୍ୱର, ତା.୨୪/୦୫: ଗତକାଲି ଓଡିଶାର ମୁଖ୍ୟ ଶାସନ ସଚିବ ଓ ପୋଲିସ ମହାନିର୍ଦ୍ଦେଶକଙ୍କୁ ମୁଖ୍ୟମନ୍ତ୍ରୀ ବନ୍ଧକ ଅଛନ୍ତି ଏବଂ ତାଙ୍କୁ ମୁକ୍ତ କରିବାକୁ ଚିଠି ଲେଖିଥିଲା ବିଜେପି । ବିଜୁ ଜନତା ଦଳକୁ ମୁଖ୍ୟମନ୍ତ୍ରୀଙ୍କ ବନ୍ଧକ ନେଇ ପ୍ରଶ୍ନ ପଚରାଯାଇଥିଲା । କିନ୍ତୁ ଉତରରେ ସେମାନେ…
ମୟୁରଭଞ୍ଜ, ବାଲେଶ୍ୱର ଓ ଯାଜପୁର ଲୋକସଭା କ୍ଷେତ୍ରରେ ନବୀନ ପଟ୍ଟନାୟକଙ୍କ ନିର୍ବାଚନ ପ୍ରଚାର
ଦ୍ରୌପଦୀ ମୁର୍ମୁ ଏ ମାଟିର ଝିଅ, ମୋ ଭଉଣୀ, ଆଜି ଭାରତର ମାନ୍ୟବର ରାଷ୍ଟ୍ରପତି: ଏ ମାଟିର ଝିଅକୁ ସମ୍ମାନ ଦେଇକି ବିଜୁ ଜନତା ଦଳ ତାଙ୍କୁ ସମର୍ଥନ କରିଥିଲା
ଜୁଲାଇରୁ ବିଜୁଳି ବିଲ୍ ଆସିବ ନାହିଁ, ବିଜୁ ଜନତା ଦଳ ସରକାର ବିଜୁଳି ମାଗଣା ଦେବ, ଆପଣମାନେ ଖୁସି ତ ? ‘ହଁ’ ଧ୍ୱନିରେ…
ବିଜେଡିରୁ ବହିଷ୍କୃତ ହେଲେ ଏକାମ୍ର ଅଂଚଳର ନେତା
ଭୁବନେଶ୍ୱର : ଦଳ ବିରୋଧୀ କାର୍ଯ୍ୟ ଅଭିଯୋଗରେ ଏକାମ୍ର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସୁନ୍ଦରପଦା ଅଂଚଳର ଦେବୀ ପ୍ରସାଦ ନନ୍ଦଙ୍କୁ ବିଜୁ ଜନତା ଦଳରୁ ବହିଷ୍କାର କରାଯାଇଛି |
ବିଜେଡିରୁ କୁହୁଣ୍ଡା ସମିତିସଭ୍ୟା ସୁପ୍ରଭା ସାମଲ ଏବଂ ବିଜେଡି ନେତା ଅଖିଳେଶପଦ ମହାନ୍ତି ନିଲମ୍ବିତ l
(ମାହାଙ୍ଗା-ଶାସକ ପ୍ରଶାସକ): ବିଜେଡି ଦଳରେ ରହି ବିଜେଡି ପାଇଁ କାର୍ଯ୍ୟ କରିବା ବଦଳରେ ନାନା ପ୍ରକାର ଦଳ ବିରୋଧୀମୂଳକ କାର୍ଯ୍ୟ କରିବା ମହଙ୍ଗା ପଡିଲା l ଦଳ ବିରୋଧି କାର୍ଯ୍ୟ ପାଇଁ ମାହାଙ୍ଗା ନିର୍ବାଚନ ମଣ୍ଡଳୀ କୁହୁଣ୍ଡା ପଞ୍ଚାୟତର ସମିତିସଭ୍ୟା ସୁପ୍ରଭା ସାମଲ ଓ ତାଙ୍କ ସ୍ବାମୀ ତଥା…
ସୁକରପଡ଼ାରେ ବିଜେଡ଼ି ଆର୍ଶିବାଦ ସମାବେଶ
