ନିର୍ବାଚନ ପରବର୍ତ୍ତୀ ଆଇନ୍ ଶୃଙ୍ଖଳା ରକ୍ଷା ପାଇଁ ବେଲଗୁଣ୍ଠା ପୋଲିସ୍ ର ଫ୍ଲାଗ୍ ମାର୍ଚ୍ଚ

ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ନିର୍ବାଚନ ପରବର୍ତ୍ତୀ ଆଇନ୍ ଶୃଙ୍ଖଳା ରକ୍ଷା ପାଇଁ ବେଲଗୁଣ୍ଠା ପୋଲିସ୍ ପକ୍ଷରୁ ବେଲଗୁଣ୍ଠା ଥାନା ଅନ୍ତର୍ଗତ ବେଲଗୁଣ୍ଠା ସହର ସମେତ ବିଭିନ୍ନ ଗ୍ରାମରେ ଫ୍ଲାଗ୍ ମାର୍ଚ୍ଚ କରାଯାଇ ପୋଲିସ୍ ର ଉପସ୍ଥିତି ଜାହିର୍ କରାଯାଇଛି I ଆଜି ବେଲଗୁଣ୍ଠା ଥାନା ଅଧିକାରୀ…

“କବିସମ୍ରାଟ ମିଡ଼ିଆ କ୍ଲବ” ର ବନ୍ଧୁ ମିଳନ ଉତ୍ସବ

ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }; ଭଞ୍ଜନଗର ଅଞ୍ଚଳ ର ସର୍ବ ପ୍ରଥମ ପଞ୍ଜିକୃତ ଅଗ୍ରଣୀ ସାମ୍ବାଦିକ ସଂଗଠନ "କବିସମ୍ରାଟ ମିଡ଼ିଆ କ୍ଲବ" ର ବନ୍ଧୁ ମିଳନ ଉତ୍ସବ ଆଜି ମେ ମାସ ୨୬ ତାରିଖ ରବିବାର ୨୦୨୪ ରେ ଭଞ୍ଜନଗର ବନ ବିହାର ପାର୍କ ଠାରେ ଅନୁଷ୍ଠିତ ହୋଇଯାଇଅଛି। ଏହି ଉତ୍ସବ ରେ ସଂଘ ର ସମସ୍ତ…

ବିଜେପି ପ୍ରାର୍ଥୀ ଙ୍କ ବିଭିନ୍ନ ସ୍ଥାନ ରେ ନିର୍ବାଚନୀ ସଭା

ବାସୁଦେବପୁର : ବାସୁଦେବପୁର ନିର୍ବାଚନ ମଣ୍ଡଳୀ ରେ ବିଭିନ୍ନ ସ୍ଥାନରେ ବିଜେପି ଦଳର ବିଧାୟକ ପ୍ରାର୍ଥୀ ବାଣୀ କଲ୍ୟାଣ ମହାନ୍ତି ଓ ସାଂସଦ ପ୍ରାର୍ଥୀ ଅଭିମନ୍ୟୁ ସେଠୀ ଙ୍କ ନିର୍ବାଚନୀ ସଭା ଅନୁଷ୍ଟିତ ହୋଇ ଯାଇଛି। ବିଭିନ୍ନ ସ୍ଥାନ ରେ ନିର୍ବାଚନୀ ସଭା ରେ ଓଡ଼ିଶା ରେ ବିଜେପି ସରକାର ଗଢିବି…

ଧର୍ମେନ୍ଦ୍ରଙ୍କୁ ତାଙ୍କ ଭାଷାରେ ଜବାବ ଦେଲେ ବବି

"ଯିଏ ନିଜ ମତଲବ ପାଇଁ ବାପାଙ୍କୁ ତାଲା ପକାଇ ଟିକଟ ନିଅନ୍ତି ତାଙ୍କ ଅଶାଳୀନ ମନ୍ତବ୍ୟରେ ମୁଖ୍ୟମନ୍ତ୍ରୀ ବିସ୍ମିତ ନୁହନ୍ତି" ଭୁବନେଶ୍ୱର : "ଯିଏ ନିଜ ମତଲବ ପାଇଁ ବାପାଙ୍କୁ ତାଲା ପକାଇ ଟିକଟ ନିଅନ୍ତି ତାଙ୍କ ଅଶାଳୀନ ମନ୍ତବ୍ୟରେ ମୁଖ୍ୟମନ୍ତ୍ରୀ ବିସ୍ମିତ ନୁହନ୍ତି" ବୋଲି କେନ୍ଦ୍ରମନ୍ତ୍ରୀ…

ସମ୍ ହସ୍ପିଟାଲରେ ୨୧ ମାସର ବ୍ରେନ୍‌ଡେଡ୍ ଶିଶୁର ଶରୀରରୁ ଅଙ୍ଗ କଢ଼ାଯାଇ ଅନ୍ୟ ଶରୀରରେ ପ୍ରତ୍ୟାରୋପଣ ପାଇଁ ପଠାଗଲା

ଭୁବନେଶ୍ୱର, ୨୬/୦୫ : ନିଜର ୨୧ ମାସର ଶିଶୁ ପୁତ୍ର ବ୍ରେନ୍‌ଡେଡ୍ ଘୋଷଣା ହେବା ପରେ ମହାନତା ଦେଖାଇଛନ୍ତି ତାର ପିତା ମାତା । ଦୁଃଖରେ ଭାଙ୍ଗିପଡ଼ିଛନ୍ତି ସତ, କିନ୍ତୁ ନିଜ ପୁଅର ଅଙ୍ଗ ପ୍ରଦାନ କରି ଅନ୍ୟ କାହାର ଜୀବନ ରକ୍ଷା କରିବାର ଉଦାରତା ଦେଖିବାକୁ ମିଳିଛି ଏହି ଦୁଃଖି ପିତାମାତାଙ୍କ…

