ବିଜେଡି ପାଇଁ କାମ କରୁଥିବାରୁ ଡିଏସ କୁଟ୍ଟେ ନିଲମ୍ବିତ ଓ ଆଶିଷ ସିଂଙ୍କ ଛୁଟି ଉପରେ ତଦନ୍ତ ନିର୍ଦ୍ଦେଶ: ପୀତାମ୍ବର…

ଭୁବନେଶ୍ୱର, ତା.୨୮/୦୫: ନିର୍ବାଚନ କମିଶନଙ୍କ ଦ୍ୱାରା ଆଜି ଜାରୀ ହୋଇଥିବା ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ଭାରତୀୟ ଗଣତନ୍ତ୍ରକୁ ସୁଦୃଢ଼ କରିବ । ନିର୍ବାଚନ କମିଶନଙ୍କ ଏହି ନିଷ୍ପତି ସ୍ୱାଗତଯୋଗ୍ୟ । ଶାସକ ବିଜେଡି ପାଇଁ କାମ କରୁଥିବା କାରଣରୁ ବରିଷ୍ଠ ଆଇପିଏସ ଶ୍ରୀ ଡି.ଏସ.କୁଟ୍ଟେଙ୍କୁ ନିଲମ୍ବନ…

ଯାତ୍ରୀବାହୀ ଟ୍ରେନ୍ ଚଳାଚଳ ବିଳମ୍ବ ନେଇ ରାଉରକେଲା ଓକିଲ ସଂଘର ଉଦବେଗ, ପ୍ରତିକାର ଦାବିରେ ଡି ଆର୍ ଏମ୍ ଙ୍କୁ…

ରାଉରକେଲା(ବସନ୍ତ କୁମାର ଜେନା) : ରାଉରକେଲା ତଥା ସୁନ୍ଦରଗଡ଼ ଜିଲ୍ଲାର ଜନ ସାଧାରଣ ନିର୍ଭର କରୁଥିବା ଯାତ୍ରୀବାହୀ ଟ୍ରେନ୍ ଯଥା ତପସ୍ଵିନୀ ଏକ୍ସପ୍ରେସ, ରାଜ୍ୟରାଣୀ ଏକ୍ସପ୍ରେସ,ଭୂବନେଶ୍ଵର - ରାଉରକେଲା ଇଣ୍ଟରସିଟି ଏକ୍ସପ୍ରେସ, ସମଲେଶ୍ଵରୀ ଏକ୍ସପ୍ରେସ ଟ୍ରେନ ଗୁଡ଼ିକର ଯାତାୟାତ ରେ ବିଗତ…

ନିଶ୍ଚିନ୍ତକୋଇଲିରେ ବିଜେଡ଼ି କର୍ମୀ ସମାବେଶ : ଯୋଡି ଶଙ୍ଖରେ ମୋହର ମାରି ଜିତାଇବାକୁ ଅନୁରୋଧ l

 (ନିଶ୍ଚିନ୍ତକୋଇଲି-ଶାସକ ପ୍ରଶାସକ): ମାହାଙ୍ଗା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ନିଶ୍ଚିନ୍ତକୋଇଲି ପଞ୍ଚାୟତ ଓଥକା ଗ୍ରାମରେ ବିଜୁ ଜନତା ଦଳର କର୍ମୀ ବୈଠକ ଅନୁଷ୍ଠିତ ହୋଇଛି । ପୂର୍ବତନ ସରପଞ୍ଚ କ୍ଷୀରୋଦ ପଣ୍ଡାଙ୍କ ସଭାପତିତ୍ବ ତଥା ଜିଲ୍ଲାପରିଷଦ ସଭ୍ୟ ବିପ୍ଳବ କାପଙ୍କ ସଂଯୋଜନାରେ ଏଥିରେ…

