Sign in
Sign in
Recover your password.
A password will be e-mailed to you.
ଧାମନଗର ଓ ଚାନ୍ଦବାଲିରେ କେନ୍ଦ୍ରମନ୍ତ୍ରୀଙ୍କ ନିର୍ବାଚନୀ ପ୍ରଚାର
ଓଡ଼ିଆ ଲୋକ ଲଢେଇ କରି ଜାଣେ, ଜବାବ ଦେଇ ଜାଣେ - ଧର୍ମେନ୍ଦ୍ର ପ୍ରଧାନ
• ଆଦିବାସୀଙ୍କ ହତ୍ୟା କରି ହାତ ଲାଲ କରିଥିବା ଅଧିକାରୀଙ୍କ ସପକ୍ଷରେ ବିଜେଡି ଯୁକ୍ତି ବାଢିବା ଦୁର୍ଭାଗ୍ୟଜନକ• କଳିଙ୍ଗନଗର ଆଦିବାସୀଙ୍କ ଉପରେ ଗୁଳିକାଣ୍ଡ ବେଳେ ଯାଜପୁର ଜିଲ୍ଲାର ଏସପି କିଏ ଥିଲେ ?• କନ୍ଧମାଳ…
ୟୁଏଆଇଏଲ୍ର ପ୍ରୋଜେକ୍ଟ ୱାଡି ରାୟଗଡାରେ କୃଷକଙ୍କୁ ସହାୟତା କରୁଛି
ଭୁବନେଶ୍ୱର/ରାୟଗଡା: ଆଦିତ୍ୟ ବିର୍ଲା ଗ୍ରୁପ୍ର ଉତ୍କଳ ଆଲୁମିନା ଇଣ୍ଟରନ୍ୟାସନାଲ ଲିମିଟେଡ (ୟୁଏଆଇଏଲ୍), ନାବାର୍ଡ ସହଯୋଗିତାରେ ରାୟଗଡାରେ ପ୍ରୋଜେକ୍ଟ ୱାଡି କାର୍ଯ୍ୟକାରୀ କରିଛି । ଏହା କୃଷକଙ୍କ ଆୟ ଦୁଇଗୁଣ କରିବା ଲକ୍ଷ୍ୟ ରଖିଛି । ଏହା ଗ୍ରାମାଞ୍ଚଳ ଆଦିବାସୀ ପରିବାରଗୁଡିକର ଆୟ ଏକ…
ନିର୍ବାଚନରେ ନିଶ୍ଚିତ ପରାଜୟ ଦେଖି ଅଫିସରଙ୍କୁ ଟାର୍ଗେଟ କରୁଛି ବିଜେପି: ବିଜେଡି
ନିର୍ବାଚନ କମିଶନଙ୍କ ନାଁ ନେଇ ଅଫିସରଙ୍କ ପଛରେ ପଡିଛି ବିଜେପି
ନିର୍ବାଚନରେ ସିଧାସଳଖ ଲଢିବାକୁ ବିଜେଡି ନେତାଙ୍କ ଆହ୍ୱାନ
ଓଡିଶା ପାଇଁ ଜୀବନକୁ ବାଜି ଲଗାଇଥିବା ଅଫିସରଙ୍କୁ ଟାର୍ଗେଟ କରିବା ଦୁର୍ଭାଗ୍ୟଜନକ
ଗଣମାଧ୍ୟମ ପ୍ରତି ବି ବିଜେପି ନେତାଙ୍କ ସମ୍ମାନ…
ଓଡିଶା ପ୍ରଗତିର ପ୍ରତିବନ୍ଧକ ସାଜିଛି ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାର: ବିଜେଡି
ରେଳ ସାନ୍ଦ୍ରତା କ୍ଷେତ୍ରରେ ପୂର୍ବ ଭାରତ ରାଜ୍ୟମାନଙ୍କ ଭିତରେ ଓଡିଶା ସର୍ବନିମ୍ନ
ଓଡିଶାର ୭ଟି ଜିଲ୍ଲା ଏବେ ବି ରେଳସେବା ଶୂନ୍ୟ
ରାଜ୍ୟର ପାଞ୍ଚଟି ଜନଜାତି ଭାଷାକୁ ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦରେ ସାମିଲକୁ କେନ୍ଦ୍ରର ନା
ପ୍ରସ୍ତାବିତ ଉପକୂଳ ରାଜପଥ…
ମୟୁରଭଞ୍ଜ ଲୋକସଭାକ୍ଷେତ୍ର ଯଶୀପୁର, ସାରସକଣା,ବାଙ୍ଗିରିପୋଷି, ମୋରଡ଼ା ଓ ଉଦଳାରେ ପାଣ୍ଡିଆନଙ୍କ ନିର୍ବାଚନ ପ୍ରଚାର
ବହୁତ ନେତା ଅଛନ୍ତି, ନିର୍ବାଚନ ଆସିଲେ ସେମାନଙ୍କର ଲୋକଙ୍କ କଷ୍ଟ ମନେପଡ଼େ,
ଲୋକସଭା ପ୍ରାର୍ଥୀ ସୁଦାମ ବାବୁ ଓ ବିଧାନସଭା ପ୍ରାର୍ଥୀମାନଙ୍କୁ ବିପୁଳ ଭୋଟରେ ଜିତାଇ ନବୀନ ବାବୁଙ୍କ ହାତମୁଠାକୁ ଟାଣ କରିବାକୁ ଅନୁରୋଧ
