Sign in
Sign in
Recover your password.
A password will be e-mailed to you.
ରାୟଗଡ଼ା ଜିଲ୍ଲା ଅଙ୍ଗନୱାଡ଼ି କର୍ମୀ ଓ ସହାୟିକା ମାନଙ୍କୁ ଗ୍ରୀଷ୍ମ କାଳୀନ ଛୁଟି ଦେବା ପାଇଁ ଦାବି ପତ୍ର ପ୍ରଦାନ
ରାୟଗଡ଼ା : ରାୟଗଡ଼ା ଜିଲ୍ଲାରେ କାର୍ଯ୍ୟରତ ଭାରତୀୟ ମଜଦୁର ସଂଘ ଦ୍ୱାରା ପରିଚାଳିତ ଅଲ୍ ଓଡିଶା ଅଙ୍ଗନୱାଡ଼ି ଲେଡିଜ୍ ୱରକର୍ସ ଆସୋସିଏସନ୍ ପକ୍ଷରୁ ରାୟଗଡ଼ା ଜିଲ୍ଲା ଅଙ୍ଗନୱାଡ଼ି କର୍ମୀ ଓ ସହାୟିକା ମାନଙ୍କୁ ଗ୍ରୀଷ୍ମ କାଳୀନ ଛୁଟି ଦେବା ପାଇଁ ଦାବି ପତ୍ର ରାୟଗଡ଼ା ଜିଲ୍ଲାପାଳଙ୍କ ଏବଂ…
କିଟ୍ ବିଶ୍ୱବିଦ୍ୟାଳୟର ସ୍ୱତନ୍ତ୍ର ସମାବର୍ତ୍ତନ
ମଙ୍ଗୋଲିଆରେ ମହିଳାମାନଙ୍କୁ ଅଧିକ ପ୍ରାଧାନ୍ୟ ଦିଆଯାଇଥାଏ: ମଙ୍ଗୋଲିଆ ରାଷ୍ଟ୍ରଦୂତ
ଭୁବନେଶ୍ୱର,୩୦।୫: ମଙ୍ଗୋଲିଆରେ ମହିଳାମାନଙ୍କୁ ଅଧିକ ପ୍ରାଧାନ୍ୟ ଦିଆଯାଇଥାଏ ବୋଲି ଭାରତରେ ଅବସ୍ଥାପିତ ମଙ୍ଗୋଲିଆ ରାଷ୍ଟ୍ରଦୂତ ଗନ୍ବୋଲ୍ଡ ଦାମ୍ବାଜୟ କହିଛନ୍ତି। ଆଜି ଅନୁଷ୍ଠିତ କିଟ୍…
ସୌରା ଭାଷାରେ ଶିକ୍ଷା ଦାନ ପାଇଁ ୧୦ ଦିନିଆ ତାଲିମ ଶିବିର
ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ଗୁଣପୁର ଶବର ସାଂସ୍କୃତିକ ସଂଘର କାର୍ଯାଳୟ ପରିସରରେ ପିଲାଙ୍କୁ ପ୍ରଥମ କରି ଆଦିବାସୀ ଭାଷାରେ ଶିକ୍ଷାଦାନ ପାଇଁ ତାଲିମ ଶିବିର ଆୟୋଜନ କରାଯାଇଛି। ଏହି ଦଶ ଦିନିଆ ଶିବିର ଗତ ଶନିବାର ଦିନରୁ ଆରମ୍ଭ ହୋଇଛି। ରାଜ୍ୟ ସରକାର ଆଦିବାସୀ ଭାଷାରେ ପ୍ରଥମ…
ନିର୍ବାଚନ ଫଳାଫଳର ଭୋଟ ଗଣତି ପାଇଁ ପ୍ରଶିକ୍ଷଣ ଏବଂ ଭୋଟ ଗଣତି ପ୍ରସ୍ତୁତି ଉପରେ ଜିଲ୍ଲାପାଳଙ୍କ ସାମ୍ବାଦିକ ସମ୍ମିଳନୀ…
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାରେ ନିକଟରେ ଅନୁଷ୍ଠିତ ହୋଇଥିବା ସାଧାରଣ ନିର୍ବାଚନର ଭୋଟ ଗଣତି ପାଇଁ ନିୟୋଜିତ କର୍ମଚାରୀ ମାନଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଏବଂ ଭୋଟ ଗଣତି ପ୍ରକ୍ରିୟାର ପ୍ରସ୍ତୁତି ପାଇଁ ଜିଲ୍ଲାପାଳଙ୍କ ଏକ ସାମ୍ବାଦିକ ସମ୍ମିଳନୀ କାର୍ଯ୍ୟକ୍ରମ…
୭୭ତମ କାନସ୍ ଫିଲ୍ମ ଫେଷ୍ଟିଭାଲ୍ର ଇଣ୍ଡିଆ ପାଭିଲିଅନ୍ରେ ‘ନନ୍ଦ ମାଷ୍ଟରଙ୍କ ଚାଟଶାଳୀ’
ଭୁବନେଶ୍ୱର: ୭୭ତମ କାନସ୍ ଫିଲ୍ମ ଫେଷ୍ଟିଭାଲ୍ରେ ବରିଷ୍ଠ ସାମ୍ବାଦିକ ତଥା ଶିକ୍ଷାବିତ୍ ଅଭୟ ପତିଙ୍କ ପ୍ରଯୋଜିତ ତଥା ପ୍ରଣବ କୁମାର ଆଇଚଙ୍କ ନିର୍ଦ୍ଦେଶିତ ଓଡ଼ିଆ ଚଳଚ୍ଚିତ୍ର ‘ନନ୍ଦ ମାଷ୍ଟରଙ୍କ ଚାଟଶାଳୀ’ର ଟ୍ରେଲର୍ ଇଣ୍ଡିଆ ପାଭିଲିଅନ୍ ବା ଭାରତ ପର୍ବ ଦ୍ୱାରା ପ୍ରଦର୍ଶିତ ହୋଇଛି । ଭାରତ…