ସମ୍ ହସ୍ପିଟାଲ (ଶୀତଳାପଲ୍ଲୀ କ୍ୟାମ୍ପସ୍‌)ରେ ମଧୁମେହ ପରୀକ୍ଷା ଓ ଚିକିତ୍ସା ଶିବିର

ଭୁବନେଶ୍ୱର,୨୮/୦୫: ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଶୀତଳାପଲ୍ଲୀ କ୍ୟାମ୍ପସ୍‌ରେ ଗତ ରବିବାର ଏକ ନିଃଶୁଳ୍କ ମଧୁମେହ ପରୀକ୍ଷା ଓ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ବ୍ରହ୍ମପୁର ସମେତ ଆଖପାଖ ଅଂଚଳର ବହୁ ସଂଖ୍ୟକ ମଧୁମେହ ରୋଗୀ ଯୋଗ…

ବେଦାନ୍ତ ଆଲୁମିନିୟମ ଏମ ଭି ମୁରଲୀକୃୀଷ୍ଣା – କୋଚ, ଭାରତୀୟ ପାରା-ବ୍ୟାଡମିଂଟନ ଦଳ ସହିତ ଇଂଟରାକ୍ଟିଭ୍ ଅଧିବେଶନ…

ଝାରସୁଗୁଡାରେ ଆୟୋଜିତ ଏହି ଅଧିବେଶନରେ ତୃଣମୂଳ କ୍ରୀଡ଼ା ସଂସ୍କୃତିର ପ୍ରଚାରପ୍ରସାର ଉପରେ ଗୁରୁତ୍ୱ ଦିଆଯାଇଥିଲା ଝାରସୁଗୁଡା, ମଇ ୨୮, ୨୦୨୪: ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦନକାରୀ ବେଦାନ୍ତ ଆଲୁମିନିୟମ, ଇଣ୍ଡିଆ ପାରାବ୍ୟାଡମିଂଟନ ଦଳର ପ୍ରଶିକ୍ଷକ ଏମ. ଭି ମୁରଲୀକୃୀଷ୍ଣାଙ୍କ ସହ ଏକ…

ବିଜେପି ଫିଂଗୁଛି ଜୁମଲା, ମାରିଛି ୯ ଟି ସେଲ୍ଫ ଗୋଲ : ଭିକେ ପାଣ୍ଡିଆନ

https://youtu.be/uOnRiEaotd4 ବିଜେପି ନେତାଙ୍କ ଅଶାଳୀନତାର ଜବାବ ଦେବେ ଓଡିଶାବାସୀ ସୁଭଦ୍ରା ଯୋଜନା ବିଜେପିର ପନ୍ଦର ଲକ୍ଷ ଟଙ୍କିଆ ଜୁମଲା ପରି ଆଉ ଏକ ଜୁମଲା ଭୁବନେଶ୍ୱର : ବିଜେପି ନିଜ ଗୋଡ଼ରେ ନିଜେ କୁରାଢ଼ୀ ମାରିଛି ବୋଲି ପରୋକ୍ଷରେ ମତ ପ୍ରକଶ କରିବା ସହ ୯ ଟି…

ଲଗାତାର ତିନିବର୍ଷ ଧରି+୨ ବିଜ୍ଞାନ ପରୀକ୍ଷାରେ ଶୀର୍ଷ ସ୍ଥାନ ଦଖଲ କଲା ସ୍ୱସ୍ତି ଆବାସିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ।

ମୟୂରଭଞ୍ଜ ସାରସକଣା ରୁ ଦିପୁ ମହାପାତ୍ର ଙ୍କ ରିପୋର୍ଟ:  ମୟୂରଭଞ୍ଜ ଜିଲ୍ଲା ସାରସକଣା ବ୍ଲକ ଅନ୍ତର୍ଗତ ସ୍ଥାନୀୟ ଝାରପୋଖରିଆସ୍ଥିତ ସ୍ୱସ୍ତି ଆବାସିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଗୁଣାତ୍ମକ ଶିକ୍ଷାପାଇଁ ପୁଣି ଥରେ ଶୀର୍ଷସ୍ଥାନ ହାସଲ କରିଛି।ଚଳିତ ବର୍ଷ ସ୍ୱସ୍ତି ଆବାସିକ ଉଚ୍ଚ ମାଧ୍ୟମିକ…