ମାଟ୍ରିକ୍‍ ପରୀକ୍ଷା ଫଳ ପ୍ରକାଶିତ: ଲଗାତର ୧୭ବର୍ଷ ଧରି କିସ୍‍ର ଶତ ପ୍ରତିଶତ ସଫଳତା

ଭୁବନେଶ୍ୱର, ୨୬ ।୫: ଓଡ଼ିଶା ମାଧ୍ୟମିକ ଶିକ୍ଷା ବୋର୍ଡ ଦ୍ୱାରା ପରିଚାଳିତ ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି। ସମଗ୍ର ଓଡ଼ିଶାରେ ପାସ୍‍ ହାର ୯୬.୭% ରହିଥିବା ବେଳେ କଳିଙ୍ଗ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ସୋସିଆଲ୍ ସାଇନ୍‌ସେସ୍ (କିସ୍‌)ର ଫଳାଫଳ ଶତ ପ୍ରତିଶତ ହୋଇଛି। କିସ୍…

ପ୍ରକାଶ ପାଇଲା ଯୁକ୍ତ-୨ ପରୀକ୍ଷାଫଳ

ଭୁବନେଶ୍ୱର: ଆଜି ଚଳିତ ବର୍ଷ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ବାର୍ଷିକ ଯୁକ୍ତ-୨ ପରୀକ୍ଷାଫଳ ପ୍ରକାଶ ପାଇଛିା ଆଜି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ମୁଖ୍ୟ କାର୍ଯ୍ୟାଳୟଠାରେ ବାର୍ଷିକ ଯୁକ୍ତ-୨ କଳା, ବାଣିଜ୍ୟ, ବିଜ୍ଞାନ ଓ ଧନ୍ଦାମୂଳକ ସ୍ରୋତର ପରୀକ୍ଷାଫଳକୁ ଆନୁଷ୍ଠାନିକ…

ଅପରାଧୀ ଓ ଠକଙ୍କୁ ବିଜେପି ଫୁଲମାଳ ଦେଇ ସ୍ୱାଗତ କରେ ଓ ଟିକେଟ ଦିଏ: ବିଜେଡି

 ପ୍ରଶାନ୍ତ ଜଗଦେବ ଓ ପ୍ରଦୀପ ପାଣିଗ୍ରାହୀଙ୍କୁ ମିଳିଛି ବିଜେପି ଟିକେଟ  ଜମି ଜବରଦଖଲକାରୀ ବୈଜୟନ୍ତ ପଣ୍ଡାଙ୍କୁ କୋଳେଇ ନେଇଛି ବିଜେପି  ବିଜେପିର କେନ୍ଦ୍ରୀୟ ନେତାମାନେ ଏଭଳି ଠକଙ୍କ ସଂକ୍ରାନ୍ତରେ ଅଜ୍ଞ ଭୁବନେଶ୍ୱର: ଗୁଣ୍ଡା, ଜମି ଜବରଦଖଲକାରୀ, ଠକ ଓ କଳାଧନ…

ଓଡ଼ିଶାବାସୀ ଚାହୁଁଛନ୍ତି “ମୋଦି ଗ୍ୟାରେଂଟି”: ସ୍ମୃତି ଇରାନୀ

କୁଜଙ୍ଗ/ ଆଳି/ରେମୁଣା/ଭୁବନେଶ୍ୱର, ତା.୨୫/୦୫: ନିର୍ବାଚନୀ ପ୍ରଚାର ପାଇଁ ଦିନିକିଆ ଓଡିଶା ଗ୍ରସ୍ତରେ ଆସିଛନ୍ତି କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ । ଶ୍ରୀମତି ଇରାନୀ ପାରାଦୀପ ବିଧାନସଭା ନିର୍ବାଚନ ମଣ୍ଡଳୀର କୁଜଙ୍ଗ, ଆଳି ଓ ରେମୁଣାଠାରେ ଅନୁଷ୍ଠିତ ଜନସଭାକୁ ସମ୍ବୋଧନ କରିଛନ୍ତି ।ଶ୍ରୀମତୀ…

ଯାଜପୁର ଲୋକସଭା କ୍ଷେତ୍ରର ସୁକିନ୍ଦା, ଯାଜପୁର, ବିଞ୍ଝାରପୁର, ବରୀ, ଧର୍ମଶାଳା ଓ ବଡ଼ଚଣାରେ ଶ୍ରୀ କାର୍ତ୍ତିକ…

ବିଜେପିର ଆଭ୍ୟନ୍ତରିଣ ସର୍ଭେ କହୁଛି ସେମାନଙ୍କ ଟାରଗେଟ୍‍ ହଉଛି ୩୦ଟି ଆସନ, ସେଥିରେ ପୁଣି ଧର୍ମଶାଳା ବି ଅଛି ମୁଁ ବିନମ୍ରତାର ସହ କହୁଛି ଓଡ଼ିଶାରେ ଯେତେ ଓଲଟା ପୋଲଟା କାମ କଲେ ବି ଧର୍ମଶାଳାରୁ ଆଶୀର୍ବାଦ କମିବ ନାହିଁ, କେବଳ ବଢ଼ିବ ଧର୍ମଶାଳାରେ କେନ୍ଦ୍ରମନ୍ତ୍ରୀ ସ୍ମୃତି…