ବିକାଶମୂଳକ କାର୍ଯ୍ୟକୁ ଅଧିକରୁ ଅଧିକ କରିବା ପାଇଁ ବିଜେଡି ପ୍ରାର୍ଥୀଙ୍କୁ ଶଙ୍ଖ ଚିହ୍ନରେ ମୋହର ମାରି ଜୟଯୁକ୍ତ କରିବାକୁ ଆହ୍ୱାନ l
(ନିଶ୍ଚିନ୍ତକୋଇଲି-ଶାସକ ପ୍ରଶାସକ): ନିଶ୍ଚିନ୍ତକୋଇଲି ବ୍ଲକ ସୁକରପଡ଼ା ପଞ୍ଚାୟତ ସ୍ତରୀୟ ବିଜେଡ଼ି କର୍ମୀ ସମାବେଶ ଅନୁଷ୍ଠିତ ହୋଇଛି l ସରପଞ୍ଚ ମନୋଜ…
ସୁବର୍ଣ୍ଣ ଜୟନ୍ତୀ ଓ ସନ୍ଥ କବି ଭୀମ ଭୋଇ ଜୟନ୍ତୀ ପାଳନ
ଭବାନୀପାଟଣା(ଶାସକ ପ୍ରଶାସକ ) ମ,ରାମପୁର ବ୍ଲକ ରେ ସନ୍ତ କବି ଭୀମ ଭୋଇ ଜୟନ୍ତୀ ଓ ସୁବର୍ଣ୍ଣ ଜୟନ୍ତୀ ପାଳନ ଓଡ଼ିଆ ଭାଷା ସାହିତ୍ୟକୁ ବଞ୍ଚେଇ ରଖିବାର ମାଇଲଖୁଣ୍ଟ ସଦୃଶ୍ୟ ଦୀର୍ଘ ପାଞ୍ଚ ଦଶନ୍ଧି ଧରି ପରିଚାଳିତ କଳାହାଣ୍ଡିର ଏକ ଅଗ୍ରଣୀ ଅନୁଷ୍ଠାନ ଯୁଗଯାତ୍ରୀ ସାହିତ୍ୟ ସଂସଦ ତାର ସୁବର୍ଣ୍ଣ…
ମହୁଲ ଗଛ ପଡି ମହିଳାଙ୍କ ମୃତ୍ୟୁ
ଭବାନୀପାଟଣା(ଶାସକ ପ୍ରଶାସକ ) କଳାହାଣ୍ଡି, ଜିଲ୍ଲା ଲାଞ୍ଜିଗଡ ବ୍ଲକ ଅନ୍ତର୍ଗତ ବେନଗାଁ ପଞ୍ଚାୟତ ର ବେତିଆପଡ଼ାରରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡ଼ିଥିବା ବେଳେ ଅପରାହ୍ଣ ସନ୍ଧ୍ୟାରେ ଲାଞ୍ଜିଗଡ଼ ବ୍ଲକ୍ ବିଜେପୁର ଥାନା…
ଜିଗ୍ନୀପୁରରେ ବିଜେଡ଼ି କର୍ମୀ ବୈଠକ; ପଞ୍ଚାୟତର ଵିକାଶ ପାଇଁ ଯୋଡ଼ି ଶଙ୍ଖରେ ଭୋଟ ଦେବାକୁ ଆହ୍ବାନ l
(ନିଶ୍ଚିନ୍ତକୋଇଲି-ଶାସକ ପ୍ରଶାସକ): ମାହାଙ୍ଗା ନିର୍ବାଚନ ମଣ୍ଡଳୀ ନିଶ୍ଚିନ୍ତକୋଇଲି ବ୍ଲକ ଛୁଆଳିଆ ଓସ୍ତମୂଳ ଛକରେ ଜିଗ୍ନୀପୁର ପଞ୍ଚାୟତ ସ୍ତରୀୟ ବିଜେଡ଼ି କର୍ମୀ ବୈଠକ ଅନୁଷ୍ଠିତ ହୋଇଛି l ସରପଞ୍ଚ ତିଳୋତ୍ତମା ରାଉତଙ୍କ ସଭାପତିତ୍ଵ ଏବଂ ବ୍ଲକ ଯୁବ ବିଜେଡ଼ି ସଭାପତି ଜ୍ଞାନରଂଜନ ରାଉତଙ୍କ…