ପରାଜୟ ଭୟରେ ବିଜେଡି ହିଂସାକାଣ୍ଡ କରୁଛି: ମନମୋହନ ସାମଲ
ଗୁଣ୍ଡାଙ୍କ ଦ୍ଵାରା ମରଣାନ୍ତକ ଆକ୍ରମଣ ପ୍ରସଙ୍ଗରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ପାଇଁ ଦାବୀ ପତ୍ର ପ୍ରଦାନ କରିଲା ବିଜେପି ପ୍ରତିନିଧି ଦଳ।
ଭୁବନେଶ୍ୱର, ତା.୩୦/୦୫: ନିର୍ବାଚନ ହାରିବା ସୁନିଶ୍ଚିତ ଜାଣିବା ପରେ ବିଜେଡି ରକ୍ତମୁଖା…
ଶେଷ ପର୍ଯ୍ୟାୟ ନିର୍ବାଚନରେ ବିଜେପି ପ୍ରାର୍ଥୀଙ୍କ ପାଇଁ ଭୋଟ୍ ମାଗିଲେ କେନ୍ଦ୍ରମନ୍ତ୍ରୀ
ଯାଜପୁରର ସ୍ୱାଭିମାନ ମାଟି କ୍ରୀତଦାସ ମାନଙ୍କୁ କରିବ ପ୍ରତ୍ୟାଖ୍ୟାନ - ଧର୍ମେନ୍ଦ୍ର ପ୍ରଧାନ
• ଯାଜପୁର, ବରୀ ଓ ସୁକିନ୍ଦା ନିର୍ବାଚନମଣ୍ଡଳୀରେ ବିଜୟ ସଂକଳ୍ପ ସଭାରେ ଯୋଗଦେଲେ• ନବକୃଷ୍ଣ ଚୌଧୁରୀ, ଗୋପବନ୍ଧୁ ଚୌଧୁରୀଙ୍କ ଜନ୍ମଭୂମି ଓ ମହାତ୍ମା ଗାନ୍ଧୀ ଆଗମନ କରିଥିବା ଯାଜପୁର ମାଟିର ଜଣେ…
ଓଡ଼ିଶାର ନାଯ୍ୟ ଦାବିକୁ କେନ୍ଦ୍ରର ଲଗାତାର ଅବହେଳା: ବିଜେଡ଼ି
ସିଲିଣ୍ଡରର ଦାମ୍ ପ୍ରାୟ ୩୦୦ ପ୍ରତିଶତ ବଢ଼ାଇ ଦେବାରୁ ସାରା "ଉଜ୍ଜ୍ୱଳା" ଏବେ ଅନ୍ଧାରି ଯୋଜନାରେ ପରିଣତ
ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତାର ଦାବିକୁ କେନ୍ଦ୍ରର ଲଗାତାର ଅଣଦେଖା
ଧାନର ସର୍ବନିମ୍ନ ମୂଲ୍ୟକୁ ୨୯୩୦ ଟଙ୍କା କରିବାକୁ ଓଡ଼ିଶାର ଦାବିକୁ ଅଗ୍ରାହ୍ୟ
୧୦…
ସମ୍ ହସ୍ପିଟାଲ୍ରେ ପେଡିଆଟ୍ରିକ୍ ଗ୍ୟାଷ୍ଟ୍ରୋଏନ୍ଟେରୋଲୋଜି ସମ୍ପର୍କିତ କର୍ମଶାଳା ଆୟୋଜିତ
ଭୁବନେଶ୍ୱର, ୨୯/୦୫: ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ରେ ଗତ ରବିବାର ପେଡିଆଟ୍ରିକ ଗ୍ୟାଷ୍ଟ୍ରୋଏନ୍ଟେରୋଲୋଜି ସମ୍ପର୍କିତ ଏକ କର୍ମଶାଳା ଆୟୋଜିତ ହୋଇଯାଇଥିବା ବେଳେ ଏଥିରେ ପ୍ରାୟ ୧୫୦ ଜଣ ପ୍ରତିନିଧି ସାମିଲ ହୋଇଥିଲେ । କର୍ମଶାଳାରେ ଲକ୍ଷେ୍ନା÷ ସ୍ଥିତ…
ପୁରୀ ବାଣ ଦୁର୍ଘଟଣାରେ ଆହତମାନଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ
ଉଚ୍ଚସ୍ତରୀୟ ପ୍ରଶାସନିକ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ
ମୃତକଙ୍କ ନିକଟତମ ଆତ୍ମୀୟଙ୍କ ପାଇଁ ୪ ଲକ୍ଷ ଟଙ୍କା ଅନୁକମ୍ପାମୂଳକ ସହାୟତା ଘୋଷଣା
ଭୁବନେଶ୍ଵର/ପୁରୀ (ଅନିମେଶ ପଟ୍ଟନାୟକ): ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ପୂର୍ବାହ୍ନରେ ଭୁବନେଶ୍ୱର Sum Ultimate…