ବାଲେଶ୍ୱରକୁ ଆସିଥିବା ଅନେକ କାମକୁ କ୍ରିୟାନ୍ୱୟନ କରିବାରେ ବିଜେଡି ବାଧକ – ଧର୍ମେନ୍ଦ୍ର ପ୍ରଧାନ

ବାଲେଶ୍ୱର ସଂସଦୀୟ କ୍ଷେତ୍ରରେ କେନ୍ଦ୍ରମନ୍ତ୍ରୀଙ୍କ ମାରାଥନ ନିର୍ବାଚନ ପ୍ରଚାର • ନୀଳଗିରି, ବଡସାହୀ ଓ ବାଲେଶ୍ୱର ନିର୍ବାଚନମଣ୍ଡଳୀରେ ବିଜୟ ସଂକଳ୍ପ ସଭାରେ ଯୋଗଦେବା ସହ ରୋଡ୍ ସୋ’ରେ ହେଲେ ସାମିଲ • ଗାଁ ଗଣ୍ଡାରେ ୨୫ ବର୍ଷ ହେଲା ବିଶୁଦ୍ଧ ପିଇବା ପାଣି ନାହିଁ, ମୁଖ୍ୟମନ୍ତ୍ରୀ ଏହାକୁ ଭଲ…

ଜାଗୋ ଏକ ଆନ୍ଦୋଳନ :ସୋଆ ଉପସଭାପତି

ସୋଆ ଜାଗୋ ପକ୍ଷରୁ ୟୁନିଫର୍ମ ବଂଟନ ଭୁବନେଶ୍ୱର: ପ୍ରାୟ ଏକ ଦଶନ୍ଧିରୁ ଉର୍ଧ୍ଵ ସମୟ ଧରି ଶିକ୍ଷା ଓ ଅନୁସନ୍ଧାନ (ସୋଆ)ରେ ଅଧ୍ୟୟନରତ ଛାତ୍ରଛାତ୍ରୀ ବୈଷୟିକ ଶିକ୍ଷା ସହିତ ସମାଜର ନିଷ୍ପେସିତ ବର୍ଗର ପିଲାମାନଙ୍କୁ ସମ୍ମାନର ସହ ବଂଚିବାର କଳା ଶିଖାଇବାର ଯେଉଁ ଅହରହ ଉଦମ୍ୟ ଚଳାଇଛନ୍ତି ତାହା…

“ମହାପ୍ରଭୁଙ୍କ ଆଶୀର୍ବାଦରୁ ବର୍ତ୍ତମାନ ସୁଦ୍ଧା ଆମେ ସଂଖ୍ୟା ଗରିଷ୍ଠତା ପାଇସାରିଛୁ ପାଇ ସାରିଛୁ” :…

ଭଦ୍ରକ ଲୋକସଭା କ୍ଷେତ୍ରର ବାସୁଦେବପୁର ଓ ତିହିଡିରେ କାର୍ତ୍ତିକ ପାଣ୍ଡିଆନଙ୍କ ନିର୍ବାଚନ ପ୍ରଚାର ମହାପ୍ରଭୁଙ୍କ ଆଶୀର୍ବାଦରୁ ଜୁନ୍‌ ୯ରେ ନବୀନ ପଟ୍ଟନାୟକ ପୁଣି ଥରେ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ନେବେ ମୁଖ୍ୟମନ୍ତ୍ରୀ ଭାବେ ପ୍ରଥମ ଦସ୍ତଖତ କରିବେ ଓଡିଶାର ୯୦ ପ୍ରତିଶତ…