ଗୋମାତାଙ୍କୁ ଗୁଳି ମାରି ଗିରଫ ହେଲେ ବିଜେଡ଼ି ନେତା।

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ରଘୁନାଥପୁର ବ୍ଲକ ପୂରଣ ଓଡ଼ାପଡ଼ା ଗ୍ରାମର ବାସିନ୍ଦା ଚାରୁଲତା ବେହେରାଙ୍କ ଚାରୋଟି ଗାଈକୁ ଏୟାର ଗନ୍ ସାହାଯ୍ୟରେ ସୀସା ଗୁଳି ମାରି ସେଇ ପଞ୍ଚାୟତର ବିଜେଡ଼ି ନେତା ତଥା ସାଂସଦ ରାଜଶ୍ରୀ ମଲ୍ଲିକଙ୍କ ପ୍ରତିନିଧି ଗୌତମ ପାଳିତ ଗିରଫ ହୋଇଛନ୍ତି।। ସ୍ବର୍ଗତ…

ରାଉରକେଲା ବନ ବିଭାଗ ହାତରେ ଧରା ପଡିଲେ ଦନ୍ତା ହାତୀ ରାକେଟ

ରାଉରକେଲା:(ବସନ୍ତ କୁମାର ଜେନା): ବିଶେଷ ସୂତ୍ରରୁ ଖବର ପାଇ ରାଉରକେଲାବନଖଣ୍ଡ ଅଧିକାରୀ ଶ୍ରୀଯୁକ୍ତ ଯଶବନ୍ତ ସେଠୀ ଙ୍କ ନିର୍ଦେଶ ଅନୁଯାୟୀ ଶ୍ରୀଯୁକ୍ତ ସୋମ୍ୟରଞ୍ଜନ ଗୋଛାୟତ ଓ ସହକାରୀ ବନ ସଂରକ୍ଷକ ଙ୍କ ନେତୃତ୍ୱରେ ଏକ ଦଳ ଗଠନ କରାଯାଇ ଶ୍ରୀଯୁକ୍ତ ରାମେଶ୍ୱର ନାୟକ, ବୟସ -୫୧ ବର୍ଷ, ଗ୍ରାମ…

“ବିଜେପିର ଆତ୍ମବିଶ୍ୱାସ ଭାଙ୍ଗିଛି, ବାହାରୁ ମୁଖ୍ୟମନ୍ତ୍ରୀ ଆଣିଲେ ମଧ୍ୟ କାମ ଦେଉନି”

ଜଗତସିଂହପୁର,ତା-୨୪.୦୫.୨୦୨୪/ସୁମନ୍ତ କୁମାର ଦାସ: ବିଜେପି ଅନ୍ୟ ରାଜ୍ୟରୁ ଅଧା ଡର୍ଜନ ମୁଖ୍ୟମନ୍ତ୍ରୀ ଆଣି ନିର୍ବାଚନ ପାଇଁ ପ୍ରଚାର କାମରେ ଲଗାଇଛି । ସମସ୍ତେ ଲାଗି ପଡିଛନ୍ତି, ଏଥର ନବୀନ ପଟ୍ଟନାୟକଙ୍କୁ ଦୂରେଇ ଦେବେ । ମାତ୍ର ଆସନ୍ତା ୯ ତାରିଖରେ ହିଁ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ…

ସମାଜସେବା ପାଇଁ ସରେଇକେଲା ଚନ୍ଦନ ଯାତ୍ରା ରେ ସମ୍ବର୍ଦ୍ଧିତ ହେଲା ସାମାଜିକ ଅନୁଷ୍ଠାନ ସହଯୋଗ

(ପଦ୍ମପୁର ): ଆମେ ଆପଣଙ୍କ ସହିତ ରହିଛୁ ” ମନ୍ତ୍ରରେ ଅଭିମନ୍ତ୍ରିତ ପଦ୍ମପୁର ର ସାମାଜିକ ଅନୁଷ୍ଠାନ "ସହଯୋଗ" । ସମାଜ ର ରୋଗୀ ଦୁଃଖୀ ଙ୍କ ପ୍ରତି ଦାୟିତ୍ୱ ଓ କର୍ତ୍ତବ୍ୟ ପଥରେ ସହଯୋଗ ସର୍ବଦା ସମର୍ପିତ। ସହଯୋଗ ଓ ସମର୍ପଣଭାବ ନେଇ କର୍ତ୍ତବ୍ୟ ପଥରେ ଆଗେଇ ଚାଲି ସାଉଁଟୁଛି ପ୍ରଶଂସା। ନିୟମିତ…

ଷୋହଳ ପ୍ରହରୀ ନାମଯଜ୍ଞ ଅନୁଷ୍ଠିତ: ଯୋଗଦେଲେ ବିଧାୟିକା ବର୍ଷା ସିଂ ବରିହା

ପଦ୍ମପୁର:- ବରଗଡ ଜିଲ୍ଲା ପଦ୍ମପୁର ନିର୍ବାଚନ ମଣ୍ଡଳୀ ପାଇକମାଲ ବ୍ଲକ ଅନ୍ତର୍ଗତ କେଛୋଦାଦର ଠାରେ ଷୋହଳ ପ୍ରହରି ନାମଯଜ୍ଞ ଆରମ୍ଭ ହୋଇଯାଇଛି। ପ୍ରତ୍ୟେକ ଦିନ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳୁଥିବାବେଳେ ଗୁରୁବାର ପୂର୍ଣ୍ଣାହୁତି ଦିନରେ ପଦ୍ମପୁର ବିଧାୟିକା ବର୍ଷା ସିଂ ବରିହା ଯୋଗ ଦେଇ…