ଭୁବନେଶ୍ୱର/ମୟୁରଭଞ୍ଜରୁ ଦୀପୁ ମହାପାତ୍ର : ବିଜୁ ଜନତା ଦଳର…
ଉଚ୍ଚଶିକ୍ଷା ପାଇଁ ଆବେଦନ କରିବାରେ ସାହାଯ୍ୟ କରୁଛି ଡ଼ିଜିଟାଇଡ ସାର୍ଟିଫିକେଟ୍
ଘରେ ବସି ଡାଉନଲୋଡ୍ କରୁଛନ୍ତି ଛାତ୍ରଛାତ୍ରୀ
ଭୁବନେଶ୍ୱର, ୨୯/୦୫/୨୦୨୪: ଚଳିତବର୍ଷ ଛାତ୍ରଛାତ୍ରୀମାନଙ୍କୁ ମ୍ୟାଟ୍ରିକ ସାର୍ଟିଫିକେଟ୍ ପାଇଁ ଅଧିକ ଦିନ ଅପେକ୍ଷା କରିବାକୁ ପଡୁ ନାହିାଁ ବର୍ତ୍ତମାନ ଅନଲାଇନରେ ମିଳୁଛି ଡ଼ିଜିଟାଇଡ ସାର୍ଟିଫିକେଟ୍ା ମାଧ୍ୟମିକ ଶିକ୍ଷା ପରିଷଦର ନିଷ୍ପତ୍ତି…
ପୂର୍ବତଟ ରେଳପଥର ମହାପ୍ରବନ୍ଧକ ଭାବେ ଦାୟିତ୍ୱ ଗ୍ରହଣ କଲେ ପରମେଶ୍ୱର ଫୁଙ୍କୱାଲ
ଭୁବନେଶ୍ୱର:: ପୂର୍ବତଟ ରେଳପଥର ମହାପ୍ରବନ୍ଧକ ଭାବେ ଆଇଆରଏମଏସ, ଶ୍ରୀ ପରମେଶ୍ୱର ଫୁଙ୍କୱାଲ ଦାୟିତ୍ୱ ଗ୍ରହଣ କରିଛନ୍ତି | ସେ ଆଇଆଇଟି କାନପୁରର ପୂର୍ବତନ ଛାତ୍ର ଏବଂ ଭାରତୀୟ ରେଳବାଇ ଇଞ୍ଜିନିୟର୍ସ ସେବା (ଆଇଆରଏସଇ) ୧୯୮୮ ବ୍ୟାଚ୍ ଅଧିକାରୀ ଅଟନ୍ତି | ଦୀର୍ଘ ଦଶନ୍ଧିର ଉଲ୍ଲେଖନୀୟ କ୍ୟାରିୟର…
କେନ୍ଦ୍ର ଉପରେ ବର୍ଷିଲେ କାର୍ତ୍ତିକ ପାଣ୍ଡିଆନ
https://youtu.be/83w2nigVGyU
" ସଚ୍ଚୋଟ ଓ ଦକ୍ଷ ଅଧିକାରୀଙ୍କ ବିରୋଧରେ କରାଯାଉଛି ଷଡଯନ୍ତ୍ର"
ଭୁବନେଶ୍ୱର: ବିଜେପି ଯାହା ଚାହୁଁଛି ତାହା କରୁଛି। ସିଏମଓର ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନକୁ ଦୃଢ଼ ନିନ୍ଦା କରିଛନ୍ତି କାର୍ତ୍ତିକ ପାଣ୍ଡିଆନ୍। ଏଭଳି ଜଣେ ଅଫିସର ନିଜ ଜୀବନକୁ…
“ମୁଁ ନୁହେଁ, ଓଡିଶାବାସୀ ବିରୋଧୀଙ୍କ ଅପଶବ୍ଦ ଓ ଅପପ୍ରଚାରର ଜବାବ ଦେବେ”
https://youtu.be/oEGtZlQMSJE
ଭୁବନେଶ୍ୱର: ବିରୋଧୀ ଦଳ ନେତା ତ ରାଜ୍ୟ ବାହାରୁ ଆସୁଥିବା ନେତା ମୁଖ୍ୟମନ୍ତ୍ରୀଙ୍କ ପ୍ରତି ପ୍ରୟୋଗ କରିଥିବା ଅପଶବ୍ଦର ଜବାବରେ ମୁଖ୍ୟମନ୍ତ୍ରୀ ଉତ୍ତର ରଖିଛନ୍ତି ଯେ " ମୁଁ ନୁହେଁ, ଓଡିଶାବାସୀ ତାହାର ଜବାବ ଦେବେ" ବିରୋଧୀଙ୍କୁ ମୁଖ୍ଯମନ୍ତ୍ରୀ…
ଓଡିଶା ବିଜେପିର ୱାସିଂ ମେସିନରେ ସ୍ୱଚ୍ଛ ହେଉଛନ୍ତି ଗୁଣ୍ଡା, ଠକ ଓ ଜମି ଜବରଦଖଲକାରୀ: ବିଜେଡି
ବୈଜୟନ୍ତ ପଣ୍ଡା, ପ୍ରଶାନ୍ତ ଜଗଦ୍ଦେବ ଓ ପ୍ରଦୀପ ପାଣିଗ୍ରାହୀଙ୍କ ଉଦାହରଣ ରଖିଲା ବିଜେଡି
ବୈଜୟନ୍ତ ଜମି ଜବରଦଖଲ ଏବଂ କଳାଧନ କାରବାରରେ ସମ୍ପୃକ୍ତ
ପ୍ରଶାନ୍ତ ଜଗଦ୍ଦେବ ଖୋଦ ବିଜେପି ନେତାଙ୍କୁ ଗାଡି ଚଢାଇ ଘାଇଲା କରିଥିଲେ
ପ୍ରଦୀପ ପାଣିଗ୍ରାହୀ ଚାକିରି ଦେବା…