ମହାକାଳେଶ୍ଵର ମହାଦେବ ମନ୍ଦିର ର ରତ୍ନମୁଦ ଉତ୍ସବ ଅନୁଷ୍ଠିତ।

ପଦ୍ମପୁର:- ସ୍ଥାନୀୟ ସ୍ଵସ୍ତିନଗର ରେ ମହାକାଳେଶ୍ଵର ମହାଦେବ ମନ୍ଦିର ର ରତ୍ନମୁଦ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରେ ବିଧାୟିକା ବର୍ଷା ସିଂ ବରିହା ଯୋଗ ଦେଇଥିଲେ। ପଣ୍ଡିତ ରଘୁନାଥ ତ୍ରିପାଠୀ ଓ ଦେବେନ୍ଦ୍ର ତ୍ରିପାଠୀ ପୂଜାକାର୍ଯ୍ୟ ତୁଲାଇଥିବା ବେଳେ ରୁଦ୍ରମଣି ମେହେର ଓ ଅଞ୍ଜଳୀ…

ମୁଖ୍ୟମନ୍ତ୍ରୀଙ୍କ ବିବଶତାକୁ ଦେଖି ମଧ୍ୟ ପ୍ରଣବ ଆଖି ବୁଜି ଦେଇଛନ୍ତି – ଜୟ ନାରାୟଣ ମିଶ୍ର

o ମୁଖ୍ୟମନ୍ତ୍ରୀଙ୍କ ସ୍ଥିତି ଉପରେ ପ୍ରଣବ ସ୍ୱର ଉଠାଇବା ପରିବର୍ତ୍ତେ କ୍ରୀତଦାସ ହୋଇ ଜାଣି ଅଜଣା ହେବା ଦେଖି ଆମକୁ ଦୁଃଖ ଲାଗୁଛିo ମା’ ସମଲେଶ୍ୱରୀ ମନ୍ଦିର ବାବଦରେ ପ୍ରଣବଙ୍କ ଜ୍ଞାନ କମ ରହିଛିo ମିଛ କଥାକୁ ପ୍ରଚାର କରି ମୂଳ ପ୍ରଶ୍ନର ଉତ୍ତର ନଦେବା ତାଙ୍କ ରାଜନୈତିକ ଅପରିପକ୍ୱତାର…

ଭୋଟ୍ ବର୍ଜନ ଧମକ ପରେ ରାସ୍ତାକାମ ଆରମ୍ଭ ହେଲା

ଲାଞ୍ଜିଗଡ(ଶାସକ ପ୍ରଶାସକ)କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ଲାଞ୍ଜି ପଞ୍ଚାୟତର ତୁର୍କl ଗାଁର ବିଭିନ୍ନ ସମସ୍ୟା ଲାଗି ରହିଥିବା ବେଳେ ବର୍ଷ ବର୍ଷ ଧରି ବିକାଶ କରିବା ନାଁରେ ରାଜନେତା, ପ୍ରଶାସନ ଓ ସରକାର ଠକୁଥିବା ନେଇ ଏହି ୨୦୨୪ ସାଧାରଣ ନିର୍ବାଚନରେ ଭୋଟ୍ ବର୍ଜନ କରିବା ପାଇଁ ଗ୍ରାମବାସୀ…

ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ କୁଳିଆରେ ବିଜୟ ସଂକଳ୍ପ ସମାବେଶ l

 (ନିଶ୍ଚିନ୍ତକୋଇଲି-ଶାସକ ପ୍ରଶାସକ):ଉତ୍ତରପ୍ରଦେଶ ରାଜ୍ୟର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଜୀ ମାହାଙ୍ଗା ବିଧାନସଭା କ୍ଷେତ୍ରର ନିଶ୍ଚିନ୍ତକୋଇଲି ବ୍ଲକ କୁଳିଆ ଆରଏମସି ପଡ଼ିଆରେ ଭାରତୀୟ ଜନତା ପାର୍ଟିର ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେଇଥିଲେ । ମୋଦୀ ସରକାରଙ୍କ ଶାସନରେ ରାଜ୍ୟରେ ୪ ଲେନ୍…

ନାଟ୍ୟ ନିର୍ଦ୍ଦେଶକଙ୍କ ପରଲୋକ

ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ଗାଙ୍ଗପୁର ଥାନା ଅନ୍ତର୍ଗତ କେଶରାପଲ୍ଲୀ ଗ୍ରାମର ଦଣ୍ଡନାଚ ନିର୍ଦ୍ଦେଶକ ତଥା କେଶରାପଲ୍ଲୀ ଗ୍ରାମ୍ୟ ପରିଚାଳନା କମିଟି ସଭାପତି ଘନଶ୍ୟାମ ବିଷୋୟୀଙ୍କର ଆଜି ଅପରାହ୍ଣରେ ପରଲୋକ ଘଟିଛି I ମୃତ୍ୟୁ ବେଳକୁ ତାଙ୍କୁ 97 ବର୍ଷ ବୟସ ହୋଇଥିଲା I ସେ କିଛିଦିନ ହେବ…